Sign in
Sign in
Recover your password.
A password will be e-mailed to you.
ରୁଷ ରାଷ୍ଟ୍ରଦୂତଙ୍କ ମୁହଁକୁ ନାଲି କାଳି ମାଡ଼
ମସ୍କୋ: ପୋଲାଣ୍ଡରେ ଅବସ୍ଥାପିତ ରୁଷ ରାଷ୍ଟ୍ରଦୂତ ସର୍ଗେୟି ଆନ୍ଦ୍ରେଭଙ୍କୁ ଅତ୍ୟନ୍ତ ଲଜ୍ଜାଜନକ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧର ପରିସମାପ୍ତି ପାଇଁ ଆୟୋଜିତ ବାର୍ଷିକ ବିଜୟ ଦିବସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ଆନ୍ଦ୍ରେଭଙ୍କ ମୁହଁକୁ!-->…
ୟୁକ୍ରେନ୍ ଉପରେ ଆକ୍ରମଣ ଯଥାର୍ଥ: ପୁଟିନ
କିଭ୍: ୟୁକ୍ରେନ୍ ଉପରେ ଆକ୍ରମଣ ଯଥାର୍ଥ । ମସ୍କୋରେ ବିଜୟ ଦିବସ ପାଳନ ଅବସରରେ ଏହା କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏଥିସହ ନିକଟରେ ଯୁଦ୍ଧ ଶେଷ ନହୋଇପାରେ । ରେଡ୍ ସ୍କୋୟରରେ ଅନୁଷ୍ଠିତ ବାର୍ଷିକି ବିଜୟ ଦିବସ ପରେଡରେ ରାଷ୍ଟ୍ରପତି ପୁଟିନ ଟେଲିଭିଜନ ଯୋଗେ ଉଦବୋଧନ ଦେଇ!-->…
ବଞ୍ଚିବା ପାଇଁ ବାଟ ଖୋଜୁଛନ୍ତି ପୂର୍ବତନ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ
କଲମ୍ବୋ: ଶ୍ରୀଲଙ୍କା ସଙ୍କଟ ଟଳିବାର ନାଁ ଧରୁନି। ଆର୍ଥିକ ଦୁଃସ୍ଥିତିରୁ ସେଠାରେ ଆନ୍ଦୋଳନ ଉଗ୍ର ହେବାରେ ଲାଗିଛି। ଗତକାଲି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ନିଜ ପଦରୁ ଇସ୍ତଫା ଦେବା ପରେ ଆନ୍ଦୋଳନକାରୀମାନେ ତାଙ୍କ ବାସଭବନକୁ ଟେକାମାଡ଼ କରିବା ସହ ବୋମା ମାଡ଼ ମଧ୍ୟ କରିଥିଲେ।!-->…
୨୦୨୪ ପାଇଁ ବିରୋଧୀଙ୍କ ମହାମେଣ୍ଟରେ ସାମିଲ ହେବେନି କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ଆବାହକ ଅରବିନ୍ଦ କେଜ୍ରିୱାଲ ୨୦୨୪ ପାଇଁ ବିରୋଧୀଙ୍କ ମହାମେଣ୍ଟରେ ସାମିଲ ହେବେନି। ୨୪ରେ ବିରୋଧୀଙ୍କ ପକ୍ଷରୁ ମହାମେଣ୍ଟ ନେଇ ଯୋଜନା ଚାଲୁଥିବା ବେ ସେ ଏଥିରେ ସାମିଲ ହେବେନି ବୋଲି କହିଛନ୍ତି। ସେ କହିଛନ୍ତି ଯେ ତାଙ୍କର!-->…
ଆଫଗାନିସ୍ତାନରେ ପ୍ରାଣ ହରାଇ ଥିବା ସାମ୍ବାଦିକ ଦାନିଶଙ୍କୁ ମିଳିଲା ପୁଲିତଜର ପୁରସ୍କାର
ନୂଆଦିଲ୍ଲୀ: ଆଫଗାନିସ୍ତାନ ସଂଘର୍ଷ ବେଳେ ପ୍ରାଣ ହରାଇଥିବା ସାମ୍ବାଦିକ ଦାନିଶ ସିଦ୍ଦିକ୍ଙ୍କୁ ପୁଲିତଜର ପୁରସ୍କାରରେ ସମ୍ମାନିତ କରାଯାଇଛି। ଭାରତରେ କୋଭିଡ୍ ସମୟରେ ଉଲ୍ଲେଖନୀୟ ଫିଚର ଫଟୋଗ୍ରାଫି ପାଇଁ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଛି । ତାଙ୍କ ସହ ରଏଟର୍ସ ସାମ୍ବାଦିକ!-->…
ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ଦ୍ଵାରା ଦୁଇଟି ଅନୁବାଦିତ ନାଟକ ଉନ୍ମୋଚିତ…
ବ୍ରହ୍ମପୁର : ଓଡ଼ିଶା ମାଟିର ଯଶସ୍ୱୀ ବିଶିଷ୍ଟ ନାଟ୍ୟକାର ତଥା ନିର୍ଦେଶକ ପ୍ରଫେସର ମେଜର ରମାରମଣ ପାଢ଼ୀଙ୍କ ରଚିତ ନାଟକ ପାଲଟା ବାଘ ଦୁଇଟି ଭାଷାରେ ଅନୁଦିତ ନାଟକ ପୁସ୍ତକ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କ ଦ୍ଵାରା ରାଜଭବନରେ ଉନ୍ମୋଚିତ ହୋଇଛି। ମାତୃଭୂମି ର ସୁରକ୍ଷା ଓ!-->!-->!-->…
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଙ୍କୁ ଭାବ୍ୟ ସ୍ୱାଗତ ସଭା…
ଗୋପାଳପୁର :-,ଓଡିଶା ର ବିଶ୍ୱବିଦ୍ୟାଳୟ ମାନଙ୍କ ମଧ୍ୟ୍ୟରେ ବ୍ରହ୍ମହପୁର ବିଶ୍ୱବିଦ୍ୟାଳୟ ଏକ ସ୍ୱତନ୍ତ୍ର ଅଦର୍ଶ ର ପରିଚୟ ଦିଏ. ଯାହାର ଅନ୍ୟ ଏକ ମାଇଲଖୁଣ୍ଟ ସ୍ଥାପନ ଆମର ଓଡ଼ିଶାର ମହାମାନ୍ୟ ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁ ପ୍ରଥମ ମହିଳା କୁଳପତି!-->!-->!-->…
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ତୁରନ୍ତ ପଦକ୍ଷେପ ଦ୍ବାରା ଗଞ୍ଜାମ ଜିଲ୍ଲାର ୧୧ ଜଣ ମତ୍ସ୍ୟଜୀବୀ ଅଶାନ୍ତ ସମୁଦ୍ର ମଧ୍ଯରୁ…
ଛତ୍ରପୁର : ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ବାରା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏୟାର ଲିଫ୍ଟ ଯୋଗେ ୧୧ ଜଣ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟରୁ ଉଦ୍ଧାର କରାଯାଇ ସୋନପୁର ବେଳାଭୂମିକୁ ଅଣାଯାଇଛି ।
!-->!-->…
ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆଗାଁଠାରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ…
ନୂଆଗାଁ ବ୍ଲକରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଉଦଘାଟନ କଲେ ଜିଲ୍ଲାପାଳ
ସୁନ୍ଦରଗଡ଼: ଜନସାଧାରଣଙ୍କ ଆପତ୍ତି, ଅଭିଯୋଗ ଆଦି ଶୁଣିବା ଲାଗି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ଲକରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସୋମବାର ଦିନ ନୂଆଗାଁ ବ୍ଲକ!-->!-->!-->!-->!-->…
ପରିବେଶ ସୁରକ୍ଷା ବାର୍ତ୍ତା ନେଇ ସାଇକେଲରେ୨୪ ହଜାର କିଲୋମିଟର ଯାତ୍ରା ପରେ ମାଲକାନଗିରିରେ ପହଞ୍ଚିଲେ ଶ୍ୟାମ
ମାଲକାନଗିରି,(୯।୫) : ୧୦୦ ନୁହେଁ କି ୨୦୦ ନୁହେଁ, ଦିର୍ଘ ୨୪ ହଜାର କିଲୋମିଟର ସାଇକେଲ ଯାତ୍ରା କରିସାରି ଆଜି ମାଲକାନଗିରି ଜିଲ୍ଲାରେ ପହଞ୍ଚିଲେ କଲିକାତା ସିଲିଗୁଡ଼ି ଅଞ୍ଚଳର ଶ୍ୟାମ ବିଶ୍ୱାସ । ବିଗତ ବର୍ଷ ଅର୍ଥାତ ୨୦୨୧ ମସିହାର ମାର୍ଚ୍ଚ ମାସ ୧ତାରିଖରୁ ଯୁବକ ଜଣଙ୍କ ଭାରତ ବର୍ଷ!-->!-->!-->…