Sign in
Sign in
Recover your password.
A password will be e-mailed to you.
ଡିସଚାର୍ଜ ହେଲେ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ
ଦେବଗଡ: ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ବୁର୍ଲା ବଡ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଡିସଚାର୍ଜ ପରେ ସେ ଦେବଗଡ ଅଭିମୁଖେ ଆସିଥିଲେ । ପରେ ବିଜେପି ନେତା ଓ କର୍ମୀ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ଏହାପରେ ସହର ପରିକ୍ରମା କରିଥିଲେ ।
ସୂଚନା ଅନୁସାରେ, ତିଲେଇବଣୀ!-->!-->!-->…
DPR ପରିବର୍ତ୍ତନ ହେବ ନାହିଁ ବୋଲି କେଉଁଠି ଲେଖା ହୋଇଛି : ପିନାକୀ ମିଶ୍ର
ନୂଆଦିଲ୍ଲୀ: ସମ୍ବିତ ପାତ୍ରଙ୍କ ଉପରେ ବର୍ଷିଛନ୍ତି ପିନାକୀ ମିଶ୍ର । ସମ୍ବିତ ବାବୁ କୋର୍ଟର ଅର୍ଡର ପଢି ନାହାନ୍ତି ପଢିକି ଆଇନର ଜ୍ଞାନ ରଖି ମନ୍ତବ୍ୟ ଦିଅନ୍ତୁ ବୋଲି ପିନାକୀ ମିଶ୍ର କହିଛନ୍ତି। ଅଭ୍ଯର୍ଥନାକେନ୍ଦ୍ର କେବେ ନିଷିଦ୍ଧା ଅଞ୍ଚଳରେ ନ ଥିଲା। ରାଜ୍ୟ ସରକାର ସବୁ ବେଳେ ଆଇନ!-->…
ଅମାନ୍ୟ କରି ମତ୍ସ୍ୟଜୀବୀ ସମୁଦ୍ରକୁ ଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ – SRC
ଭୁବନେଶ୍ବର: ସାମୁଦ୍ରିକ ଝଡ ଅସାନି ପାଇଁ ମତ୍ସଜିବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି। ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଆସନ୍ତା ରହୁଥିବାରୁ ଏହି ସତର୍କତା ଜାରି କରାଯାଇଛି। ତେବେ ଏହାକୁ ଅମାନ୍ୟ କରି ଯଦି କୌଣସି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ!-->…
OUTRର ହେବ ନବକଳେବର, ମାଷ୍ଟର ପ୍ଲାନ୍କୁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ: ୩ବର୍ଷରେ ଖର୍ଚ୍ଚ ହେବ ୧୫୦୦ କୋଟି ଟଙ୍କା
ଭୁବନେଶ୍ବର: ବୈଷୟିକ ଶିକ୍ଷା କ୍ଷେତ୍ରରେ ଆସିବ ରୂପାନ୍ତର । ଓଡ଼ିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ଵବିଦ୍ୟାଳୟର-OUTR ହେବ ନବକଳେବର । ପୂର୍ବରୁ ଏହା କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ବା CET ଭାବେ ପରିଚିତ ଥିଲା । ଭିତ୍ତିଭୂମି ଠାରୁ ଆରମ୍ଭ କରି ମାନବ ସମ୍ବଳର ବିକାଶ ଜରିଆରେ!-->…
ଅଷ୍ଟମ ଦିନରେ ରଥ ନିର୍ମାଣ କାର୍ଯ୍ୟ, ତୁମ୍ବରେ ଚାଲିଛି ବିନ୍ଧ କାମ
ପୁରୀ : ଆଗେଇ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ। ଆଜି ଅଷ୍ଟମ ଦିନରେ ରଥ ନିର୍ମାଣ କାର୍ଯ୍ୟ ପହଞ୍ଚିଥିବା ବେଳେ ୪୨ଗୋଟି ତୁମ୍ବର ରେ ବିନ୍ଧ କାର୍ଯ୍ୟ କରାଯାଉଛି। ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବେ ଚାଲୁଥିବା ବେଳେ ମହାରଣା, ଭୋଇ ଓ କରତୀ ସେବାୟତ ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନ!-->…
ରାଜ୍ୟ ସରକାର କଳାପାହାଡ଼ିଆ ମନୋଭାବ ଛାଡ଼ି ଭୁଲ ସ୍ବୀକାର କରନ୍ତୁ: ସମ୍ବିତ ପାତ୍ର
ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ହାଇକୋର୍ଟରେ ଏଏସ୍ଆଇ ପକ୍ଷରୁ ସତ୍ୟପାଠ ଦାଖଲ ପରେ ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଓଡିଶା ସରକାର ଅହଂକାର ଓ କଳାପାହାଡିଆ ମନୋଭାବ ଛାଡ଼ି ଭୁଲ ସ୍ବୀକାର କରନ୍ତୁ। ନଚେତ!-->…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ସରକାର ନିୟମ ଉଲ୍ଲଂଘନ କରିଛନ୍ତି – ନରସିଂହ ମିଶ୍ର
ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ବରିଷ୍ଠ କଂଗ୍ରେସ ନେତା ମୁହଁ ଖୋଲିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ, ରାଜ୍ୟ ସରକାର ନିୟମ ଉଲ୍ଲଂଘନ କରିଛନ୍ତି। ଏଏସ୍ଆଇ ସ୍ୱୀକାର କରୁଛି ଯେ ସେ ନିର୍ମାଣକୁ ଅନୁମତି ଦେଇନି। ହାଇକୋର୍ଟ ପ୍ରକଳ୍ପ କାମକୁ ବନ୍ଦ କରିବା ପାଇଁ!-->…
ସମୁଦ୍ରକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ
ପୁରୀ: ପୁରୀ ଭିକ୍ଟୋରିଆ ହୋଟେଲ ସମ୍ମୁଖରେ ସମୁଦ୍ରକୁ ଡେଇଁ ଜଣେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବେଳାଭୂମିରେ ମୁତୟନ ଥିବା ଲାଇଫଗାର୍ଡ ଏହା ଦେଖି ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ମହିଳା ଭୁବନେଶ୍ବର ଚକେଇସିଆଣିର ଅତୁଲ କୁମାର ରାଉତଙ୍କ ସ୍ତ୍ରୀ ଉର୍ମିଳା ରାଉତଙ୍କୁ!-->…
ରାଜ୍ୟ ସରକାରଙ୍କ ଅହଙ୍କାର ଓ ଏଏସଆଇର ଅବହେଳାରେ କ୍ଷତିଗ୍ରସ୍ତ ହେଉଛି ଶ୍ରୀମନ୍ଦିର : ବିଜୟ ମହାପାତ୍ର
ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଭିତରେ ହାଇକୋର୍ଟରେ ଏଏସଆଇ ରିପୋର୍ଟ ଦେବା ପରେ ରାଜ୍ୟ ସରକାର ଓ ଏଏସଆଇକୁ ଟାର୍ଗେଟ୍ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ରାଜ୍ୟ ସରକାର ବେଆଇନ୍ ଭାବେ କାମ କରିବା ଯେତିକି ଭୁଲ୍, ଏଏସଆଇ ଏହାର ତଦାରଖ ନକରିବା ମଧ୍ୟ!-->…
ସମୁଦ୍ରର ଉଚ୍ଚ ଢେଉରେ ଓଲଟିଲା ମତ୍ସ୍ୟଜୀବୀଙ୍କ ଡଙ୍ଗା
ବ୍ରହ୍ମପୁର: ଗଞ୍ଜାମରେ ବାତ୍ୟା ଅସାନି ପ୍ରଭାବରେ ସମୁଦ୍ର ଅଶାନ୍ତ । ଆର୍ଯ୍ୟପଲ୍ଲୀରେ ସମୁଦ୍ରର ଉଚ୍ଚ ଢ଼େଉରେ ଓଲଟିଲା ମତ୍ସ୍ୟଜୀବୀ ଡଙ୍ଗା । ଡଙ୍ଗାରେ ଥିବା ୫ରୁ ଅଧିକ ମତ୍ସ୍ୟଜୀବୀ ସମୁଦ୍ରରେ ଭାସି ଯାଉଥିବା ବେଳେ ସୁରକ୍ଷିତ କରାଯାଇଛି ଉଦ୍ଧାର । ସେହିପରି ଉଚ୍ଚ ଢ଼େଉରେ ୨ଟି ଡଙ୍ଗା ଭାସି!-->…