Sign in
Sign in
Recover your password.
A password will be e-mailed to you.
ଆଖି ବୁଜିଲା ପୋଷା ଦନ୍ତା ହାତୀ ନନ୍ଦ
ବାରଙ୍ଗ: ଚନ୍ଦକା ଅଭୟାରଣ୍ୟ ଗୋଡ଼ିବାରିଠାରେ ପୋଷା ଦନ୍ତା ହାତୀ 'ନନ୍ଦ'ର ମୃତ୍ୟୁ ଘଟିଛି। ନନ୍ଦକୁ ବଞ୍ଚାଇବାକୁ ଚିକିତ୍ସକଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି।ଗତ କିଛିଦିନ ପୂର୍ବରୁ ନନ୍ଦକୁ ଟ୍ରାଙ୍କୁଲାଇଜ କରାଯାଇଥିଲା। ଟ୍ରାଙ୍କୁଲାଇଜ ପରେ ନନ୍ଦର ସ୍ବାସ୍ଥ୍ୟ ବିଗିଡିଯାଇଥିଲା। ମୃତ୍ୟୁର ଏହା!-->…
ବପୋଲମେଣ୍ଡି ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ…
ଫୁଲବାଣୀ:-ଚକାପାଦ ବ୍ଲକର ବପୋଲମେଣ୍ଡି ଠାରେ ଆଜି ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି Iକନ୍ଧମାଳ ଜିଲ୍ଲା ଅଧିନସ୍ଥ ଚକାପାଦ ବ୍ଲକର ବପୋଲମେଣ୍ଡି ଠାରେ ଆଜି ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି I ଏହି ଚକ୍ଷୁ ଚିକିତ୍ସା ଶିବିରରେ ସ୍ଥାନୀୟ ସରପଞ୍ଚ ସୁନିତା!-->!-->!-->…
ହିଞ୍ଜିଳି ଲକ୍ଷ୍ମୀନୃସିଂହ ଯାତ୍ରା : ମନ ମୋହୁଛି ବେଶ ଓ କଳାକୁଞ୍ଜ ଆଲୋକରେ ଝଲସୁଛି ହିଞ୍ଜିଳି…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ସହରର ପ୍ରସିଦ୍ଧ ତିନିଦିନିଆ ଲକ୍ଷ୍ମୀ ନୃସିଂହ ଯାତ୍ରା ପାଇଁ ସହର ଚଳଚଞ୍ଚଳ ହୋଇଛି । ପ୍ରତିଟି ସାହିରେ କଳାକୁଞ୍ଜ ଓ ମେଜ ଖୋଲି ଯାଇଛି ।କରୋନା ମହାମାରି ଯୋଗୁଁ ଦୁଇବର୍ଷ ସରକାରଙ୍କ ନିୟମାନୁସାରେ ରିତିନୀତି ରେ ପାଳନ ହୋଇଥିଲା ।ଦୁଇବର୍ଷ ପରେ ଯାତ୍ରା!-->!-->!-->…
ହିଞ୍ଜିଳିକାଟୁ ପ୍ରାୟଦର୍ଶୀ ମେମୋରିଆଲ ଦିବାରାତ୍ର କ୍ରିକେଟ ଟୁର୍ଣାମେଣ୍ଟ ଉଦଘାଟିତ…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ମିନିଷ୍ଟାଡିୟମ ପରିଷରରେ ରଵିବାର ସଂନ୍ଧ୍ୟାରେ ମର୍ନିଙ୍ଗ କ୍ରିକେଟ୍ କ୍ଳବ ଓ ପ୍ରେସକ୍ଳବ ହିଞ୍ଜିଳିକାଟୁ ମିଳିତ ଆନୁକୂଲ୍ୟରେ ସ୍ବର୍ଗତ ପ୍ରିୟଦର୍ଶୀ ପଟ୍ଟନାୟକ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ହେଚପିଏଲ ୨୦୨୨ ଦିବାରାତ୍ର କିର୍କେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ!-->…
ଅସହାୟ ବ୍ୟକ୍ତିଙ୍କୁ ସାହା ହେଲେ ଇଣ୍ଟରନେସନାଲ ହ୍ୟୁମାନ ରାଇଟ କମିସନ ସଦସ୍ୟ…
ମାଲକାନଗିରି : ମାଲକାନଗିରି ପାଣ୍ଡିପାଣି ଅନ୍ତର୍ଗତ ସୁନାଧର ହନ୍ତାଲ ନାମକ ବ୍ୟକ୍ତି ଅସୁସ୍ଥତା ଯୋଗୁଁ ତିନି ଦିନ ହେବ ପାଣ୍ଡ୍ରିପାଣି ମେଡିକାଲ ରହି ଚିକିତ୍ସିତ ହେଉଥିଲେ l ଦିନକୁ ଦିନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ବଦଳରେ ଅବନତି ଦେଖା ଦେବାରୁ ତାଙ୍କ ପରିବାର ଲୋକେ!-->!-->!-->…
ବିଭାଗୀୟ ଅଧିକାରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା : ମନରେଗା କାମ କରୁଛି ଜେସିବି, ମଣିଷ ଏଠାରେ ଜଳକା…!
ଜିଲ୍ଲାରେ ଧର୍ମକୁ ଆଖିଠାର ନୀତିରେ ମନରେଗା କାର୍ଯ୍ୟ...!
ମାଲକାନଗିରି : ମାଲକାନଗିରି ଗରିବ ତଥା ଶ୍ରମିକ ଶ୍ରେଣୀର ଲୋକମାନଙ୍କ ପାଇଁ ବର୍ଷକୁ ଶହେ ଦିନିଆଁ ନିଶ୍ଚିତ ରୋଜଗାର ଯୋଗାଇଦେବାପାଇଁ ସରକାର ବିଭିନ୍ନ ଗଣମାଧ୍ୟମ ତଥା ଟେଲିଭିଯନ ମାଧ୍ୟମରେ ଵିଜ୍ଞାପନ ମାନ ଦେଇଥାନ୍ତି l କିନ୍ତୁ!-->!-->!-->…
ସନ୍ଥ ଭୀମପ୍ରଭା ଜ୍ୟୋତି. ସମ୍ମାନରେ ସମ୍ୱର୍ଦ୍ଧିତ ଡ଼ଃ ନୃସିଂହାନନ୍ଦ
ଫୁଲବାଣୀ : କନ୍ଧମାଳ ତଥା ଓଡିଶାର ବିଶିଷ୍ଟ ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ର ରାଜ୍ୟ ସ୍ତରୀୟ ସାହିତ୍ୟ ଓ ଆଧ୍ୟାତ୍ମିକ ସମ୍ମିଳନୀରେ ସଂଥ ଭୀମ ପ୍ରଭା ଜ୍ୟୋତି ସମ୍ମାନରେ ସମ୍ମାନିତ ହୋଇଛନ୍ତି l ସଂଥ କବି ଭୀମ ଭୋଇ ସାହିତ୍ୟ ପରିଷଦ ତରଫରୁ କଟକ ସାରଳା ଭବନ ଠାରେ ଆୟୋଜିତ ଏହି!-->!-->!-->…
ବିଦ୍ୟା ଷ୍ଟଡ଼ି ପଏଣ୍ଟ୍ ପକ୍ଷରୁ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଓ ସଚେତନତା ଶିବିର
ରାଉରକେଲା,(୧୫/୦୫) : ସାରନଗରୀସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟାଷ୍ଟଡ଼ି ପଂଏଟ ଓ ସେକ୍ଟର ୨୨ଏମ୍ପେ୍ଲାଇଜ ୱେଲଫେୟାର ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଓ ସଚେତନତା ଶିବିର ଟ୍ରଷ୍ଟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲ।। ବିଦ୍ୟା ଷ୍ଟଡ଼ି ପଏଣ୍ଟ୍ ର ନିର୍ଦ୍ଦେଶକ!-->…
ବିଦ୍ୟୁତ୍ ସମସ୍ୟା ନେଇ ଚିତ୍ରକୋଣ୍ଡା ବିଦ୍ୟୁତ୍ କାର୍ଯ୍ୟାଳୟ ଘେରିଲେ ଗୁଣ୍ଠାୱାଡ଼ା ପଞ୍ଚାୟତବାସୀ
ଚିତ୍ରକୋଣ୍ଡା (୧୫/୦୫) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାୱାଡ଼ା ପଞ୍ଚାୟତ ଅନ୍ତର୍ଭୁକ୍ତ ବହୁ ଗ୍ରାମରେ ଦୁଇ ଦିନ ଧରି ବିଦ୍ୟୁତ୍ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ବିଦ୍ୟୁତ୍ ସେବା ଓ ବିଦ୍ୟୁତ୍ କାଟରେ ଅତିଷ୍ଠ ହୋଇ ଆଜି ଅପରାହ୍ନ ସୁଦ୍ଧା କରେଣ୍ଟ!-->…
ଚିତ୍ରକୋଣ୍ଡାଠାରେ ଥାନା ଅଧିକାରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ଚିତ୍ରକୋଣ୍ଡା (୧୫/୦୫) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନାରେ ନୂଆ ଥାନା ଅଧିକାରୀ ଭାବରେ ଅନିଲ କୁମାର ପରିଡ଼ା ଯୋଗଦେବା ପରେ ଆଜି ଉତ୍କଳ ସାମ୍ବାଦିକ ସଂଘ, ଚିତ୍ରକୋଣ୍ଡା ଶାଖା ର ସଦସ୍ୟ ମାନେ ନୂଆ ଥାନା ଅଧିକାରୀ ଅନିଲ କୁମାର ପରିଡ଼ାଙ୍କୁ ଫୁଲ ତୋଡ଼ା ସହ ସ୍ବାଗତ ସମ୍ବର୍ଦ୍ଧନା!-->…