Sign in
Sign in
Recover your password.
A password will be e-mailed to you.
ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ :୭୫ କିଲୋ ଗଞ୍ଜେଇ ସହ ଜଣେ ଗିରଫ…
ଫୁଲବାଣୀ:-କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବଣୀ ନିକଟସ୍ଥ ରାଣୀ ପଥର ଗ୍ରାମ ନିକଟରେ ଏକ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ହୋଇଥିବା ବେଳେ ଫୁଲବାଣୀ ଅବକାରୀ ବିଭାଗ ଜବତ କରିବା ସହ ଆମ୍ବୁଲାନ୍ସ ସହ ଜଣେ ଧରl ପଡିଥିବା ବେଳେ ଆଉଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛିl ଯାହା ସୁଚନା ରହିଛି ଗତ!-->…
ବରିଷ୍ଠ ନାଗରିକ ମଞ୍ଚର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲି ପଞ୍ଚାୟତର କେରାଣ୍ଡିତୋଳା ଗ୍ରାମ ଚନ୍ଦ୍ରଶେଖର ମନ୍ଦିର ପ୍ରାଙ୍ଗଣରେ ବରିଷ୍ଠ ନାଗରିକ ମଞ୍ଚର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନାଗରିକ ମଞ୍ଚର ସଭାପତି ନରହରି ପ୍ରଧାନ ସଭାପତିତ୍ବ କରିଥିଲାବେଳେ କାମରାଜୁ!-->!-->!-->…
ଆଜି ସନ୍ଧ୍ୟାରୁ ଆରମ୍ଭ ହେବ ଦେବୀଙ୍କ ଘଟ ଯାତ୍ରା
ଛତ୍ରପୁର : ଛତ୍ରପୁର ର ଅଧିଷ୍ଠାତ୍ରୀ ଦେବୀ ମା' ରାମାୟାଣାମ୍ମା ଙ୍କ ଆଜି ସନ୍ଧ୍ୟାରେ ପ୍ରଥମ ଘଟଯାତ୍ରା ଅନୁଷ୍ଠିତ ହେଉଅଛି । ଏଥିପାଇଁ ବିଧିବଦ୍ଧ ପ୍ରସ୍ତୁତି ଚାଲିଛି । ଅସ୍ଥାୟୀ ଆଡ଼ପ ଘରେ ବିଜେ କରି ଗୋଟିଏ ଦିନର ବିଶ୍ରାମ ବିରତି ପରେ ତହିଁଆର ଦିନ ଅର୍ଥାତ ତୃତୀୟ ଦିବସରୁ ବୈଧାନିକ!-->!-->!-->…
ସ୍ବସ୍ତି ଚିଲିକା ରିସର୍ଟ ନିକଟରୁ ମୃତ ଡ଼ଲଫିନ ଉଦ୍ଧାର
ଖଲ୍ଲିକୋଟ(୮/୫) : ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଓଡ଼ିଆ ଆଲପୁର ଗ୍ରାମ ଠାରେ ଥିବା ସ୍ବସ୍ତି ଚିଲାକା ରିସର୍ଟ ନିକଟସ୍ଥ ଚିଲିକା କୂଳରେ ଏକ ମୃତ ଡଲଫିନ ପଡିଥିବା ଜଣାପଡିଛି l ରବିବାର ଦିନ କୌଣସି କାରଣରୁ ଏକ ଡ଼ଲଫିନ ମେସିନ ଡଙ୍ଗା କିମ୍ବା ଲଞ୍ଚ ଧକ୍କା କିମ୍ବା ଅସହ୍ୟ ଗରମ ଯୋଗୁ ଡ଼ଲଫିନ!-->!-->!-->…
ବାଲିବୋଝେଇ ଟ୍ରାକ୍ଟର ଓଲଟିଲା, ଚାଳକ ମୃତ
ପାତ୍ରପୁର (୮/୫) : ପାତ୍ରପୁର ବ୍ଲକ ତୁରିବୁଡିରୁ ଗଜପତି ଜିଲ୍ଲା ମାହେନ୍ଦ୍ରଗଡ଼ ଅଞ୍ଚଳକୁ ଟ୍ରାକ୍ଟର ଯୋଗେ ବାଲି ନେଉଥିବାବେଳେ ଦୁର୍ଘଟଣା ଘଟି ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ଚାଳକଙ୍କ ନାମ ମୁନା ନାଇକ ୨୩ବର୍ଷ ବୋଲି ଜଣାପଡ଼ିଛି।
ତୁରିବୁଡି ଇନ୍ଦିରା ଆବାସ କଲୋନୀ ର ଦଳିତ ଯୁବକ ମୁନା!-->!-->!-->…
ନିଆଁଲାଗି ପୋଡି ପାଉଁଶ ହେଲା ଘର, ସବୁ ସମ୍ପତ୍ତି ନଷ୍ଟ
ଦାରିଙ୍ଗବାଡି,(୮/୫) : ଦାରିଙ୍ଗବାଡି ବ୍ଲକର ତିଲୋରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଗେରମାହା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଏହି ଗ୍ରାମର ଜସେଫ ପ୍ରଧାନଙ୍କ ଘରେ ନିଆଁ ଲାଗି ଯାଇଥିବା ଫଳରେ ସବୁ ଅର୍ଜିତ ସବୁ ସମ୍ପତି ଜଳିପୋଡି ପାଉଁଶ ହୋଇଯାଇଛି । ଜସେଫ ଓ ତାଙ୍କ ପରିବାର ସଦସ୍ୟ!-->!-->!-->…
ପୁଇଗୁଡା ଗ୍ରାମ ନିକଟ ପୂର୍ତ୍ତବିଭାଗ ମୁଖ୍ୟ ରାସ୍ତା କଡରେ ବିରାଟ ଶୁଖିଲା ଗଛ ବିପଦ ସଂକୁଳ ଅବସ୍ଥାରେ
ଦାରିଙ୍ଗବାଡ଼ି,( ୮/୫) : ଦାରିଙ୍ଗବାଡ଼ି ପୂର୍ତ୍ତବିଭାଗ ଅଧିନସ୍ତ ଦାରିଙ୍ଗବାଡ଼ି-ପାଣିଗଣ୍ଡା ରାସ୍ତାରେ, ପୁଇଗୁଡା ଗ୍ରାମ ନିକଟ ରାସ୍ତା କଡରେ ଏକ ବିରାଟ ଶୁଖିଲା ଗଛ ରହିଛି। ସେହି ଶୁଖିଲା ଗଛର ବଡ଼ ସୁଖିଲା ଶାଖା ରାସ୍ତାର ଏମୁଣ୍ଡରୁ ସେମୁଣ୍ଡ ଯାଏ ପ୍ରସାରିତ ହୋଇ ରହିଛି। କେତେବେଳେ!-->!-->!-->…
ଭୁବନେଶ୍ବରରେ ଇଣ୍ଡିଆନ୍ ଗ୍ରାଁ ପ୍ରି
ଭୁବନେଶ୍ବର: ଓଡ଼ିଶା ଦୌଡ଼କୁଦ ଦୁନିଆ ପାଇଁ ଶନିବାର ଆଉ ଏକ ଖୁସି ଖବର ଆସିଛି। ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫଆଇ) ଏବଂ ଓଡ଼ିଶା ଦୌଡକୁଦ ସଂଘ (ଓଏଏ) ମିଳିତ ଆନୁକୂଲ୍ୟରେ ଇଣ୍ଡିଆନ୍ ଗ୍ରାଁ ପ୍ରିର ଦୁଇଟି ଚରଣ କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯିବ।ଚଳିତ ମେ’ ମାସ ୨୧ ତାରିଖରେ ଇଣ୍ଡିଆନ୍ ଗ୍ରାଁ!-->…
ତାଜମହଲରେ ବନ୍ଦ ଥିବା ୨୨ଟି ଗୁପ୍ତ କୋଠରୀ ଖୋଲିବାକୁ କୋର୍ଟର ଦ୍ୱାରସ୍ଥ
ଆଗ୍ରା: ତାଜମହଲରେ ବନ୍ଦ ଥିବା ୨୨ଟି କୋଠରୀ ଖୋଲିବାକୁ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି | ଆହ୍ଲାବାଦ ହାଇକୋର୍ଟର ଲଖନଉ ବେଞ୍ଚରେ ଏକ ପିଟିସନ ଦାଖଲ କରାଯାଇଛି ଯେ ତାଜମହଲରେ ତାଲା ପଡିଥିବା ୨୨ଟି କୋଠରୀ ଖୋଲାଯିବା ଉଚିତ ଏବଂ ଏଏସଆଇ ଦ୍ୱାରା ଏହାର ଯାଞ୍ଚ କରାଯିବା ଉଚିତ। ତାଜମହଲରେ!-->…
ରାଜସ୍ଥାନର ମନ୍ତ୍ରୀଙ୍କ ପୁଅ ବାରମ୍ବାର ଦୁଷ୍କର୍ମ କରିଥିଲେ, ଅଭିଯୋଗ ଆଣିଲେ ଯୁବତୀ
ଜୟପୁର: ରାଜସ୍ଥାନରେ ପୁଣି ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ପୁଅଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ହୋଇଛି। ରାଜସ୍ଥାନର ଗେହଲୋଟ ସରକାରରେ ମନ୍ତ୍ରୀ ଥିବା ମହେଶ ଯୋଶୀଙ୍କ ପୁଅ ରୋହିତ ଯୋଶୀଙ୍କ ନାମରେ ପୀଡିତା ଜଣକ ଦିଲ୍ଲୀରେ ଦୁଷ୍କର୍ମ ମାମଲା ଦାୟର କରିଛନ୍ତି। ପୀଡିତା ଅଭିଯୋଗ କରିଛନ୍ତି ଯେ!-->…