Sign in
Sign in
Recover your password.
A password will be e-mailed to you.
କାର ଉପରକୁ ୧୦ ରାଉଣ୍ଡ ଗୁଳି ଚଳାଇଲେ ଦୁର୍ବୃତ୍ତ
ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସକୁ ଦୁର୍ବୃତ୍ତଙ୍କ ଖୋଲା ଚ୍ୟାଲେଞ୍ଜ । ଜନଗହଳିପୂର୍ଣ୍ଣ ରାସ୍ତାରେ ଏକ କାର୍ ଉପରକୁ ୧୦ ରାଉଣ୍ଡ ଗୁଳି ଚଳାଇଲେ ୩ ଦୁର୍ବୃତ୍ତ । ଦିଲ୍ଲୀ ସୁଭାଷନଗର ଅଂଚଳରେ ଗତକାଲି ଦେଖିବାକୁ ମିଳିଛି ଏହି ଘଟଣା। ଯାହାର ଦୃଶ୍ୟ ନିକଟରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।!-->…
ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି ହେଲା ଭଳି ଖବର ପରିବେଷଣ କରି ଅଡ଼ୁଆରେ ସାମ୍ବାଦିକ ଅମନ ଚୋପ୍ରା
ଜୟପୁର: ଗିରଫ ହେବେ ସାମ୍ବାଦିକ ଅମନ ଚୋପ୍ରା। ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି ହେଲା ଭଳି ଖବର ପରିବେଷଣ କରି ଅଡ଼ୁଆରେ ଜାତୀୟ ଗଣମାଧ୍ୟମର ଚର୍ଚ୍ଚିତ ସାମ୍ବାଦିକ ଅମନ ଚୋପ୍ରା। ଅମନଙ୍କକୁ ଗିରଫ କରିବା ପାଇଁ ନୋଏଡାରେ ଡେରା ପକାଇଛି ରାଜସ୍ଥାନ ପୁଲିସ। ସାମ୍ପ୍ରଦାୟିକ ଶତ୍ରୁତା ସୃଷ୍ଟି ପାଇଁ!-->…
ହିମାଚଳ ପ୍ରଦେଶ ବିଧାନସଭା ଗେଟ୍ ଓ ପାଚେରୀରେ ଉଡ଼ିଲା ଖଲିସ୍ତାନୀ ପତାକା
ଧର୍ମଶାଳା: ହିମାଚଳ ପ୍ରଦେଶ ବିଧାନସଭାର ମୁଖ୍ୟ ଫାଟକ ଓ ପାଚେରୀରେ ଆଜି ଖଲିସ୍ତାନୀ ପତାକା ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା। ଏହା ସହିତ ପାଚେରୀରେ ଖଲିସ୍ତାନ ସମର୍ଥରେ ସ୍ଲୋଗାନ ଲେଖାଯାଇଥିଲା। ପତାକା ଗୁଡ଼ିକୁ ପୁଲିସ୍ ଖୋଲି ଦେଇଥିବା ବେଳେ ସ୍ଲୋଗାନ ଗୁଡ଼ିକୁ ଲିଭାଇ ଦିଆଯାଇଛି।ପୁଲିସ!-->…
ରାଣା ଦମ୍ପତିଙ୍କ ପାଇଁ ପୁଣି ବଢ଼ିଲା ଅଡ଼ୁଆ
ମୁମ୍ବାଇ: ହନୁମାନ ଚାଳିଶା ପାଠ ମାମଲାକୁ ଜାମିନରେ ଆସିଥିବା ରାଣା ଦମ୍ପତିଙ୍କ ପାଇଁ ପୁଣି ବଢ଼ିଲା ଅଡ଼ୁଆ। ମହାରାଷ୍ଟ୍ର ସରକାର ଏମପି ନବନୀତି ରାଣା ଏବଂ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିପାରନ୍ତି। ଦେଶଦ୍ରୋହ ମାମଲାରେ ଗିରଫ ହୋଇ ନିକଟରେ!-->…
ୟୁକ୍ରେନ୍ର ସ୍କୁଲ ଉପରେ ରୁଷର ବୋମା ମାଡ଼: ୬୦ ମୃତ
କିଭ୍: ୟୁକ୍ରେନ୍ ଉପରେ ଆକ୍ରମଣକୁ ଅଧିକ ଯୋରଦାର କରିଛି ରୁଷ। ପୂର୍ବ ୟୁକ୍ରେନ୍ର ଲୁହାନ୍ସକ୍ରେ ଏକ ସ୍କୁଲ ଉପରେ ବୋମା ମାଡ଼ କରିବାରୁ ୬୦ ଜଣଙ୍କର ମୃତ୍ୟୁ ଘଟିଛି। ରବିବାର ସ୍ଥାନୀୟ ରାଜ୍ୟପାଳ ଏହା କହିଛନ୍ତି। ରାଜ୍ୟପାଳ ସେରହିୟ ଗାଇଡାଇ କହିଛନ୍ତି ଯେ, ରୁଷର ସୈନ୍ୟମାନେ ଶନିବାର!-->…
ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ରଜତ କରଙ୍କ ପରଲୋକ, ମୁଖ୍ୟମନ୍ତ୍ରୀ ଙ୍କ ଶୋକ
ଭୁବନେଶ୍ବର: ପରଲୋକରେ ବିଶିଷ୍ଟ ସାହିତ୍ୟିକ, ବାଗ୍ମୀ ତଥା ପଦ୍ମଶ୍ରୀ ରଜତ କର। ରବିବାର ତାଙ୍କର ପରଲୋକ ହୋଇଛି ।ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ଭଞ୍ଜ ସାହିତ୍ୟର ବିଶିଷ୍ଟ ବ୍ୟାଖ୍ୟାକାର ରଜତ କର ୮୮ ବର୍ଷ ବୟସରେ ବିୟୋଗ ହୋଇଛି ।!-->…
୨ ବର୍ଷ ପରେ ଭକ୍ତଙ୍କ ଲାଗି ଖୋଲିଲା ବଦ୍ରିନାଥ ମନ୍ଦିର
ବଦ୍ରିନାଥ: ବଦ୍ରିନାଥ ଦର୍ଶନ ଲାଗି ଖୋଲିଲା ମନ୍ଦିରର ଦ୍ୱାର। ୨ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ବଦ୍ରିନାଥରେ ପ୍ରଭୁଙ୍କୁ ଦର୍ଶନ ଲାଗି ଭକ୍ତଙ୍କ ପାଇଁ ମନ୍ଦିରର ଦ୍ୱାର ଖୋଲାଯାଇଛି । ଆଜି ଗଙ୍ଗା ସପ୍ତମୀ ଅବସରରରେ ସକାଳ ୬ଟା ୧୫ମିନିଟ୍ ରେ ପୂଜାର୍ଚ୍ଚନା ଓ ମନ୍ତ୍ରପାଠ ସହ ମନ୍ଦିରର!-->…
ଗଦାପୁର ମଦରମେରୀ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ପାଳିତ
ଦାରିଙ୍ଗବାଡ଼ି,୮/୫, ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ଗଦାପୁର ସ୍ଥିତ ମଦର ମେରୀ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ପାଳନ କରାଯାଇଛି । କରୋନା ସଂକ୍ରମଣ କଟକଣାରୁ ଦୀର୍ଘ ଦୁଇ ବର୍ଷଧରି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ କୌଣସି କାର୍ଯ୍ୟକ୍ରମ ହୋଇ ପାରିନଥିଲା ।!-->!-->!-->…
ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ
କନ୍ଧମାଳ(୮/୫) : କନ୍ଧମାଳ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣଙ୍କ ସହଯୋଗରେ ଫୁଲବାଣୀ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ରବିବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୨୦୨୨ ମୌସୁମୀ ସମୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି!-->…
ବିଶ୍ୱ ରେଡ଼କ୍ରସ ଦିବସ ପାଳନ ଅବସରରେ ରକ୍ତଦାନ ଶିବିର
ନବରଙ୍ଗପୁର(୮/୫) : ଜିଲ୍ଲା ସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ଆଜି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାଳନ କରାଯାଇଛି। ଏହି ଅବସରରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଦ୍ୱାରା ବିଶ୍ୱ ରେଡ଼କ୍ରସ ର ପତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଫୋଟ ଚିତ୍ରରେ ପୂଜ୍ୟ ପୂଜା!-->…