ଅଟକି ଯାଇଛି ଭିତରକନିକାର ଭିତ୍ତିଭୂମି ବିକାଶ: ୫ ବର୍ଷ ତଳେ ମଞ୍ଜୁର ହୋଇଥିଲା ୫୯ କୋଟି

ରାଜନଗର: ଭିତରକନିକା ଓଡ଼ିଶାର ପ୍ରଥମ ଜାତୀୟ ଉଦ୍ୟାନ। କିନ୍ତୁ ଅନ୍ୟ ପର୍ଯ୍ୟଟନସ୍ଥଳ ତୁଳନାରେ ଭିତରକନିକାର ବିକାଶ ପଛେଇ ଯାଇଛି। ଏହି ଜାତୀୟ ଉଦ୍ୟାନର ବିକାଶ ପାଇଁ ସରକାର ୫ବର୍ଷ ତଳୁ ଅର୍ଥ ଦେଇଥିବା ଘୋଷଣା କରିଥିଲେ ମଧ୍ୟ ଆଜିଯାଏଁ କାମ ଆରମ୍ଭ ହୋଇନି। ଭିତରକନିକାର ବିକାଶ ପାଇଁ ରାଜ୍ୟ…

ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ନବରଙ୍ଗପୁରର ତ୍ୟାଗ, କିନ୍ତୁ ଭାଗ୍ୟ ଫିଟିଲା କଳାହାଣ୍ଡିର; ପାଣି ବିନା ହାତବାନ୍ଧି ବସିଛି…

ନବରଙ୍ଗପୁର: ଯେଉଁମାନେ ନିଜର ପୁରୁଷ ପୁରୁଷର ଭିଟାମାଟି ଓ ସୁନା ଫଳୁଥିବା ଚାଷ ଜମିକୁ ପ୍ରକଳ୍ପ ପାଇଁ ଉତ୍ସର୍ଗ କରିଦେଲେ, ଆଜି ସେହିମାନେ ହିଁ ଅବହେଳିତ। ଇନ୍ଦ୍ରାବତୀ ନଦୀବନ୍ଧ ପ୍ରକଳ୍ପ ପାଇଁ ନବରଙ୍ଗପୁର ଜିଲ୍ଲାବାସୀ ବିସ୍ଥାପିତ ହେଲେ, କିନ୍ତୁ ଏହାର ସମସ୍ତ ସୁଫଳ ପଡ଼ୋଶୀ ଜିଲ୍ଲା…

ଯାଜପୁରରେ ନଦୀରେ ବୁଡ଼ିଗଲେ ଦୁଇ ଯୁବକ, ମହାନଦୀରେ ନାବାଳକ ମୃତ

ଯାଜପୁର/ବ୍ୟାସନଗର/କଟକ: ପବିତ୍ର ‘ହୋଲି’ ପର୍ବ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ଯାଜପୁର ଜିଲ୍ଲାରେ ୨ଜଣ ଏବଂ କଟକ ଜିଲ୍ଳାରେ ଜଣଙ୍କର ମୃତ୍ୟୁ ଘଟିଛି। ହୋଲି ଖେଳି ସାରି ନଦୀକୁ ଗାଧୋଇବାକୁ ଯାଇଥିବା ଯୁବକ ଏବଂ ନାବାଳକମାନେ ଅଘଟଣର ଶିକାର ହୋଇଛନ୍ତି।ଯାଜପୁର ଜିଲ୍ଲା…

ଭକ୍ତ-ଦିଲ୍ଲୀପ ବାର୍ତ୍ତାଳାପ

ଭୁବନେଶ୍ଵର: ପିସିସି ସଭାପତି ଭକ୍ତ ଦାସଙ୍କ ସହ କଥା ହେଲେ ଦିଲ୍ଲୀପ ରାୟ। ଫୋନରେ କଥା ହୋଇ କହିଛନ୍ତି ‘ସେ ମୋର ବନ୍ଧୁ; ଶେଷ ମୁହୂର୍ତ୍ତରେ କାହିଁକି ସ୍ୱାଧୀନ ପ୍ରାର୍ଥୀ ହେଲେ ଜାଣିନି । ମୁଁ ପୂର୍ବରୁ ତାଙ୍କୁ  ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀ ହେବାକୁ କହିଥିଲି । କିନ୍ତୁ ସିଏ କିଛି…

ରାଜନୀତି ରଙ୍ଗ ଭଲ: ମନମୋହନ

ଭୁବନେଶ୍ଵର : ଆଜି ହେଉଛି ରଙ୍ଗର ପର୍ବ ହୋଲି। ଏହି ଅବସରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ରାଜନୀତିର ରଙ୍ଗ ସବୁବେଳେ ଭଲ ଅଛି । ଓଡ଼ିଶା ସମୃଦ୍ଧ ହେଉ, ଏକ ନମ୍ୱର ରାଜ୍ୟ ହେଉ। ବିକଶିତ ଭାରତରେ ଓଡ଼ିଶାର ବଡ଼ ଯୋଗଦାନ ରହୁ। ହୋଲି ପରେ ଯେତେବେଳେ ରାଜନୀତି ହେବ ସେ କଥା…

ଜଳୁଛି ମାଉଣ୍ଟେନ୍‌ ପାହାଡ

କୋରାପୁଟ : ଆଜି ଅପରାହ୍ନରେ କୋରାପୁଟ ସହର ଉପକଣ୍ଠରେ ଥିବା ମାଉଣ୍ଟେନ ପାହାଡ଼ରେ ନିଆଁ ଲାଗିଯାଇଛି ।  କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ୩ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ଜଙ୍ଗଲ…

ବିଶୃଂଖଳ ଆଚରଣ ଓ ସେବାପୂଜାରେ ବିଳମ୍ବ ପାଇଁ ତିନି ସେବକଙ୍କୁ କୈଫିୟତ୍ ତଲବ

ପୁରୀ:ଗତ ୨୮ ଫେବୃଆରୀ ତାରିଖରେ ସେବାପୂଜାରେ ବିଳମ୍ବ, କର୍ତ୍ତବ୍ୟରତ ଅଧିକାରୀଙ୍କ ପ୍ରତି ଦୁର୍ବ୍ୟବହାର ଓ ବିଶୃଂଖଳ ଆଚରଣ ଅଭିଯୋଗରେ ତିନିଜଣ ସେବକଙ୍କୁ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ କୈଫିୟତ୍ ତଲବ କରିଛନ୍ତି।ଶ୍ରୀ ରାମକୃଷ୍ଣ ଖୁଣ୍ଟିଆ, ଅନ୍ୟ ଜଣେ ପାଳିଆ ଖୁଣ୍ଟିଆ ସେବକଙ୍କ ଖଟଣିଆ ଭାବେ…

ଯୁଦ୍ଧ ସଙ୍କଟରେ ଥିବା ଭାରତୀୟଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି, ୨୪ ଘଣ୍ଟା କାମ କରିବ ‘ସ୍ୱତନ୍ତ୍ର ନିୟନ୍ତ୍ରଣ…

ନୂଆଦିଲ୍ଲୀ: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ବୈଦେଶିକ ମନ୍ତ୍ରଣାଳୟ (MEA) ଭାରତୀୟ ନାଗରିକଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ସ୍ଥାପନ କରିଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସୱାଲ ଏକ୍ସ ରେ ଏହି ସୂଚନା ଦେଇଛନ୍ତି। ଫସି…

ମହାରାଷ୍ଟ୍ର ପାଇଁ ବିଜେପି ପକ୍ଷରୁ ୪ ରାଜ୍ୟସଭା ପ୍ରାର୍ଥୀ

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ବିହାର ପରେ, ବିଜେପି ଏବେ ମହାରାଷ୍ଟ୍ରରୁ ରାଜ୍ୟସଭାରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ବିଜେପି ରାଜ୍ୟସଭା ପାଇଁ ୪ ଜଣ ପ୍ରାର୍ଥୀଙ୍କୁ ମନୋନୀତ କରିଛି। ରାମଦାସ…

ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ ଖାମେନେଇ?

ନୂଆଦିଲ୍ଲୀ: ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ହୋଇଥିବା ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମନେଇଙ୍କ ମୃତ୍ୟୁ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ସେ କହିଛନ୍ତି, ‘ସେ ମୋତେ ଶେଷ କରିବା ପୂର୍ବରୁ, ମୁଁ ପ୍ରଥମେ ତାଙ୍କୁ ଶେଷ…