Sign in
Sign in
Recover your password.
A password will be e-mailed to you.
ବାତ୍ୟା ଅଞ୍ଚଳର ପ୍ରଭାବିତଙ୍କ ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ଜାରି କଲା TPCODL
ଆଇଏମ୍ଡିର ରିପୋର୍ଟ ଅନୁଯାୟୀ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖରେ ଏକ ସୃଷ୍ଟି ହୋଇଥିବା ଲଘୁଚାପ ଆଠ ତାରିଖ ସନ୍ଧ୍ୟା ସୁଦ୍ଧା ଏକ ସାମୁଦ୍ରିକ ବାତ୍ୟାରେ ରୂପାନ୍ତରିତ ହେବା ଆଶା କରାଯାଉଛି । ବାତ୍ୟା ସ୍ଥିତି ଉତ୍ପନ୍ନ ହେଲେ ଏହାର ମୁକାବିଲା କରିବା ଲାଗି, ଟିପିସିଓଡିଏଲ୍ର ପକ୍ଷରୁ!-->…
ESI ବିଭାଗରେ ନୂତନ ଡାକ୍ତର ଏବଂ ପାରାମେଡିକ୍ସଙ୍କ ପାଇଁ ଓରିଏଣ୍ଟେସନ ପ୍ରୋଗ୍ରାମ୍
ଭୁବନେଶ୍ୱର : ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ଯାଇଛନ୍ତି ରାଜ୍ୟ ସରକାର । ଭର୍ଚୁଆଲ ମାଧ୍ୟମରେ ନୂତନ ଡାକ୍ତର ଏବଂ ପାରାମେଡିକ୍ସ ଙ୍କ ନିଯୁକ୍ତି କାର୍ଯ୍ୟକ୍ରମ ରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ୫୫ ନୂତନ ଡାକ୍ତର ଏବଂ ୫୯ ଜଣ ପାରାମେଡିକ୍ସ ଙ୍କୁ ନିଯୁକ୍ତି ଦେଇଛନ୍ତି!-->…
ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ
ବ୍ରହ୍ମପୁର : ଚକ୍ଷୁ ମନୁଷ୍ୟର ଅଙ୍ଗ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ଓ ଅମୁଲ୍ୟ। ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଶଙ୍କର ଚକ୍ଷୁ ଚିକିତ୍ସାଳୟର ସହଯୋଗରେ ୱାର୍ଡ ନମ୍ବର ୦୨ ଅନ୍ତର୍ଗତ ବିଶ୍ୱକର୍ମା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି ।
ମାନ୍ୟବର ବ୍ରହ୍ମପୁର ସାଂସଦ!-->!-->!-->!-->!-->!-->!-->…
ସ୍କୁଲ ସ୍ତରରେ ତର୍ଜମା କରିବାକୁ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ସଚିବ
ଭୁବନେଶ୍ୱର : ମାଟ୍ରିକ ପରୀକ୍ଷାରେ ୪୩ ହଜାରରୁ ଅଧିକ ପିଲା ଅନୁପସ୍ଥିତ ପ୍ରସଙ୍ଗ । ସ୍କୁଲ ସ୍ତରରେ ତର୍ଜମା କରିବାକୁ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ସଚିବ । ଏନେଇ ସବୁ ଡିଇଓମାନଙ୍କୁ ସଚିବ ବିଷ୍ଣୁପଦ ସେଠୀ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ଚିଠିରେ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ କଡ଼ା!-->…
ଚିତ୍ରକୋଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମସ୍ୟା ଅନୁଧ୍ୟାନ କରି ଦୁଇ ମହଲା ଘର କରିବାକୁ ପ୍ରତିଶ୍ରୁତି ଦେଲେ…
ଚିତ୍ରକୋଣ୍ଡା(୦୯/୦୫) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ବାଲିମେଳା ମାଟିବନ୍ଧ ଯୋଜନା ପ୍ରକଳ୍ପ ସମୟରେ ୧୯୬୪ ମସିହାରୁ ଆରମ୍ଭ ହୋଇଥିଲା | ପ୍ରଥମେ ଉକ୍ତ ପ୍ରକଳ୍ପ ବିଦ୍ୟାଳୟକୁ ସରକାର ଟିଣ ଛପର ଘର କରି ନିର୍ମାଣ କରିଥିଲେ | ଆଜି ସୁଦ୍ଧା ସେହି!-->!-->!-->…
ବିଦ୍ୟା ଷ୍ଟଡ଼ି ପଏଣ୍ଟର ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା
ରାଉରକେଲା : ସାରନଗରୀ ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟ ଠାରେ ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ ବେହେରାଙ୍କ ଅଧ୍ୟକ୍ଷତାରେ ଯୁକ୍ତ ଦୁଇ ବିଜ୍ଞାନ, କଳା ,ବାଣିଜ୍ୟ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଉକ୍ତ ସଭାରେ ଛାତ୍ରଛାତ୍ରୀମାନେ ଅଧ୍ୟାପକ,!-->!-->!-->…
ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଗତି କରୁଛି ସାମୁଦ୍ରିକ ଝଡ଼ ‘ଅସାନୀ’
ଭୁବନେଶ୍ୱର : ସମୁଦ୍ର ଭିତରେ ଅଶାନ୍ତ ହେଉଛି 'ଅସାନୀ' । ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ଭୀଷଣ ସାମୁଦ୍ରିକ ଝଡ଼ । ସମୁଦ୍ର ଭିତରେ କେନ୍ଦ୍ରୀଭୂତ ହୋଇ ଅସାନୀ ବଳ ଗୋଟାଇ ଧିରେ ଧିରେ ଉପକୂଳ ମୁହାଁ ହେଉଛି । ୩୬ ଘଣ୍ଟାରେ ଦୁର୍ବଳ ହୋଇ ଭୀଷଣ!-->…
ଚିତ୍ରକୋଣ୍ଡା ପୁଲିସ ଦ୍ଵାରା ୧୨୨ କିଲୋ ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ
ଚିତ୍ରକୋଣ୍ଡା (୦୯/୦୫) : ଚିତ୍ରକୋଣ୍ଡା ଏସ.ଡି.ପି.ଓ. ଅଂଶୁମାନ ଦିୱେଦି ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ଥାନା ଅଧିକାରୀ ଅନିଲ କୁମାର ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ଚିତ୍ରକୋଣ୍ଡା ପୋଲିସର ଗୋଟିଏ ଟିମ ଏସ.ଆଇ. ସର୍ବେଶ୍ଵର ଭୋଇ ଙ୍କ ନେତୃତ୍ୱରେ ଟନେଲକ୍ୟାମ୍ପ,!-->!-->!-->…
ଚିତ୍ରକୋଣ୍ଡା ବ୍ଲକରେ ୨୦ ଗୋଟି ଅଭିଯୋଗର ଶୁଣାଣି କଲେ ଜିଲ୍ଲାପାଳ
ଚିତ୍ରକୋଣ୍ଡା :(୦୯/୦୫) : ମାଲକାନଗିରି ଜିଲ୍ଲା ପ୍ରଶାସନଙ୍କ ପୂର୍ବ ଯୋଜନା ମୁତାବକ ଆଜି ଚିତ୍ରକୋଣ୍ଡା ବ୍ଲକରେ ସଭାଗୃହ ଠାରେ ମାଲକାନଗିରି ଜିଲ୍ଲାପାଳ ଵିଶାଲ ସିଙ୍ଗ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଯଥା-ଉପ ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁ, ଚିତ୍ରକୋଣ୍ଡା!-->…
ମାନବିକତାର ପରିଚୟ ଦେଲେ ୨ ଯୁବକ : ହଜିଥିବା ପର୍ସ ଓ ଟଙ୍କା ଫେରାଇଲେ
ହିଞ୍ଜିଳିକାଟୁ : ହିଞ୍ଜିଳି ନେତାଜୀ ପାର୍କରୁ ପାଇଥିବା ପର୍ସ ସହିତ ୭ହଜାର ଦୁଇ ଶହ ପଚାଶ ଟଙ୍କା ଫେରାଇଲେ ପାର୍କ କୁ ଵୁଲିବାକୁ ଯାଇଥିବା ଆଙ୍କୋରଡା ଗ୍ରାମର ଦୁଇ ବନ୍ଧୁ। ଏପରି ଏକ ପରେ ମାନବିକତାର ପରିଚୟ ଦେଇଛନ୍ତି ହିଞ୍ଜିଳିକାଟୁ ଆଙ୍କୋରଡ଼ା ଗ୍ରାମର ଦୁଇ ବନ୍ଧୁ ଜୟନାୟକଙ୍କ ପୁଅ!-->!-->!-->…