ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଜୋରଦାର ପ୍ରଚାର

ଭଦ୍ରକ: ଆଉ ମାତ୍ର ଦୁଇ ଦିନ ପରେ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନ ଭୋଟ । ଭଦ୍ରକ ଜ଼ିଲ୍ଲାର ଭଦ୍ରକ ଓ ବନ୍ତ ଦୁଇଟି ବ୍ଲକରେ ଭୋଟ ଗ୍ରହଣ କରାଯିବ । ଶେଷ ମୁହୂର୍ତ୍ତରେ ଭୋଟ ହାତେଇବା ପାଇଁ ପ୍ରାର୍ଥୀ ମାନଙ୍କ ଚାଲିଛି ଜୋରଦାର ପ୍ରୟାସ । ବିଜେଡି ସମର୍ଥିତ ପ୍ରାର୍ଥୀମାନଙ୍କୁ ନିର୍ବାଚିତ କରିବା

ପ୍ରମିଳା ମଲ୍ଲିକଙ୍କ ବିରୋଧରେ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ପ୍ରମିଳା ମଲ୍ଲିକଙ୍କ ବିରୋଧରେ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ । ପ୍ରଚାର କରିବାରୁ ପ୍ରମିଳାଙ୍କୁ ବାରଣ କରିଛନ୍ତି କମିଶନ । ଆସନ୍ତାକାଲି ଦିନ ୧୦ଟାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ପ୍ରଚାର କରିବାକୁ ବାରଣ

୧୬ରୁ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

୧୬ରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା । ପଶ୍ଚିମା ଝଡ଼ ପ୍ରଭାବରେ ୧୬ରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲିଠୁ ରାଜ୍ୟର ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବା ସମ୍ଭାବନା ରହିଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମୁଖତଃ ଶୁଖିଲା ପାଗ ରହିବା ନେଇ

ଓଡିଆ ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କୁ କିଣିଲା ଚେନ୍ନାଇ ସୁପରକିଙ୍ଗସ୍

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଚାଲିଥିବା ଆଇପିଏଲ ୨୦୨୨ର ମେଗା ନିଲାମରେ ଓଡ଼ିଆ ଖେଳାଳି ଶୁଭ୍ରାଂଶୁ ସେନାପତି ନିଲାମରେ ବିକ୍ରି ହୋଇଛନ୍ତି। ଶୁଭ୍ରାଂଶୁଙ୍କୁ ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଲକ୍ଷ ଟଙ୍କାରେ କିଣିଛି। ଶୁଭ୍ରାଂଶୁଙ୍କ ମୂଳ ଦର ୨୦ ଲକ୍ଷ ଟଙ୍କା ଥିଲା। ଏହା ପୂର୍ବରୁ ଆଇପିଏଲରେ ତିନି

ଓଡ଼ିଶାରେ ବଲିଉଡ୍‌ ଷ୍ଟାର୍‌ କିରଣ କୁମାର

କଟକ : ଓଡ଼ିଶାରେ ବଲିଉଡ ଷ୍ଟାର କିରଣ କୁମାର। ଆଜି ଏକ ବିଜ୍ଞାପନ ଫିଲ୍ମର ସୁଟିଂ ପାଇଁ ସେ କଟକ ଆସିଛନ୍ତି। ସ୍ବର୍ଗତ ଅଭିନେତା ମିହିର ଦାସଙ୍କ ଘରେ ତାଙ୍କର ସୁଟିଂ ଥିଲା । ଏଥିପାଇଁ ସେ ନିଜକୁ ଧନ୍ୟମନେ କରୁଥିବା କହିଛନ୍ତି । । ଘରକୁ ଗଲା ବେଳେ ମୁଁ ନିଶ୍ଚୟ ଓଡିଶା ରସଗୋଲା ସାଙ୍ଗରେ ନେବି

ପଞ୍ଚାୟତ ନିର୍ବାଚନ : ବାଲାଟ୍ ବକ୍ସ ଆସିବାର ଗୋଟିଏ ଦିନ ପୂର୍ବରୁ ଲାଗିବ ସିସିଟିଭି

ଭୁବନେଶ୍ୱର : ଷ୍ଟ୍ରଙ୍ଗରୁମ୍‌କୁ ବାଲାଟ୍ ବକ୍ସ ଆସିବାର ଗୋଟିଏ ଦିନ ପୂର୍ବରୁ ସିସିଟିଭି ଲାଗିବ । ଭୋଟଗଣତି, ନିର୍ବାଚନ ଫଳ ଘୋଷଣା ଶେଷ ହେବା ପର୍ଯ୍ୟନ୍ତ ଏହା କାର୍ଯ୍ୟ କରିବ । ଷ୍ଟ୍ରଙ୍ଗରୁମ୍ ବାହାରେ ଦ୍ଵିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ୨୪ ଘଣ୍ଟିଆ କାର୍ଯ୍ୟ କରିବ । ମତଗଣନା ନିମନ୍ତେ

ପ୍ରତିରକ୍ଷା ବଜେଟ୍ : ଏଥର ବଜେଟକୁ ସର୍ବୋତ୍ତମ କହିଲେ ବିଶେଷଜ୍ଞ, ଆତ୍ମନିର୍ଭରତା ବଢିବ, ରୋଜଗାର ସୃଷ୍ଟି ହେବ

ମୁମ୍ୱାଇ,୧୩/୦୨: ୨୦୨୨-୨୩ ଆର୍ଥିକ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି ଏହି କ୍ଷେତ୍ର ସହ ଜଡିତ ଉଦ୍ୟୋଗୀ। ବିଶେଷଜ୍ଞଙ୍କ ମତ ଘରୋଇ ଉଦ୍ୟୋଗର ଆଧୁନିକରଣ ପାଇଁ ୬୮ ପ୍ରତିଶତ ପାଣ୍ଠି ଆବଣ୍ଟନ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଗବେଷଣା ପାଇଁ

ନକଲି ଭୋଟର ସାବଧାନ, ଧରାପଡ଼ିଲେ ଭୋଗିବେ ଜେଲ୍‌ ଦଣ୍ଡ

ଭୁବନେଶ୍ୱର: ନକଲି ଭୋଟର ବୋଲି ଜଣାପଡ଼ିଲେ ପୋଲିସରେ ଜିମା ଦିଆଯିବ। ପରିଚୟ ପତ୍ର ଭୁଲ ଥିଲେ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଆଉ ଦୁଇ ଦିନ ପରେ ପଞ୍ଚାୟତ ନର୍ବାଚନ ହେବ। ଏଥିପାଇଁ ନିର୍ବାଚନ କମିଶନର ନକଲି ଭୋଟରଙ୍କୁ ସତର୍କ କରାଇ ଦେଇଛନ୍ତି। ରାଜ୍ୟ ନିର୍ବାଚନ କମିଶନ କହିଛନ୍ତି, ପଞ୍ଚାୟତ

ଢିଙ୍କିଆବାସୀଙ୍କ ସହ ଆଲୋଚନା କଲା ପ୍ରଶାସନ

ପାରାଦୀପ: ଆଜି ଢିଙ୍କିଆବାସୀଙ୍କ ସହ ଆଲୋଚନା କରିଛି ପ୍ରଶାସନ । ଢ଼ିଙ୍କିଆ ଲୋକଙ୍କ ଅନୁରୋଧକ୍ରମେ ସେଠାରେ ପହଞ୍ଚିଥିଲେ ଜିଲ୍ଲାପାଳ ଓ ଏସପି । ଜିଲ୍ଲାପାଳ ଓ ଏସପି ଲୋକମାନଙ୍କ ସହ ଆଲୋଚନା କରିଥିବା ଜଣାପଡିଛି । ଗାଁରେ ଶାନ୍ତି ଫେରିବା ନେଇ ସ୍ଥିତି ପରଖିଛନ୍ତି ଜିଲ୍ଲାପାଳ ଓ ଏସପି ।

ଭୁବନେଶ୍ୱର-କଟକରେ ପୁଣି ନିଯୁକ୍ତ ହେବେ ଟ୍ରାଫିକ୍‍ ସ୍ଵେଚ୍ଛାସେବୀ

ଭୁବନେଶ୍ୱର : ଭୁବନେଶ୍ୱର ଓ କଟକ ମହାନଗରରେ ପୁଣି ଟ୍ରାଫିକ୍‍ ବିଦ୍ୟାର୍ଥୀ ସ୍ଵେଚ୍ଛାସେବୀ ନିଯୁକ୍ତ ହେବେ। ଏଥିପାଇଁ ଚୟନ ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହେବ। ପ୍ରାୟ ୨ ବର୍ଷର ବ୍ୟବଧାନ ପରେ ପୁଣି ଟ୍ରାଫିକ୍‍ ବିଦ୍ୟାର୍ଥୀ ସ୍ଵେଚ୍ଛାସେବୀ ନିଯୁକ୍ତ ହେବେ। ଦୁଇ ନଗରୀରେ ୩୨୦ ଜଣ