Sign in
Sign in
Recover your password.
A password will be e-mailed to you.
ରାଜ୍ୟସଭା ପାଇଁ ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେଡି
ଭୁବନେଶ୍ବର: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ୪ ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶିଙ୍କ ନାଁ ଉପରେ ମୋହର ଲଗାଇଛନ୍ତି ବିଜେଡି ସୁପ୍ରିମୋ । ସୁଲତା ଦେଓ, ମାନସ ମଙ୍ଗରାଜ ଓ ନିରଞ୍ଜନ ନୂଆ ମୁହଁ!-->…
ପୁରୀରେ ୧୦ ଦୁର୍ଦ୍ଧାନ୍ତ ଅପରାଧୀ ଗିରଫ
ପୁରୀ : ପୁରୀ ବାସେଳୀ ସାହି, କୁମ୍ଭାରପଡ଼ା, ବଳିଆପଣ୍ଡା ଓ ସମୁଦ୍ରକୂଳ ଥାନା ପୋଲିସ ଅଞ୍ଚଳରେ ଚଢାଉ କରାଯାଇ ୧୦ ଜଣ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଗିରଫ କରାଯାଇଛି।ସେମାନଙ୍କ ଠାରୁ ଦୁଇଟି ଅଫୁଟା ବୋମା, ଗୋଟିଏ ଖଣ୍ଡା, ଲୁହା ରଡ଼, ମୋବାଇଲ, ୫ଟି ବିୟର ବୋତଲ ଓ କାଠ ଫାଳିଆ, ଦୁଇଟି ବାଇକ୍ ଜବତ!-->…
ନେପାଳରେ ବିମାନ୍ ଦୁର୍ଘଟଣା: ନିଖୋଜଙ୍କ ମଧ୍ୟରେ ୪ ଭୁବନେଶ୍ୱର ନିବାସୀ
ନେପାଲରେ ଯାତ୍ରୀବାହୀ ବିମାନ୍ ଦୁର୍ଘଟଣାଗ୍ରସ୍ତ । ପୋଖରାରୁ ଜୋମସୋମ୍ ଯାଉଥିବା ଏହି ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ କ୍ରୁ ମେମ୍ବର ସମେତ ୨୨ ଜଣ ଥିଲେ । ତେବେ ନିଖେଜର ପ୍ରାୟ ୬ ଘଣ୍ଟା ପରେ ତାରା ଏୟାର 9NAET ଟ୍ଵିନ ଇଞ୍ଜିନ ବିମାନକୁ ଠାବ କରାଯାଇଛି ।!-->…
କ୍ୟାପିଟାଲ ପୋଲିସ ଥାନା ପରିସରରେ ଖୋଲିଲା ସ୍ୱାଗତ ଥାନା
ଭୁବନେଶ୍ବର: କ୍ୟାପିଟାଲ ଥାନା ପରିସରରେ ଖୋଲିଲା ସ୍ୱାଗତ ଥାନା । ଏଣିକି ଥାନାରେ ଅଭିଯୋଗକାରୀଙ୍କୁ ହେବ ଆଧୁନିକ ଶୈଳୀରେ ସ୍ୱାଗତମ । ଅଭିଯୋଗପତ୍ର ଗ୍ରହଣ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଏଭଳି କର୍ପୋରେଟ ସେବା । ଏହି ସ୍ୱାଗତ ଥାନାକୁ ଉଦଘାଟନ କରିଛନ୍ତି ପୋଲିସ କମିଶନର!-->…
ରାଜ୍ୟ ସମାଜସେବୀ ମହାସଂଘର ସହ ସମ୍ପାଦକ ଭାବେ ଅଂଶୁମାନ ପ୍ରିୟଦର୍ଶନ ମନୋନୀତ
ଫୁଲବାଣୀ : ରାଜ୍ୟ ସମାଜସେବୀ ମହାସଂଘର ନୂତନ ଭାବରେ ଫୁଲବାଣୀର ସମାଜସେବୀ ଅଂଶୁମାନ ପ୍ରିୟଦର୍ଶନଙ୍କୁ ରାଜ୍ୟ ତରଫରୁ ସହ ସମ୍ପାଦକ ଭାବରେ ମନୋନୀତ କରାଯାଇଛି l ଅନୁଷ୍ଠାନିକ ଭାବରେ ସଂଘର ସଭାପତି ନରୋତ୍ତମ ଦାସ ଉପୋରକ୍ତ ଦାୟିତ୍ୱ ପ୍ରଦାନ କରିବା ସହିତ, ତାଙ୍କୁ କନ୍ଧମାଳ ଜିଲ୍ଲାର ସହ!-->…
କନ୍ଧମାଳ ଜିଲ୍ଲାର ୭୩ଟି ରୂପାନ୍ତରିତ ସ୍ମାର୍ଟ ସ୍କୁଲ୍ର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପ୍ରର୍ଯ୍ୟାୟରେ ହାତକୁ ନିଆଯାଇଥିବା ୭୩ଟି ଉଚ୍ଚବିଦ୍ୟାଳୟର ରୁପାନ୍ତରୀକରଣ କାମ ଶେଷ ପ୍ରର୍ଯ୍ୟାୟରେ ପହଞ୍ଚିଛି। ଚକାପାଦ ବ୍ଲକରେ ହାତକୁ ନିଆଯାଇଥିବା ସରକାରୀ ୟୂଜିଏଚ୍ଏସ ବିରିଗାଁ, ସରକାରୀ ହାଇସ୍କୁଲ ବପଲମେଣ୍ତି, ବିରୁପାକ୍ଷ ହାଇସ୍କୁଲ!-->…
ଷ୍ଟଡି ଟୁରରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ LBSNAAର IAS ପ୍ରୋବେସନର
ଭୁବନେଶ୍ୱର : ଓଡ଼ିଶାକୁ ଷ୍ଟଡି ଟୁରରେ ଆସିଥିବା ୧୮୧ ଆଇଏଏସ ପ୍ରୋବେସନର ଓ ରୟାଲ ଭୁଟାନ ସିଭିଲ ସର୍ଭିସ ପ୍ରୋବେସନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସିଭିଲ ସର୍ଭିସ ପ୍ରଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିଛନ୍ତି । ଚାକିରି!-->…
ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ସୋମବାର ଅପରାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ପହଞ୍ଚିବାର କାର୍ୟ୍ୟକ୍ରମ ରହିଛି ।ଏହି ଗସ୍ତ ଅବସରରେ ଆସନ୍ତା ୩୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିବାର ସମ୍ଭାବନା!-->…
ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚୁଡାନ୍ତ : CEO
ଭୁବନେଶ୍ବର, ୨୯।୫ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚୁଡାନ୍ତ ହୋଇଛି। ବୁଥ ମୁହାଁ ପୋଲିଂ ଅଫିସର ହୋଇଛନ୍ତି। ୧୨୨୮ ପୋଲିଂ ଅଫିସର ନିଯୁକ୍ତ ହୋଇଛନ୍ତି ।ଆଇଶୃଙ୍ଖଳା ପାଇଁ ଏକ ହଜାର ପୋଲିସ କର୍ମଚାରୀ ମୁତୟନ ହୋଇଥିବା ବେଳେ ୩ କମ୍ପାନି ସେଣ୍ଟ୍ରାଲ ଆର୍ମ ଫୋର୍ସ ମୃତୟନ ହୋଇଛନ୍ତି।!-->…
କାଳବୈଶାଖୀ ପାଇଁ ରାଜ୍ୟର ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୩୦ ତାରିଖ ସୋମବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ୧୦ ଜିଲ୍ଲାକୁ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ ସହ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୧୦ ଜିଲ୍ଲା ପାଇଁ!-->…