ଶ୍ରୀ ଶ୍ରୀ ମା ନାରାୟଣୀ ଠାକୁରାଣୀଙ୍କ ପଞ୍ଚ ବିଂଶତମ ଯାତ୍ରା ୨୦୨୨ର କର୍ମକର୍ତ୍ତା ଚୟନ

ଫୁଲବାଣୀ (୧୩/୪) : ଚଳିତ ବର୍ଷ ମା ନାରାୟଣୀ ଠାକୁରାଣୀଙ୍କ ଯାତ୍ରା ହେବକି ନାହିଁ ଆଶା ଅଶାଙ୍କର ଅନ୍ତ ଘଟିଛି।ଶେଷରେ ଆଗାମୀ ୨୦୨୨-୨୩ ର ହେବାକୁଥିବା ଯାତ୍ରାର ଆଜି ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଫୁଲବାଣୀ ଠାରେ ଯାତ୍ରା ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଶେଷ ଦେଵ ମିଶ୍ର ଓ

ଆକାଂକ୍ଷୀ ଜିଲ୍ଲା ଟପ୍-୫ ଭିତରେ ରହିଲା ମାଲକାନଗିରି ଜିଲ୍ଲା

ନୀତି ଆୟୋରେ ମାଲକାନଗିରିଗ ଆକାଂକ୍ଷୀ ଜିଲ୍ଲା ଡେଲଟା ରାଙ୍କିଂର ଟପ୍‌ ଫାଇଭରେ ମାଲକାନଗିରି । ଭିତ୍ତିଭୂମି କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଛି ମାଲକାନଗିରି ଜିଲ୍ଲା । ଫେବ୍ରୁଆରୀ ମାସର ଡେଲଟା ରାଙ୍କିଂରେ ତିନି ନମ୍ବର ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ଆସାମର ଉଦଲଗିରି, ଦ୍ୱିତୀୟରେ

ନାଟ୍ୟକାର ଲିଙ୍ଗରାଜ ନାହାକଙ୍କୁ ପଞ୍ଚମବେଦ ସମ୍ମାନ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବିଶିଷ୍ଟ ନାଟ୍ୟକାର ଲିଙ୍ଗରାଜ ନାହକଙ୍କୁ ମର୍ଯ୍ୟାଦା ଜନକ ପଞ୍ଚମ ବେଦ (ନାଟ୍ୟକାର) ସମ୍ମାନ - ୨୦୨୨ ରେ ସମ୍ମାନୀତ କରାଯାଇଛି । ଭୁବନେଶ୍ୱର ସ୍ଥିତ ଶତାବ୍ଦୀ କଳାକାରର ବିଜୁ ନାଟ୍ୟ କେନ୍ଦ୍ର ଠାରେ ଅନୁଷ୍ଠିତ ପଞ୍ଚମ ବେଦର ଅଷ୍ଟାଦଶ ରାଜ୍ୟସ୍ତରୀୟ

ମାହାଙ୍ଗା ଗଣହତ୍ୟା: ମୁଖ୍ୟ ଅଭିଯୁକ୍ତ ଶିବ ସାହୁଙ୍କୁ କୋର୍ଟଚାଲାଣ 

ମାହାଙ୍ଗା: ମାହାଙ୍ଗାରେ ଗୋଟିଏ ପରିବାରର ୫ ଜଣଙ୍କୁ ବିଭତ୍ସ ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ । ଗଣହତ୍ୟାର ମୁଖ୍ୟ ଅଭିଯୁକ୍ତ ଶିବ ସାହୁଙ୍କୁ କୋର୍ଟଚାଲାଣ କଲା ପୋଲିସ । ଶିବ ସାହୁଙ୍କୁ ସାଲେପୁର କୋର୍ଟରେ ହାଜର କଲା ପୋଲିସ । ତେବେ ରିମାଣ୍ଡରେ ନେଇ ପୋଲିସ ତଦନ୍ତ କରିବ

ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଓଡିଶା ଡ୍ରାଇଭର ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ…

ମାଲକାନଗିରି : ମାଲକାନଗିରି ଜିଲ୍ଲାର ସମସ୍ତ ଡ୍ରାଇଭର ମାନେ ଏକତ୍ରିତ ହୋଇ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଓଡିଶା ଡ୍ରାଇଭର ସଙ୍ଘ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ରାଜ୍ୟରେ ସମସ୍ୟା ସୁବିଧା ଓ ଅସୁବିଧା ସମୟରେ ଡ୍ରାଇଭର

ଆଜି ବି ହାଜର ହେଲେନି କେନ୍ଦୁଝର ଜିଲ୍ଲାପାଳ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାପାଳଙ୍କ ନା'ରେ ଜନଜାତି କମିଶନଙ୍କ ୱାରେଣ୍ଟ ପ୍ରସଙ୍ଗ । ଆଜି ବି କମିଶନଙ୍କ ନିକଟରେ ହାଜର ହେଲେନି ଜିଲ୍ଲାପାଳ ଆଶିଷ ଠାକରେ । କେନ୍ଦୁଝର ଆଇନ୍‌ଶୃଙ୍ଖଳା ପରିସ୍ଥିତି ଦର୍ଶାଇ ହାଜର ହୋଇନଥିବା ସୂଚନା । ଏ ନେଇ କମିଶନଙ୍କୁ ଚିଠି ଲେଖି ଡିଜିପି ସମୟ ମାଗିଥିବା

ପୁତୁରା ଟାଙ୍ଗିଆ ଚୋଟରେ ବଡ ବାପା ମୃତ

ଫୁଲବାଣୀ (୧୩/୦୪) : ପୁତୁରାର ଟାଙ୍ଗିଆ ଚୋଟରେ ବଡ ବାପାର ମୃତ୍ୟୁ ଘଟିଛି । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ସୁଗଡ଼ବାଡ଼ି ପଞ୍ଚାୟତର କାଲିଗାଡୁ ଗାଁରେ  ଘଟିଛି ଏଭଳି ହତ୍ୟାକାଣ୍ଡ । ନିଜ ବଡ ବାପାଙ୍କୁ ଅତି ନୃଶଂସ ଭାବେ ହାଣି ହତ୍ୟା କରିଛି ପୁତୁରା ମିଲଟନ ଦିଗାଲ ।ଆଜି

ବର୍ଷା ସହ କାଳବୈଶାଖୀ ସମ୍ଭାବନା, ୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଜି ଠାରୁ ଆଗାମୀ ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ କାଳବୈଶାଖୀର ସମ୍ଭାବନା ରହିଛି। ତେବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୧୪ ତାରିଖ ଗୁରୁବାର ଅପରାହ୍ନ ସୁଦ୍ଧା ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, ରାୟଗଡା,

ଦଶ ହଜାର ଲାଞ୍ଚ ନେଉଥିବା ବେଳେ ସେକ୍ସନ ଅଫିସରଙ୍କୁ ଧରିଲା ଭିଜିଲାନ୍ସ

ଭଦ୍ରକ : ମୃତ ଅଧ୍ୟାପକଙ୍କର ପେନ୍‌ସନ୍‌ କରାଇ ଦେବା ପାଇଁ ଜଣେ ସେକ୍ସନ ଅଫିସର ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।ନଗଦ ୧୦ ହଜାର ଟଙ୍କା ନେବା ବେଳେ ରାସ୍ତା ମଝିରେ ସେକ୍ସନ ଅଫିସରଙ୍କୁ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ

ଗରମ ତେଲ ଢାଳି ଯୁବକଙ୍କୁ ହତ୍ୟା

ନୟାଗଡ଼: ଗରମ ତେଲ ଢାଲି ଯୁବକଙ୍କୁ ହତ୍ୟା ଅଭିଯୋଗ । ନୟାଗଡ଼ ଶରଣକୁଳ ଚଢ଼େୟାପଲ୍ଲୀ ଗାଁରେ ଘଟିଛି ଏଭଳି ଘଟଣା । ସ୍ଥାନୀୟ ଅଞ୍ଚଳର ଜଣେ ବିଧବା ମହିଳା ଓ ତାଙ୍କ ଜ୍ୱାଇଁ ମିଶି ପଡ଼ୋଶୀ ଯୁବକ ମାଣିଆ ପ୍ରଧାନଙ୍କ ଉପରେ ଗରମ ତେଲ ଢାଲି ଦେଇଥିବାର ସୂଚନା ମିଳିଛି । ଗୁରୁତର ଅବସ୍ଥାରେ