ନିଶା ମାଫିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ; କହିଲେ “ସୁଧୁର, ନଚେତ୍ ହେବ ବୁଲଡୋଜର ଆକ୍ସନ୍ ’

ଭୁବନେଶ୍ୱର: ‘ନିଶାମୁକ୍ତ ଯୁବ – ବିକଶିତ ଭାରତ ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ ଅବସରରେ ଓଡ଼ିଶାକୁ ଏକ ସମ୍ପୂର୍ଣ୍ଣ ନିଶାମୁକ୍ତ ରାଜ୍ୟ ଭାବେ ଗଢ଼ିତୋଳିବାକୁ ରାଜ୍ୟ ସରକାର ଦୃଢ଼ ସଂକଳ୍ପ ଗ୍ରହଣ କରିଛନ୍ତି। କଳିଙ୍ଗ ଷ୍ଟାଡିୟମ ଠାରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ

ବନ୍ୟା ସ୍ଥିତି ଯୋଗୁଁ ବଢ଼ିଲା ପ୍ରଥମ ପର୍ଯ୍ୟାୟ UG ଆଡମିସନ୍ ପ୍ରକ୍ରିୟା ସମୟସୀମା

ଭୁବନେଶ୍ୱର: ସାରା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଥିବାରୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଛାତ୍ର ଏକାଡେମିକ୍ ପରିଚାଳନା ପ୍ରଣାଳୀ (SAMS) ଅଧୀନରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଚାଲିଥିବା ପ୍ରଥମ ପର୍ଯ୍ୟାୟ UG ଆଡମିସନ୍ ପ୍ରକ୍ରିୟାର ଶେଷ ତାରିଖ ବୃଦ୍ଧି କରିଛି। ଲଗାତାର

ବେଆଇନ ବାଲି ଗଦା ଉପରେ ଖଣିବିଭାଗ, ରାଜସ୍ୱ, ଏବଂ ପୋଲିସ ର ମିଳିତ ଚଢ଼ାଉ ୧୨ଟି ୧୬ଚକିଆ ହାଇବା ଥାନାରେ ଅଟକ…

ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ ସଲଙ୍ଗାବାହାଲ ଅଞ୍ଚଳରେ ଚାଲିଥିବା ବେଆଇନ ବାଲି ଚୋରାଚାଲାଣ ଉପରେ ପ୍ରଶାସନ ପକ୍ଷରୁ କୋଡ଼ାପ୍ରହାର କରାଯାଇଛି। ଆଜି ଖଣି ବିଭାଗ, ରାଜସ୍ୱ ବିଭାଗ ଏବଂ ପୋଲିସର ମିଳିତ ଟିମ୍‌ ବେଆଇନ ବାଲି ଗଦା ଉପରେ ଚଢ଼ାଉ କରି ବାଲି ବୋଝେଇ ୧୨ଟି

ରାଜ୍ୟ ମନ୍ତ୍ରିମଣ୍ଡଳର ୪୫ତମ କ୍ୟାବିନେଟ ବୈଠକ, ୧୧ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ବର : ଆଜି ରାଜ୍ୟ ମନ୍ତ୍ରିମଣ୍ଡଳର ୪୫ତମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬ଟି ବିଭାଗର ୧୧ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଶାସନ ସଚିବ ଅନୁ

ଆଣ୍ଟି ପେପର ଲିକ୍ ସଂଶୋଧନ ବିଲ୍ କୁ ରାଷ୍ଟ୍ରପତିଙ୍କ ସମ୍ମତି

ନୂଆଦିଲ୍ଲୀ : ଆଣ୍ଟି ପେପର ଲିକ୍ ସଂଶୋଧନ ବିଲ୍ ଏହି ସପ୍ତାହରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଛି । ରାଷ୍ଟ୍ରପତିଙ୍କ ସମ୍ମତି ସହିତ, ଏହା ଏବେ ଆଇନରେ ପରିଣତ ହୋଇଛି। ନୂତନ ଆଇନ ଅନୁଯାୟୀ, ପେପର ଲିକ୍ ପାଇଁ ଦାୟୀ ବ୍ୟକ୍ତିମାନେ ତିନି ମାସ ମଧ୍ୟରେ ଦଣ୍ଡ

ଜିଲ୍ଲାପାଳଙ୍କ ବାସ ଭବନ ସମ୍ମୁଖ ଗୁରୁପ୍ରିୟା ବାଳିକା ଛାତ୍ରାବାସରେ ଅବ୍ୟବସ୍ଥା, ଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ,…

ମାଲକାନଗିରି, ୧ ଅଗଷ୍ଟ : ଜିଲ୍ଲାପାଳଙ୍କ ବାସ ଭବନ ସମ୍ମୁଖରେ ଥିବା ଗୁରୁପ୍ରିୟା ବାଳିକା ଛାତ୍ରାବାସରେ ଗତ ତିନି ଦିନ ଧରି ପ୍ରଶାସନିକ ଅବ୍ୟବସ୍ଥା ଚାଲିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଛାତ୍ରାବାସର ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ପ୍ରସୂତି ଛୁଟିରେ ଥିବାବେଳେ ତାଙ୍କ ସ୍ଥାନରେ ଅନ୍ୟ

ବିଜୟନଗରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ବିଶାଖାପାଟଣା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାର ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରିଛନ୍ତି। ଏହି ବିମାନବନ୍ଦରର ନିର୍ମାଣ ପାଇଁ ପ୍ରାୟ ୫,୦୦୦ କୋଟି ଖର୍ଚ୍ଚ ହୋଇଛି। ଆନ୍ଧ୍ରପ୍ରଦେଶ ସରକାର ଏହି

ଆତଙ୍କୀଙ୍କ ଟାର୍ଗେଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, ଟ୍ରାକ କରୁଥିଲା ଜୈଶ-ଏ-ମହମ୍ମଦ ଅପରେଟିଭ୍

କୋଲକାତା : ଆତଙ୍କୀଙ୍କ ଟାର୍ଗେଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଶୁଭେନ୍ଦୁ ଅଧିକାରୀଙ୍କୁ ଟ୍ରାକ କରୁଥିଲା ଜୈଶ-ଏ-ମହମ୍ମଦ ଅପରେଟିଭ୍। ଆତଙ୍କୀ ଲିଙ୍କରେ ପଶ୍ଚିମବଙ୍ଗ STF ଦ୍ୱାରା୨୪ ବର୍ଷୀୟ ଯୁବକ ହମିମ୍ ମଣ୍ଡଳ ଗିରଫ। ଜୈଶ-ଏ-ମହମ୍ମଦ ସଙ୍ଗଠନ ସହ ରହି ଶୁଭେନ୍ଦୁଙ୍କ ଗତିବିଧିକୁ

କେରଳରେ ଭୂସ୍ଖଳନ: ୩ ମୃତ, ରେଡ୍ ଆଲର୍ଟ ଜାରି

କେରଳ : କେରଳରେ ଲଗାତାର ହେଉଥିବା ପ୍ରବଳ ବର୍ଷା ଯୋଗୁଁ ଅନେକ ଜିଲ୍ଲାରେ ସ୍ଥିତି ଭୟଙ୍କର ରହିଛି । କେରଳରେ ମୌସୁମୀ ଭୟଙ୍କର ରୂପ ଦେଖାଇବା ଆରମ୍ଭ କରିଛି । ପ୍ରବଳ ବର୍ଷା ଯୋଗୁଁ ମଧ୍ୟ କେରଳର ଅନେକ ଜିଲ୍ଲାରେ ବନ୍ୟା ଏବଂ ଭୂସ୍ଖଳନର ଘଟଣା ଦେଖିବାକୁ ମିଳୁଛି । ଏହାଯୋଗୁଁ ଏପର୍ଯ୍ୟନ୍ତ

ଜମ୍ମୁ ଓ କାଶ୍ମୀରରେ ଆତଙ୍କୀ ଆକ୍ରମଣ, ୨ ଶ୍ରମିକ ମୃତ

ଜମ୍ମୁ ଓ କାଶ୍ମୀର : ଶୁକ୍ରବାର ସନ୍ଧ୍ୟାରେ ଜମ୍ମୁ ଓ କାଶ୍ମୀରର କୁଲଗାମରେ ଶ୍ରମିକମାନଙ୍କ ଉପରେ ଆତଙ୍କୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଛତିଶଗଡ଼ର ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।ଏହି ଘଟଣାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ଦୁଃଖ ପ୍ରକାଶ କରି