Sign in
Sign in
Recover your password.
A password will be e-mailed to you.
ମୃତ ରାତ୍ର ଜଗୁଆଳିଙ୍କ ପରିବାରକୁ ବଣିକ ସଂଘ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ…
ଦାରିଙ୍ଗବାଡ଼ି, ୧୦/୮ : ଦାରିଙ୍ଗବାଡ଼ି ବଜାରରେ ରାତ୍ର ଜଗୁଆଳି ଭାବେ ବି ଡକେବାଡ଼ି ପୁରଣା ପୋଷ୍ଟ ସାହିର ମୃତ କର୍ଣ୍ଣବାହାଦୂର(୪୫) କାର୍ଯ୍ୟ କରି ଆସୁଥିଲେ। ଯାହାରି ଫଳରେ ବଜାରରେ ଚୋରିହାରି ହେବାରେ ରୋକ ଲାଗିଥିଲା। ଦୁଃଖର ବିଷୟ ଯେ ଗତ ୩୦.୭.୨୦୨୨ ତାରିଖ ଦିନ କର୍ଣ୍ଣବାହାଦୂର!-->!-->!-->…
ଡାକଘର ଘରୋଇକରଣ ପ୍ରତିବାଦ ଓ ୨୦ ଦଫା ଦାବିରେ ଡାକ କର୍ମଚାରୀଙ୍କ ଧାରଣା..
ମାଲକାନଗିରି : ମାଲକାନଗିରି ମୁଖ୍ୟ ଡାକଘର ସମ୍ମୁଖରେ କାର୍ଯ୍ୟରତ ତୃତୀୟ ଶ୍ରେଣୀ ଡାକ କର୍ମଚାରି ସମୂହ ସରକାରଙ୍କ ଡାକଘରକୁ ଘେରେଇକରଣ କୁ ବିରୋଧ ଓ ୨୦ଦଫା ପୂରଣ ଦାବିରେ ଏକ ଦିବସୀୟ ଧାରଣା ଦେଇଛନ୍ତି । ମୁଖ୍ୟ ପୋଷ୍ଟାଲ ଆସିଷ୍ଟାଣ୍ଡ ଶ୍ରୀ ନିରଞ୍ଜନ କୁମାର ସୂଚନା ଦେଇଛନ୍ତି ଯେ!-->!-->!-->…
ସର୍ବସାଧାରଣ ରାସ୍ତା ଅବରୋଧ ନେଇ ଦାବିପତ୍ର ପ୍ରଦାନ…
ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକର ଚକାପାଦ ତହିସଲ ଅନ୍ତର୍ଗତ କୁସୁମେଣ୍ଡି ଗ୍ରାମର ପର କୁସୁମେଶି ମୌଯାସ୍ଥିତ କୁସୁମେଢି ଛକ ଠାରୁ କାମନା ଘର ଦେଇ ଯାଇଥିବା ସର୍ବ ସାଧାରଣ ରାସ୍ତା ଅବରୋଧ ହୋଇଥିବାରୁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ!-->!-->!-->…
ଲଘୁଚାପ ବର୍ଷାରେ ରାଇଘର ବ୍ଲକ ଜଳ ମଗ୍ନ : ଚାଷୀ ମୁଣ୍ଡରେ ଚଡ଼କ …
ଉମରକୋଟ : ଲଘୁଚାପ ଜନିତ ପ୍ରବଳ ବର୍ଷା ଜାରୀ ରହିଥିବା ବେଳେ ଏହାର ପ୍ରଭାବ ଧନ ଜୀବନ ଉପରେ ମଧ୍ୟ ପଡିଛି ଯାହାକି ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକରେ ଲଗୁଚାପ ଜନିତ ବର୍ଷାରେ ଆଖ ପାଖ ସବୁ ଅଞ୍ଚଳ ରେ ଜମି ଓ ବିଲ ଜଳମଗ୍ନ ହୋଉଛି ସବୁ ଆଡ଼େ ପାଣି ହିଁ ପାଣି, ଵିଲ ମାନଙ୍କ ରେ ପାଣି ଛଡ଼ା ଆଉ!-->…
ଛାତ୍ରଛାତ୍ରୀଙ୍କ ବିନା ସ୍କୁଲରେ ପାଳିତ ହେବ ସ୍ୱାଧୀନତା ଦିବସ
ଭୁବନେଶ୍ୱର: ଚଳିତବର୍ଷ ଛାତ୍ରଛାତ୍ରୀଙ୍କ ବିନା ସ୍କୁଲରେ ପାଳନ ହେବ ସ୍ୱାଧୀନତା ଦିବସ। କେବଳ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଗହଣରେ ପାଳନ ହେବ ସ୍ୱାଧୀନତା ଦିବସ। ରାଜ୍ୟ ସରକାରଙ୍କ ଗାଇଡ୍ ଲାଇନ୍ ଆଧାରରେ ପାଳନ ହେବ ସ୍ୱାଧୀନତା ଦିବସ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ!-->…
ଖୋର୍ଦ୍ଧାରେ ୧ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ, ୨ ଗିରଫ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନ ସୁଗାର କାରବାର ଥମିବାର ନାଁ ଧରୁନଥିବା ବେଳେ ପୋଲିସ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି। ପ୍ରତ୍ୟକ ଦିନ ପୋଲିସ ରେଡ କରି ଜିଲ୍ଲାର କୋଉଠୁ ନା କୋଉଠୁ ବ୍ରାଉନ ସୁଗାର ଜବତ କରୁଛି। ଆଜି ପୁଣି ଟାଉନ ଥାନା ଅଞ୍ଚଳରେ ବ୍ରାଉନ ସୁଗାର ଜବତ!-->…
ପିସିସି ପକ୍ଷରୁ କ୍ରାନ୍ତି ଦିବସ ପାଳିତ
ଭୁବନେଶ୍ୱର – ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପବିତ୍ର କ୍ରାନ୍ତି ଦିବସ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏବଂ ଏଆଇସିସି ସଂପାଦକ ଶ୍ରୀ ଜି. ରୁଦ୍ର ରାଜୁଙ୍କ ସମେତ କଂଗ୍ରେସ!-->…
ଇଡି ଅଧିକାରୀଙ୍କୁ ଜେରା କରିବ କୋଲକାତା ପୁଲିସ
ଭୁବନେଶ୍ବର: ବ୍ୟବସାୟୀଙ୍କ ଠାରୁ ବଟି ଆଦାୟ କରିଥିବା ଅଭିଯୋଗରେ ଝାଡଖଣ୍ଡର ଓକିଲ ରାଜୀବ କୁମାରଙ୍କୁ ଗିରଫ କରିଛି କୋଲକାତା ପୁଲିସ । ବ୍ୟବସାୟୀଙ୍କ ନାଁରେ ଜନସ୍ୱାର୍ଥ ମାମଲା ରୁଜୁ କରି ଟଙ୍କା ହଡପ ଭଳି ସଙ୍ଗୀନ ଅଭିଯୋଗ ରହିଛି ରାଜୀବଙ୍କ ନାଁରେ ।
ବ୍ୟବସାୟୀଙ୍କୁ ମାମଲା ହଟାଇବା ପାଇଁ!-->!-->!-->…
ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡିଲେ କୃଷି ଅଧିକାରୀ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଛନ୍ତି ବରଗଡ଼ର କୃଷି ଅଧିକାରୀ । ପାଇକମାଲ କୃଷି ବିଭାଗର ଆସିଷ୍ଟାଣ୍ଟ ଅଫିସର ପ୍ରଣୟ କୁମାର ମନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ । ୧ ଲକ୍ଷ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପ୍ରଣୟଙ୍କୁ ପାଇକମାଳ ବସଷ୍ଟାଣ୍ଟରୁ ଧରିଛି ଭିଜିଲାନ୍ସ ଟିିମ୍ । ସାର!-->…
ପୁରୀ ବେଳାଭୂମୀରେ ଗାଧୋଇବା ବେଳେ ଭାସିଗଲେ ତିନି ପର୍ଯ୍ୟଟକ, ଜଣେ ଯୁବତୀଙ୍କ ମୃତ୍ୟୁ
ପୁରୀ ସମୁଦ୍ରରେ ଅଘଟଣ । ଗାଧୋଇବା ବେଳେ ଭାସିଗଲେ ତିନି ପର୍ଯ୍ୟଟକ। ସେମାନଙ୍କୁ ମଧ୍ୟରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି । ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ସେ ଛତିଶଗଡ଼ ରାୟଗଡ଼ ଅଞ୍ଚଳର ମିନାକ୍ଷୀ ନାୟକ । ସକାଳୁ ଦିଗବାରେଣି ଖଣ୍ଟି ବେଳାଭୂମୀରେ ମିନାକ୍ଷୀଙ୍କ ସହ ତାଙ୍କ ପାଞ୍ଚ ଜଣ!-->…