ଆଇପିଏଲରେ ଚେନ୍ନାଇର ପ୍ରଥମ ବିଜୟ

ମୁମ୍ବାଇ: ଲଗାତାର ଚାରିଟି ପରାଜୟ ବରଣ ପରେ ଶେଷରେ ପଞ୍ଚମ ମୁକାବିଲାରେ ଗତଥର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ)ର ଭାଗ୍ୟ ଉଦୟ ହୋଇଛି। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ୨୩ ରନ୍‌ରେ ହରାଇ ଚଳିତ ଆଇପିଏଲ୍ ଋତୁରେ ଖାତା ଖୋଲିଛି ଏହି ଦଳ। ପୂର୍ବ ବିଫଳତାକୁ ଭୁଲି

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ବୁଧବାର ଭୁବନେଶ୍ୱରର ୭୪ତମ ପ୍ରତିଷ୍ଠା ଦିବସ। ଦୁଇ ବର୍ଷ ଧରି କରୋନା କଟକଣାକୁ ନେଇ ଉତ୍ସବ ପାଳନ ହୋଇ ନ ଥିବାବେଳେ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ହେଲେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ଏହି ଉତ୍ସବକୁ ନିମନ୍ତ୍ରଣ

ଯୁବକଙ୍କୁ ଚାପୁଡ଼ା ମାରି ହଟହଟା ହେଲେ ଗଞ୍ଜାମ ତହସିଲଦାର

ଗଞ୍ଜାମ: ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କୁ ବିନା କାରଣରେ ମାଡ଼ ମାରି ଅଡୁଆରେ ପଡ଼ିଛନ୍ତି ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ। ଏହି ଘଟଣାକୁ ନେଇ ଗଞ୍ଜାମ ବ୍ଲକ ଅନ୍ତର୍ଗତ ସିପକୁଦା ଗ୍ରାମରେ ତହସିଲଦାରଙ୍କୁ ଘେର କୈଫିୟତ ମାଗିଥିଲେ। ସୂଚନାନୁଯାୟୀ, ତହସିଲଦାର ସରକାରୀ ଗାଡ଼ିରେ

ମହିଳାଙ୍କଠୁ ଲୁଟିଲେ ଚେନ୍, ସ୍କୁଟିରୁ ପଡି ମହିଳା ଆହତ

ରାଜଧାନୀ ଭୁବନେଶ୍ୱରରେ ଏବେ ଚୋରୀ ଡକାୟତୀ ସାଧାରଣ କଥା ହୋଇଗଲାଣି । ଦୈନିକ ଚୋରି ଏବଂ ହତ୍ୟାର ଖବର ଶୁଣି ଶୁଣି ରାଜଧାନୀ ବାସି ଦେହସୁହା ହୋଇଗଲେଣି । ଏହାରି ମଧ୍ୟରେ ଏବେ ପୁଣି ରାଜଧାନୀରେ ବ୍ଲାକ୍ ପଲସର ଆତଙ୍କ ଖବର ଆସିଲାଣି । ସୂଚନା ଅନୁସାରେ ଆଜି ସକାଳେ ଜଣେ ମହିଳା ତାଙ୍କ ଝିଅକୁ

ପୁରୀରୁ ୧୦୮ ଗ୍ରାମ ବ୍ରାଉନ ସୁଗାର ଜବତ, ୨ ଗିରଫ

ପୁରୀ : ପୁରୀ ଦୟା ବ୍ରିଜ ନିକଟ ହଳଦିପଦର ଛକରୁ କଣାସ ପୋଲିସ ୨ ବ୍ରାଉନ ସୁଗାର ମାଫିଆଙ୍କୁ ଗିରଫ କରିଛି। ସେମାନେ ହେଲେ ଖୋର୍ଦ୍ଧା ଥାନା ସାମନ୍ତରାୟପୁରର ମହେନ୍ଦ୍ର ବେହେରା ଓ ବେଗୁନିଆ ଥାନା ଅଞ୍ଚଳର ଶିଶିର ମହାନ୍ତି। ସେମାନଙ୍କଠାରୁ ୧୦୮ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଯାହାର

ମାନସ ହତ୍ୟା ମାମଲା: ଶର୍ମିଷ୍ଠାଙ୍କ ବିରୋଧରେ ଆଉ ଏକ ପ୍ରମାଣ ପାଇଲା କ୍ରାଇମବ୍ରାଞ୍ଚ

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ବିରୋଧରେ ଆଉ ଏକ ପ୍ରମାଣ ପାଇଲା କ୍ରାଇମବ୍ରାଞ୍ଚ। ହତ୍ୟା ପରେ ଚଣ୍ଡିଖୋଲକୁ ଏକ କାର୍‌ରେ ଯାଇଥିଲେ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା । ଗତ ଫେବ୍ରୁଆରୀ ୯ରେ ରାତି ୧୨ଟା ୮ ମିନିଟରେ ଟାଙ୍ଗୀ ଟୋଲ ଗେଟ ଦେଇ

ଧର୍ମ ସଂସଦରେ ଘୃଣା ଭାଷଣ: ସୁପ୍ରିମ୍‌ କୋର୍ଟ ମାଗିଲେ ଷ୍ଟାଟସ ରିପୋର୍ଟ

ନୂଆଦିଲ୍ଲୀ: ଧର୍ମ ସଂସଦରେ ଘୃଣା ଭାଷଣ ପ୍ରସଙ୍ଗରେ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ ଆଜି (ବୁଧବାର) ଉତ୍ତରାଖଣ୍ଡ ସରକାରଙ୍କ ଠାରୁ ଏକ ଷ୍ଟାଟସ (ସ୍ଥିତି) ରିପୋର୍ଟ ମାଗିଛନ୍ତି। ହରିଦ୍ୱାରରେ ଆୟୋଜିତ ହୋଇଥିବା ଏକ ଧର୍ମୀୟ କାର୍ଯ୍ୟକ୍ରମ ସମୟରେ ଗତ ବର୍ଷ ଡିସେମ୍ବରରେ ଦିଆଯାଇଥିବା

ମମିତାକୁ ନ୍ୟାୟ ଦେବାପାଇଁ କଳାକୋର୍ଟ ପିନ୍ଧିଲେ ନରସିଂହ ମିଶ୍ର

ବଲାଙ୍ଗିର: ମୁଁ ଶିକ୍ଷୟିତ୍ରୀ ମମିତା ମେହେର ପରିବାରକୁ ଯଥାସମ୍ଭବ ନ୍ୟାୟ ପ୍ରଦାନ ପାଇଁ ଲଢେଇ ଜାରି ରଖିବି । ଏହି ହତ୍ୟାକାଣ୍ଡ ଘଟଣାର ଉପଯୁକ୍ତ ତଦନ୍ତ ହୋଇନି । ଆବଶ୍ୟକ ହେଲେ ୮୪ ବର୍ଷ ବୟସରେ କଳେ କୋର୍ଟ ପିନ୍ଧିବି ଓ କୋର୍ଟକୁ ଯିବି । ଯେପର‌୍ୟ୍ୟନ୍ତ ମମିତାକୁ ନ୍ୟାୟ ନ ମିଳିଛି

ଆଜି ବି ଇଣ୍ଟରନେଟ୍ ସେବା ବନ୍ଦ : ଯୋଡାରେ ଜାରି ରହିଛି ୧୪୪ ଧାରା

ଯୋଡା: କେନ୍ଦୁଝରରେ ଆଜି ବି ବନ୍ଦ ରହିଛି ଇଣ୍ଟରନେଟ୍ ସେବା । ଆସନ୍ତାକାଲି ହନୁମାନ ଜୟନ୍ତୀ ଥିବାରୁ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି । ପୋଲିସ ଫକ୍ଷରୁ ପ୍ଲାଗମାର୍ଚ୍ଚ ଜୋରଦାର କରାଯାଇଛି । ଯୋଡାରେ ୧୪୪ ଧାରା ଜାରି ରହିଛି । ଯୋଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ଉତେଜନାକୁ

ରାଜଧାନୀ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ୭୪ ତମ ପ୍ରତିଷ୍ଠା ଦିବସ ପାଳୁଛି ରାଜଧାନୀ ଭୁବନେଶ୍ବର । ୧୯୪୮ରେ ଏପ୍ରିଲ ୧୩ରେ ମନ୍ଦିର ମାଳିନୀ ସହର ଭୁବନେଶ୍ବର ଓଡ଼ିଶାର ରାଜଧାନୀ ହୋଇଥିଲା । ଏଭିତରେ ଅନେକ ବଦଳିଛି ଭୁବନେଶ୍ବର । ବିକାଶ ବହୁତ ଆଗକୁ ଯାଇଛି । ତଥାପି ଅନେକ