Sign in
Sign in
Recover your password.
A password will be e-mailed to you.
ନିୟନ୍ତ୍ରଣ ହରାଇ କୂଅରେ ପଡିଲା ବୋଲେରୋ : ୩ ମୃତ, ଜଣେ ନିଖୋଜ
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଛିନ୍ଦବାଡା ଜିଲ୍ଲାରେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଏପରି ଘଟଣା ଗତକାଲି ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା । ବେତୁଲ ରାଜପଥରେ ଏକ ଚାରିଚକିଆ ଗାଡ଼ି ନିୟନ୍ତ୍ରଣ ହରାଇ କୂଅରେ ପଡିଯାଇଥିଲା । ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ଏପର୍ଯ୍ୟନ୍ତ!-->…
କେନ୍ଦ୍ରମନ୍ତ୍ରୀ ରାମନାଥ ଠାକୁର ଅସୁସ୍ଥ, ଆଇସିୟୁରେ କରାଗଲା ଭର୍ତ୍ତି
ବିହାର : ବିହାର ବିଧାନସଭା ନିର୍ବାଚନ ୨୦୨୫କୁ ନେଇ ରାଜନୀତି ସରଗରମ ରହିଛି । ବିଜେପି ଏନଡିଏ ଗଠବନ୍ଧନ ଏବଂ ତେଜସ୍ବୀଙ୍କ ନେତୃତ୍ୱରେ ମହାଗଠବନ୍ଧନ ସିଟ୍ ଭାଗ ବଣ୍ଟାକୁ ନେଇ ଲଗାତାର ବୈଠକ ହେଉଛି। ଏହାରି ଭିତରେ ବିହାରର କେନ୍ଦ୍ରମନ୍ତ୍ରୀ ଏବଂ ଉଦୟୁର ରାଜ୍ୟସଭା ସାଂସଦ ରାମନାଥ!-->…
ଉଧମପୁରରେ ସେନା-ଆତଙ୍କୀ ଗୁଳି ବିନିମୟ, ଜଣେ ଯବାନ ସହିଦ
ଜମ୍ମୁ କଶ୍ମୀର : ଜମ୍ମୁ ଓ କଶ୍ମୀରର ଉଧମପୁର ଜିଲ୍ଲାରେ ଗୁଳିବିନିମୟରେ ଜଣେ ସେନା ଯବାନ ସହିଦ ହୋଇଛନ୍ତି । ଏହି ଗୁଳିବିନିମୟରେ ତିନିରୁ ଚାରି ଜଣ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ଏନକାଉଣ୍ଟରରେ ଫସି ରହିଥିବା ଅନୁମାନ କରାଯାଉଛି । ସେହିପରି କିସ୍ତୱାରରେ ଆଉ ଏକ ଗୁଳିବିନିମୟ ହୋଇଥିଲା ।
!-->!-->…
୨୦୨୭ରେ ଆରମ୍ଭ ହେବ ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍
ମୁମ୍ବାଇ : ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଆଜି ଦିନ ଶେଷ ହୋଇଛି । ଶିଲଫାଟା ଏବଂ ଘନସୋଲି ମଧ୍ୟରେ ୪.୮୮ କିଲୋମିଟର ଲମ୍ବର ଏକ ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟ ସମାପ୍ତ!-->…
ଦୁର୍ଘଟଣାରେ ପ୍ରାଣ ହରାଇଲେ ବଲିଉଡ ଗାୟକ ଜୁବିନ ଗର୍ଗ
ମୁମ୍ବଇ: ସିଙ୍ଗାପୁରରେ ସ୍କୁବା ଡାଇଭିଂ କରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଲିଉଡର ଲୋକପ୍ରିୟ ପ୍ରଚ୍ଛଦପଟ ଗାୟକ ଜୁବିନ ଗର୍ଗ ପ୍ରାଣ ହରାଇଥିବା ଜଣାପଡିଛି। ଆସନ୍ତା ୨୦ ଓ ୨୧ରେ ଅନୁଷ୍ଠିତ ହେବାକୁ ଥିବା ‘ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲ’ରେ ଅଂଶଗ୍ରହଣ କରିବାକୁ ୫୨ ବର୍ଷୀୟ ଜୁବିନ!-->…
ଏଚ୍-୧ବି ଭିସା ହେଲା ମହଙ୍ଗା
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ନୂଆ ଏଚ୍-୧ବି ଭିସା ଆବେଦନ ଉପରେ ୧୦ହଜାର ଡଲାରର ଶୁଳ୍କ ଲାଗୁ କରିବା ପାଇଁ ଏକ ଘୋଷଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ଯାହାର ଅର୍ଥ ହେଉଛି ଭାରତୀୟମାନଙ୍କୁ ଏବେ ଭିସା ପାଇଁ ଆବେଦନ କରିବାକୁ ହେଲେ ୮୮ଲକ୍ଷ ଟଙ୍କା ଖୁର୍ଚ୍ଚ!-->…
ଭାରତ-ଆମେରିକା ବାଣିଜ୍ୟିକ ରାଜିନାମା: ଟ୍ରମ୍ପଙ୍କ ସହ ଆଲୋଚନା ପାଇଁ ଆମେରିକା ଯିବେ ପିୟୁଷ ଗୋୟଲ!
ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଦ୍ଵିପାକ୍ଷିକ ବାଣିଜ୍ୟିକ ରାଜିନାମାକୁ ନେଇ ଆଶା ବଳବତ୍ତର ରହିଛି। ରାଜିନାମା ଲାଗି ଟ୍ରମ୍ପ ପ୍ରଶାସନ ସହିତ ଆଲୋଚନା ପାଇଁ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ଖୁବଶୀଘ୍ର ଆମେରିକା ଗସ୍ତ କରିବେ ବୋଲି ସୂଚନା ମିଳିଛି। ଏକ!-->…
ସୋମବାର ଯାଏ ଗୃହକୁ ମୁଲତବି ରଖିଲେ ବାଚସ୍ପତି
ଭୁବନେଶ୍ୱର : ଆଜି ବି ବିଧାନସଭା ହୁଲସ୍ତୁଲ । ସାରର ଅଭାବ ଓ କଳାବଜାରୀ ପ୍ରସଙ୍ଗରେ ତାତିଲା ଗୃହ । ବିରୋଧୀ ବିଜେଡି ବିଧାୟକଙ୍କ ପ୍ରବଳ ହୋହଲ୍ଲା । ବାଚସ୍ପତିଙ୍କ ପୋଡିୟମ ଆଗରେ ବିଜେଡି ବିଧାୟକମାନେ ନାରାବାଜି କରିଥିଲେ । ଫଳରେ ଗୃହ ଚାଲିପାରିନଥିଲା । ଅଚଳାବସ୍ଥା!-->…
ଶ୍ରୀମନ୍ଦିର ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ; ଏମାର ମଠ ରୁପା ଇଟା ସ୍ଥାନାନ୍ତର ପ୍ରସ୍ତାବ
ପୁରୀ : ଆଜି ପୁରୀରେ ଶ୍ରୀମନ୍ଦିର ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଜାରି ରହିଛି। ରତ୍ନଭଣ୍ଡାର ମରାମତି ସରିଥିବାରୁ ଏମାର ମଠରୁ ବାହାରିଥିବା ରୁପା!-->…
ରାସ୍ତା ମଝିରେ ଅଚଳ ହେଲା ଆମ୍ବୁଲାନ୍ସ, ଛଟପଟ ରୋଗୀ
ପାଟଣାଗଡ: ରାସ୍ତା ମଝିରେ ଅଚଳ ଆମ୍ବୁଲାନ୍ସ। ରୋଗୀ ନେଇ ଯାଉଥିବାବେଳେ ଅଧା ବାଟରେ ଆମ୍ବୁଲାନ୍ସଟି ଅଚଳ ହୋଇପଡିଛି। ବଲାଙ୍ଗୀର ଜିଲ୍ଲା ବେଲପଡା ଅଞ୍ଚଳର ବିଷ୍ଣୁ ବୁଡେକ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ!-->…