Sign in
Sign in
Recover your password.
A password will be e-mailed to you.
ଧୋନୀଙ୍କ ଉପରେ ଜରିମାନା ଲଗାଇଲା ରାଞ୍ଚି ପୁଲିସ୍
ନୂଆଦିଲ୍ଲୀ: ଏମଏସ ଧୋନୀ ଆଇପିଏଲ ୨୦୨୬ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେ ଚେନ୍ନାଇରେ ସିଏସକେର ଶିବିରରେ ମଧ୍ୟ ଯୋଗ ଦେଉଛନ୍ତି। ସିଜିନ୍ ଆରମ୍ଭ ହେବା ପୂର୍ବରୁ ଏମଏସ ଧୋନୀଙ୍କୁ ଏକ ବଡ଼ ଝଟକା ଲାଗିଛି। ଦ୍ରୁତ ଗତିରେ ଗାଡି ଚଲାଇବା ମାମଲାରେ ରାଞ୍ଚି ପୁଲିସ୍ ଜରିମାନା ଲଗାଇଛି। ମୋଟର ଯାନ!-->…
ଇରାନୀୟ ଜାହାଜକୁ ଆକ୍ରମଣ: ୧୦୧ ନିଖୋଜ
ନୂଆଦିଲ୍ଲୀ: ଶ୍ରୀଲଙ୍କା ଉପକୂଳ ନିକଟରେ ଏକ ଇରାନୀୟ ଜାହାଜ ଉପରେ ଆକ୍ରମଣ ହୋଇଛି। ଏଥିରେ ଅତି କମରେ ୧୦୧ ଜଣ ନିଖୋଜ ହୋଇଥିବାବେଳେ ୭୮ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, ଏହା ଏକ ଇରାନୀ ଆଇଆରଆଇଏସ୍ ଡେନା, ଏକ ମାଉସ୍-କ୍ଲାସ୍ ଫ୍ରିଗେଟ୍ ଥିଲା।
ଯାହା ଭାରତର!-->!-->!-->…
ଆମେରିକା ଘାଟି ଉପରେ ୪୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କଲା ଇରାନ
ତେହେରାନ: ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆର୍ଜିସି) କେନ୍ଦ୍ରୀୟ ତେଲ୍ ଅବିଭ୍ରେ ଥିବା ହାକିରିଆ କମ୍ପ୍ଲେକ୍ସ ଉପରେ ସଫଳତାର ସହ ଆକ୍ରମଣ କରିଥିବା ଦାବି କରିଛି। ଏହାକୁ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍)ର ମୁଖ୍ୟ ସାମରିକ ମୁଖ୍ୟାଳୟ ଭାବରେ ବିବେଚନା!-->…
ଭାରତ, ଚୀନ୍ ଓ ରୁଷ ଭଳି ଉଦୀୟମାନ ଶକ୍ତିଙ୍କୁ ରୋକିବା ପାଇଁ ବିଶ୍ୱରେ ଯୁଦ୍ଧ ଉସୁକାଉଛି ଆମେରିକା
ତେହେରାନ: ଭାରତ, ଚୀନ୍ ଓ ରୁଷର ବିକାଶକୁ ବନ୍ଦ କରିବା ପାଇଁ ଆମେରିକା ଜାଣିଶୁଣି ବିଶ୍ୱ ବିବାଦକୁ ପ୍ରୋତ୍ସାହିତ କରୁଥିବା ଇରାନ ବଡ଼ ଅଭିଯୋଗ କରିଛି। ଶାନ୍ତି ପାଇଁ ନିଜର ଇଚ୍ଛା ପ୍ରକାଶ କରି, ତେହେରାନ ସମ୍ମାନଜନକ ଭାବରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛି କିନ୍ତୁ ଭବିଷ୍ୟତର ବିପଦ!-->…
ଖେମିନିଙ୍କୁ ହତ୍ୟା ପରେ ତାଙ୍କ ପୁଅକୁ ଧମକ ଦେଲା ଇସ୍ରାଏଲ
ଜେରୁସେଲମ: ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଜ୍ କହିଛନ୍ତି, ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ସ୍ଥାନରେ ଇରାନ ସରକାର ଦ୍ୱାରା ଚୟନ କରାଯାଇଥିବା ଯେକୌଣସି ନେତାଙ୍କୁ ନିପାତ କରିବା ସ୍ପଷ୍ଟ ଭାବରେ ଆମର ଟାର୍ଗେଟ ହେବ।ଇରାନର ବିଶେଷଜ୍ଞ ସଭା ପୂର୍ବତନ ସର୍ବୋଚ୍ଚ ନେତା!-->…
ମଧ୍ୟପ୍ରାଚ୍ୟ ଉତ୍ତେଜନା: ଭାରତ ପାଖରେ ୪୫ ଦିନର ତୈଳ ଗଚ୍ଛିତ, ମୂଲ୍ୟ ବୃଦ୍ଧି ନେଇ ବଢ଼ିଲା ଚିନ୍ତା
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଓ ହର୍ମୁଜ୍ ପ୍ରଣାଳୀର ପରିବହନ ମାର୍ଗର ସମ୍ଭାବ୍ୟ ବାଧା ଅଶୋଧିତ ତୈଳ ଯୋଗାଣ ସମ୍ପର୍କରେ ଚିନ୍ତା ବଢ଼ାଇଛି। ଯଦି ଏହି ସମୁଦ୍ର ପଥରେ ଯୋଗାଣ ବାଧାପ୍ରାପ୍ତ ହୁଏ, ତେବେ ବିଶ୍ଵ ଶକ୍ତି ବଜାରରେ ବଡ଼ ଅସ୍ଥିରତା ଦେଖାଦେଇପାରେ। ଭାରତ!-->…
ରାଜ୍ୟସଭା ଯାଇପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର: ଆସନ୍ତାକାଲି ଭରିପାରନ୍ତି ନାମାଙ୍କନ ?
ନୂଆଦିଲ୍ଲୀ: ବିହାର ରାଜନୀତିକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ରାଜ୍ୟସଭା ଯାଇପାରନ୍ତି ମୁଖ୍ୟମନ୍ତ୍ରୀ ଥିବା ନୀତୀଶ କୁମାର । ଆସନ୍ତା କାଲି ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରି ପାରନ୍ତି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ନୀତୀଶ ରାଜ୍ୟସଭା ଯିବା ନେଇ ନିଷ୍ପତ୍ତି!-->…
ହୃଦୟକୁ ହୃଦୟର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳ ରେ ରଙ୍ଗର ପର୍ବ ହୋଲି ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା l ରଙ୍ଗ, ଅବିର ଧରି ସେଲିବ୍ରେସନରେ ମାତିଥିଲେ ପିଲାଠୁ ବୁଢ଼ା ଓ ଯୁବକ ଯୁବତୀ ଏବଂ ମହିଳା। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତା।!-->…
ବିବାହର ୫ ଦିନପରେ ସ୍ବାମୀଙ୍କୁ ଛାଡି ପ୍ରେମିକ ସାଙ୍ଗରେ ଛୁ ମାରିଲା ସ୍ତ୍ରୀ
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣାକୁ ନେଇ ଓଡ଼ଗାଁ ଥାନାରେ ଏକ ନିଖୋଜ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ବିବାହ ପୂର୍ବରୁ ଝିଅଟି ତାର ପ୍ରେମିକକୁ ବିବାହ କରିବା ନିମନ୍ତେ ଘରେ ଜଣାଇବା ପରେ ଝିଅର ମା ଏହାକୁ ବିରୋଧ କରିଥିଲେ । ଏପରିକି ଠିକ୍ ହୋଇଥିବା!-->…
ସୋନପୁର ଅଗ୍ନିକାଣ୍ଡ, ଶିଶିର ରାୟଙ୍କ ପାଳ ଗଦା ସହିତ ଦୁଇଟି ବୋରୱେଲ ପୋଡି ପାଉଁଶ…
ଉମରକୋଟ /ରାଇଘର( ୪/୩/୨୦୨୬) ଓଡ଼ିଶାର ନବରଙ୍ଗପୁର ଜ଼ିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକର ସୋନପୁର ଡିଏନକେ ଗ୍ରାମରେ ଘଟିଥିବା ଏହି ଅଗ୍ନିକାଣ୍ଡ ଘଟଣା କେବଳ ଜଣେ ଚାଷୀଙ୍କ ବ୍ୟକ୍ତିଗତ ଦୁର୍ଘଟଣା ନୁହେଁ, ବରଂ ସମଗ୍ର ଅଞ୍ଚଳର କୃଷି ବ୍ୟବସ୍ଥା ପାଇଁ ଏକ ଗଭୀର ସତର୍କ ସଙ୍କେତ ଭାବେ ଦେଖାଯାଉଛି।!-->…