ଦୁଃସାହସର ସୀମା ପାର କଲେ ୟୁନୁସ! ବାଂଲାଦେଶ ମାନଚିତ୍ରରେ ଭାରତୀୟ ରାଜ୍ୟ

ଢାକା : ଦୁଃସାହସର ସବୁ ସୀମା ପାର କରିଯାଇଛି ବାଂଲାଦେଶର ୟୁନୁସ ସରକାର । ପାକିସ୍ତାନର ଜଣେ ସେନାଧିକାରୀଙ୍କୁ ୟୁନୁସ ସରକାର ବାଂଲାଦେଶର ଏକ ମାନଚିତ୍ର ଉପହାର ଦେଇଛନ୍ତି ଯେଉଁଥିରେ ଭାରତର ଆସାମ ସମେତ କେତେକ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ସାମିଲ ଅଛନ୍ତି । ଏହାପରେ ଭାରତ ସହ ବାଂଲାଦେଶର

ଭାରତ ଓ ଆସିଆନ୍ ବିଶ୍ୱ ଜନସଂଖ୍ୟାର ୨୫ ପ୍ରତିଶତକୁ ପ୍ରତିନିଧିତ୍ୱ କରନ୍ତି: ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଭର୍ଚୁଆଲ୍ ଭାବରେ ୪୭ତମ ଆସିଆନ୍ ଶିଖର ସମ୍ମିଳନୀ (ASIAN Sumit)କୁ ସମ୍ବୋଧିତ କରିଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଭାରତ ଏବଂ ଆସିଆନ୍ ମିଳିତ ଭାବରେ ବିଶ୍ୱ ଜନସଂଖ୍ୟାର ପ୍ରାୟ ୨୫ ପ୍ରତିଶତକୁ ପ୍ରତିନିଧିତ୍ୱ କରନ୍ତି। ଦୁଇ

ନଭେମ୍ବର ୧ରେ ବିଶାଳ ରାଲି; ଏକାଠି ହେବେ ଶରଦ-ଉଦ୍ଧବ-ରାଜ୍

ମୁମ୍ବାଇ: ମହାରାଷ୍ଟ୍ରରେ ନକଲି ଭୋଟରଙ୍କ ସମସ୍ୟାର ସମାଧାନ ପାଇଁ ବିରୋଧୀ ଦଳ ଏବେ ନଭେମ୍ବର 1 ତାରିଖରେ ଏକ ବିଶାଳ ରାଲି ଘୋଷଣା କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୁଣି ଥରେ ତାଙ୍କ ଭାଇ ରାଜ ଠାକରେଙ୍କ ସହ ଏହି ରାଲିରେ ଦେଖାଯିବେ। ଏଥିପାଇଁ ପ୍ରସ୍ତୁତି ପାଇଁ, MNS ମୁଖ୍ୟ

ସାର୍ କ୍ରିକ୍ ନିକଟରେ ଭାରତର ସମରାଭ୍ୟାସ ପ୍ରସ୍ତୁତି, ପାକିସ୍ତାନ ଲଗାଇଲା ବାୟୁସୀମା କଟକଣା

ନୂଆଦିଲ୍ଲୀ: ସୀମାରେ ଭାରତ ତିନିସେନାର ସମରାଭ୍ୟାସ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପାକିସ୍ତାନ ଏହାର କେନ୍ଦ୍ରୀୟ ଓ ଦକ୍ଷିଣ ବାୟୁସୀମାରେ ଏକାଧିକ ବିମାନ ଚଳାଚଳ ମାର୍ଗ ଉପରେ ପ୍ରତିବନ୍ଧକ ଲଗାଇ ଏକ ବିଜ୍ଞପ୍ତି ଜାରି କରିଛି। ଅକ୍ଟୋବର ୨୮-୨୯ ପାଇଁ ନୋଟାମ୍ (ଏୟାର୍‌ମେନ୍‌ଙ୍କୁ ନୋଟିସ୍)

ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ: ଇଣ୍ଡିଆ ମେରିଟାଇମ୍ ସପ୍ତାହ ୨୦୨୫ ସମ୍ମିଳନୀରେ ଦେବେ ଯୋଗ

ଭୁବନେଶ୍ୱର: ମୁମ୍ବାଇରେ ଅକ୍ଟୋବର ୨୭ ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଇଣ୍ଡିଆ ମେରିଟାଇମ୍ ସପ୍ତାହ ୨୦୨୫ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆଜି ମୁମ୍ବାଇ ଗସ୍ତ କରୁଛନ୍ତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ

ମହାନ୍ ସଂଘ ତରଫରୁ ମହିଳାମାନଙ୍କ ମଧ୍ୟରେ ପ୍ରତିଯୋଗିତା

ବ୍ରହ୍ମପୁର : ଆଜି ମହାନ୍ ସଂଘ ତରଫରୁ ଚାଳିଶି ତମ ବାର୍ଷିକ ମସୋତ୍ସବ'ର ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତା, ସଂଘ ସଭାପତି ଶ୍ରୀଯୁକ୍ତ ସୁଶାନ୍ତ ସାବତଙ୍କ ତତ୍ୱାବଧାନରେ "ଗୁରୁକୁଳ ଇଣ୍ଟରନେସେନାଲ୍ ପବ୍ଲିକ୍ ସ୍କୁଲ"ପରିସରରେ ଆୟୋଜିତ ହୋଇଯାଇଛି।ଏଥିରେ ବିଭିନ୍ନ ବର୍ଗର

ଚିତାବାଘ ଚମଡ଼ା ଜବତ, ୨ ଗିରଫ

ସୋନପୁର: ରବିବାର ଦିନ ସୋନପୁର ଜିଲ୍ଲାରେ ଏକ ଚିତାବାଘ ଚମଡ଼ା ଜବତ କରିବା ପରେ ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ଟୁନିଖାମର ଗ୍ରାମର ପ୍ରକାଶ କନହର ଏବଂ ବୌଦ୍ଧ ଜିଲ୍ଲାର ବୁଡିଖାମର ଗ୍ରାମର ରଞ୍ଜିତ ଭୋକ୍ତା ବୋଲି

ନିରାପଦ ଡଙ୍ଗା, ପ୍ରକଳ୍ପ ତିଆରି କରି ଚର୍ଚ୍ଚାରେ ସ୍ୱାଭିମାନ ଅଞ୍ଚଳ ଝିଅ ଲଳିତା

ମାଲକାନଗିରି : ବନ୍ୟା ଓ ବାତ୍ୟା ପ୍ରବଣ ଅଞ୍ଚଳ ଭାବେ ପରିଚିତ ମାଲକାନଗିରି ଜିଲ୍ଲା ପ୍ରତିବର୍ଷ ବନ୍ୟାର ଶିକାର ହୋଇଥାଏ। ନିକଟରେ ଡଙ୍ଗା ବୁଡ଼ି ଅନେକ ଧନଜୀବନ ନଷ୍ଟ ହୋଇଥିବା ଖବର ପ୍ରକାଶ ପାଇଥିବା ବେଳେ ଏହାକୁ ଲକ୍ଷ୍ୟ କରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ସରକାରୀ UGHS RSC-06 ସ୍କୁଲର

ଏମକେସିଜି ମେଡିକାଲକୁ ୩୨ତମ ଶରୀର ଦାନ

ବ୍ରହ୍ମପୁର : ଚିକିତ୍ସା ବିଜ୍ଞାନର ଉନ୍ନତି ଓ ଛାତ୍ର ଛାତ୍ରୀଙ୍କ ଗବେଷଣାତ୍ମକ ଜ୍ଞାନର ବୃଦ୍ଧି ଲାଗି ଆଜି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ଆନାଟୋମି ବିଭାଗକୁ ମୃତ୍ୟୁ ପରେ ୩୨ ତମ ଶରୀର ଦାନ ମିଳିଛି l ବ୍ରହ୍ମପୁର ଶାନ୍ତି ନଗର ନିଵାସୀ ୫୫ ବର୍ଷୀୟା କେ.ଭାଗ୍ୟଲକ୍ଷ୍ମୀ ଗତକାଲି

ଓଡିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ନଭେମ୍ବର ୧୫ ରୁ ଖୋଲିବ ଇକୋ ରିଟ୍ରିଟ୍‌ : ପର୍ଯ୍ୟଟକଙ୍କ ଭିଡ଼ ଆରମ୍ଭ

ବାଲିଗୁଡା : ବର୍ତ୍ତମାନ କନ୍ଧମାଳିଆ ଶୀତ ଓ କୁହୁଡି ଆରମ୍ଭ ହୋଇଗଲାଣି, ତେବେ ମଝିରେ ମଝିରେ ଲଘୁଚାପ ଜନିତ ବର୍ଷା ଯୋଗୁ କୁହୁଡି ଓ ଶୀତ ଛୁଇଁବାରେ ବିଳମ୍ବ ହୋଇଛି। ଶୀତର ମଜା ନେବାକୁ ଆସୁଥିବା ପର୍ଯ୍ୟଟକ ମାନେ ପ୍ରକୃତ ଶୀତକୁ ଅନୁଭବ କରି ନ ପାରି ନିରାଶ ହେଉଥିବା ଦେଖିବାକୁ ମିଳୁଛି ।