Sign in
Sign in
Recover your password.
A password will be e-mailed to you.
୨୧ରେ ଇଟାଲୀ ଓ ଦୁବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଚଳିତମାସ ୨୧ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ଦିନିଆ ବିଦେଶ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଦୀର୍ଘ ୨୫ବର୍ଷ ମଧ୍ୟରେ ଶ୍ରୀ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ବିଦେଶ ଗସ୍ତରେ ଯିବେ । ଏହି ଗସ୍ତକାଳରେ ସେ ଇଟାଲୀ ଓ ଦୁବାଇ ଯାତ୍ରା କରିବେ ବୋଲି ଜଣାପଡ଼ିଛି।
!-->!-->!-->…
ଶ୍ରୀମନ୍ଦିର ବେଢାରେ ମହାଦେବଙ୍କ ଦର୍ଶନ କଲେ ଭି.କେ. ପାଣ୍ଡିଆନ
ପୁରୀ: ପୁରୀରେ 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ। ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ଏହାସହ ପବିତ୍ର ଶୀତଳ ଷଷ୍ଠୀ ଦିବସରେ ମନ୍ଦିର ବେଢାରେ ଥିବା ମହାଦେବଙ୍କ ଦର୍ଶନ ମଧ୍ୟ କରିଛନ୍ତି । ଶ୍ରୀମନ୍ଦିରରେ ପାଖାପାଖି ୪୫ ମିନିଟ ପର୍ଯ୍ୟନ୍ତ ରହିବା ସହ ସେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ!-->…
ଭାରତୀୟ ମୁଦ୍ରାରେ ରବୀନ୍ଦ୍ରନାଥ ଟାଗୋର, ଏପିଜେ ଅବଦୁଲ କଲାମଙ୍କ ଚିତ୍ର ବ୍ୟବହାର କରିବାକୁ ବିଚାର କରୁଛି ଆରବିଆଇ
ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରାଳୟ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରବୀନ୍ଦ୍ରନାଥ ଟାଗୋର ଏବଂ ଏପିଜେ ଅବଦୁଲ କଲାମଙ୍କ ୱାଟରମାର୍କ ଚିତ୍ରକୁ କିଛି ମୂଲ୍ୟର ବ୍ୟାଙ୍କ ନୋଟର ଏକ ନୂତନ ସିରିଜରେ ବ୍ୟବହାର କରିବାକୁ ବିଚାର କରୁଥିବା ଜଣାଯାଇଛି।ବର୍ତ୍ତମାନ ବ୍ୟବହାର କରା ଯାଉଥିବା ଭାରତୀୟ!-->…
ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀଙ୍କ ରିମାଣ୍ଡ ଅବଧି ବଢ଼ିଲା
ନୂଆଦିଲ୍ଲୀ: ରବିବାର ପଟିଆଲା ହାଉସ୍ କୋର୍ଟ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀଙ୍କ ରିମାଣ୍ଡ ଅବଧି ଅଧିକ ୫ ଦିନକୁ ବୃଦ୍ଧି କରିଛନ୍ତି। ଏକ ମିଥ୍ୟା ଏନ୍କାଉଣ୍ଟର ମାମଲାରେ ପୁଲିସ ତାଙ୍କୁ ଗିରଫ କରିଥିବା ନେଇ ଲରେନ୍ସ ଆଣିଥିବା ଅଭିଯୋଗ ମାମଲାର ପ୍ରତ୍ୟାହାର ପରେ ଏହି ପଦକ୍ଷେପ ସାମ୍ନାକୁ!-->…
ଏକାଥରେ ୮ ବାଲିଷ୍ଟିକ ମିସାଇଲ ପରୀକ୍ଷଣ କଲା ଉତ୍ତର କୋରିଆ
ନୂଆଦିଲ୍ଲୀ: ଆମେରିକାର ଧମକକୁ ଖାତିର କଲାନି ଉତ୍ତର କୋରିଆ। ଏକାଥରକେ ୮ ବାଲିଷ୍ଟିକ ମିସାଇଲ କଲା ପରୀକ୍ଷଣ। ଉତ୍ତର କୋରିଆ ଉପରେ ମିସାଇଲ୍ ପରୀକ୍ଷଣରେ ପ୍ରତିବନ୍ଧକ ଲଗାଇଥିଲା ଆମେରିକା। ହେଲେ ଏହାକୁ ଉତ୍ତର କୋରିଆ ଶାସକ କିମ ଉନ୍ ଜଙ୍ଗ ଖାତିର କରିନାହାନ୍ତି। ପୂର୍ବତଟ ସମୁଦ୍ରିକ!-->…
୩ ଦିନିଆ ଭିଏତନାମ ଗସ୍ତରେ ଯିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ: ୩ ଦିନିଆ ଭିଏତନାମ ଗସ୍ତରେ ଯିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଜୁନ୍ ୮ରୁ ୧୦ ପର୍ଯ୍ୟନ୍ତ ସେ ଭିଏତନାମ ଗସ୍ତ କରିବେ। ଭିଏତନାମ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଫନ ଭାନ୍ ଜିଆଙ୍ଗ ନିମନ୍ତ୍ରଣକ୍ରମେ ରାଜନାଥ ଏହି ଯାତ୍ରା କରିବେ। ଦୁଇ ଦେଶ ମଧ୍ୟରେ!-->…
କଶ୍ମୀରରେ ସଂପୂର୍ଣ୍ଣ ଫେଲ୍ ମାରିଛି ବିଜେପି
ନୂଆଦିଲ୍ଲୀ: ‘କଶ୍ମୀରକୁ ପୁଣି ଥରେ ଫେରୁଛି ୧୯୯୦ ଦଶକର ସ୍ଥିତି। ବିଜେପି ପୂରାପୁରି କଶ୍ମୀରରେ ଫେଲ୍ ମାରିଛି। ଏମାନଙ୍କ ପାଖରେ ଆତଙ୍କବାଦୀ ଆକ୍ରମଣ ରୋକିବା ପାଇଁ କୌଣସି ପ୍ଲାନ୍ ନାହିଁ। ବିଜେପି କେବଳ ମିଟିଂ ଉପରେ ମିଟିଂ କରୁଛି। ଏତେ ଜଣ ସାଧାରଣ ନିରୀହ ଲୋକ ସହିଦ ହେବା ପରେ ମଧ୍ୟ!-->…
ବିଜେପିରୁ ନିଲମ୍ବିତ ପରେ କ୍ଷମା ମାଗିଲେ ନୁପୁର ଶର୍ମା
ନୂଆଦିଲ୍ଲୀ: ବିଜେପିରୁ ନିଲମ୍ବିତ ପରେ କ୍ଷମା ମାଗିଲେ ନୁପୁର ଶର୍ମା। ଦଳୀୟ କାର୍ଯ୍ୟାନୁଷ୍ଠାନର ମାତ୍ର କେହି କ୍ଷଣ ମଧ୍ୟରେ ନୁପୁର ନିଜ ଭୁଲ ସ୍ୱୀକାର କରିଛନ୍ତି। ପ୍ରଫେଟ ମହମମ୍ମଦଙ୍କ ବିରୋଧରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ସେ ଫେରାଇ ନେଉଥିବା କହିଛନ୍ତି। ଏନେଇ ନୁପୁର ତାଙ୍କ ଟ୍ୱିଟର!-->…
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଆଇନଜୀବୀ ସଂଘ ତରଫରୁ ବିଶ୍ୱ ପରିବେଶ ଦିବସ ଓ ଚାରା ରୋପଣ କାର୍ଯ୍ୟକ୍ରମ…
ନବରଙ୍ଗପୁର : ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଆଇନଜୀବୀ ସଂଘ, ପ୍ରୟାସ ଏବଂ ପ୍ରଜେକ୍ଟ ପଇଂଟ ସାମାଜିକ ଅନୁଷ୍ଠାନ ସହଯୋଗ ରେ ଜିଲ୍ଲା କୋର୍ଟ ପରିସରରେ ବିଶ୍ଵ ପରିବେଶ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଦାଲତ ପରିସରରେ ବଟ ବୃକ୍ଷ ଓ ଅନ୍ୟାନ୍ୟ!-->!-->!-->!-->!-->…
ଶେଷ କାର୍ଯ୍ୟ ଦିନରେ ଜିଲ୍ଳା ଶିକ୍ଷା ଅଧିକାରୀଙ୍କ ସ୍କୁଲ ତଦାରଖ ସମୟରେ ୭ ଶିକ୍ଷକ ଗାଏବ…
ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିସର୍ତ୍ତ
ମାଲକାନଗିରି : ଜିଲ୍ଲା ଶିକ୍ଷା ଅଧିକାରୀ ମାନସ ରଞ୍ଜନ ଜେନା ଅଚାନକ ତଣ୍ଡିକି ପଞ୍ଚାୟତର କିଛି ସ୍କୁଲ ଗ୍ରସ୍ତ କରିଥିଲେ l ଗତକାଲି ଶିକ୍ଷାଦାନର ଶେଷ ଦିନ ହୋଇଥିଲେ ମଧ୍ୟ କିଛି ସ୍କୁଲର କେତଜଣ ଶିକ୍ଷକ ସ୍କୁଲରେ ଡେରିରେ ପହଁଚିବା ଏବଂ!-->!-->!-->…