ସମ୍ଭାବ୍ୟ ବାତ୍ୟା ‘ଅସାନି’କୁ ଦୃଷ୍ଟିରେ ରଖି ଚାଷୀଙ୍କୁ ସତର୍କ କଲେ କୃଷି ମନ୍ତ୍ରୀ

ଭୁବନେଶ୍ଵର: ସମ୍ଭାବ୍ୟ ବାତ୍ୟା ଅସାନୀକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ସତର୍କ କଲେ କୃଷି ମନ୍ତ୍ରୀ ଅରୁଣ ସାହୁ। ୫ ଜିଲ୍ଲାକୁ ଜାରି ହେଲା ଆଡଭାଇଜରି। ସମ୍ଭାବ୍ୟ ବାତ୍ୟା ବର୍ଷା ପ୍ରଭାବରେ ଚାଷୀ ଯେପରି କ୍ଷତିଗ୍ରସ୍ତ ନହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ

ମହାପ୍ରଭୁ ଜଗନ୍ନାଥ ନିଜେ ଶ୍ରୀମନ୍ଦିରକୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି: ଅପରାଜିତା

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବିବାଦ ପ୍ରସଙ୍ଗକୁ ନେଇ ପୁଣି ରାଜ୍ୟ ରାଜନୀତି ସରଗରମ ହୋଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏନେଇ ପୁଣି ତାଙ୍କର ମତ ରଖିଛନ୍ତି । ସାଂସଦ ପୁଣି ଥରେ ଟ୍ୱିଟ୍‌ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଥିବା ଦେଖିବାକୁ

ସିନ୍ଧେକେଲା ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍‌

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଫରେଷ୍ଟର ବାବୁ । ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସିନ୍ଧେକେଲା ଜଙ୍ଗଲ ବିଟର ଫରେଷ୍ଟର ହରିହର ସ୍ବାଇଁ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବନ ବିଭାଗ ଅଧିନରେ ଥିବା ସିନ୍ଧେକେଲା ଜଙ୍ଗଲ ବିଟର ଫରେଷ୍ଟର ଭାବେ ସେ କାର୍ଯ୍ୟରତ

ବିଦ୍ୟୁତ୍ ଆଘାତରେ ନାବାଳକ ମୃତ…

ହିଞ୍ଜିଳିକାଟୁ : ମଙ୍ଗଳବାର ସକାଳେ ହିଞ୍ଜିଳି ଥାନା ବେଲଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ବିଦ୍ୟୁତ ଆଘାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହିଞ୍ଜିଳି ଥାନା ଗଣ୍ଡଳା ଗ୍ରାମ ବଡ଼ସାହିର ଚିତ୍ତରଞ୍ଜନ ମହାନ୍ତି (୧୫) । ଏ ନେଇ ହିଞ୍ଜିଳି ଥାନାରେ ନଂ ୧୩/୨୨ରେ ଏକ ଅପମୃତ୍ୟୁ

ଜରାଜୀର୍ଣ ଅବସ୍ଥାରେ ଶବ ବ୍ୟବଚ୍ଛେଦ ଗୃହ ମହା ପରାୟଣ ଗାଡି ଯିବାକୁ ବି ରାସ୍ତା ନାହିଁ…

ଦାରିଙ୍ଗବାଡ଼ି :, ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧୀନରେ ୮ ଗୋଟି ଗ୍ରାମ ପଞ୍ଚାୟତ ରହିଛି। ଏହି ଆଠ ଗୋଟି ଗ୍ରାମ ପଞ୍ଚାୟତ ଯଥା ସରାମୁଳି, କାଟିଙ୍ଗିଆ, କୁମ୍ଭାରୀଗାଁ, ହାତିମୁଣ୍ଡା, ତାଜୁଙ୍ଗିଆ, ଝିଞ୍ଜିରିଗଡା, ଗଦାପୁର ଓ ବ୍ରାହ୍ମଣୀଗାଁ ଗ୍ରାମ ପଞ୍ଚାୟତର ଜନ

ନୀରବି ଗଲେ ସନ୍ତୁର ସମ୍ରାଟ; ୮୪ ବର୍ଷ ବୟସରେ ପଣ୍ଡିତ ଶିବକୁମାର ଶର୍ମାଙ୍କ ଦେହାନ୍ତ

ମୁମ୍ବାଇ: ନୀରବି ଗଲେ ସନ୍ତୁର ସମ୍ରାଟ। ଆଉ ଶୁଭିବନି ତାଙ୍କ ସନ୍ତୁରର ସହସ୍ର ତାରରୁ ସୃଷ୍ଟି ବୀଣାଜିଣା ମଧୁର ସ୍ବର। ଭାରତରେ ସନ୍ତୁର ବାଦନର କର୍ଣ୍ଣଧାର ପଣ୍ଡିତ ଶିବକୁମାର ଶର୍ମା ଆଉ ନାହାନ୍ତି। ପ୍ରଖ୍ୟାତ ସନ୍ତୁର ବାଦକ ତଥା ସଂଗୀତ ନିର୍ଦ୍ଦେଶକ ପଣ୍ଡିତ ଶିବକୁମାର ଶର୍ମାଙ୍କର ମଙ୍ଗଳବାର

କୁତବମିନାରର ନାମ ବଦଳାଇ ‘ବିଷ୍ଣୁ ସ୍ତମ୍ଭ’ ରଖ, ହନୁମାନ ଚାଳିଶା ପାଠ ସହ ଦାବି କଲେ ହିନ୍ଦୁ ସଂଗଠନ

ନୂଆଦିଲ୍ଲୀ: ବର୍ତ୍ତମାନ ଯେଉଁଠାରେ କୁତବମିନାର ଅଛି ସେଠାରେ ୨୭ଟି ମନ୍ଦିର ଥିଲା | ଏହାକୁ ଭଙ୍ଗାଯାଇ ଏହି ସ୍ମାରକ ନିର୍ମାଣ କରାଯାଇଛି | ତେଣୁ ପୁଣି ମନ୍ଦିରର ପୁନଃନିର୍ମାଣ କରାଯାଇ ହିନ୍ଦୁମାନଙ୍କୁ ପୂଜା କରିବାକୁ ଅନୁମତି ଦିଆଯାଉ | କୁତବମିନାରରେ ପୂର୍ବରୁ ଏକ ‘ବିଷ୍ଣୁ ସ୍ତମ୍ଭ’ ଥିଲା

ପାରା ମିଲିଟାରୀ ଫୋର୍ସର ୧୦୭ଟି କ୍ୟାଂଟିନ୍‌ରେ ଖଦି ଉତ୍ପାଦର ବିକ୍ରି ଆରମ୍ଭ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କର ସ୍ୱଦେଶୀ ଅଭିଯାନକୁ ଅଖିଳ ଭାରତୀୟ ସ୍ତରରେ ବ୍ୟାପକ କରିବା ନିମନ୍ତେ ପାରା ମିଲିଟାରୀ କ୍ୟାଂଟିନଗୁଡିକରେ ହସ୍ତ ନିର୍ମିତ ଖଦି ଉତ୍ପାଦଗୁଡିକର ବିକ୍ରି ଆରମ୍ଭ କରାଯାଇଛି। ଗୃହ ବ୍ୟାପାର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ସୋମବାର ୧୦୭ କେନ୍ଦ୍ରୀୟ ସଶସ୍ତ୍ର

ଆମକୁ ସୁଯୋଗ ଦେଲେ ଆମେ ନୂଆ ଗୁଜୁରାଟ ଗଢ଼ିବୁ, ଦୁଇ ଭାଗ ହୋଇଥିବା ଭାରତକୁ ଏକ କରିବୁ: ରାହୁଲ ଗାନ୍ଧୀ

ଅହମଦାବାଦ: ଚଳିତ ବର୍ଷ ଶେଷରେ ଗୁଜରାଟରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଗୁଜୁରାଟରେ ରାଜନୈତିକ ସ୍ଥିତିକୁ ମଜବୁତ କରିବା ପାଇଁ କଂଗ୍ରେସ ପ୍ରସ୍ତୁତିକୁ ଜୋରଦାର କରିଛି। ଗୁଜୁରାଟରେ ନିର୍ବାଚନ ପ୍ରଚାରକୁ ଜୋରଦାର କରିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଦିନ

ଜୁଲାଇ ୫ପର୍ଯ୍ୟନ୍ତ ବିଜେପି ନେତା ତଜିନ୍ଦର ବଗ୍ଗାଙ୍କୁ ଗିରଫ କରିପାରିବ ନାହିଁ ପୁଲିସ: ପଞ୍ଜାବ-ହରିୟାଣା ହାଇକୋର୍ଟ

ଚଣ୍ଡିଗଡ଼: ବିଜେପିର ଦିଲ୍ଲୀ ୟୁନିଟ୍ ମୁଖପାତ୍ର ତଜିନ୍ଦର ପାଲ ସିଂ ବଗ୍ଗାଙ୍କୁ ମିଳିଲା ଖୁସି ଖବର। ଜୁଲାଇ ପର୍ଯ୍ୟନ୍ତ ତଜିନ୍ଦରଙ୍କ ଗିରଫ ଉପରେ ରୋକ ଲଗାଇଲେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ। କୋର୍ଟ ତଜିନ୍ଦରଙ୍କ ଗିରଫଦାରୀ ଉପରେ ଜୁଲାଇ ୫ ପର୍ଯ୍ୟନ୍ତ ରୋକ୍ ଲଗାଇଥିବା ଜଣାପଡ଼ିଛି।