Sign in
Sign in
Recover your password.
A password will be e-mailed to you.
ବଡ ମେଡିକାଲ ଓ ସିଟି ହସ୍ପିଟାଲ ରେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଦାବି
ବ୍ରହ୍ମପୁର (୧୭/୦୫) : ଆମ୍ବେଦକର ସାଂସ୍କୃତିକ ଯୁବକ ସଂଘ ଓ ହିନ୍ଦ୍ ମଜଦୂର ଓ କର୍ମଚାରୀ ସଂଘ ଆନୁକୂଲ୍ୟରେ ବରିଷ୍ଠ ଅଧିବକ୍ତା ଡ଼. ନିରଂଜନ ପାଣିଗ୍ରାହୀ ଙ୍କ ସଭାପତିତ୍ବ ରେ ସ୍ଥାନୀୟ ଶଙ୍କର ପୁର ସାହି ସ୍ଥିତ ବାବା ଶ୍ରୀ ଶ୍ରୀ ସକଲେଶ୍ୱର୍ ମହାଦେବ ମନ୍ଦିର ପରିସରରେ ଏକ ଆଲୋଚନା ସଭା!-->…
କନ୍ଧମାଳ ଜିଲ୍ଲାର ପାରମ୍ପରିକ ବଲାଣି ଯାତ୍ରା ଆୟୋଜିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା । କେଉଁ ଆବହମାନ କାଳରୁ ରହି ଆସିଥିବା ପରମ୍ପରା ଆଜିର ଆଧୁନିକ ଯୁଗର ପିଲାରୁ ବୁଢା ମାନି ଆସୁଥିବାର ଯାତ୍ରା ବଲାଣି ଯାତ୍ରା । ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଏକ ମାସଧରି ଚାଲେ ଗାଁ ଠାରୁ ସହର ଭିତରେ ଏହି ବଲାଣି ଯାତ୍ରା।!-->…
କାଟୁ ଯାତ୍ରାରେ ମନ୍ତ୍ର ମୁଗ୍ଧ କଲା ଲକ୍ଷ୍ମୀ ନୃସିଂହ କଳା ମନ୍ଦିରର ସାଂସ୍କୃତିକ ସଂଧ୍ୟା
ହିଞ୍ଜିଳିକାଟୁ, (୧୭।୫) : ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ପକ୍ଷରୁ ଚଳିତ ବର୍ଷ କାଟୁ ଯାତ୍ରାର ସୋମବାର ଉଦଯାପନୀରେ ସାଂସ୍କୃତିକ ସଂଧ୍ୟା ଦର୍ଶକ ଙ୍କ ମନକୁ ମୋହିତ କରିଛି। ଅଞ୍ଚଳରେ ୧୯୬୦ ମସିହାରେ ପ୍ରତିଷ୍ଠିତ ଏହି କଳାମନ୍ଦିର ଓଡିଶୀ, ଶାସ୍ତ୍ରୀୟ ସଙ୍ଗୀତ ଓ ଯନ୍ତ୍ର!-->!-->!-->…
ନିଖୋଜ ପୂର୍ବତନ ବିଧାୟକ ସରୋଜ ପାଢ଼ୀ ଉଦ୍ଧାର
ଭୁବନେଶ୍ବର: ନିଖୋଜ ଥିବା ପୂର୍ବତନ ବିଧାୟକ ସରୋଜ କୁମାର ପାଢ଼ୀଙ୍କୁ କ୍ୟାପିଟାଲ ଥାନା ପୁଲିସ ଉଦ୍ଧାର କରିଛି। କମିଶନରେଟ ପୁଲିସ ଦ୍ବାରା ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କୁ ବ୍ରହ୍ମପୁରରୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ସରୋଜ ପାଢ଼ୀଙ୍କୁ ପରିବାର ଲୋକଙ୍କୁ କମିଶନରେଟ ପୁଲିସ ହସ୍ତାନ୍ତର!-->…
ଏମାର ମଠ ପରିସର ଖନନରୁ ମିଳିଥିବା ସିଂହ ମୂର୍ତ୍ତିର ଅନୁଧ୍ୟାନ କଲେ ଏଏସ୍ଆଇ ଟିମ୍, ଗଙ୍ଗ ସାମ୍ରାଜ୍ୟ ସମୟର ଅନୁମାନ
ପୁରୀ: ଏମାର ମଠ ପରିସର ଖନନ ନିକଟରେ ସରିଲା ଏଏସଆଇର ଅନୁଧ୍ୟାନ। ଖନନ ସ୍ଥାନରେ ଥିବା ସିଂହ ମୂର୍ତ୍ତି ଗଙ୍ଗ ସାମ୍ରାଜ୍ୟ ସମୟର ହୋଇଥିବା ଅନୁମାନ । ଏକ ୱଲ୍ର ଅବଶିଷ୍ଟାଂଶ ମିଳିଛି । ଏହାର ପରୀକ୍ଷଣ କରାଯାଇ ରିପୋର୍ଟ ଦିଆଯିବ । ହାଇକୋର୍ଟରେ ମାମଲା ଥିବାରୁ ଅଧିକ କିଛି କହିବା ପାଇଁ!-->…
ପ୍ରକାଶ ପାଇଲା ନବମ ଶ୍ରେଣୀ ପରୀକ୍ଷା ଫଳ
ଭୁବନେଶ୍ୱର: ପ୍ରକାଶ ପାଇଲା ନବମ ଶ୍ରେଣୀ ପରୀକ୍ଷା ଫଳ । ଚଳିତଥର ମୋଟ ପାସହାର ୮୭.୨୦ ପ୍ରତିଶତ ରହିଛି । ଏ-୧ ଗ୍ରେଡରେ ପାସ୍ ହୋଇଛନ୍ତି ୯ ହଜାର ୩୯ ଜଣ ଛାତ୍ରଛାତ୍ରୀ । ଏ-୨ ଗ୍ରେଡରେ ୫୮ ହଜାର ୯୯୧ ଜଣ, ବି-୧ ଗ୍ରେଡରେ ୧ ଲକ୍ଷ ୧୮ ହଜାର ୭୯୨ ଜଣ ପାସ୍ ହୋଇଛନ୍ତି । ସେହିଭଳି ବି-୨!-->…
ବ୍ରହ୍ମପୁରରେ ଆଇପିଏଲ୍ ବେଟିଂ, ୫ ଗିରଫ
ବ୍ରହ୍ମପୁର: ବ୍ରହ୍ମପୁରରେ ଚାଲିଥିଲା ଆଇପିଏଲ ବେଟିଂ । ବେଟିଂରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତିଙ୍କଠାରୁ ନଗଦ ସାଢ଼େ ୪ ଲକ୍ଷ ଟଙ୍କା ଓ ସୁନା ଗହଣା ଜବତ କରାଯାଇଛି । ଏହା ଛଡ଼ା ୯ଟି ମୋବାଇଲ ଫୋନ୍, ଗୋଟିଏ କାର୍ ବି ଜବତ କରିଛି ପୋଲିସ । ଆଇପିଏଲ୍ ବେଟିଂ!-->…
ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ: ୨ ମୃତ, ୯ ଗୁରୁତର
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସୀଙ୍ଗାରି ଘାଟିରେ ଭାରସାମ୍ୟ ହରାଇ ଏକ ପିକଅପ ଭ୍ୟାନ ଓଲଟି ପଡିଛି । ଫଳରେ ୨ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଏହାସହିତ ୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଥୁଆମୂଳ ରାମପୁର ସିନ୍ଧି ପଦର ପଞ୍ଚାୟତରୁ ପିଡିଏସ ଚାଉଳ!-->!-->!-->…
ଅଧ୍ୟାପକଙ୍କୁ ନିଯୁକ୍ତି ଦେଲା ଷ୍ଟେଟ ସିଲେକ୍ସନ ବୋର୍ଡ
ଭୁବନେଶ୍ୱର: ପୁଣି ଟ୍ରାକକୁ ଫେରିବ କରୋନାରେ ଧିମା ପଡ଼ିଥିବା ରାଜ୍ୟ ଶୈକ୍ଷିକ ବାତାବାରଣ । ଆରମ୍ଭ ହୋଇଯାଇଛି ଅଧ୍ୟାପକ ନିଯୁକ୍ତି ପ୍ରକିୟା । ଆଜି ଷ୍ଟେଟ ସିଲେକ୍ସନ ବୋର୍ଡ ବା ଏସଏସବି ପକ୍ଷରୁ ୯୭୨ରୁ ୯୩୦ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି । ୨୦୧୫-୧୬ରେ ୧୫୧୦ ଜଣ ଏସଏସବି!-->…
ବାରବାଟୀ ଷ୍ଟାଡିୟମର ନାହିଁ ଫାୟାର ସେଫଟୀ ସାର୍ଟିଫିକେଟ୍, ଓସିଏକୁ ମାନବାଧିକାର କମିଶନଙ୍କ ରିପୋର୍ଟ
କଟକ: ଅନିଶ୍ଚିତତାରେ ବାରବାଟୀ ଟି-୨୦। ବାରବାଟୀ ପରି ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସାର୍ଟିଫିକେଟ୍। ବିଶ୍ଵାସ ନହେଲେ ବି ଏହି ଖବର ସତ। ଏ ନେଇ ଓଡିଶା କ୍ରିକେଟ୍ ଆସୋସିଏସନର ସଂପାଦକଙ୍କୁ ରାଜ୍ୟ ମାନବାଧିକାର କମିଶନ ନୋଟିସ୍ ଜାରି!-->…