କେନ୍ଦ୍ର ସରକାର ଆଉ ୩ ବର୍ଷ ପାଇଁ ‘ଜିଏସ୍‌ଟି’ କ୍ଷତିପୂରଣ ସମୟସୀମା ବୃଦ୍ଧି କରନ୍ତୁ: ପି. ଚିଦମ୍ବରମ୍‌

ଉଦୟପୁର: ସାମ୍ପ୍ରତିକ ଆର୍ଥିକ ପରିସ୍ଥିତି ଏବଂ ରାଜ୍ୟଗୁଡ଼ିକର ରୁଗ୍‌ଣ ଆର୍ଥିକ ଅବସ୍ଥା କାରଣରୁ ଆଉ ୩ ବର୍ଷ ପାଇଁ ‘ଗୁଡ୍‌ସ୍‌ ଆଣ୍ଡ୍‌ ସର୍ଭିସେସ୍‌ ଟ୍ୟାକ୍ସ୍‌’ (ଜିଏସ୍‌ଟି) କ୍ଷତିପୂରଣ ସମୟସୀମା ବୃଦ୍ଧି କରାଯାଉ ବୋଲି କଂଗ୍ରେସ ପାର୍ଟି ଦାବି କରିଛି।ରାଜସ୍ଥାନର ଉଦୟପୁରରେ ଆୟୋଜିତ…

ମଡେଲଙ୍କ ରହସ୍ୟଜନକ ମୃତ୍ୟୁ, ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର

କୋଝିକୋଡେ: କେରଳର ଜଣେ ୨୦ ବର୍ଷୀୟ ମଡେଲଙ୍କ ମୃତ ଦେହକୁ ନିଜ ବାସଭବନରୁ ଉଦ୍ଧାର କରାଯାଇଛି। ଏହି ମଡେଲ ଜଣଙ୍କ କୋଝିକୋଡେ ସିଟିରେ ରୁହନ୍ତି। ଗୁରୁବାର ସନ୍ଧ୍ୟାରେ ତାଙ୍କ ମୃତ ଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ମଡେଲ ହେଲେ ଶାହାନ୍ନା। ଏହି ଘଟଣାରେ ତାଙ୍କ ସ୍ୱାମୀଙ୍କୁ…

ମୁଖ୍ୟମନ୍ତ୍ରୀ ମାନ୍ ନେଲେ ବଡ଼ ନିଷ୍ପତ୍ତି, ଜେଲରେ ରହିବନି ଭିଆଇପି ସେଲ୍

ଚଣ୍ଡିଗଡ଼: କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ନେଲେ ବଡ଼ ନିଷ୍ପତ୍ତି। ଜେଲରେ ଚାଲିଥିବା ଭିଆଇପି ସେଲକୁ ନେଇ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଏବେ ଜେଲରେ ଥିବା ଭିଆଇପି ସେଲକୁ ହଟାଇ ଦେଇଛନ୍ତି। ଭଗୱନ୍ତ ମାନ କହିଛନ୍ତି ଯେ…

ଗହମ ରପ୍ତାନୀ ଉପରେ ରୋକ ଲଗାଇଲେ ଭାରତ ସରକାର

ନୂଆଦିଲ୍ଲୀ: ଗହମ ରପ୍ତାନୀ ଉପରେ ରୋକ ଲଗାଇଲେ ଭାରତ ସରକାର। ଫଳରେ ଏହାକୁ ପ୍ରତିବନ୍ଧିତ କାଟାଗୋରୀରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଭାରତ ସରକାରଙ୍କ ବିନା ଅନୁମତିରେ ଆଉ ବାହାରକୁ ଯାଇପାରିବନି ଗହମ। ଅନ୍ତର୍ଜାତୀୟ ବଜାରରେ ଦିନକୁ ଦିନ ଗହମ ମୂଲ୍ୟ ଲମ୍ବା ଡିଆଁ ମାରୁଥିବା ବେଳେ ଏପରି…

୩ ପୁଲିସ୍‌ ସହୀଦ ଘଟଣା: ଦାୟିତ୍ୱରୁ ହଟିଲେ ଆଇଜି, ମୃତକଙ୍କ ପରିବାରକୁ କୋଟିଏ ଲେଖାଏ ସହାୟତା

ଭୋପାଳ: ମଧ୍ୟପ୍ରଦେଶ ଗୁନାରେ ଶିକାରୀଙ୍କ ଗୁଳିରେ ୩ ପୁଲିସ୍‌ କର୍ମୀ ଶହୀଦ ହୋଇଥିବା ବେଳେ ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଆଇଜି ଅନୀଲ ଶର୍ମାଙ୍କୁ ତୁରନ୍ତ…

‘ହିନ୍ଦୀ ଭାଷା ଲୋକେ ଗୁପଚୁପ ବିକନ୍ତି’- ନିଜ ମନ୍ତବ୍ୟ ନେଇ ସ୍ପଷ୍ଟ କଲେ ତାମିଲନାଡ଼ୁ ମନ୍ତ୍ରୀ

ଚେନ୍ନାଇ: ପୁଣି ଥରେ ତେଜିଲା ଭାଷା ବିବାଦ। ମୁହାଁମୁହିଁ ହେଲା ଉତ୍ତର ଓ ଦକ୍ଷିଣ ଭାରତ। ତାମିଲନାଡ଼ୁ ଉଚ୍ଚ ଶିକ୍ଷା ମନ୍ତ୍ରୀ କେ ପୋନମୁଡି ହିନ୍ଦୀ ଭାଷା ଉପରେ ଦେଇଥିବା ବୟାନ ବିବାଦୀୟ ମୋଡ଼ ନେବା ପରେ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ହିନ୍ଦୀ ଭାଷା କହୁଥିବା ଲୋକେ ଗୁପଚୁପ୍‌ ବିକୁଥିବା…

କଂଗ୍ରେସ ଛାଡ଼ିଲେ ସୁନୀଲ ଝାକର

ଚଣ୍ଡିଗଡ଼: ରାଜସ୍ଥାନର ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିର ଚାଲିଥିବା ବେଳେ ପଞ୍ଜାବରେ ଦଳକୁ ଲାଗିଛି ଝଟକା । ହାତ ଛାଡ଼ିଛନ୍ତି ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ସୁନୀଲ ଝାକର । ଏନେଇ ସେ ନିଜେ ଘୋଷଣା କରିବା ସହ ପାର୍ଟିକୁ ଗୁଡ୍‌ ଲକ୍‌ ଓ ଗୁଡ୍‌ ବାଏ କହିଛନ୍ତି। ଫେସବୁକ୍‌ର ଏକ ଲାଇଭ…

ଜିଲ୍ଲା ଉପଭୋକ୍ତା ଆୟୋଗ ଠାରେ ଦ୍ବିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ…

ବ୍ରହ୍ମପୁର : ଦ୍ବିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ବ୍ରହ୍ମପୁର ସ୍ଥିତ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗ ଠାରେ ଅଧ୍ୟକ୍ଷ ଶ୍ରୀ ପି. ସୂର୍ଯ୍ୟ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ତିନୋଟି ଉପଭୋକ୍ତା ମାମଲା ସମାଧାନ ହୋଇ ଟ୧,୧୩,୧୭୮ଙ୍କା କ୍ଷତିପୂରଣ ଉପଭୋକ୍ତା ଙ୍କୁ ପ୍ରଦାନ…

ଆସନ୍ତା ୨୦ରୁ କଟକରେ ପ୍ରଥମ ଥର ଜିଲ୍ଲା ପଡ଼ିଆରେ ଆୟୋଜନ ହେବ ଜାତୀୟ ଆଦିବାସୀ ମେଳା…

କଟକ: ପ୍ରଦର୍ଶିତ ହେବ ଓଡି଼ଶା ସମେତ ୧୭ଟି ରାଜ୍ୟର ଆଦିବାସୀ କଳାକୃତି । ଲୋକନୃତ୍ୟ ପରିବେଷଣ ହେବ । ଷ୍ଟଲ୍‌ରେ ସ୍ଥାନ ପାଇବ ଆଦିବାସୀଙ୍କ ହସ୍ତଶିଳ୍ପ ଓ ଭଳିକି ଭଳି ଖାଦ୍ୟସାମଗ୍ରୀ । ସହରୀ ଦୁନିଆରେ ଆଦିବାସୀ କଳାକୃତିର ଚାହିଦା ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରଥମ ଥର ପାଇଁ କଟକରେ ଆରମ୍ଭ…

ଅନୁଗୁଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ : ଅନୁଗୁଳ ଗସ୍ତରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ନିଜର ପୈତୃକ ଗାଁ କଣିହାଁ ନାଲମକୁ ଯାଇଛନ୍ତି । ସେଠାରେ ନିଜର ସପରିବାର ଏବଂ ଗାଁଲୋକଙ୍କ ସହ କୂଳ ଦେବତା ଲକ୍ଷ୍ମୀ ନୃସିଂହ ମନ୍ଦିରରେ ପୂଜାର୍ଚ୍ଚନା…