ମହାମାରୀର ଅବସାନ ଘଟିନି; କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ‘ଭୂତାଣୁର ଦ୍ରୁତ ପରିବର୍ତ୍ତନଶୀଳତା’କୁ ଦର୍ଶାଉଛି: ବିଶ୍ବ…

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀର ଅବସାନ ଘଟିନାହିଁ ଏବଂ ୫୦ରୁ ଅଧିକ ଦେଶରେ ସଂକ୍ରମଣ ମାମଲା ବୃଦ୍ଧି ଏହି ଭୂତାଣୁର ଦ୍ରୁତ ପରିବର୍ତ୍ତନଶୀଳତା ଉପରେ ଗୁରୁତ୍ବାରୋପ କରୁଛି ବୋଲି ମଙ୍ଗଳବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସତର୍କ କରାଇ ଦେଇଛି।କୋଭିଡ୍-୧୯ ପରିସ୍ଥିତି ସଂକ୍ରାନ୍ତରେ

୯ ଘଣ୍ଟା ଧରି ପଚରାଉଚରା ପରେ ପୂଜାଙ୍କୁ ରାଞ୍ଚି ନଛାଡିବାକୁ ନିର୍ଦ୍ଦେଶ ଦେଲା ଇଡି, ହୋଇପାରନ୍ତି ଗିରଫ

ରାଞ୍ଚି: ମନରେଗା ଘୋଟାଲା, ନିଜ ଆୟରୁ ଅଧିକ ସମ୍ପତ୍ତି ଏବଂ ଦୁର୍ନୀତିର ଗୁରୁତର ଅଭିଯୋଗରେ ଘେରି ରହିଥିବା ଝାଡଖଣ୍ଡର ଖଣି ଏବଂ ଶିଳ୍ପ ସଚିବ ପୂଜା ସିଙ୍ଗଲଙ୍କୁ ରାଞ୍ଚି ନଛାଡ଼ିବାକୁ ନିର୍ଦ୍ଦେଶ। କୌଣସି ପରିସ୍ଥିତିରେ ରାଞ୍ଚି ନଛାଡିବାକୁ ନିର୍ଦ୍ଦେଶ ଦେଲା ଇଡି । ୯ ଘଣ୍ଟା ଧରି ପଚରାଉଚରା

କେରଳରେ ‘ଟମାଟୋ ଫ୍ଲୁ’; ୮୦ରୁ ଅଧିକ ପିଲା ଆକ୍ରାନ୍ତ

କୋଚି: ‘ଟମାଟୋ ଫ୍ଲୁ’ ନାମରେ ଗ‌ୋଟାଏ ନୂତନ ଭୂତାଣୁ ଯୋଗୁଁ କେରଳରେ ୫ ବର୍ଷରୁ କମ୍‌ ବୟସ୍କ ୮୦ରୁ ଅଧିକ ପିଲା ଆକ୍ରାନ୍ତ ହୋଇଥିବା କଥା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, କେରଳର କୋଲାମ୍‌ ଜିଲ୍ଲାରେ ୮୦ରୁ ଊର୍ଦ୍ଧ୍ବ ‘ଟମାଟୋ ଫ୍ଲୁ’ ମାମଲା

ବାତ୍ୟା ଅସାନୀ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ର ପୂର୍ବ ପ୍ରସ୍ତୁତି…

ମାଲକାନଗିରି : ଜିଲ୍ଲାରେ ଆଜି ବାତ୍ୟା ଅସାନୀ ପ୍ରଭାବ ରେ ସକାଳୁ ପାଗ ମେଘୁଆ ରହିବା ସହ ସ୍ୱଳ୍ପ ପରିମାଣରେ ବର୍ଷା ଆରମ୍ଭ ହୋଇଛି । ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା କୁ ନେଇ ପ୍ରଶାସନ ପକ୍ଷରୁ ଠୋସ ପଦକ୍ଷେପ ନିଆଯାଇଥିବା ବେଳେ ଆଜି ଜିଲ୍ଲାରେ ଓଡ୍ରାଫ ଟିମ ମଧ୍ୟ ଆସି ପହଞ୍ଚି ଛନ୍ତି ।

ମାତୃପ୍ରେମୀ ଇନ୍ଦୁମତୀ ଦାଶଙ୍କ ସପ୍ତମ ପୁଣ୍ୟତିଥି ପାଳନ :ଶ୍ରୀମା ଶ୍ରୀଅରବିନ୍ଦ ଦର୍ଶନ ଆଧାରିତ “ଅମୃତତ୍ତ୍ୱର…

ରାଉରକେଲା : ସ୍ଥାନୀୟ ସେକଟର-୫ ସ୍ଥିତ ଶ୍ରୀ ଅରବିନ୍ଦ ଯୋଗମନ୍ଦିର ର ଏନେକ୍ସ ହଲ ରେ ଶିକ୍ଷାବିତ ତଥା ସମାଜସେବୀ ଡକ୍ଟର କିଶୋରୀ ଦାଶଙ୍କ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଚରଣ ଆଶ୍ରିତl ଦିବଙ୍ଗତା ମାଆ ଇନ୍ଦୁମତୀ ଦାଶଙ୍କ ସପ୍ତମ ପୁଣ୍ୟାତିଥି ପାଳନ ହୋଇ ଯାଇଛି। ଏହି ଉପଲକ୍ଷେ ଶ୍ରୀମା

ବିଶ୍ୱକବି ରବିନ୍ଦ୍ରନାଥ ଠାକୁରଙ୍କ ଜୟନ୍ତୀ ପାଳିତ

ମାଲକାନଗିରି (୧୦।୫) : ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ରାମକୃଷ୍ଣ ନଗରରେ ବିଶ୍ୱ କବି ରବିନ୍ଦ୍ର ନାଥ ଠାକୁରଙ୍କ ୧୬୧ ତମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ବିଶ୍ୱ କବିଙ୍କ ଜୀବନୀ ଆଲୋଚନା ଚକ୍ର ସଭାରେ ରାମକୃର୍ଷ୍ଣ ନଗର କମିଟିର ସଭାପତିରଞ୍ଜନ କୁମାର ଅଧ୍ୟକ୍ଷତା

ବରଯାତ୍ରୀ ଗାଡି ଓଲଟି ୨୦ରୁ ଉର୍ଦ୍ଧ୍ବ ଆହତ

ମାଲକାନଗିରି ଚିତ୍ରକୋଣ୍ଡା (୧୦/୦୫) : ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳରେ ବରଯାତ୍ରୀ ଗାଡି ଓଲଟି ୨୦ ରୁ ଉର୍ଦ୍ଧ୍ବ ଆହତ । ଆହତମାନଙ୍କୁ ବର୍ତ୍ତମାନ ଚିତ୍ରକୋଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା

ବାତ୍ୟା ଆସାନିକୁ ଦୁଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ମାଲକାନଗିରି (୧୦।୫) : ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆଜି ବାତ୍ୟା ଆସାନିକୁ ଦୁଷ୍ଟିରେ ରଖି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ବିଦ୍ୟୁତ୍ ବିଭାଗ କର୍ମଚାରୀ , ସମସ୍ତ ବି.ଡି.ଓଙ୍କ ସହ ଅନେକ ପ୍ରଶାସନିକ

ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ଦ୍ବାରା ୧୫୩୪ କେଜି ଗଞ୍ଜେଇ ଜବତ, ତିନି ଗିରଫ

ମାଲକାନଗିରି, (୧୦।୫) : ପୁଷ୍ପା ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚୋରା ଚାଲାଣ କରିବା ପଡିଲା ମହଙ୍ଗା । ମାଲକାନଗିରି ଜିଲ୍ଲା ମାଥିଲି ପୋଲିସ ହାତରେ ଧରା ପଡିଲେ ତିନି ଗଞ୍ଜେଇ ଚୋରା ଚାଲାଣକାରି । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ

ଲକ୍ଷ୍ମୀନୃସିଂହ ଯାତ୍ରା ସକାଶେ ପ୍ରସ୍ତୁତି ବୈଠକ

ହିଞ୍ଜିଳିକାଟୁ : (୧୦ା୦୫) : ଚଳିତ ମାସ ୧୪ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ହିଞ୍ଜିଳିକାଟୁ ପ୍ରସିଦ୍ଧ ଶ୍ରୀ ଲକ୍ଷ୍ମୀୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରା ପରିଚାଳନା ସକାଶେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୌର ନିର୍ବାହୀ ଅଧିକାରୀ ଡଃ. ମନୋରଞ୍ଜନ ସାହୁଙ୍କ