Sign in
Sign in
Recover your password.
A password will be e-mailed to you.
ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ପୁଟିନ୍ !
କିଭ୍: ରୁଷ ରାଷ୍ଟ୍ରପତିଙ୍କ ଅବସ୍ଥା ଗୁରୁତର। ରକ୍ତକର୍କଟରେ ଜୁଝୁଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରେ ଲାଗିଛି। ତାଙ୍କର ଚିକିତ୍ସା ଅସାଧ୍ୟ କି ସମ୍ଭବ ତାହା ଜଣାପଡ଼ି ନାହିଁ। କିନ୍ତୁ ଯୁଦ୍ଧ ପରଠାରୁ!-->…
ଆସାମ, ମଣିପୁର ଓ ତ୍ରିପୁରାର ମୁଖ୍ୟମନ୍ତ୍ରୀମାନ ବିଜେପିର, ସମସ୍ତେ କଂଗ୍ରେସରୁ ଆସିଛନ୍ତି
ନୂଆଦିଲ୍ଲୀ: ମାଣିକ ସାହା ହୋଇଛନ୍ତି ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ। ଆଜି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଆସନ୍ତାବର୍ଷ ତ୍ରିପୁରାରେ ନିର୍ବାଚନ ହେବାକୁ ଥିବା ବେଳେ ତା’ପୂର୍ବରୁ ହଠାତ୍ ମୁଖ୍ୟମନ୍ତ୍ରୀ ବଦଳାଇବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। କୁହାଯାଉଛି, ବିପ୍ଳବଙ୍କ ନେତୃତ୍ୱ!-->…
ବିଜେପି ନେତାଙ୍କୁ ଏନସିପି ମୁଖ୍ୟ ଶରଦ ପାୱାର ସମର୍ଥକଙ୍କ ମାଡ଼
ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟ ବିଜେପି ମୁଖପାତ୍ର ବିନାୟକ ଆମ୍ବେକରଙ୍କୁ ଏନସପି କର୍ମୀମାନେ ମାଡ଼ ମାରିଛନ୍ତି। ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବିରୋଧରେ ଆପତ୍ତିଜନ ମନ୍ତବ୍ୟ ଦେଇ ଦଳୀୟ କର୍ମୀଙ୍କ ରୋଷର ଶିକାର ହୋଇଛନ୍ତି ବିନାୟକ ଆମ୍ବେକର। ବିନାୟକଙ୍କୁ ଆକ୍ରମଣ ବେଳର ଭିଡିଓ ବିଜେପି ପକ୍ଷରୁ!-->…
କଂଗ୍ରେସ ଆପଣାଇବା ଜଣେ ବ୍ୟକ୍ତି- ଜଣେ ପଦବୀ ନୀତି
ନୂଆଦିଲ୍ଲୀ: ଜଣେ ବ୍ୟକ୍ତିଙ୍କୁ ଆଉ ମିଳିବନି ଏକାଧିକ ପଦବୀ। କଂଗ୍ରେସ ଆପଣାଇବ ‘ୱାନ୍ ମ୍ୟାନ୍, ୱାନ ପୋଷ୍ଟ ନୀତି’। ରାଜସ୍ଥାନର ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିରରେ ଏହି ପ୍ରସ୍ତାବ ଆସିଥିଲା। ବାରମ୍ବାର ନିର୍ବାଚନୀ ଝଟକା ଖାଇବା ପରେ ଚିନ୍ତନ ଶିବିରରେ ସଙ୍ଗଠନ ସଶକ୍ତିକରଣକୁ ନେଇ ବହୁ!-->…
ରୋଗୀ ଶୋଷଣ ର ଅମରାବତୀ ବଡ଼ ମେଡ଼ିକାଲ..! : ଅସହାୟ ରୋଗୀ,ନିର୍ଦ୍ଦୟ ଡାକ୍ତର,ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା…
ରୋଗୀ ଶୋଷଣ ର ବିରାଟ ଶିଳ୍ପ ସାଜିଛି ବଡ଼ ବଡ଼ ମେଡ଼ିକାଲ। ଆଜି ରୋଗୀ ସେବା ରେ ଦଲାଲ୍ ରୂପ ଧାରଣ କରି ଛନ୍ତି ଦ୍ଵିତୀୟ ଈଶ୍ୱର..! ବିଭିନ୍ନ କ୍ଷେତ୍ରରେ ସହର ରେ ଥିବା ରାଜ ନେତା ଠାରୁ ଆରମ୍ଭ କରି ବୁଦ୍ଧି ଜୀବି ଯାଏ ବିଭିନ୍ନ ସମସ୍ୟା କୁ ନେଇ ଆନ୍ଦୋଳନ କରି ରାଜ ରାସ୍ତା କୁ ଓଲ୍ହାଇ!-->…
ଆରମ୍ଭ ହେଲା କାରରୁ କଳାକାଚ କ୍ଳିନ୍ ଅଭିଯାନ, ଲାଗିଲେ ଗଣିବେ ୫୦୦ ଟଙ୍କା ତଣ୍ଡ
ଭୁବନେଶ୍ବର: ଟୁଇନ୍ ସିଟିରେ ଆରମ୍ଭ ହେଲା କାରରୁ କଳାକାଚ କ୍ଳିନ୍ ଅଭିଯାନ। ଏଣିକି ରାସ୍ତାରେ ଗଡିବନି କଳାକାଚ ଲାଗିଥିବା କାର। ଅପରାଧୀମାନେ କଳାକାଚ ଲାଗିଥିବା କାର୍ ଯୋଗେ ସହଜରେ ଅପରାଧ ଘଟାଇ ଖସିଯାଉଥିଲେ। ସିସିଟିଭି କ୍ୟାମେରା ବି କାର୍ ଭିତର ଦୃଶ୍ୟ ଧରିବା ସମ୍ଭବ ହେଉନଥିଲା। ଏହାକୁ!-->…
ଟୋଲଗେଟ୍ ଫାଟକ ଭାଙ୍ଗି ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ ଚମ୍ପଟ୍
ପାଟଣା : ଟୋଲେଗେଟ୍ ଫାଟକ ଭାଙ୍ଗି ଚମ୍ପଟ୍ ମାରିଲା ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ । ସିସିଟିଭିରେ କଏଦ ହେଲା ଭିଡିଓ। କେନ୍ଦୁଝର ଜିଲ୍ଲା ତୁରୁମଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ଖୀରେଇଟାଙ୍ଗିରୀ ନିକଟରେ ଥିବା ଟୋଲଗେଟ୍ରେ ଘଟିଛି ଘଟଣା ।
ଖବର ଅନୁଯାୟୀ, ଶନିବାର ଏକ ପିକଅପ୍!-->!-->!-->…
ଭିଜିଲାନ୍ସ ଅଧିକାରୀ ଧରାପଡ଼ିବା ଘଟଣା: ମୁକେଶ ଓ ଇନ୍ସପେକ୍ଟର ମାନସୀ ଗିରଫ
ସମ୍ବଲପୁର,୧୫/୦୫: ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଧରାପଡ଼ିବା ଘଟଣା ରାଜ୍ୟବ୍ୟାପୀ ଚହଳ ପକାଇଛି । ଏହି ଘଟଣାରେ ଭିଜିଲାନ୍ସ ସେଲ୍ ଏକ ମାମଲା ରୁଜୁ କରି ଇନ୍ସପେକ୍ଟର ଜେନା ଓ ସହଯୋଗୀ ଜମି ମାଫିଆ ମୁକେଶ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ, ମୁକେଶ!-->…
ଆସନ୍ତା ମେ’ ୧୬ ଓ ୩୦ ତାରିଖ ଦିନ ସ୍କୁଲ ଛୁଟି
ଭୁବନେଶ୍ୱର: ଆସନ୍ତା ମେ' ୧୬ ଓ ୩୦ ତାରିଖ ଦିନ ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ । ଏ ନେଇ ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଛନ୍ତି । ୧୬ରେ ବୁଦ୍ଧ ପୂର୍ଣ୍ଣିମା ଏବଂ ୩୦ରେ ସାବିତ୍ରୀ ଅମାବାସ୍ୟାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି କରାଯାଇଛି ବୋଲି!-->…
ମହିଳାଙ୍କ ମୃତଦେହକୁ ରାସ୍ତାକଡରେ ଫିଙ୍ଗି ଦେଇ ଚାଲିଗଲା ଆମ୍ବୁଲାନ୍ସ ଚାଳକ
ଯାଜପୁର: ଦାବି ମୂତାବକ ଟଙ୍କା ନଦେଇ ପାରିବାରୁ ମହିଳାଙ୍କ ମୃତଦେହକୁ ରାସ୍ତାକଡରେ ଫିଙ୍ଗି ଦେଇ ଚାଲିଗଲା ଆମ୍ବୁଲାନ୍ସ ଚାଳକ । ରାତି ସାରା ରାସ୍ତାକଡରେ ପଡିରହିଲା ମୃତଦେହ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଛତିଆ ଅଞ୍ଚଳରେ । ମୃତ ମହିଳା ହେଲେ ଢେଙ୍କାନାଳ ଅଞ୍ଚଳର!-->…