ମାଟ୍ରିକ୍‌ ପରୀକ୍ଷା ଖାତା ଦେଖିବା ଲାଗି ୧୮ ହଜାରରୁ ଅଧିକ ମୂଲ୍ୟାୟନକାରୀ ନିୟୋଜିତ

ଭୁବନେଶ୍ୱର: ସମେଟିଭ୍‌-୨ ତଥା ମାଟ୍ରିକ୍‌ ପରୀକ୍ଷା ଖାତା ଦେଖିବା ଲାଗି ରାଜ୍ୟର ୧୮ ହଜାରରୁ ଅଧିକ ମୂଲ୍ୟାୟନକାରୀଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ନିୟୋଜିତ କରାଯାଇଛି । ଏଥିଲାଗି ବିଭିନ୍ନ ଜିଲ୍ଲାରେ ୬୦ଟି ମୂଲ୍ୟାୟନ କେନ୍ଦ୍ର ରହିଛି । ଏଥିରେ କଟକ ଜିଲ୍ଲାରେ ସର୍ବାଧିକ

ଗଦାପୁର ଆର ଆଇ ଅଫିସ ପାଲଟିଛି ଭୁତ କୋଠି : ପରିବେଶ କଥା ଚୁଲିକି ଯାଉ…

ଦାରିଙ୍ଗବାଡ଼ି :, ଦାରିଙ୍ଗବାଡ଼ି ତହସିଲ ଅଧିନସ୍ତ ଗଦାପୁର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଭୁତ କୋଠି ସଦୃଶ୍ୟ ଦେଖାଯାଉଛି। କାର୍ଯ୍ୟାଳୟର ପାରିପାର୍ସିକ ପରିବେଶ ଦେଖିଲେ ମନେ ହୁଏ ସତେ ଯେମିତି କାର୍ଯ୍ୟାଳୟ ଦୀର୍ଘ ବର୍ଷ ହେବ ଅଚଳ ରହିଛି। କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱଚ୍ଛ ଭାରତ

କୋରାପୁଟ ଜିଲ୍ଲାର ଦେଓଘାଟି ଠାରେ ବସ୍ ଦୁର୍ଘଟଣା, ୨ ମୃତ…

କୋରାପୁଟ : କୋରାପୁଟ ଦେଓଘାଟି ଠାରେ ବସ୍ ଓଲଟି ୨ ମୃତ ଘଟିଛି ଓ ଅନେକ ଲୋକ ଆହତ ହୋଇଛନ୍ତି ସୂଚନା ଅନୁଯାୟୀ ଅନ୍ନପୁର୍ନା ନାମକ ଘରୋଇ ବସ୍ ଜୟପୁର ଠାରୁ ଉଦୟଗିରୀ କୁ ଏକ ବାହାଘର ବରଯାତ୍ରୀ ନେଇ ବାହାରିଥିଲା। ହେଲେ ବି ବିଧୂର ବିଧାନ ଥୂଲା ଅଲଗା। ଜୟପୁର ଠାରୁ ମାତ୍ର ୭ ରୁ ୮ କିମି

ସୁନ୍ଦରଗଡ଼: ଖଣି ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ଓ ତାଲିମ…

• ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକର ସବୁ ବର୍ଗର ପ୍ରାର୍ଥୀଙ୍କୁ ଅଗ୍ରାଧିକାର• ସମସ୍ତ ୧୭ଟି ବ୍ଲକର ଏସସି/ଏସଟି ପ୍ରାର୍ଥୀଙ୍କୁ ମଧ୍ୟ ସୁଯୋଗ• ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ମାଗଣାରେ ତାଲିମ ସୁନ୍ଦରଗଡ଼,: ଆଜିର ଦିନରେ ନିଯୁକ୍ତି କ୍ଷେତ୍ରରେ ହୋଟେଲ

‘ଫିଟ୍ ବେବି ସିଟ୍’; ଟ୍ରେନ୍‌ରେ ରହିବ ମାଆ ଓ ନବଜାତ ଶିଶୁ ପାଇଁ ସ୍ବତନ୍ତ୍ର ଶୋଇବା ସ୍ଥାନ

ନୂଆଦିଲ୍ଲୀ ୧୧/୦୫; ଅନେକ ଲୋକ ଟ୍ରେନ୍‌ରେ ଯାତ୍ରା କରନ୍ତି। ଅନେକ ମା ଓ ନବଜାତ ଶିଶୁ ମଧ୍ୟ ଟ୍ରେନରେ ଯାତ୍ରା କରନ୍ତି | ଛୋଟ ପିଲାମାନଙ୍କୁ ଟ୍ରେନରେ ଯାତ୍ରା କରିବା ସମୟରେ ନେବା କଷ୍ଟ। ସେମାନଙ୍କୁ ଶୁଆଇବାରେ ତାଙ୍କୁ ନାନା ସମସ୍ୟାର ସାମ୍ନା କରିବାକୁ ହୁଏ। କାରଣ ଗୋଟିଏ ବର୍ଥରେ ଉଭୟ ମା

ଯୁବକଙ୍କୁ ହତ୍ୟା ପରେ ହିଂସା, ଇଣ୍ଟରନେଟ୍‌ ସେବା ବନ୍ଦ

ଜୟପୁର: ପୁଣି ଅଶାନ୍ତ ହୋଇପଡିଛି ରାଜସ୍ଥାନ। ଭିଲୱାଡା ସହରରେ ଜଣେ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା କରିବା ପରେ ସାମ୍ପ୍ରଦାୟିକ ହିଂସା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଆସନ୍ତାକାଲି ସନ୍ଧ୍ୟା ଯାଏଁ ଇଣ୍ଟରନେଟ୍‌ ସେବା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।ସୂଚନା ମୁତାବକ,

ଘରେ ଫାଶୀ ଲଗାଇ ଝୁଲି ପଡିଲେ ଶିକ୍ଷାମନ୍ତ୍ରୀଙ୍କ ବୋହୂ

ଭୋପାଲ: ଆତ୍ମହତ୍ୟା କଲେ ଶିକ୍ଷାମନ୍ତ୍ରୀଙ୍କ ବୋହୂ। ଘରେ ଫାଶୀ ଲଗାଇ ଝୁଲି ପଡିଲେ ମଧ୍ୟ ପ୍ରଦେଶ ସ୍କୁଲ ଶିକ୍ଷା ମନ୍ତ୍ରୀ ଇନ୍ଦର ସିଂହ ପରମାରଙ୍କ ବୋହୂ। କାଲାପିପଲ୍‌ ତହସିଲ୍‌ ଅନ୍ତର୍ଗତ ପୋଞ୍ଚାନେର୍‌ ଗାଁରେ ଶିକ୍ଷାମନ୍ତ୍ରୀ ଇନ୍ଦର୍‌ ସିଂହ ପରମାରଙ୍କ ବୋହୂ ସବିତା ପରମାରଙ୍କ ଝୁଲନ୍ତା

ବ୍ରେନ୍‌ ଆନିୟୁରିଜମ୍‌’ରେ ଆକ୍ରାନ୍ତ‌ ହୋଇଛନ୍ତି ଚୀନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌: ରିପୋର୍ଟ

ବେଜିଙ୍ଗ୍‌: ‘ବ୍ରେନ୍‌ ଆଜିୟୁରିଜମ୍‌’ରେ ଆକ୍ରାନ୍ତ ହେବାରୁ ୨୦୨୧ ‌ଶେଷ ଆଡ଼କୁ ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ମସ୍ତିଷ୍କ ମଧ୍ୟରେ ଧମନୀ ଫୁଲି ଡେମ୍ପରୁ କୋଳିଟିଏ ଓହଳିବା ପରି

ଦେଶଦ୍ରୋହ ଆଇନ ଉପରେ ରହିତାଦେଶ ଜାରି କଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: ଆଜି ସୁପ୍ରିମ୍‌ କୋର୍ଟ ଦେଶଦ୍ରୋହ ଆଇନ ଉପରେ ରହିତାଦେଶ ଜାରି କରିଛନ୍ତି। ସମୀକ୍ଷା ଶେଷ ନ ହେବା ପର୍ଯ୍ୟନ୍ତ ଧାରା ‘୧୨୪ଏ’‌ରେ ଥିବା ଏହି ଆଇନ ବଳରେ କୌଣସି ମାମଲା ରୁଜୁ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ୍‌ କ‌ୋର୍ଟ କହିଛନ୍ତି।ଉପଯୁକ୍ତ କାରଣ ଅଛି ବୋଲି ଯଦି ଜଣେ

ଶ୍ରୀଲଙ୍କାର ଗଣତନ୍ତ୍ରକୁ ପୂର୍ଣ୍ଣ ସମର୍ଥନ କରେ ଭାରତ; ସୈନ୍ୟ ପଠାଇବ ନାହିଁ

ନୂଆଦିଲ୍ଲୀ: ନୂଆଦିଲ୍ଲୀ କଲୋମ୍ବୋକୁ ସୈନ୍ୟ ପଠାଉଛି ବୋଲି କଳ୍ପନାପ୍ରସୂତ ଗଣମାଧ୍ୟମ ରିପୋର୍ଟକୁ ଅଗ୍ରାହ୍ୟ କରି ଭାରତୀୟ ହାଇକମିସନ୍‌ ଆଜି କହିଛନ୍ତି ଯେ, ଭାରତ ଶ୍ରୀଲଙ୍କାର ଗଣତନ୍ତ୍ର, ସ୍ଥିରତା ଏବଂ ଆର୍ଥିକ ଅବସ୍ଥା ସୁଧାରକୁ ପୂର୍ଣ୍ଣମାତ୍ରାରେ ସମର୍ଥନ କରୁଛି।ଟୁଇଟ୍‌ କରି