Sign in
Sign in
Recover your password.
A password will be e-mailed to you.
ବ୍ରଜରାଜନଗର ଉପନିର୍ବାଚନ : ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲା ବିଜେଡି
ଭୁବନେଶ୍ଵର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ଅଳକା ମହାନ୍ତି ହେଲେ ବିଜେଡି ପ୍ରାର୍ଥୀ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିଛନ୍ତି। ୧୧ ତାରିଖ ନାମାଙ୍କନ ଦାଖଲର ଶେଷ ଦିବସ ହୋଇଥିବାରୁ ବିଜେଡିର ପ୍ରାର୍ଥୀ ଘୋଷଣା କରିଛି । ପ୍ରାର୍ଥୀ!-->…
ଭୁବନେଶ୍ୱରରୁ ଭାଇଜାକକୁ ଉଡ଼ିବ ବିମାନ
ଭୁବନେଶ୍ବର: ଭୁବନେଶ୍ୱରରୁ ଭାଇଜାକକୁ ଉଡ଼ିବ ବିମାନ। ଏହା ଭାୟା ଜୟପୁର ନେଇ ଚଳାଚଳ କରିବ। ୯ ସିଟ ବିଶିଷ୍ଟ ବିମାନରେ ଯାତ୍ରା କରିବେ ଯାତ୍ରୀ । ପ୍ରାଥମିକ ପର୍ଯ୍ଯାୟରେ ବିଡିଂରେ ସାମିଲ ହୋଇଛି ଇଣ୍ଡିଆନ ଏୟାରଲାଇନ୍ସ। ଏଥିପାଇଁ ଶେଷ ପର୍ଯ୍ଯୟରେ ପ୍ରସ୍ତୁତି ପହଞ୍ଚିଥିବା କହିଛନ୍ତି ବିଜୁ!-->…
ପ୍ରମୋଦିନ ରାଉଳଙ୍କୁ ଏସିଡ ମାଡ଼ ଘଟଣା: ଦୁଇ ଅଭିଯୁକ୍ତଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ
ଜଗତସିଂହପୁର: ବହୁଚର୍ଚ୍ଚିତ ଜଗତସିଂହପୁର ପ୍ରମୋଦିନ ରାଉଳଙ୍କୁ ଏସିଡ ମାଡ଼ ମାମଲାର ପ୍ରକାଶ ପାଇଁ ଦଣ୍ଡ ବିଧାନ । ଦୁଇ ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଏବଂ ଅନୀଲ ଦଳସିଂରାୟଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ଜଗତସିଂହପୁର ଏଏସଜେ ମହିଳା କୋର୍ଟ । ୧୪ ବର୍ଷ ଜେଲ ସହ ୧୪ ହଜାର!-->…
ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଗୁହାରି କଲେ ନିଖୋଜ ପିହୁଙ୍କ ମା
ଯାଜପୁର: ଇଚ୍ଛାମୃତ୍ୟୁ ପାଇଁ ଭାରତର ରାଷ୍ଟ୍ରପତିଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ଦେଇଛନ୍ତି ନିଖୋଜ ପିହୁଙ୍କ ମା ମୋନାଲିସା ନାୟକ। ଦୀର୍ଘ ୨୦ ମାସ ବିତିଗଲା ହେଲେ ପୁଲିସ ନିଖୋଜ ପିହୁଙ୍କୁ ଠାବ କରିବାରେ ବିଫଳ। ନିଖୋଜ ପିହୁଙ୍କୁ ପାଇବା ପାଇଁ ବିଂଝାରପୁର ଥାନାଠାରୁ ଡିଜି ଅଫିସ,!-->…
ସମସ୍ତଙ୍କର ଫର୍ମ ଫିଲ୍ପ ହୋଇଥିଲା -ମନ୍ତ୍ରୀ
ଭୁବନେଶ୍ୱର : ମାଟ୍ରିକ ପରୀକ୍ଷାରେ ୪୬ ହଜାର ପିଲା ଅୁନପସ୍ଥିତ ପ୍ରସଙ୍ଗ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ । ମହାମାରୀ କୋଭିଡ ହେତୁ ସମସ୍ତ ପିଲାଙ୍କ ଫର୍ମ ଫିଲପ ଫି ସରକାର ଛାଡ କରିଥିଲେ । ୮ମ ରୁ ଦଶମ ପର୍ଯ୍ୟନ୍ତ ପିଲା ସିଧାସଳଖ ଯାଇଥିବାରୁ ସମସ୍ତ!-->…
ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତିଙ୍କ ଇସ୍ତଫା
ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନ ଲାଗି ରାଧାରାଣୀ ପଣ୍ଡାଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ନିଜ ପଦବିରୁ ଇସ୍ତଫା ଦେଇଛନ୍ତି । ୨୫ ବର୍ଷ ହେବ ଦଳରେ ଥିବା ମଙ୍ଗଳ ନିଜର ଇସ୍ତଫା ପତ୍ର ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ!-->…
ଭିନ୍ନକ୍ଷମ ପିଲାକୁ ବିମାନଯାତ୍ରା ମନା ଘଟଣା : ଦୁଃଖ ପ୍ରକାଶ କଲେ ଇଣ୍ଡିଗୋ ସିଇଓ, ଇଲେକ୍ଟ୍ରିକ ହ୍ବିଲଚେୟାର ଉପହାର…
ନୂଆଦିଲ୍ଲୀ : ବିମାନସେବା କମ୍ପାନି ଇଣ୍ଡିଗୋ ନିଜ ବିମାନରେ ଜଣେ ଭିନ୍ନକ୍ଷମ ପିଲାକୁ ଚଢିବାକୁ ମନା କରିବା ମାମଲା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଘଟଣାରେ ଖୋଦ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ହସ୍ତକ୍ଷେପ କରିବାକୁ ସଂକେତ ଦେଇଛନ୍ତି!-->…
ନିର୍ମଳା ସୀତାରମଣଙ୍କ ମାନବିକତା, ଭାଷଣ ସମୟରେ ମଞ୍ଚଉପରେ ପାଣି ନେଇଦେଲେ ମହିଳା ଅଧିକାରୀଙ୍କୁ
ମୁମ୍ବାଇ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ନ୍ୟାସନାଲ ସିକ୍ୟୁରିଟି ଡିପୋଜିଟୋରୀ ଲିମିଟେଡ୍ (ଏନଏସଡିଏଲ)ର ପରିଚାଳନା ନିର୍ଦ୍ଦେଶିକାଙ୍କୁ ପାଣି ଦେଉଥିବାର ନଜର ଆସିଛନ୍ତି। ଏନଏସଡିଏଲର ପରିଚାଳନା!-->…
ଶାହିନ୍ ବାଗରୁ ଜବରଦଖଲ ଉଚ୍ଛେଦ ବିରୋଧରେ ଦାଖଲ ଆବେଦନ ଉପରେ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଶାହିନ୍ ବାଗରୁ ଜବରଦଖଲ ଉଚ୍ଛେଦ ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସୋମବାର ଦିନ ସୁପ୍ରିମକୋର୍ଟ ତାଗିଦ କରିବା ସହ ପ୍ରଶ୍ନ କରିଛନ୍ତି ଯେ ଏହି ମାମଲାରେ ପୀଡିତଙ୍କ ବଦଳରେ ରାଜନୈତିକ ଦଳ କାହିଁକି କୋର୍ଟଙ୍କ ଦ୍ବାରସ୍ଥ!-->…
ଆଇସିୟୁରେ ପହଞ୍ଚିଯାଇଛି ଭାରତୀୟ ଟଙ୍କା : ରାହୁଲ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୟରେ ଭାରତୀୟ ଟଙ୍କା ଆଇସିୟୁରେ ପହଞ୍ଚିଯାଇଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି ।ଏକ ଫେସବୁକ ପୋଷ୍ଟରେ ସେ ଲେଖିଛନ୍ତି ଯେ ମୋଦୀ ଭାରତର ଆର୍ଥିକ ଓ ସାମାଜିକ ଦୁରାବସ୍ଥାକୁ ଅଧିକ ଦିନ ଲୁଚେଇ ରଖିପାରିବେ ନାହିଁ ।!-->…