Sign in
Sign in
Recover your password.
A password will be e-mailed to you.
ସାଉଦି ଆରବରେ ଆମେରିକା ଦୂତାବାସ ଉପରେ ଇରାନର ଡ୍ରୋନ୍ ଆକ୍ରମଣ
ନୂଆଦିଲ୍ଲୀ : ରକ୍ତମୁଖା ଇରାନ । ରିୟାଦରେ ଥରିଲା ଆମେରିକା ଦୂତାବାସ । ସାଉଦି ଆରବରେ ଥିବା ଆମେରିକା ଦୂତାବାସ ଉପରେ ଡ୍ରୋନ୍ ଆକ୍ରମଣ । ଆଜି ସକାଳେ ସାଉଦି ଆରବର ରିୟାଦରେ ଥିବା ଆମେରିକା ଦୂତାବାସ ଉପରେ ଏକ ବଡ଼ ଧରଣର ଆକ୍ରମଣ ହୋଇଛି । ଏହି ଆକ୍ରମଣ ପଛରେ ଇରାନ ଥିବା ଜଣାପଡ଼ିଛି ।!-->…
ଇରାନର ମିସାଇଲ୍ ଶକ୍ତିକୁ ଶେଷ କରିବ ଆମେରିକା: ମାର୍କୋ ରୁବିଓ
ନୂଆଦିଲ୍ଲୀ : ଧ୍ୱଂସ ହେବ ଇରାନର ନୌସେନା ଏବଂ ମିସାଇଲ୍ । ଇରାନର ମିସାଇଲ୍ ଶକ୍ତିକୁ ଆମେରିକା ଶେଷ କରିବ ବୋଲି କହିଛନ୍ତି ମାର୍କୋ ରୁବିଓ । ଇରାନ ବିରୁଦ୍ଧରେ ଚାଲିଥିବା ସାମରିକ ଅଭିଯାନର ମୁଖ୍ୟ ଲକ୍ଷ୍ୟ ସ୍ପଷ୍ଟ କରିଛନ୍ତି ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ । କହିଛନ୍ତି,!-->…
ହୋଲି ପାଇଁ କଟକରେ ମଦ ବିକ୍ରି ବନ୍ଦ
କଟକ : କଟକରେ ହୋଲି ପାଇଁ କମିଶନରେଟ୍ ପୋଲିସର ବଡ଼ ପ୍ରସ୍ତୁତି । ହୋଲିରେ ମଦ ବିକ୍ରି ବ୍ୟାନ୍। ମଦ ବିକ୍ରି ପାଇଁ ଦିଆଯିବନି ଅନୁମତି। ସୂଚନା ଦେଇଛନ୍ତି କଟକ ଡିସିପି। ସୁରକ୍ଷା ଦୃଷ୍ଟି କୋଣରୁ ସହରରେ ମୋଟ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ୨୦୦ ହୋମ ଗାର୍ଡ ମଧ୍ୟ ରହିବେ। ଅନ୍ୟ!-->…
କେନ୍ଦୁଝର କୋର୍ଟକୁ ବୋମା ଧମକ: ତନାଘନା କରୁଛି ବୋମା ସ୍କ୍ୱାର୍ଡ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବା ପାଇଁ ଆସିଛି ଏକ ସାଙ୍ଘାତିକ ଧମକ। ମଙ୍ଗଳବାର କୋର୍ଟଙ୍କ ଅଫିସିଆଲ୍ ଇ-ମେଲ୍କୁ ଏକ ଧମକପୂର୍ଣ୍ଣ ଚିଠି ଆସିବା ପରେ ପୂରା ଜିଲ୍ଲା ପ୍ରଶାସନ ଓ ପୋଲିସ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି।
ଧମକପୂର୍ଣ୍ଣ ମେଲ୍!-->!-->!-->…
ରାଜ୍ୟସଭା ନିର୍ବାଚନ: ଦିଲ୍ଲୀପ ରାୟ ହେଲେ ସ୍ୱାଧୀନ ପ୍ରାର୍ଥୀ, ବିଜେପି କରିବ ସମର୍ଥନ
ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନରେ ବଡ଼ଖବର । ବରିଷ୍ଠ ରାଜନେତା ଦିଲ୍ଲୀପ ରାୟ ହେବେ ସ୍ୱାଧୀନ ପ୍ରାର୍ଥୀ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବର୍ତ୍ତମାନର ବିଜେପି ନେତା ଦିଲ୍ଲୀପ ରାୟ ସ୍ୱାଧୀନ ଭାବେ ନିଜ ପ୍ରାର୍ଥୀତ୍ୱ ନେଇ ପ୍ରକାଶ କରିବା ପରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି!-->…
ମନମୋହନ ସାମଲ ଓ ସୁଜିତ କୁମାର ବିଜେପିର ରାଜ୍ୟସଭା ପ୍ରାର୍ଥୀ
ଭୁବନେଶ୍ୱର: ଓଡ଼ିଶାରୁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ତାଲିକା ଘୋଷଣା। ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ମିଳିଲା ସୁଯୋଗ। ଭାରତୀୟ ଜନତା ପାର୍ଟି ଓଡ଼ିଶାରୁ ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ନେତାଙ୍କ ନାମ ଚୂଡ଼ାନ୍ତ କରିଛି। ପାର୍ଟି ପକ୍ଷରୁ ଅଭିଜ୍ଞ ନେତା!-->…
ଓଭରବ୍ରିଜ ଉପରୁ ଡେଇଁ ଯୁବକ ମୃତ
ବ୍ରହ୍ମପୁର : ଓଭରବ୍ରିଜ ଉପରୁ ତଳକୁ ଡେଇଁ ଯୁବକ ମୃତ । ସମସ୍ତ ଘଟଣା ସିସିଟିଭି କ୍ୟାମେରାରେ କଏଦ । ଗୋପାଳପୁର ଥାନା ଅନ୍ତର୍ଗତ ଖୋଡାସିଙ୍ଗି ଓଭରବ୍ରିଜ ଉପରୁ ତଳକୁ ଡେଇଁ ଜୋହନ ନାୟକ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଗୌଡ଼ଗୋଠ ଗ୍ରାମର ବାସିନ୍ଦା!-->…
ଛେଳି ଚୋରକୁ ପିଟିପିଟି ମାରିଦେଲେ ଗ୍ରାମବାସୀ
ରାଇରଙ୍ଗପୁର: ଛେଳି ଚୋରକୁ ପିଟିପିଟି ହତ୍ୟା । ରାଇରଙ୍ଗପୁରର ତିରିଂ ଥାନା ଇନ୍ଦକୋଳି ଗାଁରେ ନୃଶଂସ ହତ୍ୟାକାଣ୍ଡ ହୋଇଛି । ଗାଁର ୪ଜଣ ଛେଳି ଚୋର ୨ଟି ବାଇକରେ ଆସି ଛେଳି ଚୋରି କରୁଥିବା ବେଳେ ମାଡ଼ିବସିଲେ ଲୋକେ । ୨ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ୨ଜଣ ଲୋକଙ୍କ ହାବୁଡ଼ାରେ!-->…
ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର
ଭୁବନେଶ୍ୱର : ଯୁବକଙ୍କୁ ମାରିଲା କିଏ ? ବିଲଡରଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର । ଲିଙ୍ଗରାଜ ଷ୍ଟେସନର ଟ୍ରାକରୁ ବିଲଡରଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କଲା ଜିଆରପି ପୋଲିସ । ମୃତକ ହେଲେ ବୋତଣ୍ଡାର ପପୁ ବେହେରା । ଜମି ଓ ପ୍ଲଟ ବିକ୍ରି କାରବାର କରୁଥିଲେ ପପୁ ।
ଗତକାଲି!-->!-->!-->…
ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି, ମହାପ୍ରଭୁଙ୍କ ସୁନା ବେଶ ଦର୍ଶନ କରିବେ ଭକ୍ତ
ପୁରୀ : ଚନ୍ଦ୍ରଗ୍ରହଣ ପାଇଁ ପୁରୀ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀ ଜୀଉଙ୍କ ସୁନା ବେଶ ଅନୁଷ୍ଠିତ ସହ ଦୋଳ ବେଦୀ ଠାରେ ସ୍ୱତନ୍ତ୍ର ଦୋଳ ନୀତି ହେବ । ଚଳିତ ବର୍ଷ ଦିନ ବଦଳରେ ରାତିରେ ମହାପ୍ରଭୁଙ୍କ!-->…