ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ

ଭୁବନେଶ୍ୱର: ବଲିଉଡ଼ ଅଭିନେତା ଅର୍ଜୁନ ରାମମ୍ପାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି । ଓଡ଼ିଶା ଗସ୍ତରେ ଥିବା ଅଭିନେତା ଅର୍ଜୁନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କିଛି ପ୍ରସଙ୍ଗରେ ଆଲୋଚନା କରିଥିଲେ । ଓଡ଼ିଶା ଓମେନ୍ସ ମେଳା ୨୦୨୨ ଭୁବନେଶ୍ୱର ଜନତା

ପୁରୀଠୁ ୯୨୦ କିଲୋମିଟର ଦୂରରେ ବାତ୍ୟା ‘ଅସାନି’ 

ଭୁବନେଶ୍ବର: ବାତ୍ୟା ଅସାନୀକୁ ନେଇ ଏସଆରସିଙ୍କ ପ୍ରେସମିଟ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ରହିଛି ବାତ୍ୟା । ପୁରୀଠାରୁ ୯୨୦ କିମି ଦକ୍ଷିଣ-ପୂର୍ବରେ ଅଛି ବାତ୍ୟା । ଆନ୍ଧ୍ର-ଓଡିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା । ୯୦ରୁ ୧୦୦ କିମି ଦୂର ଦେଇ ଯାଇପାରେ ବାତ୍ୟା । ଏହି ସମୟରେ ୪୦ରୁ ୫୦ କିମି

ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଭାସିଗଲେ ୩ ଛାତ୍ର, ୨ ଉଦ୍ଧାର ଜଣେ ନିଖୋଜ

ଢେଙ୍କାନାଳ: ଢେଙ୍କାନାଳ ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଭାସିଗଲେ ୩ ଛାତ୍ର । ଜଣେ ନିଖୋଜ । ଦୁଇ ଜଣଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକ । ଅନ୍ୟ ଜଣେ ନିଖୋଜଙ୍କୁ ଖୋଜୁଛି ଅଗ୍ନିଶମ କର୍ମଚାରୀ । ନିଖୋଜ ଛାତ୍ର ନୂଆପଡ଼ା ଗାଁର ନବମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ଗଁଦିଆ

ଝରକା ତାଡ଼ି ଘରୁ ଲୁଟିନେଲେ ୧୦ ଲକ୍ଷ ଟଙ୍କାର ସୁନା ଅଲଙ୍କାର

ଭୁବନେଶ୍ୱର: କୋଳଥିଆରେ କଳା କନା ବୁଲାଇଲେ ଲୁଟେରା । ଝରକା ତାଡି ଘରେ ପଶିଲେ , ସୁନା ରୁପା ସହ ସବୁ ଲୁଟିନେଲେ । ଖାରବେଳ କମ୍ପ୍ଲେକ୍ସରେ ଗତ ଏପ୍ରିଲ ଏକ ତାରିଖରେ ଘଟିଥିଲା ଘଟଣା । ଭୋରରୁ ଲୁଟେରା ଲୁଟି ନେଇଥିଲେ 10 ଲକ୍ଷ ଟଙ୍କାର ଅଳଙ୍କାର । ଲୁଟ ବେଳର ଦୃଶ୍ୟ ସିସିଟିଭିରେ କଏଦ

ଖୋର୍ଦ୍ଧା ହସ୍ପିଟାଲରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

ଖୋର୍ଦ୍ଧା: ଚିଲିକା ବିଧାୟକଙ୍କ ସ୍ବାସ୍ଥ୍ୟ ପରୀକ୍ଷା । ଖୋର୍ଦ୍ଧା ହସ୍ପିଟାଲରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସ୍ୱାସ୍ଥ୍ୟ ପରୀକ୍ଷା । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବିଧାୟକ ଜଗଦ୍ଦେବଙ୍କ କରାଗଲା ସ୍ୱାସ୍ଥ୍ୟ ପରୀକ୍ଷା । ୫ ଜଣିଆ ଡାକ୍ତରୀ ଟିମ୍ ଦ୍ୱାରା ବିଧାୟକଙ୍କ ସ୍ୱାସ୍ଥ୍ୟ

କଲେଜରୁ ୯୭ ଲକ୍ଷ ଟଙ୍କା ହଡପ ଘଟଣା: ପୁଣି ରିମାଣ୍ଡରେ ଗଲେ ପ୍ରେମୀଯୁଗଳ

ଭୁବନେଶ୍ୱର: ତମାଣ୍ଡୋ ନିକଟସ୍ଥ ଏକ ଇନଞ୍ଜିନିୟରିଂ କଲେଜରୁ ୯୭ ଲକ୍ଷ ଟଙ୍କା ହଡପ ଘଟଣା । ଏହି ଘଟଣାରେ ପୋଲିସ ଏବେ ଘନଘନ ଜେରା କରୁଛି । ତେବେ ମାମଲାରେ ଗିରଫ ହୋଇଥିବା ପ୍ରେମିକ ବିକାଶ କୁମାର ଓ କଲେଜର ମହିଳା କର୍ମଚାରୀ ତଥା ପ୍ରେମିକା ପାୟଲ ମହାପାତ୍ରଙ୍କ ୩ ଦିନଆ ରିମାଣ୍ଡ ଶେଷ

ଜେଲ ଗଲେ କୁଚିଣ୍ଡା ଅତିରିକ୍ତ ତହସିଲଦାର

ଭୁବନେଶ୍ବର: କୁଚିଣ୍ଡା ଅତିରିକ୍ତ ତହସିଲଦାର ସାରଦା ମହାରଣାଙ୍କୁ ଆଜି ଜେଲ ପଠାଯାଇଛି। ଜାମିନ ଆବେଦନ ଖାରଜ ପରେ ଆଜି ତାଙ୍କୁ ଜେଲ ପଠାଯାଇଛି। ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ସାରଦାଙ୍କୁ ଗିରଫ କରଯାଇଥିଲା। ତାଙ୍କ ଘରୁ ୩ ଲକ୍ଷ ୩ ହଜାର ଟଙ୍କା ଜବତ କରାଯାଇଥିଲା। ବିଭିନ୍ନ

ରାଧାରାଣୀ ପଣ୍ଡା ହେଲେ ବ୍ରଜରାଜନଗରର ବିଜେପି ପ୍ରାର୍ଥୀ

ଭୁବନେଶ୍ୱର : ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା । ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ତରଫରୁ ପ୍ରାର୍ଥୀ ଭାବେ ରାଧାରାଣୀ ପଣ୍ଡାଙ୍କ ନାମ ଘୋଷଣା ହୋଇଛି । ବ୍ରଜରାଜନଗରର ପୂର୍ବତନ ବିଧାୟିକା ଥିଲେ ରାଧାରାଣୀ ପଣ୍ଡା । ଖବର ଅନୁଯାୟୀ, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କିଶୋର

ଦିଲ୍ଲୀ ଗଲେ ଓଡିଶା କଂଗ୍ରେସ ନେତା

ଭୁବନେଶ୍ୱର: ଦିଲ୍ଲୀ ଅଭିମୁଖେ ବାହାରିଲେ କଂଗ୍ରେସ ନେତା। ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କ ସହ ଜୟଦେବ ଜେନା, ଚିରଞ୍ଜିବୀ ବିଶ୍ୱାଳ, ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ବିଧାୟକ ରମେଶ ଜେନା ପ୍ରମୁଖ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସକାଳ ସମୟରେ ସୁର ରାଉତରାୟ ଓ ମହମ୍ମଦ ମୋକିମ ମଧ୍ୟ

ଟିକା ନେଇଥିଲେ ଚତୁର୍ଥ ଲହରରେ ସଂକ୍ରମିତ ହେବା ଆଶଙ୍କା କମ୍: ସ୍ବାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ବର: ଚତୁର୍ଥ ଲହରରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବ ମାତ୍ର ହସ୍ପିଟାଲାଇଜେସନ କମ୍ ରହିବ। ଏହି ସୂଚନା ଦେଇଛନ୍ତି ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର। ସେ କହିଛନ୍ତି, ଯେଉଁଭଳି କୁହାଯାଉଛି ଚତୁର୍ଥ ଲହରରେ ପିଲା ବା କିଶୋରଙ୍କୁ ଅଧିକ ସଂକ୍ରମିତ କରିବ ନାହିଁ।