ଟିକା ନେଇଥିଲେ ଚତୁର୍ଥ ଲହରରେ ସଂକ୍ରମିତ ହେବା ଆଶଙ୍କା କମ୍: ସ୍ବାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ବର: ଚତୁର୍ଥ ଲହରରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବ ମାତ୍ର ହସ୍ପିଟାଲାଇଜେସନ କମ୍ ରହିବ। ଏହି ସୂଚନା ଦେଇଛନ୍ତି ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର। ସେ କହିଛନ୍ତି, ଯେଉଁଭଳି କୁହାଯାଉଛି ଚତୁର୍ଥ ଲହରରେ ପିଲା ବା କିଶୋରଙ୍କୁ ଅଧିକ ସଂକ୍ରମିତ କରିବ ନାହିଁ।

୧୫ରୁ ପୁଣି ହେଲମେଟ୍‌ ଯାଞ୍ଚ

ଭୁବନେଶ୍ବର: ଆସନ୍ତା ୧୫ ତାରିଖରୁ ରାଜ୍ୟର ସମସ୍ତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ହେଲମେଟ ଯାଞ୍ଚ କରାଯିବ। ଏହି ଅଭିଯାନ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ସରକାରଙ୍କ ସଡକ ପରିବହନ ଆୟୁକ୍ତଙ୍କ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ତଦନୁଯାୟୀ, ବିନା ହେଲମେଟରେ

କ୍ୟାପିଟାଲ ହସ୍ପିଟାଲ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ବର: ବାତ୍ୟା 'ଅସାନି'କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି କ୍ରମରେ କ୍ୟାପିଟାଲ ହସ୍ପିଟାଲର କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯିବା ସହ ସମସ୍ତ ବିଭାଗକୁ ସତର୍କ କରାଯାଇଛି। ଏଥିସହ ସମ୍ପୃକ୍ତ ବିଭାଗ ଯେପରି ସେମାନଙ୍କ

ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ନିର୍ମାଣ କାର୍ଯ୍ୟ

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ ତିନି ରଥର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ରଥ ଖଳାରେ ମହାରଣା, ଭୋଇ ସେବକଙ୍କ ସହ ଅନ୍ୟ ସେବକମାନେ କାର୍ଯ୍ୟରେ ଲାଗିପଡିଛନ୍ତି । ତିନି ରଥ ଚକରେ ଲାଗିବାକୁ ଥିବା ତୁମ୍ବ ନିର୍ମାଣ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମୋଟ 42ଟି

ଗଞ୍ଜାମ ଅତିରିକ୍ତ ତହସିଲଦାର ଓ ତିନି RIଙ୍କୁ ବାଲି ମାଫିଆଙ୍କ ଆକ୍ରମଣ

ଗଞ୍ଜାମ: ବାଲି ଚୋରା ଚାଲାଣ ସମୟରେ ଚଢ଼ାଉ ବେଳେ ଗଞ୍ଜାମ ଅତିରିକ୍ତ ତହସିଲଦାର ଓ ତିନି ଜଣ ଆରଆଇଙ୍କୁ ବାଲି ମାଫିଆ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଆହତ ହୋଇଛନ୍ତି ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା, ଆରଆଇ ଭାସ୍କର ସାହୁ, ସୀତାରାମ ସାହୁ ଓ ସୁଶାନ୍ତ କୁମାର

୩ ବର୍ଷର ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେବଳ ପ୍ରତିଶ୍ରୁତି ପ୍ରଦାନ ନୁହେଁ; ବରଂ ଏହାକୁ ପୂରଣ ଦିଗରେ ଏକନିଷ୍ଠ ଉଦ୍ୟମ ଗୋଟିଏ ସରକାରକୁ ଲୋକପ୍ରିୟ କରିଥାଏ। ଏହି ନୀତିକୁ ପାଥେୟ କରି ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ସବୁବେଳେ ନିଜର ପ୍ରତିଶ୍ରୁତି ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ

ବିଶ୍ଵ ମାତୃ ଦିବସ ଉପଲକ୍ଷେ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ବାଲୁକା କଳା

ପୁରୀ: ଆଜି ବିଶ୍ୱ ମାତୃ ଦିବସ । ଏହି ଦିବସ ଉପଲକ୍ଷେ ପୁରୀର ଲାଇଟ ହାଉସ୍ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ବାଲୁକା କଳା ପ୍ରଦର୍ଶନ। ସବୁ ମାଙ୍କୁ ସମ୍ମାନ ଜଣାଇ ସେ ଏହି ବାଲୁକା କଳା ନିର୍ମାଣ କରିଛନ୍ତି। ଏହି ବାଲୁକା କଳାରେ ସେ ମା ଏବଂ ସନ୍ତାନର ସୁନ୍ଦର

ଚୁଡାନ୍ତ ପର୍ଯ୍ୟାୟରରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ…

ହିଞ୍ଜିଳି : ହିଞ୍ଜିଳିକାଟୁ ପୌରାଚଂଳର ୧୦ ନଂୱାର୍ଡ ରେଗିଡିସାହି, ନୁଆଗଡ ଗ୍ରାମ ,ବ୍ଳକ କଲୋନୀ ଓ ମୋହନକଲୋନି ଛକ ସ୍ଥିତ ମେଣ୍ଢାଖାଇ ପାହାଡ ପାଦ ଦେଶରେ ବୀର ହନୁମାନଙ୍କ ଭଵ୍ୟ ମନ୍ଦିର ପ୍ରତିଷ୍ଠା ନିମନ୍ତେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ନିକଟରେ ବ୍ଳକ କଲୋନୀ ସଂଯୋଗ

ନାବାଳକ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ …!

ହିଞ୍ଜିଳିକାଟୁ, : ରବିବାର ସକାଳେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ମର୍ଗତ ଘୋଡାହଡ ନଦୀପଠା ନିକଟ ଖଣ୍ଡରାଗ୍ରାମ ନିକଟ ଆମ୍ବତୋଟାରୁ ନାବାଳକ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହକୁ ହିଞ୍ଜିଳି ପୋଲିସ ଉଦ୍ଧାର କରିଛି । ମୃତକ ମାନେ ହେଲେ ଶେରଗଡ଼ ଥାନା ବାରସିଙ୍ଗ ଗ୍ରାମର ମୁନା ଗୈାଡ (୨୦)

୨୦ବର୍ଷ ପରେ ଫେରିଲା ହଜିଲାପୁଅ : ପୁଅକୁ ଦେଖି ବାପା ଆଖିରୁ ଖୁସିର ଲୁହ…

ମାଲକାନଗିରି : ଏଭଳି ଏକ ଦୁଃଖ ଓ ଖୁସି ମିଶ୍ରିତ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ପାଲକୁଣ୍ଡା ଗ୍ରାମରେ l ଗ୍ରାମରେ ବାସ କରୁଥିବା ସମାରୁ ମାଡକାମୀଙ୍କ ପୁଅ ପାଣ୍ଡୁ ମାଡକାମୀ ଦୀର୍ଘ ୨୦ ବର୍ଷ ଧରି ନିଖୋଜ ଥିଲାବେଳେ କିଛିଦିନ ହେବ ନିଜ ଘରକୁ ଫେରିଛି lଘଟଣାରୁ