OSSC ଅଫିସ ଘେରିଲେ LTR ଆଶାୟୀ ସଂସ୍କୃତ ଶିକ୍ଷକ, ରେଜଲ୍ଟ ବାହାର କରି ତୁରନ୍ତ ନିଯୁକ୍ତି ଦାବି

ଭୁବନେଶ୍ବର : ଭୁବନେଶ୍ବର OSSC କାର୍ଯ୍ୟାଳୟ ଘେରାଉ କଲେ LTR ଆଶାୟୀ ସଂସ୍କୃତ ଶିକ୍ଷକ। ତୁରନ୍ତ ରେଜଲ୍ଟ ବାହାର କରି ନିଯୁକ୍ତି ଦେବାକୁ ଦାବି କରିଛନ୍ତି । ନଚେତ୍ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି । ଗତ ମେ ୧୭ ତାରିଖରେ ୭୨୯ ଲିଭ୍ ଟ୍ରେନିଂ ରିଜର୍ଭ ଟିଚର-LTR ପାଇଁ ୫ହଜାର

ହାଇୱା ଧକ୍କାରେ ଛାତ୍ର ମୃତ, କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ

ଯାଜପୁର: ହାଇୱା ଧକ୍କାରେ ଚାଲିଗଲା ଛାତ୍ରଙ୍କ ଜୀବନ, କ୍ଷତି ପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ । ହାଇୱା ଧକ୍କାରେ ଚାଲିଗଲା ଛାତ୍ରଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନାକପୋଲ-ପାଖର ରାସ୍ତାର ତେଲୋର ନିକଟରେ । ମୃତ ଛାତ୍ର ଜଣକ

ସର୍ଭର ଡାଉନ: RI ଅମିନ ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ

ଭୁବନେଶ୍ୱର : ଆଜି ଆରଆଇ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ସର୍ଭର ଡାଉନ । ଫଳରେ ଅନେକ ସ୍ଥାନରେ ପରୀକ୍ଷା ଦେଇ ପାରିନାହାଁନ୍ତି ଆଶାୟୀ । ରାଜ୍ୟରେ ୮୫ରୁ ଅଧିକ ସ୍ଥାନରେ ଆରଆଇ ପରୀକ୍ଷା ହେଉଥିବା ବେଳେ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଏଭଳି ବିଭ୍ରାଟ ଦେଖାଦେଇଛି । ପ୍ରଥମ ସିଟିଂ ଆରମ୍ଭ ହେବା

ଘାଟିରେ ଜଳିଗଲା ବସ୍, ବର୍ତ୍ତିଲେ ଯାତ୍ରୀ

ସେମିଳିଗୁଡା: କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତ ସାଲୁର୍‌ ଘାଟିରେ ଗୁରୁବାର ସକାଳେ ଓଡିଶା ରାଜ୍ୟ ସଡକ ପରିବହନ ନିଗମ(ଓଏସଆରଟିସି) ବସ ନିଆଁ ଲାଗି ଜଳିଯାଇଛି। ତେବେ ଯାତ୍ରୀମାନେ ତୁରନ୍ତ ବସରୁ ଓହ୍ଲାଇଯିବାରୁ ବଡ଼ ଅଘଟଣରୁ ବର୍ତ୍ତି ଯାଇଥିଲେ। ଉଭୟ ରାଜ୍ୟ ପାର୍ଶରୁ ଆସୁଥିବା ସମସ୍ତ

ଲଡୁବାବାଙ୍କ କୈଳାସପର୍ବତ ଉତ୍ପାଟନ ବେଶ…

ନୟାଗଡ଼: ନୟାଗଡ଼ ଜିଲା ପ୍ରସିଦ୍ଧ ଶୈବପୀଠ ଶରଣକୁଳର ପ୍ରଭୁ ଲଡ଼ୁବାବା ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀରେ ଦୁର୍ଲଭ କୈଳାସ ପର୍ବତ ଉତ୍ପାଟନ ବା ରାବଣ ବେଶରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।ବର୍ଷକୁ ଥରେ କେବଳ କାର୍ତ୍ତିକ ପୂର୍ଣ୍ଣମୀରେ ହେଉଥିବା ଏହି ବେଶରେ ପ୍ରଭୁ ଲଡ଼ୁବାବାଙ୍କ

ଚିକିଟୀ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ୫୩ ତମ ବୋଇତ ବନ୍ଧାଣ ଓ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ…

ଚିକିଟୀ -- ସ୍ଥାନୀୟ ପାଣ୍ଡିରି ଗ୍ରାମ ନିକଟସ୍ଥ ପୁଣ୍ୟ ବାହୁଦା ନଦୀ ତଟରେ ଚିକିଟୀ ଖେମୁଣ୍ଡି କେନ୍ଦ୍ରୀୟ ପରିଷଦ ଆନୁକୁଲ୍ୟରେ ପାଣ୍ଡିରି ଆଞ୍ଚଳିକ ପରିଷଦ ଠାରେ କେନ୍ଦ୍ରୀୟ ପରିଷଦ ସଭାପତିଙ୍କ ପୌରହିତ୍ୟ ରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ପରିଷଦ କର୍ମକର୍ତ୍ତା,

ଆସିକା ସୁବର୍ଣ୍ଣେସ୍ୱର ମନ୍ଦିର ନିକଟରୁ ଚୋରା ବାଲି ଚାଲାଣ ବେଳେ ଟ୍ରାକ୍ଟର ଜବତ……!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସୁବର୍ଣ୍ଣେସ୍ୱର ମନ୍ଦିର ନିକଟରୁ ଚୋରା ବାଲି ଚାଲାଣ ବେଳେ ଆସିକା ପୋଲିସ ଗୋଟେ ଟ୍ରାକ୍ଟର କୁ ଜବତ କରିଛି। ପୋଲିସ କୁ ଦେଖିବା ମାତ୍ରେ ଅନ୍ୟ ଟ୍ରାକ୍ଟର ମାନେ ଛୁ ମାରିବାରେ ସଫଳ ହୋଇଥିଲେ। ପ୍ରଶାସନ କୁ ଚକମା ଦେଇ ଭୋର ଚାରି ଘଣ୍ଟାରୁ ସକାଳ ୮ ଘଣ୍ଟା

ନୟାଗଡ଼ ଜିଲ୍ଲାସ୍ତରୀୟ ୧୩ତମ ଓଡଗାଁ ଓପନ ରାପିଡ଼ ଚେସ୍ ଟୁର୍ଣ୍ଣାମେଣ୍ଟ : ଜିତେନ୍ଦ୍ର କୁମାର ଦାସ ବିଜେତା….

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଓଡ଼ଗାଁ ସରକାରୀ କଲ୍ୟାଣମଣ୍ଡପ ପରିସରରେ ବୁଧବାର ଏକଦିବସୀୟ ଜିଲ୍ଲାସ୍ତରୀୟ ୧୩ତମ ଓଡ଼ଗାଁ ଓପନ ରାପିଡ଼ ଚେସ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୪୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ

ଜାତୀୟ ସାମ୍ବାଦିକତା ଦିବସ ନିମନ୍ତେ ଚିକିଟୀ ପ୍ରେସ କ୍ଲବ ର ସାଧାରଣ ବୈଠକ…

ଚିକିଟୀ :-- ଏହି ବ୍ଲକ ଚିକିଟୀ ପ୍ରେସ କ୍ଲବ କାର୍ଯ୍ୟାଳୟ ପରିସରରେ ସଭାପତି ଶ୍ରୀ ସୁରେନ୍ଦ୍ର ନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ କ୍ଲବ ର ୪୯ ତମ ସାଧାରଣ ବୈଠକ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ଆଗାମୀ ଦିନରେ ଏ ବର୍ଷର ଜାତୀୟ ପ୍ରେସ ଦିବସକୁ ଅତି ନିଆରା ଢଙ୍ଗରେ ପାଳନ କରିବା

ମେରା ଯୁବା ଭରତ ଓ ବନ ବିଭାଗ ତରଫରୁବ୍ଲକ୍ ସ୍ତରୀୟ ଖେଳ ପ୍ରତିଯୋଗିତା…

ମାଲକାନଗିରି ୦୫/୧୧ ନେହେରୁ ଯୁବ କେନ୍ଦ୍ର ଏବଂ ବନ ବିଭାଗ ସହିତ ମିଳିତ ଉଦ୍ୟମ ରେ କାଲିମେଳା ବ୍ଲକ ର ବିଭିନ୍ନ ଯୁବ କ୍ଲବ ଓ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ ରେ ପ୍ରତିଯୋଗୀତା ସହ ବିଭିନ୍ନ କ୍ରୀଡ଼ା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ