Sign in
Sign in
Recover your password.
A password will be e-mailed to you.
ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ…
ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଦେଇଛନ୍ତି। କେବଳ ଏତିକି ନୁହେଁ, ଗୌତମ ଆଦାନୀ ମଧ୍ୟ ଦୁନିଆର ଦଶମ ଧନୀ ବ୍ୟକ୍ତି ହୋଇପାରିଛନ୍ତି।
!-->!-->!-->…
ହକି ଇଣ୍ଡିଆର ୧୧ତମ ଜାତୀୟ ଚାମ୍ପିଅନସିପ୍ : କନିଷ୍ଠ ପୁରୁଷ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିବା ଓଡ଼ିଶା ଟିମକୁ…
ରାଉରକେଲା : ତାମିଲନାଡୁର କୋଭିଲପଟିଠାରେ ହକି ଇଣ୍ଡିଆ ପକ୍ଷରୁ ଆୟୋଜିତ ୧୧ତମ ଜାତୀୟ ଚାମ୍ପିଅନସିପ-୨୦୨୧ର କନିଷ୍ଠ ପୁରୁଷ ବର୍ଗରେ ଭାଗନେଇ ଓଡ଼ିଶା ହକି ଟିମ୍ ବ୍ରୋଞ୍ଜ ପଦକ ହାସଲ କରିଛି। ତେଣୁ ଏହି ଟିମର ସମସ୍ତ ଖେଳାଳି, କୋଚ୍ ଏବଂ ଅନ୍ୟ କର୍ମକର୍ତ୍ତାମାନଙ୍କୁ ଶୁକ୍ରବାର ଦିନ!-->!-->!-->…
ମାଲକାନଗିରି : ଚିକିତ୍ସା ଅବହେଳାରୁ ନାବଳର ମୃତ୍ୟୁ, ମୃତ ଶରୀର କୁ ନେଇ ମେଡିକାଲ ଆଗରେ ଧାରଣା ଦେଲେ ପରିବାର…
ମାଲକାନଗିରି : ମାଲକାନଗିରି ଜିଲ୍ଲା ତଣ୍ଡକି ଗ୍ରାମପଞ୍ଚାୟତର ପୂର୍ଣ ଦାସ ନାମକ ବ୍ୟକ୍ତି ଙ୍କ ଦୁଇଜଣ ଶିଶୁ ପୁତ୍ର ହଠାତ ଅସୁସ୍ଥ ହୋଇପଡିବାରୁ ମାଲକାନଗିରି ସଦର ମହାକୁମା ଚିକିତ୍ସାଳୟରେ ଭର୍ତି କରଯାଇଥିଲା l ଦୁଇଦିନ ଧରି ଚିକିତ୍ସା ହେବା ପରେ ମଧ୍ୟ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର!-->!-->!-->…
ହିଞ୍ଜିଳି : ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗମାର୍ଚ୍ଚ ଜାରି…
ହିଞ୍ଜିଳିକାଟୁ : ଫେବୃୟାରୀ ୧୬ ତାରିଖରୁ ରାଜ୍ୟରେ ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକରେ ଫେବୃୟାରୀ ୧୬ ତାରିଖ ଦିନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ!-->…
ପୌର ନିର୍ବାଚନ ଚୁଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପରେ ଆରମ୍ଭ ହେଲାଣି ରାଜନୈତିକ ପଷାଖେଳ…
ହିଂଜିଳିକାଟୁ : ତ୍ରି ସ୍ତରିୟ ପଚାଂୟତ ନିର୍ଵାଚନ ଆସନ୍ତା ୧୬ ରିଖରେ ହେବାକୁ ଥିବାବେଳେ ପ୍ରକାଶ ପାଇଛି ପୌର ନିର୍ବାଚନ ସକାଶେ ଚୁଡ଼ାନ୍ତ ସଂରକ୍ଷଣ ତାଲିକା । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ପ୍ରାଣକେନ୍ଦ୍ର ତଥା ଏକମାତ୍ର ପୌର ପରିଷଦ ହିଂଜିଳିକାଟୁ ୨୧ଟି ୱାର୍ଡ଼କୁ ନେଇ ଗଠିତ!-->…
କୋଭିଡ କଟକଣା ମଧ୍ୟରେ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି : ଗଞ୍ଜାମ ଜିଲ୍ଲା ପ୍ରଶାସନ…
ଛତ୍ରପୁର : କୋଭିଡ ଲହର ଯୋଗୁଁ ନୂଆ ପ୍ରକାର ଅମୀକ୍ରନ ଫଳରେ ଗଞ୍ଜାମ ଜିଲ୍ଲାରେ ଶତକଡ଼ା ୧୦ ପ୍ରତିଶତ ଲୋକ ସଂକ୍ରମିତ ହୋଇଛନ୍ତି। ଏହାକୁ ଆଧାର କରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କେତେକ ନିର୍ଦେଶବଳି ମଧ୍ୟରେ ଜିଲ୍ଲାର ଧର୍ମାଅନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଛନ୍ତି। ରାଜ୍ୟ!-->…
ମନ୍ଥର ଗତିରେ ଓ ଭାଗମାପ ରେ ଚାଲିଛି ଗୋଷ୍ଠୀ କେନ୍ଦ୍ର ଘର : ସରିବ କେବେ ଗ୍ରାମବାସୀ ଙ୍କ ପ୍ରଶ୍ନ…
ଫୁଲବାଣୀ:- ଗାଁରେ ଗୋଷ୍ଠୀ କେନ୍ଦ୍ର ଟିଏ ନିର୍ମାଣ ହେବ । ଗ୍ରାମବାସୀ ଭଲ ମନ୍ଦରେ ବସାଉଠା କରିବେ,ମିଟିଙ୍ଗ କରିବେ, ଆଉ ଭୋଜିଭାତ କରିବେ ବୋଲି ଭାବି ଥିଲେ । ଏଥିପାଇଁ ସେମାନେ ଫୁଲବାଣୀ ବିଧାୟକଙ୍କୁ ଅନୁରୋଧ କରିଥିଲେ। ବିଧାୟକ ବି ଅନୁରୋଧ ରକ୍ଷାକରି ୨୦୧୯-୨୦ ବର୍ଷରେ ହାତ ପାଣ୍ଠିରୁ!-->!-->!-->…
ଦାରିଙ୍ଗବାଡି : ଟାଙ୍କି ଅଛି ପାଣି ନାହିଁ,ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ…
ଦିନରେ ଲଣ୍ଠନ ଦେଖାଉଛି ପ୍ରଶାସନ...!
ଦାରିଙ୍ଗବାଡ଼ି,:, ବିରାଟ କାୟ ପାଣିଟାଙ୍କି ଅଛି ହେଲେ ପାଣି ନାହିଁ । ପାଣି ପାଇଁ ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅନ୍ତର୍ଗତ ଡକରବାଡ଼ି ଏବଂ ଗବାଟବାଡ଼ି ଗ୍ରାମରେ ଦେଖିବାକୁ ମିଳିଛି!-->!-->!-->…
ମୁକ୍ତି ଅପେକ୍ଷାରେ କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ନୂଆ ଗୀତ “ଜହ୍ନ ଗୋଟେ ମିଠା ବିସ୍କୁଟ”…
ଭୁବନେଶ୍ବର: ଆମ ଟିଭି ମ୍ୟୁଜିକ୍ ର “ଜହ୍ନ ଗୋଟେ ମିଠା ବିସ୍କୁଟ” ସୁଟିଂ ଚାଲିଛି। ଶିରିଡି ସାଇ ବାବା ମୁଭିଜ୍ ନିବେଦିତ ଆମ ଟିଭି ମ୍ୟୁଜିକ ପ୍ରଯୋଜିତ ନୂଆ ଓଡ଼ିଆ ମ୍ୟୁଜିକ ଭିଡିଓ “ଜହ୍ନ ଗୋଟେ ମିଠା ବିସ୍କୁଟ” ଭୁବନେଶ୍ୱର ସ୍ଥିତ ଗିଫ୍ଟ ଇଞ୍ଜିନିୟରିଂ କଲେଜ ପରିସରରେ ସୁଟିଂ ଚାଲିଛି।
!-->!-->!-->…
ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ଘଟଣା : ଆଗୁଆ ଜାମିନ ପାଇଁ ହାଇକୋର୍ଟର ଦ୍ଵାରସ୍ଥ ହେଲେ କେନ୍ଦ୍ରମନ୍ତ୍ରୀ…
ଭୁବନେଶ୍ବର: ଦୁଇ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ଘଟଣାରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁ ଆଜି ହାଇକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି। ଆଗୁଆ ଜାମିନ ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ହାଇକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି।
ଉଲ୍ଲେଖ ଯୋଗ୍ୟ ଯେ, ୨ ଜଣ ସରକାରୀ!-->!-->!-->…