Sign in
Sign in
Recover your password.
A password will be e-mailed to you.
ବେଆଇନ ଖଣିଜ ଦ୍ରବ୍ୟ ଚୋରା ଚାଲାଣ: ୨ ବାଲି ବୋଝେଇ ହାଇୱା ସହିତ ଚାଳକ ଅଟକ…
ନିଘୋଡ଼ ନିଦ୍ରା ରେ ଖଣି ବିଭାଗ...
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସ ବେଆଇନ ଚୋରା ଚାଲାଣ ହେଉଥିବା ୨ ବାଲି ବୋଝେଇ ହାଇୱା ସହିତ ୨ ଚାଳକ ଅଟକ ଥିବା ବେଳେ ୩୫୫/୨୫ ଏବଂ ୩୫୬/୨୫ ରେ ବେଆଇନ ଖଣିଜ ଚୋରା ଚାଲାଣ ଆଇନ ଅନୁଯାୟୀ ୨ ଟି ପୃଥକ ମାମଲା ରୁଜୁ କରି ତଦନ୍ତ!-->!-->!-->…
ଖଣି ମନ୍ତ୍ରୀଙ୍କ ଫର୍ମାନ… ଖଣି, ବାଲି ମାଫିଆ ଙ୍କ ଉପରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ : କିନ୍ତୁ ମନ୍ତ୍ରୀ ଙ୍କ…
ଜିଲ୍ଲା ରେ ଚୋରା ବାଲି ଚାଲାଣ ଓ ଲଘୁ ଖଣିଜ ଖୁଲାମ ଖୁଲା ଚୋରି …..!
ଖଣି ବିଭାଗ ର ବିଚିତ୍ର ନୀତି, ଚୋରା ବାଲି ଗାଡି ଯାଞ୍ଚ ବେଳେ କାଗଜ ପତ୍ର ଠିକ ନାହିଁ ଫି୍କ୍ସଙ୍ଗ ପରେ ସକାଳୁ ସବୁ ଠିକବ୍ରହ୍ମପୁର: ଖଣି ମନ୍ତ୍ରୀବିଭୁତି ଜେନା ଙ୍କ ଫର୍ମାନ ଗଞ୍ଜାମ ଜିଲ୍ଲାର ବାଲି ମାଫିଆ ମାନେ!-->!-->!-->…
ଟେଣ୍ଡେର ତଥ୍ୟ ମାଗିବା ପଡ଼ିଲା ମହଙ୍ଗା :କୋଦଳା ସାମ୍ବାଦିକ ତଥା କାଉସିଲରଙ୍କୁ ଆକ୍ରମଣ…
ଗୁରୁତର ଅବସ୍ଥା ରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର……ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର କୋଦଳା ଏନ.ଏ.ସି. ୱାର୍ଡ ମେମ୍ବର ଆରଟିଆଇ ତଥ୍ୟ ମାଗିବା ପରେ ମାରଣାନ୍ତକ ଆକ୍ରମଣ ର ଶିକାର ହୋଇଛନ୍ତି। ଅଧକ୍ଷଙ୍କ ନିର୍ଦ୍ଧେଶ ରେ ଭଡାଟିଆ ଗୁଣ୍ଡା ଙ୍କ ଦ୍ୱାରା ଏନଏସି ପରିସର ପାଲଟିଲା!-->…
ଡିସେମ୍ବର ୮ରୁ ରାଜସୁନାଖଳା ମହୋତ୍ସବ ‘କାଉଁରୀ-୨୦୨୫’: ନେପାଳର ‘ମାରୁଣୀ’ ନୃତ୍ୟ ହେବ ମୁଖ୍ୟ ଆକର୍ଷଣ
ନୟାଗଡ଼, ୨୮/୧୧ (ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରାଜସୁନାଖଳା ପଞ୍ଚାୟତର ଗୌରବ ବହନ କରୁଥିବା ‘ରାଜସୁନାଖଳା ମହୋତ୍ସବ କାଉଁରୀ-୨୦୨୫’ ଚଳିତ ବର୍ଷ ସପ୍ତମ ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ଏନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ କମିଟିର ସଭାପତି!-->…
ବିନା ମନ୍ତ୍ର ଓ ପୁରୋହିତରେ ସମ୍ପନ୍ନ ହେଲା ଆଦର୍ଶ ବିବାହ: ସମ୍ବିଧାନକୁ ସାକ୍ଷୀ ରଖି ଏକାଠି ହେଲେ ଭାନୁତେଜା ଓ…
ବ୍ରହ୍ମପୁର : ବିବାହ କେବଳ ଟଙ୍କା ପଇସାର ଖେଳ କିମ୍ବା ଯୌତୁକର କାରବାର ନୁହେଁ, ବରଂ ଏହା ହେଉଛି ଦୁଇଟି ମନର ପବିତ୍ର ମିଳନ। ବର୍ତ୍ତମାନ ସମୟରେ ବିବାହ ନାଁରେ ଚାଲିଥିବା ‘ମେଗା ସେଲିବ୍ରେସନ’ ଓ ଆଡମ୍ବରପୂର୍ଣ୍ଣ ଖର୍ଚ୍ଚରୁ ଦୂରେଇ ରହି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଦୁଇ!-->…
ସୀମାନ୍ତରେ ୬୫ ଲକ୍ଷ ଇନାମି ୧୦ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି, ୨୮।୧୧: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବସ୍ତରରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଝିରମ୍ ଘାଟି ଆକ୍ରମଣର ମାଷ୍ଟରମାଇଣ୍ଡ ଏବଂ ୨୫ ଲକ୍ଷ ପୁରସ୍କାର ରାଶି ବିଶିଷ୍ଟ ମାଓବାଦୀ ଚୈତୁ ଓରଫ ଶ୍ୟାମ ଦାଦା ନିଜ ସହ ମୋଟ ୧୦ ଜଣ ନକ୍ସଲଙ୍କୁ ନେଇ ସହ ଆତ୍ମସମର୍ପଣ!-->…
ଏସିଆ ପାୱାର ଇଣ୍ଡେକ୍ସ-୨୦୨୫ରେ ବିଶ୍ୱର ତୃତୀୟ ସବୁଠୁ ଶକ୍ତିଶାଳୀ ଦେଶ ପାଲଟିଲା ଭାରତ
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ଲୋୱି ଇନିଷ୍ଟିଟ୍ୟୁଟ୍ ‘ଏସିଆ ପାୱାର ଇଣ୍ଡେକ୍ସ-୨୦୨୫’ ଜାରି କରିଛି। ଏହି ରିପୋର୍ଟରେ ଏସିୟାର ସୈନ୍ୟ, ଆର୍ଥିକ ଓ କୂଟନୈତିକ ଶକ୍ତିର ବିଶ୍ଲେଷଣ କରାଯାଇଛି। ରିପୋର୍ଟ ଅନୁସାରେ ବିଶ୍ୱର ଶକ୍ତିଶାଳୀ ଦେଶଙ୍କ ସୂଚୀରେ ଭାରତ ତୃତୀୟ ସ୍ଥାନକୁ ପହଞ୍ଚିଛି। ଏଥିରେ!-->…
ଭାରତୀୟ ନୌସେନାର ନୂତନ ଶକ୍ତି: ଚୀନ୍ ବୁଡ଼ାଜାହାଜକୁ ସହଜରେ ଚିହ୍ନଟ କରିପାରିବ MH-60R ହେଲିକପ୍ଟର
ନୂଆଦିଲ୍ଲୀ: ଏଣିକି ସହଜରେ ଚିହ୍ନଟ କରାଯାଇପାରିବ ଚୀନ୍ ବୁଡ଼ାଜାହାଜ। MH-60R ହେଲିକପ୍ଟର ଦ୍ୱାରା ଭାରତୀୟ ନୌସେନାକୁ ସୁଦୃଢ଼ କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ନୌସେନାର MH-60R ହେଲିକପ୍ଟର ଫ୍ଲିଟ୍ ପାଇଁ ଏକ ପ୍ରମୁଖ ସହାୟତା ଚୁକ୍ତିକୁ ଅନୁମୋଦନ କରିଛି। ମନ୍ତ୍ରଣାଳୟ ପ୍ରାୟ!-->…
ଦିଲ୍ଲୀ-ବାରଣାସୀ ସ୍ଲିପର ବସରେ ଭୟଙ୍କର ନିଆଁ, ଭୟରେ ଡେଇଁଲେ ଯାତ୍ରୀ
କାନପୁର : ଉତ୍ତରପ୍ରଦେଶ କାନପୁର ରାମାଦେବୀ ଛକ ନ୍ୟାସନାଲ ହାଇଓେ୍ବରେ ଅଘଟଣ । ଦିଳ୍ଲୀରୁ ବନାରସ ଯାଉଥିବା ଏକ ଡବଲ ଡେକର ସ୍ଲିପର ବସରେ ହଠାତ୍ ନିଆଁ ଲାଗିଯାଇଛି । ବସରେ ୩୦ରୁ ୪୦ ଯାତ୍ରୀ ଶୋଇଥିଲେ । ଆଉ ବସରେ ନିଆଁ ଲାଗିବା ପରେ ଯାତ୍ରୀମାନେ ଝରକା ଦେଇ ଡେଇଁ ପଡିଥିଲେ । ବସରେ ନିଆଁ!-->…
ଚୀନ୍ ସୀମା ଜଗିବ ମାନବୀୟ ରୋବୋଟ୍
ନୂଆଦିଲ୍ଲୀ: ଚୀନ୍ ଏହାର ପ୍ରଯୁକ୍ତିବିଦ୍ୟା ଦକ୍ଷତା ପ୍ରଦର୍ଶନ କରି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। UBTech Robotics ନାମକ ଏକ କମ୍ପାନୀକୁ ୨୬୪ମିଲିୟନ ୟୁଆନ ଅର୍ଥାତ୍ ପ୍ରାୟ ୩୭ନିୟୁତ ଡଲାର ମୂଲ୍ୟର ଏକ ଚୁକ୍ତିନାମା ଦିଆଯାଇଛି। ଏହି ପଦକ୍ଷେପ ଅଧୀନରେ, କମ୍ପାନୀ ଗୁଆଙ୍ଗସିର!-->…