ବିଷାକ୍ତ ଛତୁ ଖାଇ ୧୩ ଜଣଙ୍କର ମୃତ୍ୟୁ

ଦିସପୁର: ଆସାମର ୪ ଜିଲ୍ଲାରେ ବିଷାକ୍ତ ଛତୁ ଖାଇ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଆସାମ ମେଡିକାଲ କଲେଜ ଏବଂ ହସପିଟାଲର ଅଧ୍ୟକ୍ଷ ଡ. ପ୍ରଶାନ୍ତ ଡିହିଙ୍ଗିଆ ଏହି ସୂଚନା ଦେଇଛନ୍ତି। ଡାକ୍ତର ପ୍ରଶାନ୍ତଙ୍କ କହିବା ଅନୁଯାୟୀ, ମୃତକମାନେ ବିଷାକ୍ତ ଛତୁ ଖାଇଥିଲେ। ସେମାନଙ୍କର ଚିକିତ୍ସା ବେଳେ…

ଛାୟାପଥରେ ପୃଥିବୀ ଭଳି ଘର ଖୋଜିବ ଚାଇନା

ନୂଆଦିଲ୍ଲୀ: ନୂଆ ଘର ଖୋଜିବ ଚାଇନା। ପୃଥିବୀ ତଥା ସୌରମଣ୍ଡଳ ବାହାରେ ସେ ଏହି ଦୁନିଆ ଖୋଜିବ। ଆଧୁନିକ ବୈଜ୍ଞାନିକ ଜ୍ଞାନ କୌଶଳ ବ୍ୟବହାର କରି ଏହି ଘର ଖୋଜାଯିବ।ରିପୋର୍ଟ ମୁତାବକ, ଅନ୍ତରୀକ୍ଷରେ ନିଜର ନୂଆ ଘର ଖୋଜିବାକୁ ଚାଇନା ଚନ୍ଦ୍ର ଓ ମଙ୍ଗଳ ବାହାରକୁ ଯିବା ପାଇଁ ପ୍ରସ୍ତୁତି ଆରମ୍ଭ…

ଚୀନରେ କରୋନାର ଉଗ୍ର ରୂପ

ବେଜିଂ: ଭୟଙ୍କର ହେଲାଣି ଭାଇରସ। ଦେଖାଇଲାଣି ଉଗ୍ର ରୂପ। ମହାମାରୀକୁ ନେଇ ଚୀନ୍‌ରେ ସୃଷ୍ଟି ହୋଇଛି ହାହାକାର ପରିସ୍ଥିତି। କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌କୁ କାବୁ କରିବା ପାଇଁ ଡ୍ରାଗ୍‌ନର ଫେଲ୍‌ ମାରିଛି ସବୁ ଚାଲ୍‌। ଏଠାରେ ଜିରୋ କୋଭିଡ ପଲିସି ବି କମା ଦେଉନି। କରୋନାର ଉତ୍ପତି ସ୍ଥଳ…

ପ୍ରଥମଥର ‘ପୁଟିନଙ୍କ ଯୁଦ୍ଧ’କୁ ନରସଂହାର ବୋଲି କହିଲେ ରାଷ୍ଟ୍ରପତି ବାଇଡେନ

ୱାଶିଂଟନ: ରୁଷ ବିରୋଧରେ ନିଜର ଆଭିମୁଖ୍ୟକୁ ଆହୁରି କଠୋର କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ କରୁଥିବା ଯୁଦ୍ଧକୁ ବାଇଡେନ ପ୍ରଥମଥର ପାଇଁ ନରସଂହାର ଭାବେ ଅବିହିତ କରିଛନ୍ତି। ୟୁକ୍ରେନରେ ପୁଟିନ ସେନା ନରସଂହାର କରୁଛି ବୋଲି…

ରଙ୍ଗିଲା ପାକ୍‌ ପ୍ରଧାନମନ୍ତ୍ରୀଙ୍କ ୫ ପତ୍ନୀ, ଜଣଙ୍କ ପ୍ରେମରେ କରିଥିଲେ ବ୍ରିଜ

ଇସଲାମାବାଦ: ଚର୍ଚ୍ଚାରେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ। ଇମ୍ରାନ ଖାନ ଅନାସ୍ଥା ଭୋଟରେ ହାରିବା ପରେ ଶାହବାଜ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କର ରଙ୍ଗୀନ ବ୍ୟକ୍ତିଗତ ଜୀବନକୁ ନେଇ ତଥ୍ୟ ସାମ୍ନାକୁ…

ମାରିୟୁପୁଲକୁ ଦଖଲ କଲା ଋଷ

ନୂଆଦିଲ୍ଲୀ: ୟୁକ୍ରେନ୍‌ ଉପରେ ରୁଷର ଆକ୍ରମଣକୁ ୬ ସପ୍ତାହ ବିତିଲାଣି। ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଥମୁନଥିବା ବଳେ ରୁଷ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି। ଘମାଘୋଟ୍‌ ଯୁଦ୍ଧ ମଧ୍ୟରେ ବନ୍ଦର ସହର ମାରିୟୁପୁଲକୁ ଦଖଲ କରିନେଇଛି ରୁଷ। ୟୁକ୍ରେନ୍‌ର ଗୋଟିଏ ପରେ ଗୋଟିଏ ଅଞ୍ଚଳ ଦଖଲ କରି ଚାଳିଥିବା ରୁଷ…

ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ରାଉରକେଲା ଶାଖାର ଗୁରୁତ୍ବପୂର୍ଣ୍ଣ ବୈଠକ…

ରାଉରକେଲା :- ଆଗାମି ଅପ୍ରିଲ ୨୯ ଓ ୩୦ ଦୁଇ ଦିନ ଧରି ଭୁବନେଶ୍ବର ନିକଟସ୍ଥ ଆମ୍ରପାଲ୍ଲୀ ରିସର୍ଟ ଠାରେ ହେବାକୁ ଥିବା ନ୍ୟାସନାଲ ଏକ୍ସକୁଟିଭ ମିଟ୍ ପରିପେକ୍ଷୀରେ ରାଉରକେଲା ଓ ସୁନ୍ଦରଗଡ କର୍ମଜୀବୀ ସାମ୍ବାଦିକ ସଂଘର ଗୁରୁତ୍ବପୂର୍ଣ୍ଣ ବୈଠକ ହନୁମାନ ବାଟିକା ଠାରେ ଆୟୋଜିତ ହୋଇଯାଇଛି ।…

ଗ୍ରାମସଭାର ଅନୁମୋଦନକ୍ରମେ ହେମଗିର ବ୍ଲକର ୫ଟି ପଞ୍ଚାୟତ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୧୯ଟି ଉନ୍ନୟନ ପ୍ରକଳ୍ପର…

ବିଶ୍ୱରଂଜନ ହୋତା // ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି ସୁନ୍ଦରଗଡ଼ : ଖଣି ପ୍ରଭାବିତ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ନିଆଯିବା ବେଳେ ପ୍ରଶାସନ ପକ୍ଷରୁ ଜନସହଭାଗିତାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଲୋକମାନଙ୍କ ଦ୍ୱାରା ଗ୍ରାମସଭା ସ୍ତରରୁ…

ବ୍ଲକ ଅଧ୍ୟକ୍ଷା ଓ ସମିତି ସଭ୍ୟଙ୍କ ସ୍ମାର୍ଟ ସ୍କୁଲ ପରିଦର୍ଶନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ସୁଦୃକୁମ୍ପା ପଞ୍ଚାୟତ ସ୍ଥାନୀୟ ହାଇସ୍କୁଲକୁ ସ୍ମାର୍ଟ ସ୍କୁଲ ଭାବେ ମଡେଲିଙ୍ଗ କରାଯାଉଥିବା କାର୍ଯ୍ୟକୁ ଖଜୁରୀପଡ଼ା ବ୍ଲକ ଅଧ୍ୟକ୍ଷା ଅନିମା କହଁର ଓ ସମିତିସଭ୍ୟ ବୈଦ୍ୟନାଥ ବେହେରା ଆଜି ପରିଦର୍ଶନ କରିବାକୁ ଯାଇଥିବା ଦେଖିବାକୁ…

ଶ୍ରୀକାକୁଲମଠାରେ ଟ୍ରେନ ଦୁର୍ଘଟଣାରେ ଭଞ୍ଜନଗର ଅଞ୍ଚଳ ଗୁଜୁରାଳି ଗ୍ରାମର ଯୁବକ ଗୁରୁତର ଆହତ

ଭଞ୍ଜନଗର:- ଗତକାଲି ରାତି ୧୦ଟା ସମୟରେ ଆନ୍ଧ୍ରପ୍ରଦେଶ ର ଶ୍ରୀକାକୁଲମ ଠାରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ପାଞ୍ଚ ଜଣ ପ୍ରାଣ ହରାଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜୁରାଳି ଗ୍ରାମ ର ଜିତୁ ନାୟକ ଗୁରୁତର ଆହତ ହୋଇଥିବା ଜଣାପଡିଛି।ଗୁଜୁରାଳି ଗ୍ରାମର ଜିତୁ ନାୟକ…