ଆସନ୍ତା ୨୦ରୁ କଟକରେ ପ୍ରଥମ ଥର ଜିଲ୍ଲା ପଡ଼ିଆରେ ଆୟୋଜନ ହେବ ଜାତୀୟ ଆଦିବାସୀ ମେଳା…

କଟକ: ପ୍ରଦର୍ଶିତ ହେବ ଓଡି଼ଶା ସମେତ ୧୭ଟି ରାଜ୍ୟର ଆଦିବାସୀ କଳାକୃତି । ଲୋକନୃତ୍ୟ ପରିବେଷଣ ହେବ । ଷ୍ଟଲ୍‌ରେ ସ୍ଥାନ ପାଇବ ଆଦିବାସୀଙ୍କ ହସ୍ତଶିଳ୍ପ ଓ ଭଳିକି ଭଳି ଖାଦ୍ୟସାମଗ୍ରୀ । ସହରୀ ଦୁନିଆରେ ଆଦିବାସୀ କଳାକୃତିର ଚାହିଦା ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରଥମ ଥର ପାଇଁ କଟକରେ ଆରମ୍ଭ

ଅନୁଗୁଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ : ଅନୁଗୁଳ ଗସ୍ତରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ନିଜର ପୈତୃକ ଗାଁ କଣିହାଁ ନାଲମକୁ ଯାଇଛନ୍ତି । ସେଠାରେ ନିଜର ସପରିବାର ଏବଂ ଗାଁଲୋକଙ୍କ ସହ କୂଳ ଦେବତା ଲକ୍ଷ୍ମୀ ନୃସିଂହ ମନ୍ଦିରରେ ପୂଜାର୍ଚ୍ଚନା

ଆସିକାର ପୂର୍ବତନ MLA ସରୋଜ ପାଢ଼ୀଙ୍କ କିଡନାପ୍ ନେଇ ବଢ଼ିଲା ସନ୍ଦେହ

ଭୁବନେଶ୍ୱର: ଗତକାଲିଠାରୁ ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ ନିଖୋଜ ଥିବା ନେଇ ତାଙ୍କ ପୁଅ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି । ତେବେ ସରୋଜଙ୍କୁ କେହି କିଡନାପ୍ କରିଥିବା ତାଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି । ଭୁବନେଶ୍ୱରର ୟୁନିଟ-୬ ସୂର୍ଯ୍ୟନଗରସ୍ଥିତ ଏକ ଆପାର୍ଟମେଣ୍ଟରେ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ଇନଟାକ୍‌ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କାମ ବନ୍ଦ କରିବାକୁ ଇନଟାକ୍‌ ପକ୍ଷରୁ କୁହାଯାଇଛି । ଇନଟାକର ସୂଚନା ଅନୁଯାୟୀ ବର୍ତ୍ତମାନ ମାମଲା କୋର୍ଟରେ ବିଚାରାଧୀନ ରହିଛି । ତେଣୁ

ଭିଜିଲାନ୍ସରେ ହାଜର ହେଲେ ମାହାଙ୍ଗା ଆଇଆଇସି

ଭୁବନେଶ୍ୱର : ଭିଜିଲାନ୍ସରେ ହାଜର ହେଲେ ନିହାର । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜିନ କାର୍ଯ୍ୟାଳୟରେ ହାଜର ହେଲେ ମାହାଙ୍ଗା ଆଇଆଇସି ନିହାର ରଞ୍ଜନ ମହାନ୍ତି । ରାୟଗଡ଼ା ଅବକାରୀ ବିଭାଗ ଅଧିକ୍ଷକ ନିନା ବେଉରାଙ୍କ ସ୍ୱାମୀ ହେଉଛନ୍ତି ନିହାର ରଞ୍ଜନ ମହାନ୍ତି । ତେବେ ଭିଜିଲାନ୍ସରେ ହାଜର

ପୁରୀରୁ ୩ କୋଟିର ବ୍ରାଉନସୁଗାର ଜବତ, ୩ ଗିରଫ

ପୁରୀ : ପୁରୀ ମଙ୍ଗଳାଘାଟ ଛକରୁ ୩ କୋଟି ଟଙ୍କାର ୩ କେଜି ବ୍ରାଉନସୁଗାର ଜବତ କରିଛି। ଏହି ଘଟଣାରେ କଣାସ ଥାନା ଅନ୍ତର୍ଗତ କେଶରପୁର ଗ୍ରାମର ଲଣ୍ଡା ଓରଫ ପଟନାୟକ, ରାଜକିଶୋର ସାହୁ ଓରଫ ରାଜୁ ଏବଂ ମାନସ ସାହୁ ଓରଫ ଗୁଣ୍ଠା ଗିରଫ କରାଯାଇଛି ବୋଲି ଏସପି ସୂଚନା ଦେଇଛନ୍ତି। କିଙ୍ଗପିନ ନଣ୍ଡାକୁ

ରାଜ୍ୟ ପ୍ରଦୂଷଣ ବୋର୍ଡର ବିନାନୁମତିରେ ପଣ୍ୟ କାରବାର ବଢ଼ାଇଛି ପାରାଦୀପ ବନ୍ଦର

ପାରାଦୀପ: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମକୁ ବାରମ୍ବାର ଉପେକ୍ଷା ଓ ଉଲ୍ଲଂଘନ କରି ଏବେ ଅଡ଼ୁଆରେ ଛନ୍ଦି ହୋଇପଡ଼ିଛନ୍ତି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ(ପିପିଏ) । ୨୦୧୭ ମସିହାରୁ ପଣ୍ୟ କାରବାରରେ ଲଗାତାର ରେକର୍ଡ କରି ଚାଲିଥିବା ପିପିଏ, ଏହି କାରବାର ନିମନ୍ତେ ପ୍ରଦୂଷଣ

ପିଲାଙ୍କୁ ସ୍କୁଲ ଆଣିବାକୁ ସରକାରଙ୍କ ସ୍ୱତନ୍ତ୍ର ପଦକ୍ଷେପ: ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ୱର : ଗଣଶିକ୍ଷା ବିଭାଗକୁ ପୁଣି ଡ୍ରପ୍‍ ଆଉଟ ଚିନ୍ତା ଘାରିଛି। ବର୍ତ୍ତମାନ ସ୍ଥିତିରେ ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କରେ ପିଲାଙ୍କର ପୁରୁଣା ପାଠ ପଢ଼଼ାଯାଉଥିବାବେଳେ ଅଧିକାଂଶ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ଆସୁ ନାହାନ୍ତି। ବିଗତ ଦୁଇ ବର୍ଷର ବ୍ୟବଧାନ ଡ୍ରପଆଉଟ୍‍ ପିଲାଙ୍କ

ଦୁଇ ବ୍ରାଉନସୁଗର ବେପାରୀକୁ ଗଛରେ ବାନ୍ଧି ନିସ୍ତୁକ ମାଡ଼

ବାଲେଶ୍ୱର: ଦୁଇ ବ୍ରାଉନସୁଗର ବେପାରୀକୁ ଗଛରେ ବାନ୍ଧି ନିସ୍ତୁକ ମାଡ। ନିସ୍ତୁକ ମାଡ ମାରି ପୋଲିସରେ ଜିମା ଦେଲେ ସ୍ଥାନୀୟ ଲୋକ। ବାଲେଶ୍ୱର ଜିଲ୍ଲା ତାଳସାରୀ ମେରାଇନ୍‌ ଥାନା ଉଦୟପୁର ବେଳାଭୂମି ଅଞ୍ଚଳର ଘଟଣା। ଆଜି ସକାଳ ୯ଟାରେ ପଶ୍ଚିମବଙ୍ଗ ଦିଘା ଥାନା ଅଞ୍ଚଳର ଦୁଇ ଜଣ ଯୁବକ ଏକ କାର୍‌

ପୌର ବଜେଟ.. ନୁଆଁ ବୋତଲରେ ପୁରୁଣା ମଦ : “ପୀତବାସ ପଣ୍ଡା”

ବ୍ରହ୍ମପୁର -ଚଳିତ ଆର୍ଥିକ ବର୍ଷ ପାଇଁ ବ୍ରହ୍ମପୁର ମହାନଗର ନିଗମ ପ୍ରାୟ 4ସହ 62କୋଟି ଟଙ୍କାର ଏକ ବଜେଟ ଅନୁମୋଦନ କରିଛି, ଯାହାର କି ବାସ୍ତବତା ସହ କୌଣସି ସମ୍ପର୍କ ନାହିଁ l ବଜେଟରେ ମହାନଗର ନିଗମର ବିଭିନ୍ନ ସୂତ୍ରରୁ ପ୍ରାୟ ମାତ୍ର 33କୋଟି ଆଦାୟ ଥିବା ବେଳେ କେବଳ ଦରମା ଓ ଅଫିସ ଖର୍ଚ୍ଚ