ଅଟୋ ସହିତ ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ୩ ମୃତ, ୫ ଆହତ

କୁଚିଣ୍ଡା: କୁଚିଣ୍ଡା ଥାନା ୪୯ ନମ୍ବର ଜାତୀୟ ରାଜପଥର ତବଲାକଟା ନିକଟରେ ଅଟୋ ସହିତ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହେଵା ଫଳରେ ୩ଜଣ ମୃତ ୫ଜଣ ଆହତ ହୋଇଛନ୍ତି l ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଛି । ଜାତୀୟ ରାଜପଥ ଅବରୋଧ କରିଛନ୍ତି ଅଂଚଳବାସୀ l ଅନ୍ୟପଟେ ଆହତମାନଙ୍କୁ କୁଚିଣ୍ଡା…

‘୫‌-ଟି’ ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟ: ଆଉ ୫ ଜିଲ୍ଲାର ୪୯୦ଟି ରୂପାନ୍ତରିତ ସ୍କୁଲକୁ…

ଭୁବନେଶ୍ବର : ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗୁଡିକର କାୟାକଳ୍ପ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଛି । ସ୍କୁଲର ଆଧୁନିକ ସୁବିଧା ସୁଯୋଗ ଯୋଗୁ ପାଠ ପଢିବାକୁ ଆଗ୍ରହ ମଧ୍ୟ ବଢିବା ସହିତ ଆମର ଆତ୍ମବିଶ୍ବାସ ମଧ୍ୟ ବୃଦ୍ଧି ପାଇଛି ବୋଲି ପିଲାମାନେ…

ଅଗ୍ନିଶମ କର୍ମଚାରୀଙ୍କୁ ମିଳିବ ୟୁନିଫର୍ମ ଭତ୍ତା

ଭୁବନେଶ୍ୱର: ଅଗ୍ନିଶମ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ଅଗ୍ନିଶମ କର୍ମଚାରୀଙ୍କୁ ୟୁନିଫର୍ମ ଭତ୍ତା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କର୍ମଚାରୀଙ୍କୁ ବାର୍ଷିକ ୫,୭୦୦ ଓ ୫,୮୦୦ ଟଙ୍କା ଭତ୍ତା ଦେବାକୁ ଘୋଷଣା କରିଛନ୍ତି। ସେହିପରି…

ସମାଜସେବୀ ମେଧା ପାଟେକରଙ୍କୁ ଢିଙ୍କିଆରେ ବିରୋଧ

ପାରାାଦୀପ: ସମାଜସେବୀ ମେଧା ପାଟେକରଙ୍କୁ ଢିଙ୍କିଆବାସୀଙ୍କ ତୀବ୍ର ବିରୋଧ । ଗାଁ ମୁଣ୍ଡରେ ଅଟକାଇବା ସହିତ ଫେରିଯିବାକୁ ବାଧ୍ୟ କଲେ ଲୋକ । ଜଗତସିଂହପୁର ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ପ୍ରକଳ୍ପ ଅଞ୍ଚଳକୁ ଗସ୍ତ କରିବାବେଳେ ଲୋକମାନେ ତାଙ୍କୁ ବିରୋଧ କରିଥିଲେ । ଗାଁକୁ ଏବେ ଶାନ୍ତି…

ରାଜ୍ୟସଭା ଉପନିର୍ବାଚନ: ନିଦ୍ୱର୍ନ୍ଦ୍ୱରେ ଜିତିଲେ ବିଜେଡି ପ୍ରାର୍ଥୀ ନିରଞ୍ଜନ ବିଶି

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ନିରଞ୍ଜନ ବିଶି ନିଦ୍ୱର୍ନ୍ଦ୍ୱରେ ଜିତିଛନ୍ତି । ରାଜ୍ୟସଭା ଉପନିର୍ବାଚନର ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଆଜି ଶେଷ ତାରିଖ ରହିଥିଲା । ପୂର୍ବରୁ ବିଜେପି ଓ କଂଗ୍ରେସ ଦଳ ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦେଇ ନଥିଲେ…

ଫେରିଆସିଲେ ରାହୁଲଙ୍କ ‘ଧନ’, ଦେଖୁ ଦେଖୁ କୁଣ୍ଢାଇ ଧରି ଖୁସିରେ ଆତ୍ମହରା ହୋଇଗଲେ ସ୍ୱାମୀ

ଭୁବନେଶ୍ବର : ଗତ କିଛି ଦିନ ତଳେ ସୋସିଆଲ୍ ମିଡିଆରେ ଜଣେ ଯୁବକଙ୍କ ଭିଡିଓ ବେଶ ଭାଇରାଲ୍ ହୋଇଥିଲା । ଭିଡିଓରେ ଜଣେ ଯୁବକ କାନ୍ଦି କାନ୍ଦି କହୁଥିଲେ 'ତୁ କଉଠି ଅଛୁ ଫେରିଆ… ମୁଁ ତୋ ବିନା ବଞ୍ଚିପାରିବି ନାହିଁ। ସ୍ତ୍ରୀ ଫେରାର୍‌ ପରେ ଏମିତି ବାହୁନି ବାହୁନି କାନ୍ଦୁ୍‌ଥିଲେ ସ୍ୱାମୀ।…

ଉଦଯାପିତ ହେଲା ପ୍ରସିଦ୍ଧ ବରଗଡ ଜିଲ୍ଲା ବରପାଲିର ଶୀତଳ ଷଷ୍ଠୀ ଯାତ୍ରା 

ବରଗଡ଼: ଉଦଯାପିତ ହେଲା ସାତଦିନ ବ୍ଯାପୀ ଚାଲିଥିବା ପ୍ରସିଦ୍ଧ ବରଗଡ ଜିଲ୍ଲା ବରପାଲିର ଶୀତଳ ଷଷ୍ଠୀ ଯାତ୍ରା । ବାବା କପିଳେଶ୍ୱର ଏବଂ ମାତା ପାର୍ବତୀଙ୍କ ବିବାହ ଉତ୍ସବ ପରେ ଯୁଗଳ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ନାଚ-ଗୀତ ସହ ବିଭିନ୍ନ ନୃତ୍ୟରେ ବରପାଲି ସହର…

ନବୀନ କରିବେ ସଂଗଠନରେ ଅଦଳବଦଳ: ବିବାଦୀୟଙ୍କୁ ମିଳିବ ସଂଗଠନ ଦାୟିତ୍ବ !

ଭୁବନେଶ୍ବର: ଓଡ଼ିଶା ରାଜନୀତିରେ ବହୁଦିନରୁ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ନବୀନ ସରକାରଙ୍କ ମୁଣ୍ଡବିନ୍ଧା ସାଜିଥିବା ମନ୍ତ୍ରୀମାନଙ୍କୁ ମନ୍ତ୍ରୀମଣ୍ଡଳରୁ ବାହାର କରି ନୂଆ ମନ୍ତୀମଣ୍ଡଳ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁଠୁ ବଡ଼ କଥା ହେଉଛି…

ରାଜଧାନୀରୁ ଜବତ ହେଲା ୨ କେଜିରୁ ଅଧିକ ବ୍ରାଉନସୁଗାର

ଭୁବନେଶ୍ୱର: ଭୁବନେଶ୍ବର ଏମ୍‌ମ୍ସ ନିକଟରୁ ସୋମବାର ୨ କେଜି ୫୮ ଗ୍ରାମ ଓଜନର ବ୍ରାଉନସୁଗାର ଜବତ ହୋଇଛି। ବେଆଇନ ଚାଲାଣ ବେଳେ ଏସଟିଏଫ୍‌ ଟିମ୍‌ ଚଢ଼ାଉ କରି ଏହି ବ୍ରାଉନସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ। ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ…

ବିରାଶାଳ ଏୟାରଷ୍ଟ୍ରିପରେ ପୁଣି ବିମାନ ଦୁର୍ଘଟଣା, ପ୍ରଶିକ୍ଷଣ ବେଳେ ଖସିପଡିଲା ବିମାନ

ଢେଙ୍କାନାଳ: ବିରାଶାଳ ଏୟାରଷ୍ଟ୍ରିପରେ ପୁଣି ବିମାନ ଦୁର୍ଘଟଣା। ପ୍ରଶିକ୍ଷଣ ବେଳେ ଖସି ପଡ଼ିଲା ବିମାନ। ଏଥିରେ ଜଣେ ପ୍ରଶିକ୍ଷାର୍ଥୀ ସାମାନ୍ୟ ଆହତ ହୋଇଛନ୍ତି। ଆହତ ପ୍ରଶିକ୍ଷାର୍ଥୀ ହେଲେ ମହାରାଷ୍ଟ୍ରର କରଣ ମଲ୍ଲିକ। ବିରାଶାଳ ଏୟାରଷ୍ଟ୍ରିପରେରେ ମହାରାଷ୍ଟ୍ରର କରଣ ମଲ୍ଲିକ ବିମାନ…