“ବଡ଼ ମେଡ଼ିକାଲ୍ ବଞ୍ଚାଅ” ଦାବୀରେ ଜିଲ୍ଲା ବିଜେପି ପକ୍ଷରୁ ତିନି ଦିନିଆ ଗଣଧାରଣା ଓ ବିକ୍ଷୋଭ…

ବ୍ରହ୍ମପୁର : ବ୍ରହ୍ମପୁର ଏମ୍.କେ.ସି.ଜି. ବଡ଼ ମେଡ଼ିକାଲ୍ ର ଦୂରାବସ୍ଥା ପ୍ରତିବାଦରେ ଆଜି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ଏବଂ ଘୁମୁସର ସାଂଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ଙ୍କ ମିଳିତ ଭାବେ "ବଡ଼

ହିଞ୍ଜିଳିକାଟୁ ପ୍ରସିଦ୍ଧ ଲକ୍ଷ୍ମୀନୃସୀଂହ ଯାତ୍ରା ଉଦଯାପିତ…

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁର ପ୍ରସିଦ୍ଧ ୩ ଦିନିଆ ଲକ୍ଷ୍ମୀନୃସିଂହ ଯାତ୍ରା ସୋମବାର ଉଦଯାପିତ ହୋଇଯାଇଛି। ଶେଷ ଦିବସରେ ଆତସବାଜି ପଟୁଆରରେ ସହର ଦୁଲୁକି ଉଠିଥୁଲା। ଯାତ୍ରାର ପ୍ରଥମ ଦୁଇ ଦିନିକୁ ହିଞ୍ଜିଳିକାଟୁ ପାଟଣା ସାହିରେ ଥିବା ଲକ୍ଷ୍ମୀନୃସିଂହ ମନ୍ଦିର ଯାତ୍ରା କମିଟି ଓ ରଙ୍ଗଣି

ଉଦଘାଟିତ ହେଲା “୧୦” ମ ବ୍ରହ୍ମପୁର ମହାନଗର ମହୋତ୍ସବ :ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରଥମ ମହିଳା କୁଳପତି…

ବ୍ରହ୍ମପୁର - ଉଦଘାଟିତ ହୋଇଯାଇଛି ୧୦'ମ ବ୍ରହ୍ମପୁର ମହାନଗର ମହୋତ୍ସବ । ସୋମବାର ବ୍ରହ୍ମପୁର ସହରର ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଖେଳପଡିଆ ପରିସରରେ ଆୟୋଜିତ ପ୍ରଥମ ସଂନ୍ଧ୍ୟାକୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରଥମ ମହିଳା କୁଳପତି ପ୍ରଫେସର ଡ. ଗୀତାଞ୍ଜଳି ଦାସ ଆନୁଷ୍ଠାନିକ

ଦାୟିତ୍ଵ ହୀନ ପ୍ରଶାସନିକ ଅଧିକାରୀ ଙ୍କ ହାତରେ ଆଶ୍ରମ ବିଦ୍ୟାଳୟ : ଛଟ ପଟ ହୋଇ ଅକାଳ ରେ ଚାଲିଗଲା ନିରୀହ ପିଲା ର…

ଚିତ୍ରକୁଣ୍ଡା/ ମାଲକାନଗିରି : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକ୍ ଅଧୀନସ୍ଥ ନନ୍ଦିନୀଗୁଡ଼ା ଆଶ୍ରମ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଘଟଣାଟି କିଛି ଏଭଳି ଯେ ନାକମାମୁଡ଼ି ପଞ୍ଚାୟତ, ନୀଳପାରି ଗାଁ ର ୧୧ ବର୍ଷିୟ ବାଳକ ଶ୍ରୀଧର ଖେମୁଡୁଶିକ୍ଷା ଗ୍ରହଣ

ମୁଦ୍ରାସ୍ଫୀତି ଏବଂ ବେରୋଜଗାରୀ ବିରୋଧରେ ବାମପନ୍ଥୀ ଦଳଗୁଡିକ ମେ ୨୫ରୁ ୩୧ ପର୍ଯ୍ୟନ୍ତ କରିବେ ଦେଶବ୍ୟାପୀ ବିରୋଧ

ନୂଆଦିଲ୍ଲୀ: ବାମପନ୍ଥୀ ଦଳଗୁଡ଼ିକ ମୁଦ୍ରାସ୍ଫୀତି ଏବଂ ବେରୋଜଗାରୀ ବିରୋଧରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବାକୁ ଆହ୍ଵାନ ଦେଇିଛନ୍ତି। ପ୍ରସ୍ତାବିତ ଦେଶବ୍ୟାପି ବିରୋଧ ମେ ୨୫ ରୁ ଆରମ୍ଭ ହୋଇ ମେ ୩୧ ପର୍ଯ୍ୟନ୍ତ ଚାଲିବ।ଏହି ପରିପ୍ରେକ୍ଷୀରେ ବାମଦଳଗୁଡ଼ିକ ପକ୍ଷରୁ କେନ୍ଦ୍ର ସମ୍ମୁଖରେ

ଥମାସ୍‌ କପ୍‌ରେ ପ୍ରଥମ ବିଜୟ: ଇତିହାସ ରଚିଲା ଭାରତ, ୧୪ ଥର ବିଜେତା ଇଣ୍ଡୋନେସିଆକୁ ହରାଇଲା

ବ୍ୟାଙ୍କକ୍‌ : ବିଶ୍ବ ବ୍ୟାଡ୍‌ମିଣ୍ଟନ୍‌ର ଅନ୍ୟତମ ମର୍ଯ୍ୟାଦାଜନକ ପ୍ରତିଯୋଗିତା ଥମାସ୍ କପ୍‌ ପୁରୁଷ ବର୍ଗ ପ୍ରତିଯୋଗିତାରେ ଭାରତ ଇତିହାସ ରଚିଛି। ପ୍ରଥମ ଥର ପାଇଁ ଫାଇନାଲ୍‌କୁ ଉଠିଥିବା ଭାରତୀୟ ଦଳ ବିଜେତା ଟ୍ରଫି ସହ ସ୍ବର୍ଣ୍ଣିମ ସଫଳତା ଅର୍ଜନ କରିଛି। ଫାଇନାଲ୍‌ରେ ଗତ ଥରର

କରୋନା ସମୟରେ ଗଙ୍ଗା ନଦୀ କୂଳରୁ ମିଳିଥିଲା କେତେ ମୃତଦେହ, ସରକାରଙ୍କୁ ରିପୋର୍ଟ ମାଗିଲେ ଗ୍ରୀନ ଟ୍ରିବ୍ୟୁନାଲ

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହରୀ ସମୟରେ ଉତ୍ତରପ୍ରଦେଶ ଓ ବିହାରର ଗଙ୍ଗା ନଦୀରେ ଭାସୁଥିବା ମୃତଦେହ ଘଟଣାକୁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ (NGT) ଗୁରୁତର ସହ ନେଇଛି। କୋଭିଡ ମହାମାରୀ ଆରମ୍ଭ ହେବା ପରଠାରୁ ଚଳିତ ବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଗଙ୍ଗାରେ ଭାସୁଥିବା ଏବଂ ନଦୀ

ରାମ ମନ୍ଦିର ନିର୍ମାଣ ଖବର ଶୁଣି ନେପାଳବାସୀ ଖୁବ ଖୁସି, ନେପାଳ ବିନା ପ୍ରଭୁ ରାମ ଅସମ୍ପୂର୍ଣ୍ଣ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ନେପାଳର ପ୍ରଧାନମନ୍ତ୍ରୀ ଶେର୍‌ ବାହାଦୁର୍‌ ଦେଉବାଙ୍କ ନିମନ୍ତ୍ରଣ ରକ୍ଷା କରି ଆଜି ଲୁମ୍ବିନୀ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତ ଓ ନେପାଳ ମଧ୍ୟରେ ଥିବା ସମ୍ପର୍କକୁ ଅଧିକ ନିବିଡ଼ କରିବା ତାଙ୍କର ଉଦ୍ଦେଶ୍ୟ ବୋଲି ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ

ଆମେରିକାରେ ଥମୁନି ହିଂସାତ୍ମକ ଘଟଣା, ଚର୍ଚ୍ଚରେ ଆଖି ବୁଜା ଗୁଳି ଚାଳନା

କାଲିଫର୍ନିଆ: ଯୁକ୍ତରାଷ୍ଟ୍ର ଆମେରିକାରେ ହିସାଂତ୍ମକ ଘଟଣା ଥମିବା ନାଁ ଧରୁନି । ଗତ ଶନିବାର ଆମେରିକାର ବଫେଲୋ ସହରସ୍ଥିତ ଏକ ସୁପର ମାର୍କେଟରେ ଆଖି ବୁଜା ଗୁଳି ଚାଳନା ଯୋଗୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ରବିବାର କାଲିଫର୍ନିଆର ଏକ ଚର୍ଚ୍ଚରେ ଘଟିଛି ସମାନ ଘଟଣା। ସନ୍ଦିଗ୍ଧଙ୍କ

ମହିଳା ଓକିଲଙ୍କୁ ସର୍ବସମ୍ମୁଖରେ ଗୋଇଠା, ବିଧା ମାଡ଼

ବେଙ୍ଗାଲୁରୁର: ସର୍ବସମ୍ମୁଖରେ ମହିଳା ଓକିଲଙ୍କ ପ୍ରତି ଅଶୋଭନୀୟ ଆଚରଣ। ନିଜର ହିତାହିତ ଜ୍ଞାନ ଭୁଲି ମହିଳା ଓକିଲଙ୍କୁ ଆକ୍ରମଣ କଲେ । ମହିଳା ଓକିଲଙ୍କୁ ଜଣେ ବ୍ୟକ୍ତି ଅତି ନିର୍ଦ୍ଦୟ ଭାବେ ଗୋଇଠା ବିଧା ମାରୁଥିବା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ସମ୍ବେଦନଶୀଳ