ଜେଲରେ ପୂର୍ବତନ ଆଇପିଏସ୍ ଅଧିକାରୀ ଅମିତାଭ ଠାକୁର ଅସୁସ୍ଥ, ଛାତିରେ ଯନ୍ତ୍ରଣା ହେବାରୁ ମେଡିକାଲରେ ଭର୍ତ୍ତ

ନୂଆଦିଲ୍ଲୀ : ଦେବରିୟା ଜିଲ୍ଲା ଜେଲରେ ବନ୍ଦୀ ଥିବା ପୂର୍ବତନ ଆଇପିଏସ ଅଧିକାରୀ ଅମିତାଭ ଠାକୁରଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଛି। ତାଙ୍କୁ ଗତକାଲି ବିଳମ୍ବିତ ରାତିରେ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ସେ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରିଥିଲେ। ଯାହା ଫଳରେ ଜେଲ

ବୁଲା କୁକୁରଙ୍କୁ ନେଇ ନିଜ ରାୟ ଦୋହରାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଜି ପୁଣି ଥରେ ସୁପ୍ରିମକୋର୍ଟ ବୁଲା କୁକୁର ମାମଲାର ଶୁଣାଣି କରିଛନ୍ତି । କୋର୍ଟ ପୂର୍ବ ଶୁଣାଣିରୁ ନିଜର ମତ ବଜାୟ ରଖିଛନ୍ତି। ଏଥିରେ କୁହାଯାଇଛି ଯେ କୁକୁର କେତେବେଳେ କାମୁଡ଼ିବ ତାହା ନିର୍ଣ୍ଣୟ କରିବା ପାଇଁ କେହି ତା’ର ମନ ପଢ଼ିପାରିବ ନାହିଁ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ

ଭେନେଜୁଏଲାରୁ ଆମେରିକାରେ ସିଧାସଳଖ ପହଞ୍ଚିବ ୫୦ ମିଲିୟନ ବାରେଲ ତେଲ: ଟ୍ରମ୍ପ

ଭେନେଜୁଏଲା : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲାକୁ ନେଇ ବଡ଼ ଘୋଷଣା କରିଛନ୍ତି । ଭେନେଜୁଏଲା ତେଲ ଉପରେ ଆମେରିକାର କବଜା କରିଛି ଘୋଷଣା କଲେ ଟ୍ରମ୍ପ । ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଆମେରିକା ସେନା ଗିରଫ କରିବା ପରେ, ବର୍ତ୍ତମାନ ସେଠାକାର ତୈଳ

ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ଉତ୍ତେଜନା: ପଥର ମାଡରେ ୫ ପୁଲିସ୍‌ କର୍ମଚାରୀ ଆହତ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ତୁର୍କମାନ ଗେଟ୍ ଅଞ୍ଚଳର ରାମଲୀଳା ମୈଦାନ ନିକଟରେ ଫୈଜ-ଏ-ଇଲାହି ମସଜିଦ ପାଖରେ ମଧ୍ୟରାତ୍ରିରେ ବେଆଇନ ଜବରଦଖଲ ହଟାଇ ଦିଆଯାଇଛି। ଜାନୁଆରୀ ୭ ତାରିଖ ମଧ୍ୟରାତ୍ରିରେ ମ୍ୟୁନିସପାଲ କର୍ପୋରେସନର ବୁଲଡୋଜର ଗୁଡ଼ିକ ଭଙ୍ଗା କାର୍ଯ୍ୟ ଆରମ୍ଭ କରିବା ମାତ୍ରେ ଭିଡ଼

ଲିକ୍ ହେଲା ଟ୍ରମ୍ପଙ୍କ ‘ମିଲିଟାରୀ ପ୍ଲାନ୍’!, ଗ୍ରୀନଲ୍ୟାଣ୍ଡରେ ହେବ ବିଶାଳ ସାମରିକ ବେସ୍

ଆମେରିକା : ଗ୍ରୀନଲ୍ୟାଣ୍ଡରେ ଟ୍ରମ୍ପଙ୍କ ବଡ଼ ‘ସାମରିକ’ ଚାଲ୍ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗ୍ରୀନଲ୍ୟାଣ୍ଡ କିଣିବା ପ୍ରସ୍ତାବ କେବଳ ଏକ ବ୍ୟାପାରିକ ଚୁକ୍ତି ନୁହେଁ । ବରଂ ଏହା ପଛରେ ରହିଛି ଏକ ବଡ଼ ସାମରିକ ଅଭିଯାନ । ୟୁରୋପୀୟ ଦେଶଗୁଡ଼ିକ ଏହାକୁ ବିରୋଧ କରୁଥିବା

ବାପା ଓ ପଡୋଶୀଙ୍କ ନିର୍ମମ ହତ୍ୟା କଲା ପୁଅ

ମୟୁରଭଞ୍ଜ: ମୟୁରଭଞ୍ଜରେ ଘଟିଯାଇଛି ଏକ ଅଭାବନୀୟ କାଣ୍ଡ । ବାପା ଓ ପଡୋଶୀଙ୍କୁ ହତ୍ୟା କରିଛି ପୁଅ । ମୟୁରଭଞ୍ଜ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ବାପା ଓ ପଡୋଶୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛି ପୁଅ । ସୂଚନା ଅନୁସାରେ କରଞ୍ଜିଆ କୁଶପଦା ଗାଁରେ ଜଣେ ଯୁବକ ଉନ୍ମତ୍ତ

ଲିଙ୍ଗରାଜ ମନ୍ଦିରକୁ ପଶିଲେ ଜାପାନୀ ପର୍ଯ୍ୟଟକ

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିରରେ ଅଣହିନ୍ଦୁ ପ୍ରବେଶ । ଜଣେ ଜାପାନୀ ପର୍ଯ୍ୟଟକ ଭିତରକୁ ପଶିଥିବା ସୂଚନା ।ପୁଣି ସାମ୍ନାକୁ ଆସିଛି ଲିଙ୍ଗରାଜ ମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ ଘଟଣା । ସୂଚନା ଅନୁସାରେ ଜଣେ ଜାପାନୀ ପର୍ଯ୍ୟଟକ ଲିଙ୍ଗରାଜ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ।

ଏସସିବିରୁ ଖସିଲା ଛାତ: ରୋଗୀ ଆହତ

କଟକ: ଏସସିବି ମେଡିକାଲ ଛାତର ସିଲିଂ ଜଣେ ରୋଗୀଙ୍କ ଉପରେ ଖସିପଡିବାରୁ ଆହତ ହୋଇଛନ୍ତି ରୋଗୀ । ଖବର ଅନୁସାରେ ଏସସିବି ମେଡିକାଲର ପୁରୁଣା ମେଡ଼ିସିନ ୱାର୍ଡରେ ଏକ ଅଘଟଣ ଘଟିଛି । ଜଣେ ରୋଗୀ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ଉପରେ ଛାତର ସିଲିଂ ଖସି ପଡିଥିଲା । ସିଲିଂଟି ତାଙ୍କ ମୁଣ୍ଡ

କେବଳ ଆୟୁର୍ବେଦିକ ଔଷଧ ଲେଖିବେ ଆୟୁଷ ଡାକ୍ତର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା କରିଥିଲେ। ଏଥିରେ ମୁଖ୍ୟତଃ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତିକରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ

ପି.ଏମ୍ ଶ୍ରୀ ଭବାନୀ ଶଙ୍କର ଉଚ୍ଚ ବିଦ୍ୟାଳୟରେ ପି. ଏମ୍ ଶ୍ରୀ ମେଳା

ସୁନ୍ଦରଗଡ : ଆଜି ପି.ଏମ୍ ଶ୍ରୀ ଭବାନୀ ଶଙ୍କର ଉଚ୍ଚ ବିଦ୍ୟାଳୟରେ ପ୍ରଥମ ପି. ଏମ୍ ଶ୍ରୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ ପୌରପାଳିକାର ପୌରଧ୍ୟକ୍ଷା ତନୟା ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ