Sign in
Sign in
Recover your password.
A password will be e-mailed to you.
ସ୍କୁଲକୁ ଟାର୍ଗେଟ କରି ସିରିଜ୍ ବିସ୍ଫୋରଣ, ୨୫ ଶିକ୍ଷାର୍ଥୀ ମୃତ
କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଏକାଧିକ ସ୍କୁଲକୁ ଟାର୍ଗଟ କରି ଆଜି ବଡ଼ ବଡ଼ ବିସ୍ଫୋରଣ କରାଯାଇଛି। ଏଯାଏ ଏଥିରେ ୨୫ ଜଣ ଶିକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତଙ୍କ ସଂଖ୍ୟା ଜଣାପଡ଼ି ନଥିଲେ ମଧ୍ୟ ଆମ୍ବୁଲାନ୍ସ ଓ ସୁରକ୍ଷାକର୍ମୀଙ୍କ ଗାଡ଼ିରେ!-->…
ଯୁବତୀଙ୍କୁ ଅପହରଣ ପରେ ୨ ଦିନ କାଳ ଦୁଷ୍କର୍ମ, ଟିଆରଏସର ନେତାଙ୍କ ପୁଅ ସଂପୃକ୍ତ
ସୂର୍ଯ୍ୟପେଟ: ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଅପହରଣ ପରେ ୨ ଦିନ କାଳ ଦୁଇ ଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଇ ଅଭିଯୁକ୍ତ ପ୍ରଥମେ ଯୁବତୀଙ୍କୁ ନିଶା ଦେଇଥିଲେ ଓ ଏହାପରେ ପଣବନ୍ଦୀ କରି ତାଙ୍କୁ ଦୁଷ୍କର୍ମ କରିଥିବା ଖୋଦ ପୀଡ଼ିତା ଜଣଙ୍କ ଅଭିଯୋଗ କରିଛନ୍ତି।ତେଲେଙ୍ଗାନାର!-->…
ରାଉରକେଲା ସ୍ମାର୍ଟ ସିଟି ପାଇଁ ଗର୍ବ ଆଣିଲେ ନଅ ବର୍ଷୀୟ ବାଳକ ତନୁସ କୋହଲି
ବାଙ୍ଗଲୋର ରେ ଅନୁଷ୍ଠିତ ବି ବି ସି ଆଇ ସାଇକେଲ ଚାମ୍ପିଅନସିପ ରେ ଦୂତୀୟ ସ୍ଥାନ ଅଧିକାର
ରାଉରକେଲା : (ବସନ୍ତ କୁମାର ଜେନା); ରାଉରକେଲା ଦିଲ୍ଲୀ ପବ୍ଲିକ ସ୍କୁଲରେ ପଢ଼ୁଥିବା ତନୁସ ସିଭିଲ ଟାଉନସିପ୍ ରେ ରହନ୍ତି । ଚାରିବର୍ଷ ହେଲା ସେ ସାଇକେଲ ଚଲାଇବା ଅଭ୍ୟାସ ଜାରି ରଖିଛନ୍ତି। ଗତ ୧୭!-->!-->!-->…
ନକଲି ବିଦେଶୀ ମଦ ପ୍ରସ୍ତୁତ ରାକେଟ ର ଫର୍ଦଫାସ : ବିପୁଳ ପରିମାଣର ଵିଦେଶୀ ମଦ ଜବତ କଲା ବଣେଇ ଅବକାରୀ ବିଭାଗ…
ସୁନ୍ଦରଗଡ/ରାଉରକେଲା ; ସୁନ୍ଦରଗଡ଼ ଜିଲ୍ଲାରେ ନକଲି ବିଦେଶୀ ମଦ ବେପାର ଥମିବାର ନାଁ ନେଉନାହିଁ। ବିଶେଷ କରି ବଣେଇ ଅଞ୍ଚଳରେ ଏହି ମଦ କାରବାର ଜୋର ଧରିଛି। ବାହାର ରାଜ୍ୟରୁ ନକଲି ମଦ ଆଣି ଏଠାରେ ନାମିଦାମୀ କମ୍ପାନୀ ର ଲେବଲ ମାରି ବେପାର ଚାଲିଛି ।ଗତ ସପ୍ତାହ ଲହୁଣୀପଡା ଥାନା ଅଞ୍ଚଳରେ!-->!-->!-->…
ଅନୁବାଦ ସାହିତ୍ୟ ପରିଷଦଦ୍ବାରା ୧୦ଟି ଅନୁବାଦ ପୁସ୍ତକ ଲୋକାର୍ପିତ
ଭୁବେନଶ୍ବର : ଅନୁବାଦ ସାହିତ୍ୟ ପରିଷଦ ଦ୍ବାରା ପ୍ରକାଶିତ ୧୦ଟି ଅନୁବାଦ ପୁସ୍ତକ ଆଜି ଭୁବନେଶ୍ବରସ୍ଥିତ ବୁଦ୍ଧମନ୍ଦିରସ୍ଥ ସଭାକକ୍ଷରେ ବିଶିଷ୍ଟ ଅତିଥିମାନଙ୍କ ଦ୍ବାରା ଲୋକାର୍ପିତ ହୋଇଯାଇଛି | ଏହି ଉପଲକ୍ଷେ ଆୟୋଜିତ ଏକ ସାରସ୍ବତ ସମାରୋହରେ ସଭାପତିତ୍ବ କରିଥିଲେ ବିଶିଷ୍ଟ ଅନୁବାଦକ!-->…
ପ୍ରେମରେ ବିଫଳ ହୋଇ ଜୀବନ ହାରିଲେ ଯୁବକ…
ହିଞ୍ଜିଳିକାଟୁ : ଦୀର୍ଘ ୧୨ ବର୍ଷ ଧରି ଜୈନିକା ଯୁବତୀଙ୍କୁ ଭଲପାଇ ବସିଥିବା ଜୈନିକ ଯୁବକ ପ୍ରତାରଣାର ଶୀକାର ହୋଇ ଆତ୍ମହୁତି ଭଳି ଚରମ ପଦକ୍ଷେପ ନେବା ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଆଲୋଡନ ସୃଷ୍ଟି କରିଛି । ପ୍ରେମ ସମ୍ପର୍କରେ ଭଟ୍ଟା ପଡିବା ପରେ ବିଫଳ ପ୍ରେମିକ ଜଣଙ୍କ ନିଜ ଦେହରେ!-->…
ଘରୋଇ ବ୍ୟବସାୟୀଙ୍କ ବିରୋଧରେ ଅଭିଯୋଗ ଆଣିଲେ କେନ୍ଦୁପତ୍ର ତୋଳାଳୀ, ମିଳୁନି ଉପଯୁକ୍ତ ଦର
ପଦ୍ମଗିରି : ମାଲକାନଗିରି ଜିଲ୍ଲାରେ ଆଦିବାସୀ ଲୋକଙ୍କ ରୋଜଗାର ର ଏକ ପନ୍ଥା ହୋଇଥାଏ କେନ୍ଦୁପତ୍ର । କେନ୍ଦୁପତ୍ର ମାଲକାନଗିରି ଜିଲ୍ଲାର ଆଦିବାସୀ ଲୋକମାନଙ୍କ ପାଇଁ ଆର୍ଥିକ ସହାୟର ଜରିଆ ହୋଇଥିବା ବେଳେ ପ୍ରବଳ ଖରାକୁ ବେଖାତିର କରି ଉପାର୍ଜିତ କେନ୍ଦୁପତ୍ରକୁ ବିକ୍ରୟ ପାଇଁ ପତ୍ର!-->!-->!-->…
ନିଖିଳ ଭାରତ ବଙ୍ଗାଳି ସମନ୍ୱୟ ସମିତି ସଭା
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା, ଉମରକୋଟ ତହସିଲ 6 ନମ୍ବର ମୁର୍ତ୍ତୁମା ଗ୍ରାମରେ ନିଖିଳ ଭାରତ ବଙ୍ଗାଳି ସମନ୍ୱୟ ସମିତି ଦ୍ୱାରା ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା | ଉକ୍ତ ସଭାରେ ମାଲକାନଗିରି, କୋରାପୁଟ, ମହାରାଷ୍ଟ୍ର, ପରଚିପାରା, ଡୁମୁରମୁଣ୍ଡା, ମହଣ୍ଡ, ହାତୀବେନା ଏବଂ ରାଇଘର!-->!-->!-->…
କାଳବୈଶାଖୀରେ ଉଡିଲା ଛପର, ସହାୟତା ଦାବି
ଦାରିଙ୍ଗବାଡ଼ି,୧୮/୪ : କାଳବୈଶାଖୀ ଫଳରେ ଏକାଧିକ ଲୋକଙ୍କର ଘର ଛପର ଉଡ଼ିଯାଇଛି । ରବିବାର ଦିନ ସନ୍ଧ୍ୟା ସମୟରେ ଦନେକବାଡ଼ି ପଞ୍ଚାୟତ ଅନ୍ତର୍ଗତ ଜିଜାମାହା ଗ୍ରାମରେ କାଳବୈଶାକ୍ଷୀ ଫଳରେ ପବନ ବର୍ଷା ହେବା ଫଳରେ ଲୋକଙ୍କର ଟିଣ ଓ ଆଜବେଷ୍ଟ ଛପର ଉଡ଼ିଯାଇଥିବା ଦେଖିବାକୁ ମିଳିଛି । ଗ୍ରାମର!-->!-->!-->…