Sign in
Sign in
Recover your password.
A password will be e-mailed to you.
ଧଉଳି ଗଣଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତ ସତ୍ୟପ୍ରକାଶ ହାତୀର କ୍ରାଇମ ସିନ୍ ରିକ୍ରିଏସନ୍
ଭୁବନେଶ୍ବର : ସତ୍ୟପ୍ରକାଶ ହାତୀର କ୍ରାଇମ ସିନ୍ ରିକ୍ରିଏସନ୍ । ଭୁବନେଶ୍ବର ଧଉଳି ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ସତ୍ୟପ୍ରକାଶ ହାତୀକୁ କ୍ରାଇମସ୍ପଟକୁ ନେଇ କ୍ରାଇମ ସିନ ରିକ୍ରିଏସନ କରିଛି କମିଶନରେଟ ପୋଲିସ । ଘଟଣା ପରଠୁ ଫେରାର ଥିଲା ମୁଖ୍ୟ ଅଭିଯୁକ୍ତ!-->…
ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ, ଜଣେ ଅଟକ
ମାଲକାନଗିରି : ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା ଅଭିଯୋଗ । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଉସ୍ମାପଲ୍ଲୀ ଗାଁରେ ଗୁଣି ସନ୍ଦେହରୁ ବର୍ବରକାଣ୍ଡ । ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରିଛି ଦୁର୍ବୃତ୍ତ । ପୋଟେରୁ ଫାଣ୍ଡିରେ ଅଭିଯୋଗ ପରେ!-->…
୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲେଡି IIC
ଲକ୍ଷ୍ମୀପୁର : ଭିଜିଲାନ୍ସ ଜାଲରେ ଲେଡି IIC । ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା IIC ସୁକୁମା ହାଁସଦା । ୨୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ । କେସ୍ ଡାଏରୀ ଦାଖଲ ପାଇଁ ନେଉଥିଲେ ଲାଞ୍ଚ । ଜୟପୁର ଭିଜିଲାନ୍ସ DSPଙ୍କ ନେତୃତ୍ବରେ ଥାନା ଓ ଘରେ!-->…
ଭଡ଼ା ଟଙ୍କା ମାଗିବାରୁ ଘର ମାଲିକାଣୀଙ୍କ ଜୀବନ ନେଲେ ଭଡ଼ାଟିଆ,
ଉତ୍ତର ପ୍ରଦେଶ: ଭଡ଼ା ଟଙ୍କା ମାଗିବାକୁ ଯାଇଥିଲେ ଯେ ଭଡ଼ାଟିଆଙ୍କ ହାତରେ ମାଲିକାଣୀଙ୍କ ଜୀବନ ଗଲା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ପୁରା ସତ । ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାରୁ ଆସିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ନନ୍ଦଗ୍ରାମ ପୋଲିସ ଷ୍ଟେସନ ଅଞ୍ଚଳର ରାଜନଗର!-->…
ଦୁର୍ଘଟଣାରେ ଦାଦା, ପୁତୁରା ମୃତ
ଚାନ୍ଦବାଲି : ଦୁର୍ଘଟଣାରେ ଦାଦାପୁତୁରା ମୃତ । ଏକାସାଙ୍ଗରେ ଚାଲିଗଲା ଦାଦା ଓ ପୁତୁରାଙ୍କ ଜୀବନ । ଭଦ୍ରକ ଜିଲ୍ଲା ବାଂଶଡା ଧାମରା ମୁଖ୍ୟ ରାସ୍ତାର ଗୁଆଁଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଉଭୟଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା!-->…
ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର ଆମ୍ବୁଲାନ୍ସ କରିଡର: ପୃଥ୍ବୀରାଜ ହରିଚନ୍ଦନ
ଭୁବନେଶ୍ୱର: ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର ଆମ୍ବୁଲାନ୍ସ କରିଡର। ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ନିଷ୍ପତ୍ତି ନେଇ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା। ଖଣ୍ଡଗିରିରୁ କଳିଙ୍ଗନଗର ଯାଏ ୩ ଲେନ ସର୍ଭିସ ରୋଡ ପାଇଁ ନିଷ୍ପତ୍ତି ହୋଇଛି। ଏହା ମଧ୍ୟରୁ ଗୋଟିଏ ଲେନ୍ ଆମ୍ବୁଲାନ୍ସ ପାଇଁ ରିଜର୍ଭ!-->…
୨୦ ହଜାର ଟଙ୍କାରେ କରିପାରିବେ ଆପାର୍ଟମେଣ୍ଟର କମନ୍ ଏରିଆ ରେଜିଷ୍ଟ୍ରେସନ୍
ଭୁବନେଶ୍ୱର: ଆଉ ଚଳିବନି ବିଲ୍ଡରଙ୍କ ମନମାନି। ସହଜ ହେଲା ଆପାର୍ଟମେଣ୍ଟ କମନ ଏରିଆ ପଞ୍ଜିକରଣ। ଆପାର୍ଟମେଣ୍ଟର କମନ ଏରିଆ ବା ସର୍ବସାଧାରଣ ଅଞ୍ଚଳ ପଞ୍ଜିକରଣକୁ ନେଇ ଉପୁଜିଥିବା ଦ୍ବନ୍ଦ୍ବ ଦୂର ହୋଇଛି। ରାଜ୍ୟ ସରକାର ଏହି ପଞ୍ଜିକରଣକୁ ସହଜ କରିଛନ୍ତି। ରିଅଲ ଇଷ୍ଟେଟ ପ୍ରକଳ୍ପର ସମ୍ପୂର୍ଣ୍ଣ!-->…
ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିହତ
ମାଲକାନଗିରି : ଟଳିପଡିଲେ ୩ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲା ଗୋଲାପାଲ୍ଲୀ ଜଙ୍ଗଲରେ ପୋଲିସ ମାଓବାଦୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା । ମାଓ କ୍ୟାମ୍ପରେ ଶତାଧିକ ମାଓବାଦୀ ଲୁଚି ରହି ସୁରକ୍ଷାକର୍ମୀଙ୍କୁ!-->…
ଡିସେମ୍ବର ୨୫ରୁ ଶରଣକୁଳ ସର୍ବ ଭାରତୀୟ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ…
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ନାରାୟଣ ହାଇସ୍କୁଲ ଖେଳ ପଡ଼ିଆରେ ଶରଣକୁଳ ସ୍ପୋର୍ଟସ ଆସୋସିଏସନ୍ ଆନୁକୁଲ୍ୟରେ ଡିସେମ୍ବର ୨୫ ତାରିଖରୁ ଶରଣକୁଳ ସର୍ବ ଭାରତ ସ୍ତରୀୟ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ - ୨୦୨୫ ଅନୁଷ୍ଠିତ ହେବ । ୨୫ ତାରିଖ ଉଦ୍ଘାଟନୀ ମ୍ୟାଚରେ ଛତିଶଗଡ ରାଇପୁର!-->…
ଗଞ୍ଜାମ ଜିଲ୍ଲା ରେ ବେଆଇନ ବାଲିଘାଟ ଉପରେ ଚଢ଼ାଉ କେବେ..? : ଆସିକା ଆଲିପୁର,ପଥରା ବେଆଇନ ବାଲି ଘାଟରୁ ପ୍ରଶାସନ ନାଁ…
ମାଫିଆ ମାନଙ୍କ ହାତରେ ହେଉଛି ବଟି ଆଦାୟ….! ପ୍ରଶାସନ ସବୁ ଦେଖି ସବୁ ଜାଣି ନୀରବ..
କୁଆଡେ ଗଲା ପୋଲିସ ର ଅପରେସନ ଧର ପଗଡ଼..??
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ମାଳ ମାଳ ବେଆଇନ ବାଲି ଘାଟ ପ୍ରଶାସନ ସବୁ ଜାଣି ନୀରବ କାହିଁକି ବୋଲି ସାଧାରଣ ରେ ପ୍ରଶ୍ନ ଉଠିଲାଣି l ଖଣି ବିଭାଗ!-->!-->!-->!-->!-->!-->!-->…