Sign in
Sign in
Recover your password.
A password will be e-mailed to you.
ଉତ୍ତରପ୍ରଦେଶ ବିକାଶ ଉପଯୋଗୀ ସୁଶାସନ ସ୍ବର : ଆଦରଣୀୟ ଯୋଗୀ ଆଦିତ୍ୟନାଥ ଅଭିନନ୍ଦନ
ଡାକ୍ତର ସାଗର ରଂଜନ ତ୍ରିପାଠୀ
ବିକାଶ ସୁଶାସନ ରାଷ୍ଟ୍ରବାଦ ଚିନ୍ତା ଚେତନା ର ସ୍ବର ଭାରତୀୟ ଜନତା ଦଳ ର ଲୋକ ପ୍ରିୟ ମୁଖ୍ଯ ମନ୍ତ୍ରୀ ଭାବେ ଦ୍ବିତୀୟ ଥର ପାଇଁ ଯୋଗୀ ଆଦିତ୍ୟ ନାଥ ଙ୍କ ଆଜି ଅପରାହ୍ନ ରେ ଲକ୍ଷ୍ନୌରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ଜଣେ ଯୋଗୀ ଭାରତୀୟ!-->!-->!-->!-->!-->…
ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ
ମାଲକାନଗିରି, ୨୫/୩ : ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ-୧ ର ନିର୍ବାହୀ ଯନ୍ତ୍ରୀ ଆଶିଷ ଦାସ । ମାଲକାନଗିରି ଡି.ସି.ବି ବ୍ୟାଙ୍କରେ ନଗଦ ୧୦ ଲକ୍ଷ ଟଙ୍କା ଜମା କରିବାକୁ ଯାଇଥିବା ସମୟରେ ଦୁର୍ନୀତି ନିବାରଣ ବିଭାଗ ତରଫରୁ ଚଢ଼ାଉ କରାଯାଇ ନିର୍ବାହୀ ଯନ୍ତ୍ରୀ!-->…
ସାବୁଲିଆରେ ‘ମୋ ସ୍କୁଲ ଅଭିଯାନ’ ଓ ପୁରାତନ ଛାତ୍ର ସମାବେଶ
ଖଲ୍ଲିକୋଟ ( ୨୫ /୩) : ଶୁକ୍ରବାର ଦିନ ଖଲ୍ଲିକୋଟ ବ୍ଲକର ସାବୁଲିଆସ୍ଥିତ ସ୍ଟୁଡେଣ୍ଟସ ହାଇସ୍କୁଲ ପରିସର ରେ ୫ଟି ଅଧିନସ୍ଥ ମୋ ସ୍କୁଲ ଅଭିଯାନ ଓ ପୁରାତନ ଛାତ୍ରଙ୍କର ଏକ ମିଳିତ ସମାବେଶ ଅନୁଷ୍ଠିତ ହୋଇଯାଇଛି l ଅତିରକ୍ତ ଜିଲ୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ ଙ୍କ!-->!-->!-->…
ଆସନ୍ତାକାଲି ସକାଳ ୮ଟାରୁ ପୌର ଭୋଟ ଗଣତି
ଭୁବନେଶ୍ୱର: ଆସନ୍ତାକାଲି ପୌର ଭୋଟ ଗଣତି । ସକାଳ ୮ଟାରୁ ରାଜ୍ୟର ୧୦୮ ପୌରଞ୍ଚଳରେ ଭୋଟ ଗଣତି ଆରମ୍ଭ ହେବ । କେବଳ ଧାମନଗର ଏନଏସିର ୬ଟି ୱାର୍ଡରେ ପୁନଃ ମତଦାନ ହେବାକୁ ଥିବାରୁ ସେଠାରେ ଭୋଟ ଗଣତି ହେବନାହିଁ । ୫୮ଟି ବିଜ୍ଞାପିତ ଅଞ୍ଚଳ, ୪୭ ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ଭୋଟ ଗଣତି!-->…
ମାଁ ଦଣ୍ଡକାଳୀ ଯାତ୍ରା ଆରମ୍ଭ
ହିଞ୍ଜିଳିକାଟୁ (୨୫ /୩) : ଗଞ୍ଜାମ ଜିଲା ତଥା ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମା’ ଦଣ୍ଡକାଳୀଙ୍କ ୨୧ ଦିନିଆ ଦଣ୍ଡ ଯାତ୍ରା ଶୁକ୍ରବାର ଆରମ୍ଭ ହୋଇଛି । କରୋନା ମହାମାରୀ ଯୋଗୁଁ ଦୁଈ ବର୍ଷ ଧରି ଦଣ୍ଡ ଯାତ୍ରା ସହ ସାମାଜିକ ନାଟକ ସରକାରଙ୍କ ନିୟମ ଅନୁଯାୟୀ ଵନ୍ଦଥିଲା ।କରୋନା ମହାମାରୀ ର!-->…
ଗୁଳି ଫୁଟି ଆଇଆଇସିଙ୍କ ମୃତ୍ୟୁ
ବ୍ରହ୍ମପୁର: ଗୁଳି ଫୁଟିବାରୁ ଗାଙ୍ଗପୁର ଥାନା ଅଧିକାରୀଙ୍କ ମୃତ୍ୟୁ ଘଟଣା । ଥାନା ଅଧିକାରୀଙ୍କ ମୃତ୍ୟୁ ନେଇ ସୂଚନା ଦେଲେ ଗଞ୍ଜାମ ଏସପି । ମୃତ୍ୟୁବରଣ କରିଥିବା ଥାନା ଅଧିକାରୀ ଜଣକ କିଛି ଦିନ ହେଲା ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଥିଲେ । ଯାହା ଫଳରେ ଥାନା ପରିସରରେ ଏମିତି ଘଟଣା!-->…
ମାନସ ସ୍ୱାଇଁ ହତ୍ୟା ମାମଲାରେ ମିଳିଲା ଶେଷ ଚିଠି
ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ଵାଇଁ ହତ୍ୟା ମାମଲା । ହତ୍ୟା ପୂର୍ବରୁ ମାନସ ଲେଖିଥିଲେ ୩ ପୃଷ୍ଠାର ଚିଠି । ଏଥିରେ ନିର୍ଯାତନାର କୋହଭରା କାହାଣୀ ଲେଖିଥିଲେ ମାନସ ସ୍ୱାଇଁ । ଏନେଇ ବୃଦ୍ଧାଶ୍ରମର ଲେଡି କେୟାର ଟେକର ବିସ୍ଫୋରକ ବୟାନ ଦେଇଛନ୍ତି । ହତ୍ୟା ପୂର୍ବରୁ ୩!-->…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପର୍ବତାରୋହୀ ସିଦ୍ଧାର୍ଥ ରାଉତରାୟ
ଭୁବନେଶ୍ଵର, ୨୫/୦୩ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପର୍ବତାରୋହୀ ସିଦ୍ଧାର୍ଥ ରାଉତରାୟ। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ଅଭିଜ୍ଞତା ବଖାଣିଲେ ସିଦ୍ଧାର୍ଥ। ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ହେଉଛନ୍ତି ସିଦ୍ଧାର୍ଥ। ଏହି ସାକ୍ଷାତକାର ସମୟରେ ବିଧାୟକ ସୁରେଶ ରାଉତରାୟ ଏବଂ!-->…
ବାଲିଘାଟ ବୋମାମାଡ ଘଟଣାରେ ASI ସସ୍ପେଣ୍ଡ୍
ଯାଜପୁର: ବିଝାଂରପୁର ଥାନା ବଗମରା ବାଲି ଘାଟରେ ଲିଜକୁ ନେଇ ବୋମାମାଡ ମାମଲାରେ ଥାନା ଏସଆଇ କଣ୍ଡୁରି ଚରଣ ଦାସ ନିଲମ୍ବିତ । ନିଲମ୍ବିତ କରିଛନ୍ତି ଯାଜପୁର ଏସପି ରାହୁଲ ପିଆର । ଗତ ୧୯ ତାରିଖରେ ସୁରେନ୍ଦ୍ର ଦାସ ଉପରେ ବୋମା ପିଙ୍ଗାଯାଇଥିବା ଅଭିଯୋଗ ପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ!-->…
ବଜେଟ୍ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ
ଭୁବନେଶ୍ୱର : ଆଜି ଠାରୁ ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ । ଅଧିବେଶନ ଆରମ୍ଭରେ ରାଜ୍ୟପାଳ ନିଜ ଅଭିଭାଷଣ ଦେଇଛନ୍ତି। ଅଭିଭାଷଣରେ କହିଛନ୍ତି,ବର୍ତ୍ତମାନ ଓଡିଶା ଏକ ବିଦ୍ୟୁତ ବଳକା ରାଜ୍ୟ ହୋଇପାରିଛି। କୋଭିଡରେ ଲୋକଙ୍କୁ କାମ ଦେବାକୁ ୨୧ କୋଟି ଶ୍ରମ ଦିବସ କରାଯାଇଛି।!-->…