Sign in
Sign in
Recover your password.
A password will be e-mailed to you.
୩ ମାସ ଭିତରେ ୫ହଜାର ନର୍ସିଂ ପଦବୀ ପୂରଣ ହେବ : ସ୍ୱାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ୱର : ୩ ମାସ ଭିତରେ ପୂରଣ ହେବ ୫ହଜାର ନର୍ସିଂ ପଦବୀ । ଖୁବଶ୍ରୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି । ଏହା ସହ ମେଡିକାଲ କ୍ଷେତ୍ରରେ ଅନ୍ୟ ୫ହଜାର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ମେଡିକାଲ କ୍ଷେତ୍ରକୁ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ପ୍ରୟାସରତ ବୋଲି କହିଛନ୍ତି!-->…
ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି : ୯୬ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି
ଭୁବନେଶ୍ୱର : ୯୬ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି । ଆଜି ଭୁବନେଶ୍ୱରରେ ଅଭିଯୋଗ ଶୁଣାଣି ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ୧୮ ତମ ଅଭିଯୋଗ ଶୁଣାଣି ହୋଇଥିଲା । ଯେଉଁଥିରେ ୬୦୦ରୁ ଅଧିକ ଅଭିଯୋଗ ଗ୍ରହଣ କରାଯାଇଛି । ଏହା ପୂର୍ବରୁ ୧୬ ହଜାର ୬୦୦ ଟି!-->…
ଏଣିକି କେବଳ ଇଭି ଯାନ କିଣିବେ ରାଜ୍ୟ ସରକାର
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ନୂଆ ନିର୍ଦ୍ଦେଶନାମା । ଆଜି ଠାରୁ କେବଳ କିଣାହେବ ଇଭି ଯାନ। ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ତେଲ ଦର ଆକାଶଛୁଆଁ ହେବାରେ ଲାଗିଛି। ଏହାର ସିଧାସଳଖ ପ୍ରଭାବ ରାଜ୍ୟର ରାଜକୋଷ ଉପରେ ପଡ଼ିବାକୁ ଯାଉଛି। ଏହି ଇନ୍ଧନ ସଙ୍କଟର ମୁକାବିଲା କରିବା ପାଇଁ ଓଡ଼ିଶା!-->…
ଧାରଣା ବେଳେ ବିଷ ପିଇ ଜୀବନ ହାରିବାକୁ ଉଦ୍ୟମ କଲେ ଦୁଇ ମହିଳା
ଭୁବନେଶ୍ୱର : ଲୋୟର ପିଏମଜିରେ ଚାଞ୍ଚଲ୍ୟ । ଧାରଣା ବେଳେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ଦୁଇ ମହିଳା। ବାଣପୁର ଅଞ୍ଚଳର ବିଜ୍ଞାନୀ ପଣ୍ଡା ଓ ମାନସୀ ବେହେରା ନିଜ ସମସ୍ୟାର ସମାଧାନ ଦାବିରେ ଗତକାଲି ଲୋୟର ପିଏମଜିରେ ଧାରଣା ଦେଇଥିଲେ ।
ଅଭିଯୋଗ ଅନୁସାରେ, ପୂର୍ବରୁ ବାଣପୁର ଥାନାରେ!-->!-->!-->…
ମଣିଷକୁ ଖାଇଗଲା ବାଘ, ଜଙ୍ଗଲରେ ପଡ଼ିଛି କ୍ଷତାକ୍ତ ଗୋଡ଼
କରଞ୍ଜିଆ: ମଣିଷକୁ ଖାଇଗଲା ମହାବଳ। ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅଧୀନ କୁମୁଡାବାଡ଼ି ଗାଁ ରାଜାମ୍ ସାହି ନିକଟ ଜଙ୍ଗଲରେ ପଡ଼ିଛି ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ଗୋଡ଼ । ମଣିଷର ଅଧା ଦେହକୁ ଖାଇ ବାଘ ଚାଲିଯାଇଥିବା ପାରିପାର୍ଶ୍ଵିକ ସ୍ଥିତିରୁ ସନ୍ଦେହ କରାଯାଉଛି । ମୃତ!-->…
ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଆଜିଠୁ ୮ ତାରିଖ ପର୍ଯ୍ୟନ୍ତ ନାମାଙ୍କନ
ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ବିଧାନସଭାରେ ନୋଟିସ ବୋର୍ଡରେ ଲାଗିଲା ବିଜ୍ଞପ୍ତି । ଆଜିଠାରୁ ୮ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ୯ ତାରିଖ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ୧୧ ତାରିଖ ପ୍ରାର୍ଥୀପତ୍ର!-->…
କଟକ ମାଛ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ
କଟକ: କଟକ ପ୍ରେସଛକ ମାଛ ମାର୍କେଟ ଜଳିଗଲା । ରାତି ପ୍ରାୟ ୩ଟା ବେଳେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ପ୍ରେସଛକରେ ଥିବା ମାଛ ମାର୍କେଟ ପୋଡ଼ି ପାଉଁଶ ହୋଇଛି । ପାଖାପାଖି ୩୦ରୁ ଅଧିକ ଦୋକାନ ପୋଡ଼ିଯାଇଛି । ମାଛ ମାର୍କେଟ୍ ନିକଟସ୍ଥ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ମଧ୍ୟ!-->…
ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବ କମିଟି ବୈଠକ, ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟ
ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟକୁ ମୋହର । ରଥଯାତ୍ରା ସହ ସ୍ନାନଯାତ୍ରା,ବାହୁଡ଼ା ଯାତ୍ରା ପାଇଁ ବି ନୀତି ନିର୍ଘଣ୍ଟକୁ ମୋହର । ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବ କମିଟି ବୈଠକରେ ମୋହର ବାଜିଛି । ସଅଳ ଦ୍ୱାର ଫିଟା ଓ ଭୋରରୁ ମଙ୍ଗଳ ଆଳତି ଉପରେ ଗୁରୁତ୍ବ!-->…
ହାତୀକୁ ମାରି ପୋତି ଦେଲେ ଫାର୍ମ ହାଉସ୍ ମାଲିକ !
ଅନୁଗୁଳ : ଫାର୍ମ ହାଉସରେ ମାରି ପୋତି ଦିଆଯାଇଛି କି ହାତୀ ? ସାଇଣ୍ଟିଫିକ୍ ଟିମ୍ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସତ ବାହାର କରିବ ହିନ୍ଦୋଳ ବନବିଭାଗ । ହାତୀ ମାରି ପୋତିଦେବା ଘଟଣାରେ ଫାର୍ମ ମାଲିକ ପ୍ରମୋଦ କୁମାର ରାଜଙ୍କ ସମେତ ୩ ଜଣଙ୍କୁ ଅଟକ ରଖିବା ସହ ଜେସିବି ଜବତ କରିଛି ବନ!-->…
ଥାନାରେ ପୁଣି ଥାର୍ଡଡିଗ୍ରୀ, ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ
ବ୍ରହ୍ମପୁର : ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଥାନାରେ ଯୁବକଙ୍କୁ ପିଟି ପିଟି ମାରିଦେଲେ । ଏଭଳି ଏକ ସାଂଘାତିକ୍ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପୋଲିସ୍ ବିରୋଧରେ । ମୃତ ଯୁବକ ହେଲେ ସୁଶାନ୍ତ କୁମାର ସାହୁ । ଯୁବକକୁ କୌଣସି ଏକ ମାମଲାର ତଦନ୍ତ!-->…