Sign in
Sign in
Recover your password.
A password will be e-mailed to you.
ଏମକେସିଜି ମେଡିକାଲକୁ ୩୨ତମ ଶରୀର ଦାନ
ବ୍ରହ୍ମପୁର : ଚିକିତ୍ସା ବିଜ୍ଞାନର ଉନ୍ନତି ଓ ଛାତ୍ର ଛାତ୍ରୀଙ୍କ ଗବେଷଣାତ୍ମକ ଜ୍ଞାନର ବୃଦ୍ଧି ଲାଗି ଆଜି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ଆନାଟୋମି ବିଭାଗକୁ ମୃତ୍ୟୁ ପରେ ୩୨ ତମ ଶରୀର ଦାନ ମିଳିଛି l ବ୍ରହ୍ମପୁର ଶାନ୍ତି ନଗର ନିଵାସୀ ୫୫ ବର୍ଷୀୟା କେ.ଭାଗ୍ୟଲକ୍ଷ୍ମୀ ଗତକାଲି!-->…
ଓଡିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ନଭେମ୍ବର ୧୫ ରୁ ଖୋଲିବ ଇକୋ ରିଟ୍ରିଟ୍ : ପର୍ଯ୍ୟଟକଙ୍କ ଭିଡ଼ ଆରମ୍ଭ
ବାଲିଗୁଡା : ବର୍ତ୍ତମାନ କନ୍ଧମାଳିଆ ଶୀତ ଓ କୁହୁଡି ଆରମ୍ଭ ହୋଇଗଲାଣି, ତେବେ ମଝିରେ ମଝିରେ ଲଘୁଚାପ ଜନିତ ବର୍ଷା ଯୋଗୁ କୁହୁଡି ଓ ଶୀତ ଛୁଇଁବାରେ ବିଳମ୍ବ ହୋଇଛି। ଶୀତର ମଜା ନେବାକୁ ଆସୁଥିବା ପର୍ଯ୍ୟଟକ ମାନେ ପ୍ରକୃତ ଶୀତକୁ ଅନୁଭବ କରି ନ ପାରି ନିରାଶ ହେଉଥିବା ଦେଖିବାକୁ ମିଳୁଛି ।!-->…
ନିଃସର୍ତ୍ତ ରେ ଖବର ପ୍ରକାଶ ପରେ ପରିଚାଳନା ବୈଠକ ରେ ୯୯ ବର୍ଷିଆ ଲିଜ ଆଲୋଚନା ସ୍ଥଗିତ ….!
ACMPCS ର ସମ୍ପତ୍ତି ବ୍ରହ୍ମପୁର ଗୁରୁକୁଲ ଶିକ୍ଷା ଅନୁଷ୍ଠାନ ନାମରେ ୯୯ ବର୍ଷିଆ ଲିଜ ନ ଦେବା ପାଇଁ ସମବାୟ ପ୍ରେମୀ ମାନଙ୍କ ପକ୍ଷରୁ ସରକାର ଙ୍କୁ ନିବେଦନ….!
ବ୍ରହ୍ମପୁର: ଏସିଆ ମହାଦେଶରେ ସମବାୟ ସୂତ୍ରରେ ପରିଚାଳିତ ହୋଇ ପ୍ରଥମ ସ୍ଥାନରେ ରହି ଆସିଛି ଆସିକା ବହୁ ମୁଖି ସମବାୟ ସମିତି!-->!-->!-->…
ମହିଳାଙ୍କୁ ଧମକାଇ ଲୁଟିନେଲେ ସୁନାଗହଣା
ସୋର : ବାଲେଶ୍ଵର ଜିଲ୍ଲା ସୋର ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି, ରାହାଜାନୀ ଭଳି ଅପରାଧିକ ଘଟଣାମାନ ବୃଦ୍ଧି ପାଇବାରେ ଲାଗିଛି। ଆଜି ଅନନ୍ତପୁର ପଞ୍ଚାୟତ ବେଲପୁରବସ୍ତିରେ ସେକ ଏଲାଉଦ୍ଦିନ ଘରେ ନ ଥିବାବେଳେ କିଛି ଡକାୟତ ତାଙ୍କ ଘରେ ପଶି ତାଙ୍କ ପତ୍ନୀ ଆମିନା ବିବିଙ୍କୁ ଭୁଜାଲି ଦେଖାଇ!-->…
୪ ଲକ୍ଷ ୧୫ ଶହ ଟଙ୍କାର ନକଲି ନୋଟ୍ ଜବତ
ବିନିକା : ବିନିକାରେ ନକଲି ନୋଟ୍ ରାକେଟ୍ ଠାବ । ସୁବର୍ଣ୍ଣପୁର ବିନିକା ଅଞ୍ଚଳରେ ଚାଲିଥିଲା ବଡ଼ ଧରଣର ନକଲି ନୋଟ ରାକେଟ୍। ବିଭିନ୍ନ ସ୍ଥାନରେ ଚଢାଉ କରି ୪ଲକ୍ଷ ୧୫ଶହ ଟଙ୍କାର ନକଲି ନୋଟ୍ ଜବତ କରିଛି ପୋଲିସ । ଏଥିରେ ସଂପୃକ୍ତ ଥିବା ଫୁଲମୁଠି ଗାଁର ଅଭିଷେକ ହୋତା, ବିନିକା ବେତେରାପଡ଼ାର!-->…
୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଚିଲିକାରେ ଡଙ୍ଗା ଚଳାଚଳ ନିଷିଦ୍ଧ
ଚିଲିକା: ଚିଲିକାରେ ଡଙ୍ଗା ଚଳାଚଳ ନିଷିଦ୍ଧ । ଆଜିଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଚିଲିକା ଭିତରକୁ ଡଙ୍ଗା ଚଳାଚଳ ବନ୍ଦ । ଯାତ୍ରୀବାହୀ ଡଙ୍ଗା ଓ ମାଛଧରା ଡଙ୍ଗା ଚଳାଚଳକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଡଙ୍ଗା ଓ ମେସିନକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ମତ୍ସ୍ୟଜୀବୀଙ୍କୁ ନିର୍ଦ୍ଦେଶ!-->…
ଗ୍ୟାସ୍ ସିଲିଣ୍ଡର ଫାଟି, ୨ ଗୁରୁତର
ଚିକିଟି : ଗଞ୍ଜାମ ଜିଲା ଚିକିଟି ପେଣ୍ଠ ବସ ଷ୍ଟାଣ୍ଡ ର ଏକ ଜଳଖିଆ ଦୋକାନରେ ଗ୍ୟାସ ସିଲିଣ୍ଡରରୁ ଅଗ୍ନିକାଣ୍ଡ ଘଟି ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଚିକିଟି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ବ୍ରହ୍ମପୁର!-->…
ଗଜପତିରେ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ
ଗଜପତି: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ରବିବାର ଗଭୀର ଅବପାତରେ ପରିଣତ ହୋଇଥିବାବେଳେ ସୋମବାର ଅର୍ଥାତ ୨୭ ତାରିଖ ସକାଳ ସୁଦ୍ଧା ବାତ୍ୟାର ରୂପ ନେବ, ଯାହାର ନାଁ ‘ମନ୍ଥା’। ସ୍ଥଳଭାଗକୁ ମନ୍ଥା ମାଡ଼ି ଆସୁଥିବାବେଳେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳରେ ମାଡ଼ ହେବ। ଏହା ପ୍ରଭାବରେ ଓଡ଼ିଶାର!-->…
ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ଓ ବାଲେଶ୍ୱର ପ୍ରଶାସନର ପ୍ରସ୍ତୁତି ଶେଷ
ବାଲେଶ୍ୱର/ ଗଞ୍ଜାମ: ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ଲୋକଙ୍କ ସୁରକ୍ଷା ଦିଗରେ ପ୍ରଶାସନ ଯତ୍ନବାନ ରହିଛନ୍ତି । ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ନଯିବା ପାଇଁ କୁହାଯାଇଛି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ!-->…
ରାଜସ୍ଥାନରେ ଓଡ଼ିଆ ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁ, NEET UG ପରୀକ୍ଷା ପାଇଁ ହେଉଥିଲେ ପ୍ରସ୍ତୁତ
ରାଜସ୍ଥାନ: ରାଜସ୍ଥାନ କୋଟାରେ ଓଡ଼ିଆ ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁ । ମେଡିକାଲ ପାଠ ପଢିବା ନିମନ୍ତେ ନିଟ ପରୀକ୍ଷା ଦେବା ପାଇଁ ରାଜସ୍ଥାନ କୋଟାକୁ ଯାଇଥିଲେ । ଛାତ୍ର ଜଣକ ହେଲେ ଗଞ୍ଜାମ ଜିଲ୍ଲା ଜରଡ଼ା ପଂଚାୟତ ଅଭୟପୁର ଗ୍ରାମର ରାଧା ଶ୍ୟାମ ପାତ୍ର ଙ୍କ ପୁଅ ରୋସନ ପାତ୍ର । ରୋସନ!-->…