ଶ୍ରୀମନ୍ଦିର ନାଟ ମଣ୍ଡପ ଉପରେ ଚଢ଼ିବାକୁ ଯୁବକଙ୍କ ଉଦ୍ୟମ, ଥାନାରେ ଅଟକ

ପୁରୀ: ପୁଣି ଶ୍ରୀମନ୍ଦିର ଭିତରେ ଥିବା ନାଟ ମଣ୍ଡପ ଉପରେ ଚଢ଼ିବାକୁ ଉଦ୍ୟମ । ଜଣେ ଯୁବକ ନାଟ ମଣ୍ଡପ ଉପରକୁ ଚଢିବାକୁ ପ୍ରୟାସ କରୁଥିବାବେଳେ ଉଦ୍ଧାର ହୋଇଛନ୍ତି । ପ୍ରଥମେ ଜଗନ୍ନାଥ ମନ୍ଦିର ପୋଲିସ ଉକ୍ତ ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରିତିବାବେଳେ ସିଂହଦ୍ୱାର ଥାନାରେ ସେ ଅଟକ ରହିଛନ୍ତି

ଏମାର ମଠ ପାଖ ଅଞ୍ଚଳରୁ ବାହାରିଲା ସିଂହ ମୂର୍ତ୍ତି

ପୁରୀ: ପୁରୀ ଏମାର ମଠ ପାଖ ଅଞ୍ଚଳରେ ହୋଇଥିବା ଖନନରୁ ବାହାରିଲା ପଥରର ସିଂହ ମୂର୍ତ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମାଟି ଖନନ ବେଳେ ଏକ ସିଂହମୂର୍ତ୍ତି ବାହାରିଥିବା ଦେଖିବାକୁ ମିଳିଛି । ତେବେ ସିଂହ ମୂର୍ତ୍ତିଟି ଭାଙ୍ଗି ଯାଇଥିବା ବେଳେ ଜିପିଆର ସର୍ଭେ ନହୋଇ ଖନନ କାର୍ଯ୍ୟ

ଆଗେଇ ଚାଲିଛି ତିନି ରଥର ଚକ ନିର୍ମାଣ କାର୍ଯ୍ୟ

ପୁରୀ: ମହାପ୍ରଭୁଙ୍କ ତିନି ରଥର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଆସନ୍ତା ଜୁଲାଇ ୧ ତାରିଖରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ଚକ ନିର୍ମାଣରେ ଲାଗି ପଡିଛନ୍ତି ସେବକମାନେ । ଆଗକୁ ଭଉଁରୀ ତିଥି ଥିବାରୁ ଚକ ଅଖ ଡେରା ନୀତି ପାଇଁ ଚକ ନିର୍ମାଣ ଚାଲିଥିବାବେଳେ

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟରେ କଂଗ୍ରେସର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇଥିବା ବେଳେ ଏହାକୁ ସଶକ୍ତ କରିବା ପାଇଁ ଆସିବାକୁ ଯାଉଛନ୍ତି ପ୍ରିୟଙ୍କା ଗାନ୍ଧୀ । ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଅନୁଷ୍ଠିତ ଚିନ୍ତନ ଶିବିରରେ ଯୋଗ ଦେଇ ଫେରିବା ପରେ ଏମିତି ବୟାନ ଦେଇଛନ୍ତି ନିରଞ୍ଜନ

ପୁରୀରେ ନକଲି ଶଙ୍କରାଚାର୍ଯ୍ୟଙ୍କୁ ବିରୋଧ

ପୁରୀ : ନିଜକୁ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଦାବି କରୁଥିବା ଅଧ୍ଯକ୍ଷାନନ୍ଦ ଦେବତୀର୍ଥ ଶଙ୍କରାଚାର୍ଯ୍ୟଙ୍କୁ ପୁରୀରେ ବିରୋଧ । ସେ ହାୱାଡା-ପୁରୀ ଟ୍ରେନରେ ଆସି ପୁରୀରେ ପହଞ୍ଚିବା ପରେ ଆଦିତ୍ୟ ବାହିନୀ ଓ ଗୋବର୍ଦ୍ଧନ ପୀଠର କର୍ମକର୍ତ୍ତା ମାନେ ବିରୋଧ ଓ ନାରାବାଜି ପ୍ରଦର୍ଶନ କରିଥିଲେ।

ସମବାୟ ନିର୍ବାଚନ ପ୍ରସ୍ତୁତି : ବରିଷ୍ଠ ନେତାଙ୍କ ସହ ବିଜେଡି ସୁପ୍ରିମୋଙ୍କ ଆଲୋଚନା, ୭ ଜଣିଆ କମିଟି ଗଠିତ

ଭୁବନେଶ୍ବର: ସମବାୟ ନିର୍ବାଚନ ନେଇ ବିଜେଡ଼ିର ଜୋରଦାର ପ୍ରସ୍ତୁତି । ଦଳର ବରିଷ୍ଠ ନେତୃତ୍ୱଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ । ସମବାୟ ନିର୍ବାଚନ ପରିଚାଳନା କରିବା ନେଇ ୭ ଜଣିଆ କମିଟି ଗଠନ କଲା ବିଜେଡି । କମିଟିରେ ଆବାହକ ପ୍ରତାପ ଦେବ ରହିଥିବା ବେଳେ

ବ୍ରଜରାଜନଗର ଉପନିର୍ବାଚନ: ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ୫ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର : ବ୍ରଜରାଜନଗର ଉପନିର୍ବାଚନ ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ଶାସକ ବିଜୁ ଜନତା ଦଳ, ବିରୋଧୀ ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ । ନାମାଙ୍କନ ପତ୍ର ଦାଖଲଠୁ ନେଇ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇ ସାରିଛି । ଏବେ ପ୍ରଚାରରେ କମ୍ପିବ ବ୍ରଜରାଜନଗର

ଗଣମାଧ୍ୟମ ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ

ପୁରୀ: ଖବର ସଂଗ୍ରହ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ । ପୁରୀ ସମୁଦ୍ର କୂଳ ଥାନା ଅନ୍ତର୍ଗତ ହୋଟେଲ ଭିକ୍ଟୋରିଆ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆକ୍ରମଣର‌ ଶିକାର ହୋଇଥିବା ସାମ୍ବାଦିକ ଜଣକ ହେଉଛନ୍ତି ପ୍ରମେୟ ଖବରକାଗଜର କ୍ରାଇମ୍ ରିପୋର୍ଟର ବିକ୍ରମ ଆଚାର୍ଯ୍ୟ ।

ବଦଳିଲେ ମାହାଙ୍ଗା ଥାନା ଅଧିକାରୀ ନିହାର ମହାନ୍ତି

କଟକ: ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତିଙ୍କୁ କଟକ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ମାହାଙ୍ଗା ଥାନା ଅଧିକାରୀ ଦାୟିତ୍ୱ ଭଦ୍ରେଶ୍ୱର ଫାଣ୍ଡି ଅଧିକାରୀ ତପନ ନାୟକଙ୍କୁ ଦିଆଯାଇଛି। ଉଲ୍ଲେଖନୀୟଯେ, ତାଙ୍କ ପତ୍ନୀ ନିନା ବେଉରା ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଗିରଫ

ସହିଦ ନଗର ଥାନା ଘେରିଲେ ସଫେଇ କର୍ମଚାରୀ, ମହିଳା ବାସିନ୍ଦା ମାଡ଼ ମାରିଥିବା ଅଭିଯୋଗ

ଭୁବନେଶ୍ୱର: ସହିଦ ନଗର ଥାନା ଘେରିଲେ ବିଏମ୍‌ସି ସଫେଇ କର୍ମଚାରୀ । ମହିଳା ସଫେଇ କର୍ମଚାରୀଙ୍କ ଜଣେ ବାସିନ୍ଦା ପିଟିଥିବା ଅଭିଯୋଗରେ ଥାନା ଘେରାଉ ହୋଇଛି । ଖବର ଅନୁଯାୟୀ, ସୋମବାର ସକାଳ ସମୟରେ ଜଣେ ମହିଳା ସଫେଇ କର୍ମଚାରୀ ୩୧ ନମ୍ବର ୱାର୍ଡରେ ନିଜର କାର୍ଯ୍ୟ କରୁଥିଲେ । ଠିକ୍‌ ଏହି