Sign in
Sign in
Recover your password.
A password will be e-mailed to you.
ଫୁଲବାଣୀ ବିଧାୟକ ଅଙ୍ଗଦ କଁହର ଅସୁସ୍ଥ
ଫୁଲବାଣୀ : ପଂଚାୟତ ନିର୍ବାଚନରେ ଭୋକ ଶୋଷ ଭୁଲି ଦିନରାତି ପ୍ରଚାର ଚଳାଇଥିବା ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ହଠାତ ଅସୁସ୍ଥ ହୋଇପଡିଥିଲେ । ଫଳରେ ଆଜି ସକାଳେ ସେ ଗୋଚ୍ଛାପଡା ଡାକ୍ତରଖାନା ରେ ଭର୍ତ୍ତି ହୋଇଥୁଲେ ।
ଦଳିୟ ପ୍ରାର୍ଥୀ ଙ୍କୁ ଜିତାଇବା ଲାଗି ସେ ଗତକିଛି ଦିନ ହେଲା ଗାଁ!-->!-->!-->!-->!-->…
ପୂର୍ବତନ ମନ୍ତ୍ରୀ ତଥା ସ୍ତାନୀୟ ବିଧାୟିକା ଉଷାଦେବୀଙ୍କ ମାରାଥନ ପ୍ରଚାର…
ଚିକିଟି-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ଦିନକୁ ଦିନ ଗାଁ ଗଣ୍ଡାରେ ପ୍ରଚାର ସେତିକି ସରଗରମ ହେବାରେ ଲାଗିଛି।ଏହି ପରିପେଖିରେ ପୂର୍ବତନ ମନ୍ତ୍ରୀ ତଥା ସ୍ତାନୀୟ ବିଧାୟିକା ଉଷାଦେବୀ ଶୁକ୍ରବାର ମାରାଥନ ପ୍ରଚାର ରେ ବାହାରି ୧୬ନଂ ଜିଲ୍ଲା ପରିଷଦ ଜୋନର ୪ ଟି ପଞ୍ଚାୟତ!-->…
ଜିଲ୍ଲାର ତ୍ରିସ୍ତରୀୟ ନିର୍ବାଚନରେ ନିର୍ଦ୍ଧାରିତ ତାରିଖକୁ ନେଇ ଜିଲ୍ଲାର ପ୍ରିଜାଇଡିଙ୍ଗ୍ ଓ ପୋଲିଙ୍ଗ ପାର୍ଟି ଅସନ୍ତୋଷ
ଫୁଲବାଣୀ : ଆଜି ପୁଣିଥରେ ଜିଲ୍ଲାର ତ୍ରିସ୍ତରୀୟ ନିର୍ବାଚନରେ ନିର୍ଧାରଣ ତାରିଖକୁ ନେଇ ଜିଲ୍ଲାର ପ୍ରିଜାଇଡିଙ୍ଗ୍ ଓ ପୋଲିଙ୍ଗ ପାର୍ଟି ଅସନ୍ତୋଷ ପ୍ରକାଶ କରିବା ସହିତ ଏକ ଦାବୀପତ୍ର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଦିଆଗଲା । ଯେଉଁ ମାନଙ୍କ ନିର୍ବାଚନ ୧୬ଓ ୧୮ ଫେବୃୟାରୀରେ ଅଛି!-->!-->!-->…
ଜଙ୍ଗଲି ନିଆଁକୁ ଆଖିରେ ରଖି ବଣ୍ଡାଘାଟିରେ ସଚେତନତା ସଭା
ମାଥିଲି : ଆଜି ବଣ୍ଡାଘାଟୀ ମୁଦୁଲିପଡା ଗ୍ରାମ ପଞ୍ଚାୟତ ର ବନ୍ଧଗୁଡା ଗ୍ରାମ ଠାରେ ମାଥିଲି ବାନାଞ୍ଚଳ ତରଫରୁ ଏକ ଜଙ୍ଗଲ ନିଆଁ ଓ ବନ୍ୟ ପ୍ରାଣୀ ଶିକାର ନିରୋଧ ସଚେତନତା ସଭା ଆୟୋଜନ କରାଯାଇଥିଲା,ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶ୍ରୀ ବାସୁଦେବ ନାୟକ ବାନାଞ୍ଚଲ ଅଧିକାରୀ ଯୋଗ!-->…
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ପ୍ରଚାରରେ ଦୁଲୁକୁଛି ଗାଁ ଦାଣ୍ଡ…
ହିଞ୍ଜିଳିକାଟୁ,: ଚଳିତ ମାସ ୧୬ ତାରିଖ ଠାରୁ ରାଜ୍ୟରେ ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ । ଏହି ପରିପ୍ରେକ୍ଷୀରେ ଚଳିତ ମାସ ୧୬ ତାରିଖରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକ ସମେତ ଗଞ୍ଜାମ ଜିଲ୍ଲାର ୫ଟି ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ!-->…
ପଞ୍ଚାୟତ ନିର୍ବାଚନ ପ୍ରଚାରରେ ପୂର୍ବତନ ବାଚସ୍ପତିଙ୍କ ପୁତ୍ର ରବିନ୍ଦ୍ର
ପାତ୍ରପୁର : ଚଳିତ ପଞ୍ଚାୟତ ନିର୍ବାଚନ ରେ ପାତ୍ରପୁର ବ୍ଲକରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ଦଳ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ବ୍ଳକର ତୁରୁବୁଡି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଚାରିଜଣ ଦାଖଲ କରିଥିବା ବେଳେ ସମିତି ସଭ୍ୟ ଲାଗି ତିନି ଜଣ ପ୍ରତିଦ୍ବନ୍ଦ୍ବିତା!-->…
କଳବାଡ଼ ପଞ୍ଚାୟତରେ ବିଧାୟିକାଙ୍କ ପ୍ରଚାର
ଚିକିଟି (୧୨/୦୨) : ଚିକିଟି ବ୍ଲକ କଳବାଡ ପଞ୍ଚାୟତ ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। କଡା ଟକ୍କର ବିଜେପି ଓ ବିଜେଡି ମଧ୍ୟରେ ହେବା ଲକ୍ଷ କରାଯାଉଥିବା ବେଳେ ପ୍ରଚାର ରେ ଓଲ୍ହେଇଛନ୍ତି ବିଧାୟିକା ଉଷାଦେବୀ ।
ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀନୀ!-->!-->!-->…
ଖଲ୍ଲିକୋଟ : ବଢିନୁଆପାଲ୍ଲୀ ପଂଚାୟତରେ ବିଜେଡି – ବିଜେପି କଡା ମୁକାବିଲା
ଖଲ୍ଲିକୋଟ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗ୍ରାମାଞ୍ଚଳ ରାଜନୀତି ସରଗରମ ହେବା ସାଙ୍ଗକୁ ବିଭିନ୍ନ ରାଜନୈତିକ ଦଳ ତରଫରୁ ପ୍ରଚାର କୁ ଜୋରଦାର ହେବା ସହ ମୋଟର ସାଇକେଲ ରା଼ଲ୍ଲୀ ସାଙ୍ଗକୁ ବାଜା ବାଜଣା ଓ ଆଲବୁମି ଗୀତରେ ଗ୍ରାମ୍ୟ ପରିବେଶ ଫାଟିପଡୁଛି l!-->!-->!-->…
ଏନଫୋର୍ସମେଣ୍ଟ ଗାଡି ମାଧ୍ୟମରେ ଦୋକାନୀଙ୍କୁ ସଚତେନତା
ଛତ୍ରପୁର : ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟ କରାଯାଉଛି । ସହରର ପ୍ରତ୍ୟେକ ଦୋକାନୀ ଯେପରି ନିଜ ଦୋକାନ ଠାରୁ ୫ ମିଟର ଦୁରକୁ ସଫେଇ କରିବା ସହିତ ରାସ୍ତା ଉପରେ କୌଣସି ଜିନିଷପତ୍ର ନ ରଖିବା ନେଇ ଏନଏସି ପକ୍ଷରୁ ବାରମ୍ବାର!-->!-->!-->…
ଛତ୍ରପୁର ବ୍ଲକରେ ସରପଂଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ପ୍ରଚାର ଜୋର ଧରିଲା
ଛତ୍ରପୁର : ଛତ୍ରପୁର ବ୍ଲକରେ ଆସନ୍ତା ୨୦ ତାରିଖ ଦିନ ମତଦାନ ହେବ । ଏଥି ନିମନ୍ତେ ବିଭିନ୍ନ ପ୍ରାର୍ଥୀ ମାନେ ନିର୍ବାଚନୀ ପ୍ରଚାର ଜୋରଦାର ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଛତ୍ରପୁର ବ୍ଲକର ୧୮ ଟି ପଂଚାୟତ ରହିଥିବା ବେଳେ ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ଗ୍ରାମ ପଂଚାୟତ ସରପଂଚ ଓ!-->!-->!-->…