ପାକିସ୍ତାନ ଡ୍ରୋନ୍‌ରେ ଆସୁଥିଲା ହେରୋଇନ୍, ମାରି ଖସାଇଲା ବିଏସଏଫ

ଚଣ୍ଡିଗଡ଼: ସୋମବାର ପାକିସ୍ତାନ ପଟରୁ ଭାରତ ମୁହାଁହୋଇ ଆସୁଥିବା ଏକ ଡ୍ରୋନ୍‌କୁ ମାରି ଖାସାଇଦେଇଛି ବିଏସଏଫ। ଏହି ଡ୍ରୋନ୍‌ ମାଧ୍ୟମରେ ହେରୋଇନ ଚାଲାଣ ହେଉଥିବା ଜଣାପଡ଼ିଛି। ଏହି ନିଷିଦ୍ଧ ନିଶାଦ୍ରବ୍ୟ ପଞ୍ଜାବର ଅମୃତସରକୁ ଚାଲାଣ ହେଉଥିବା ବିଏସଫ ପକ୍ଷରୁ ସୂଚନା ମିଳିଛି।ଏହି ଡ୍ରୋନ୍‌ରୁ ୯

ପୁଣି ନିଶାନାରେ ‘ଡି’ କମ୍ପାନୀ, ଦାଉଦଙ୍କ ସହଯୋଗୀଙ୍କ ଘରେ ଏନ୍‌ଆଇଏ ରେଡ୍‌

ମୁମ୍ବାଇ: ପୁଣି ନିଶାନାରେ ‘ଡି’ କମ୍ପାନୀ। ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମଙ୍କ ସହଯୋଗୀଙ୍କ ଘରେ ରେଡ୍‌ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) । ମୁମ୍ବାଇର ପ୍ରାୟ ୨୦ଟି ସ୍ଥାନରେ ରେଡ୍‌ ହୋଇଛି। ବାନ୍ଦ୍ରା, ନାଗପାଡ଼ା, ବୋରିଭାଲି ଜର୍ଜଗାଓଁ, ପାର୍ଲେ, ସାନ୍ତାକ୍ରୁଜ୍‌

ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

କଲମ୍ବୋ: ସ୍ୱାଧୀନତା ପରେ ଦେଶରେ ପ୍ରଥମ ଥର ପାଇଁ ଆର୍ଥିକ ସଙ୍କଟ ଉତ୍କଟ ରୂପ ଧାରଣ କରିବା ପରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ନିଜ ପଦରୁ ସୋମବାର ଇସ୍ତଫା ଦେଇଛନ୍ତି। ସେହିପରି ଶ୍ରୀଲାଙ୍କାର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଫେସର ଚନ୍ନା ଜୟସୁମାନା ରାଷ୍ଟ୍ରପତିଙ୍କୁ ନିଜ ଇସ୍ତଫା

ଅଶାନ୍ତ ସମୁଦ୍ର ଭିତରେ ଫସିଛନ୍ତି ୧୧ ମତ୍ସ୍ୟଜୀବୀ..

ବ୍ରହ୍ମପୁର: ଅଶାନ୍ତ ସମୁଦ୍ର ଭିତରେ ଫସିଛନ୍ତି ୧୧ ମତ୍ସ୍ୟଜୀବୀ। ମାଛଧରା ଡଙ୍ଗା ସହ ଗଭୀର ସମୁଦ୍ର ଭିତରେ ଗଞ୍ଜାମ ଜିଲା ସୋନପୁର ନିଟକ ସମୁଦ୍ରରେ ଫସି ରହିଛନ୍ତି ମତ୍ସ୍ୟଜୀବୀ। ସେମାନେ ପ୍ରତ୍ୟେକ ଦିନ ପରି ମାଛ ଧରିବାକୁ ଯାଇଥିଲେ, ମାଛ ଧରି ଫେରିବାବେଳେ ଡଙ୍ଗାରେ ଯାନ୍ତ୍ରିକ ତୃଟି

ପୁର୍ତ୍ତବିଭାଗ ମୁଖ୍ୟ ରାସ୍ତା କଡରେ ବିପଦ ସଂକୁଳ ପରିସ୍ଥିତିରେ ରହିଥିବା ସୁଖିଲା ଗଛକୁ କାଟି ହଟାଇଲେ ବନବିଭାଗ…

ଖବର ପ୍ରକାଶିତ ପରେ ଚେତାପସିଲା... ଦାରିଙ୍ଗବାଡ଼ି :, ଦାରିଙ୍ଗବାଡ଼ି ପୂର୍ତ୍ତବିଭାଗ ଅଧିନସ୍ତ ଦାରିଙ୍ଗବାଡ଼ି-ପାଣିଗଣ୍ଡା ରାସ୍ତାରେ, ପୁଇଗୁଡା ଗ୍ରାମ ନିକଟ ରାସ୍ତା କଡରେ ଏକ ବିରାଟ ସୁଖିଲା ଗଛ ରହିଥିଲା। ସେହି ସୁଖିଲା ଗଛର ବଡ଼ ସୁଖିଲା ଶାଖା ରାସ୍ତାର ଏମୁଣ୍ଡରୁ ସେମୁଣ୍ଡ ଯାଏ

ରାଉରକେଲା : ସରକାରୀ ହସପିଟାଲ ରେ ଚିକିତ୍ସାଧୀନ ରୋଗୀଙ୍କ ଝୁଲନ୍ତା ଶବ ଉଦ୍ଧାର, ପୋଲିସ ତଦନ୍ତ ଜାରି…

ରାଉରକେଲା ; ରାଉରକେଲା ସରକାରୀ ହସପିଟାଲ ରେ ଜଣେ ଚିକିତ୍ସାଧୀନ ରୋଗୀ ର ଝୁଲନ୍ତା ଶବ ଉଦ୍ଧାର ଘଟଣାରେ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି।ରଘୁନାଥପାଲି ଥାନା ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ହସପିଟାଲ କର୍ତ୍ତୃପକ୍ଷ ମଧ୍ୟ ଏହି ଅଘଟଣ ର ତଦନ୍ତ ଲାଗି ଏକ କମିଟି ଗଠନ କରିଛନ୍ତି।

ଦେଶଦ୍ରୋହ ଆଇନର ପୁନର୍ବିଚାର ହେବ, ସୁପ୍ରିମକୋର୍ଟଙ୍କୁ ଜଣାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶଦ୍ରୋହ ମାମଲାରେ ଛନ୍ଦି ହୋଇ ଅନେକ ବ୍ୟକ୍ତି ଜେଲ ଯିବା ନଜିର ରହିଛି। ଏହି ଆଇନର ମାତ୍ରାଧିକ ଅପବ୍ୟବହାର କରାଯାଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ତେବେ ଏ ସମ୍ପର୍କରେ ଆଜି ସୁପ୍ରିମକୋର୍ଟରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। ଦେଶଦ୍ରୋହ

ଅନିଶ୍ଚିତ ଭବିଷ୍ୟତ ନେଇଁ ୫ ଅନାଥ ଶିଶୁ : ପାଠ ପଢ଼ାରେ ଡୋରି, ବଞ୍ଚିବା ପାଇଁ ସଂଘର୍ଷ…

ସରକାରୀ ସାହାଯ୍ୟ ଧର୍ମକୁ ଆଖିଠାର...! ଦାରିଙ୍ଗବାଡ଼ି : ଭଙ୍ଗା ଦଦରା କୁଡ଼ିଆରେ ପଡ଼ି ରହିଛନ୍ତି ବାପମା ଛେଉଣ୍ଡ ୫ ଅନାଥ ଶିଶୁ ଭାଇ ଭଉଣୀ। ଓଳିଏ ଖାଇଲେ ଓଳିଏ ଉପାସ ରହି ଜୀବନ ବିତାଉଥିବା ଜଣାପଡିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ

ସ୍କର୍ପିଓ ଧକ୍କାରେ ଅଟୋ ଚାଳକ ସମେତ ଦୁଇ ବାଳିକା ଆହତ…

ରାଉରକେଲା ; ବଣାଇ ଉପଖଣ୍ଡ ଲହୁଣୀପଡ଼ା ଥାନା ଅନ୍ତର୍ଗତ ରାଜ୍ୟ ରାଜପଥ ୧୦(କ)ର ଵେଲକୁଦର ଛକ ନିକଟରେ ଏଇ ଅଳ୍ପ ସମୟ ପୂର୍ବରୁ ଏକ ସ୍କର୍ପିଓ ଓଡି୧୪-୫୮୯୭ ଦ୍ରୁତ ଗତିରେ ଆସି ସାମ୍ନାରେ ଯାଉଥିବା ଏକ ଅଟୋକୁ ଧକ୍କା ଦେବାରୁ ଅଟୋ ଟି ସଂପୂର୍ଣ୍ଣ ରୂପେ ଭାଙ୍ଗି ରୁଜି ଯାଇଥିବା ବେଳେ, ଅଟୋ

ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ଅସାନୀ ପାଇଁ ପ୍ରସ୍ତୁତି :ଯେକୌଣସି…

ଭୁବନେଶ୍ୱର / ବ୍ରହ୍ମପୁର: ବଙ୍ଗୋପ ସଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା “ଅସାନୀ’କୁ ଦୃଷ୍ଟିରେ ରଖି ସ୍ଥିତିର ମୁକାବିଲା କରିବା ଲାଗି ଟିପିଏସ୍‌ଓଡିଏଲ୍‌ର ଏକ ସମ୍ପୂର୍ଣ୍ଣ ବ୍ୟବସାୟ ନିରବଚ୍ଛିନ୍ନତା ଓ ବିପର୍ଯ୍ୟୟ ପରିଚାଳନା ଯୋଜନା (ବିସିଡିଏମ୍‌ପି) ପ୍ରସ୍ତୁତ ରହିଛି ।