Sign in
Sign in
Recover your password.
A password will be e-mailed to you.
ବିଦ୍ୟୁତ୍ ସଂସ୍ପର୍ଶରେ ଆସି ରାଜମିସ୍ତ୍ରୀ ମୃତ…
ଫୁଲବାଣୀ:-ଘର କାମ କରୁଥିବା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ରାଜ ମିସ୍ତ୍ରୀ ମୃତ ହୋଇଥିବା ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଫୁଲବାଣୀ ସଦର ମହକୁମା କଣ୍ଟ୍ରାକ୍ଟର ପଡ଼l ଠାରେ କିଛିଦିନ ହେଲା ଗୋଟଏ ଘର କାମ ଚାଲିଥିଲା l ଖଜୁରୀପଡ଼ା ବ୍ଲକ ର ବେଡ଼lଙ୍ଗପାଜୁ ଗ୍ରାମର ଶ୍ରୀବତ୍ସ!-->!-->!-->…
ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୃଦରୋଗ ପାଇଁ ମାଗଣା ସୁପରସ୍ପେଶାଲଟି ଚିକିତ୍ସା ସୁବିଧା…
ସୁନ୍ଦରଗଡ଼: ହୃଦରୋଗୀମାନଙ୍କୁ ସୁପରସ୍ପେଶାଲଟି ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସ୍ୱତନ୍ତ୍ର ବିଭାଗ ଖୋଲାଯାଇଛି। ଶନିବାର ଦିନ ଏହାକୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ଉଦଘାଟନ!-->!-->!-->…
ବାଲ୍ୟ ବିବାହ ରୋକିବା ପାଇଁ ସଚେତନତା ମୂଳକ ପଥପ୍ରାନ୍ତ ନାଟକ ପ୍ରଦର୍ଶନ
ମାଲକାନଗିରି : ମନୁଷ୍ୟ ଜୀବନର ବାଲ୍ୟ ସମୟ ହେଉଛି ବହୁତ ମୂଲ୍ୟବାନ ସମୟ, ଯେଉଁ ସମୟରେ ନିଜ ଭବିଷ୍ୟତକୁ ଗଢି ତୋଳିବା ପାଇଁ ଅନେକ ସୁନେଲି ସ୍ବପ୍ନ ଦେଖିବା ସହିତ ତାକୁ ସାକାର ରୂପରେଖ ଦେବା ପାଈଁ ସମସ୍ତେ ତତ୍ପର କିନ୍ତୁ ଆଜିବି କିଏ ନା କିଏ କେଉଁଠି ନା କେଉଁଠି ଶିକ୍ଷା ଏବଂ ସଚେତନତା ର!-->!-->!-->…
ରାଉରକେଲା ସହର ଏବଂ ଆଖପାଖ ଅଞ୍ଚଳରେ ଖୁବ ଶୀଘ୍ର ଲାଗିବ ସିସିଟିଭି
ଅପରାଧ ନିୟନ୍ତ୍ରଣ ରେ ସହାୟକ ହେବ ବୋଲି କହିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର
ରାଉରକେଲା (୧୪/୦୫) : ରାଉରକେଲା ସହର ତଥା ଆଖପାଖ ଅଞ୍ଚଳରେ ଖୁବ ଶୀଘ୍ର ଲାଗିବ ସିସିଟିଭି । ଟ୍ରାଫିକ ବ୍ୟବସ୍ଥା ସୁନିୟୋଜିତ କରିବାକୁ ଏବଂ ଅପରାଧ ରୋକିବାକୁ ଏହା ସହାୟକ ହେବ ବୋଲି ମୁଖ୍ୟ!-->!-->!-->…
ଚଳିତ ମାସ ସର୍ବସାଧାରଣ ଙ୍କ ଯାତାୟାତ ଲାଗି ଖୋଲା ଯିବ ଦ୍ବିତୀୟ ବ୍ରାହ୍ମଣୀ ସେତୁ
ରାଉରକେଲା,(୧୪/୦୫) : ମେ ମାସ ଶେଷ ସପ୍ତାହରେ ସର୍ବସାଧାରଣ ଙ୍କ ଯାତାୟାତ ଲାଗି ଖୋଲାଯିବ ଦ୍ବିତୀୟ ବ୍ରାହ୍ମଣୀ ସେତୁ।ଏହାଦ୍ୱାରା ଅନେକାଂଶରେ ସହରର ଟ୍ରାଫିକ ସମସ୍ୟାର ସମାଧାନ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗତକାଲି!-->!-->!-->…
ବ୍ଳକ ସ୍ତରୀୟ ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ
ହିଞ୍ଜିଳିକାଟୁ ୧୪/୫ : ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ସାରୁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଏବଂ ସମ୍ମାନିତ!-->!-->!-->…
ହିଞ୍ଜିଳିକାଟୁ ରେ ଲକ୍ଷ୍ମୀନୃସିଂହ ଯାତ୍ରା ଆରମ୍ଭ
ହିଞ୍ଜିଳିକାଟୁ (୧୪/୫) : ଇଷ୍ଟଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାମକ ଯାତ୍ରାତ୍ସୋବର ପ୍ରଥମ ଦିବସ ଶନିବାର ପାଟଣାସାହି ୨ୟ ଦିବସ ରବିବାର ଦିନ କେଉଟ ସାହି ଓ ତୁତି଼ୟ ଦିବସ ସୋମବାର ବଡ଼ ରଙ୍ଗଣି ସାହି ପକ୍ଷରୁ ମହାଆଡ଼ମ୍ବର ସହକାରେ ପାଳନ କରାଯିବ। ପ୍ରଥମ ଦିନ ପାଟଣା ସାହି ,!-->…
ମୁଖ୍ୟ ଶାସନ ସଚିବଙ୍କ ରାଉରକେଲା ଗସ୍ତର ଦ୍ଵିତୀୟ ଦିନ
ଚଳିତ ମାସ ଶେଷ ସୁଦ୍ଧା ୨ୟ ବ୍ରାହ୍ମଣୀ ସେତୁକୁ ଯାତାୟାତ ଉପଯୋଗୀ କରିବାକୁ ନିର୍ଦେଶ
ରାଉରକେଲା ( ୧୪/୦୫) : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଦିନିଆ ରାଉରକେଲା ଗସ୍ତରେ ଆସିଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି!-->!-->!-->…
ଏମ.ଭି- ୭୯ ଜେ.ଏମ.ଏଫ.ସି କୋର୍ଟରେ ରାଷ୍ଟ୍ରୀୟ ଲୋକଅଦାଲତ ପାଳିତ
ମାଲକାନଗିରି (୧୪.୦୫) : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତାଣ୍ଡବାଇ ପଂଚାୟତରେ ଥିବା ଜେ.ଏମ.ଏଫ.ସି କୋର୍ଟ ପ୍ରାଙ୍ଗଣରେ ତାଲୁକ ଆଇନ ସେବା ପ୍ରାଧିକରଣ ତରଫରୁ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଅହି ଲୋକ ଅଦାଲତ କାର୍ଯ୍ୟକ୍ରମକୁ କୋର୍ଟ ର ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ତଥା!-->…
ଭାରତ ଯେକୌଣସି ସୁରକ୍ଷା ଚ୍ୟାଲେଞ୍ଜ ସାମ୍ନା କରିପାରିବ : ଜୟଶଙ୍କର
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୮ ବର୍ଷର ଶାସନ କାଳରେ ଦେଶର ସୁରକ୍ଷା ସ୍ଥିତି ଅତ୍ୟନ୍ତ ସୁଦୃଢ଼ ହୋଇଛି ଏବଂ ସୀମାରେ ଭିତ୍ତିଭୂମି ବିକାଶ ଲକ୍ଷ୍ୟ ହାସଲରେ ପୂର୍ଣ୍ଣ ସଫଳତା ମିଳିଛି। ଭାରତ ନିଜର ସୁରକ୍ଷା ନେଇ କୌଣସି ସାଲିସ କରିନାହିଁ ଏବଂ ସୁରକ୍ଷା ରଣନୀତି!-->…