Sign in
Sign in
Recover your password.
A password will be e-mailed to you.
ଭୟଙ୍କର ଲହଡି ରେ ଡଙ୍ଗା ଅଚଳ ଯୋଗୁଁ ଫସିଲେ ୧୧ ମତ୍ସ୍ୟଜୀବୀ, ସ୍ୱତନ୍ତ୍ର ହେଲିକପ୍ଟର ସାହାସିକତାର ସହ ସୁରକ୍ଷିତ ଭାବେ…
ଚିକିଟି : ଚିକିଟି ବ୍ଲକ ସୁନପୁର ବେଳାଭୂମି ନିକଟରେ ମାର୍କଣ୍ଡି ର ୧୧ ଜଣ ମତ୍ସ୍ୟଜୀବୀ ପ୍ରଶାସନ ର ବାରଣ ସତ୍ତ୍ୱେ ମାଛ ଧରିବା ପାଇଁ ଯାଇ ଡଙ୍ଗା ଫ୍ୟାନ ଖରାପ ଯୋଗୁଁ ଖାଲ ଅଞ୍ଚଳରେ ଭୟଙ୍କର ଲହଡ଼ି ଯୋଗୁଁ ଫସିଯାଇଥିଲେ । ସକାଳ 9 ଟାରୁ ସେମାନେ ଫସିଥିଲେ ମଧ୍ୟ ଆସାନି ପ୍ରଭାଵ ରେ ଭୟଙ୍କର!-->…
ଘର ପୋଡି ଘଟଣାରେ ଯୋସେଫଙ୍କ ପରିବାରକୁ ସହାୟତା କଲେ ବିଧାୟକ
ଦାରିଙ୍ଗବାଡ଼ି, (୯/୫) : ଗତ ରବିବାର ଦିନ ବିଦ୍ୟୁତ ସର୍ଟସର୍କିଟ ହୋଇ ଯୋସେଫ ଦିଗାଳଙ୍କ ସମ୍ପୂର୍ଣ୍ଣ ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ସୋମବାର ଦିନ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗେରମାହା ଗ୍ରାମରେ ପହଞ୍ଚି ଘଟଣା କୁ ନେଇ ଦୁଃଖ!-->!-->!-->…
ବ୍ରଜରାଜନଗର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ହେଲେ କିଶୋର ପଟେଲ
ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କଲା ପ୍ରାର୍ଥୀଙ୍କ ନାମ। ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ କିଶୋର ପଟେଲଙ୍କୁ କଂଗ୍ରେସ ପ୍ରାର୍ଥୀ ଭାବେ ଘୋଷଣା କରିଛି।
ଏପଟେ ଆଜି ବିଜେଡି ପ୍ରାର୍ଥୀ ଭାବେ ଅଳକା ମହାନ୍ତିଙ୍କ ନାମ ଘୋଷଣା କରିଛି। ବ୍ରଜରାଜନଗରର!-->!-->!-->…
ପ୍ରକଳ୍ପ ପାଇଁ ଅନୁମତି ଦେଇନୁ: ASI
ଭୁବନେଶ୍ବର: ହାଇକୋର୍ଟରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ(ଏଏସଆଇ) ପକ୍ଷରୁ ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ସଂକ୍ରାନ୍ତ ମାମଲା ଦାଖଲ କରାଯାଇଥିଲା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ନେଇ କୌଣସି ଅନୁମତି ଦେଇନାହୁଁ ବୋଲି ଏଏସଆଇ ହାଇକୋର୍ଟଙ୍କୁ ଜଣାଇଛି। ଅପରପକ୍ଷରେ!-->…
ଏସସିବିରେ ଆରମ୍ଭ ହେଲା ଓପିଡି ଅନଲାଇନ୍ ସ୍ଲଟ ବୁକିଂ ବ୍ୟବସ୍ଥା
ଭୁବନେଶ୍ବର: ଏସସିବି ମେଡ଼ିକାଲରେ ଏଣିକି ଆଉ ଘଣ୍ଟା ଘଣ୍ଟା ଧରି ଆଉଟ୍ଡୋର ଟିକେଟ ପାଇଁ ଅପେକ୍ଷା କରିବାକୁ ପଡିବ ନାହିଁ । ଏହି ବ୍ଯବସ୍ଥାକୁ ସୁଚାରୁ କରିବା ପାଇଁ ଏସିବି ବର୍ହିବିଭାଗ ଅନଲାଇନ ସ୍ଲଟ୍ ବୁକିଂ ବ୍ୟବସ୍ଥା ହୋଇଛି । ରୋଗୀ ଘରେ ବସି ଯେ କୌଣସି ବିଭାଗର ଡାକ୍ତରଙ୍କୁ ଦେଖାଇବା!-->…
ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜଳ ବିଭାଜିକା ଓ ମୃତ୍ତିକା ସରକ୍ଷଣ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପୁଣିଥରେ ପଡ଼ିଛନ୍ତି ଜଣେ ସରକାରୀ ବାବୁ। ନବରଙ୍ଗପୁର ଜଳ ବିଭାଜିକା, ମୃତ୍ତିକା ସଂରକ୍ଷଣ ପିଡି ବା ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନାଙ୍କୁ ନଗଦ ୨ ଲକ୍ଷ ଟଙ୍କା ସହ ଆଜି ଭିଜିଲାନ୍ସ ଅଧିକାରୀମାନେ ଧରିଛନ୍ତି। ସେ ଅଫିସରୁ ଘରକୁ ଯାଉଥିବା ବେଳେ ତାଙ୍କୁ!-->…
ଭାରତକୁ ଶତ୍ରୁ ଦେଶ କହିଲେ ଶାହିଦ ଆଫ୍ରିଦି, ଜବାବ ଦେଲେ ଦାନିଶ କାନେରିଆ
ନୂଆଦିଲ୍ଲୀ: ପାକିସ୍ତାନର ଦୁଇ ପୂର୍ବତନ କ୍ରିକେଟରଙ୍କ ମଧ୍ୟରେ ସଂପ୍ରତି ଯୁକ୍ତିତର୍କ ଲାଗି ରହିଛି। ପାକିସ୍ତାନ କ୍ରିକେଟର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି ଏବଂ ପୂର୍ବତନ ସ୍ପିନର ଦାନିଶ କାନେରିଆ ଅନେକ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି। ଏବେ ଦୁହିଁଙ୍କ ବିତର୍କରେ ଭାରତର!-->…
କଟକ ନୂଆ ଡିସିପି ଭାବେ ଦାୟିତ୍ଵ ନେଲେ ପିନାକ ମିଶ୍ର
କଟକ: କଟକ ନୂଆ ଡିସିପି ଭାବେ ଦାୟିତ୍ଵ ନେଲେ ପିନାକ ମିଶ୍ର। ସୋମବାର ଦିନ କଟକ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। କଟକ ଭଳି ପୁରୁଣା ଏବଂ ସଂସ୍କୃତି ସମ୍ପର୍ଣ୍ଣ ତଥା ଭାଇଚାରାର ସହରର ଆଇନଶୃଙ୍ଖଳା, ସାଇବର କ୍ରାଇମ୍ ଏବଂ ଅପରାଧ ମୁକାବିଲା ଉପରେ ଗୁରୁତ୍ଵ ଦେବେ!-->…
ରାଜଧାନୀ ଉପକଣ୍ଠ ମନ୍ଦିରରୁ ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଷ୍ଟଧାତୁ ମୂର୍ତ୍ତି ଚୋରୀ
ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ଟଙ୍କପାଣି ମନ୍ଦିରରୁ ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରଚୀନ ଅଷ୍ଟଧାତୁ ମୂର୍ତ୍ତି ଚୋରୀ ଘଟଣାରେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସ୍ ତଦନ୍ତ କରିଛି । ମନ୍ଦିର ଗ୍ରୀଲ୍, ଭଙ୍ଗା ଯାଇଥିବା ତାଲା ଆଦିରୁ ଫିଙ୍ଗର ପ୍ରିଣ୍ଟି!-->…
ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ପ୍ରଦ୍ମଶ୍ରୀ ରଜତ କରଙ୍କ ଶେଷକୃତ୍ୟ ସଂପନ୍ନ
ପୁରୀ: ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ପଦ୍ମଶ୍ରୀ ପ୍ରଫେସର ରଜତ କରଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ମୁଖାଗ୍ନି ଦେଇଥିଲେ ଜ୍ୟେଷ୍ଠ ପୁତ୍ର ରଞ୍ଜିତ କର । ୮୮ ବର୍ଷ ବୟସରେ ପ୍ରଫେସର କର ଗତକାଲି ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଏକାଧାରାରେ ସେ ଜଣେ ବାଗ୍ନୀ, ପ୍ରବଚକ,!-->…