ବିଶ୍ୱବିଜେତା ମହିଳା କ୍ରିକେଟ ଟିମକୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱବିଜୟୀ ମହିଳା କ୍ରିକେଟ ଟିମ୍ । ଅଧିନାୟକ ହର୍ମନପ୍ରୀତଙ୍କ ନେତୃତ୍ୱରେ ଭାରତୀୟ ମହିଳା କ୍ରିକେଟ ଟିମର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତାଙ୍କ ବାସଭବନରେ ଭେଟିଛନ୍ତି । ବିଶ୍ୱବିଜେତା ଦଳକୁ ପ୍ରଧାନମନ୍ତ୍ରୀ

ବାଳକୁମାରୀ ଘାଟି ରାସ୍ତା ରେ ସଡ଼କ ଦୃଘଟଣା ଜଣେ ମୃତ ଦୁଇ ଗୁରୁତର…

ଚିକିଟୀ -- ଏହି ବ୍ଲକ ଅନ୍ତର୍ଗତ ଚିକିଟୀ ଫାଣ୍ଡି ଅଧିନସ୍ତ ବାଳକୁମାରୀ ପୀଠରୁ ଦର୍ଶନ ସାରି ଫେରୁଥିବା ବେଳେ ସଡ଼କ ଦୃଘଟଣା ରେ ଜଣେ ମୃତ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି l ସୂଚନା ପ୍ରକାରେ ଆଜି ପୂର୍ବାହ୍ନ ରେ ଗୋଳନ୍ଥରା ଥାନା ଅନ୍ତର୍ଗତ କତୁରୁ ନୂଆଗାଁ ର ତିନିଜଣ ଯୁବକ ଶିବଶଙ୍କର ସାହୁ

ଫିଲିପାଇନ୍ସରେ ବାତ୍ୟା ‘କଲମାଏଗି’ର ତାଣ୍ଡବ, ୯୦ ମୃତ

ଫିଲିପାଇନ୍ସରେ ଭୟଙ୍କର ତୋଫାନ୍ । ବାତ୍ୟା ‘କଲମାଏଗି’ ରଚିଛି ତାଣ୍ଡବ । ଫଳରେ ୯୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ନିଖୋଜ ଅଛନ୍ତି । କେବଳ ସୋବୁ ଅଞ୍ଚଳରେ ୭୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହି ବାତ୍ୟା ଏବେ ପଲବାନ ଦ୍ବୀପ ଆଡ଼କୁ ମୁହାଁଇଛି । ଫଳରେ ବାତ୍ୟାର ପ୍ରଭାବ

ଆମେରିକାରରେ UPS ମାଲବାହୀ ବିମାନ କ୍ରାସ, ୩ ମୃତ ୧୦ରୁ ଅଧିକ ଆହତ

ଆମେରିକା ଭୟଙ୍କର ବିମାନ ଦୁର୍ଘଟଣା । ଆମେରିକାର ଲୁଇସଭିଲରେ କ୍ରାସ ହେଲା UPS ମାଲବାହୀ ବିମାନ । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଅଧିକ ଆହତ ହୋଇଛନ୍ତି । ଲୁଇସଭିଲର ମହମ୍ମଦ ଅଲି ଅନ୍ତର୍ଜାତୀୟ ବିମାନବନ୍ଦର ରୁ ଉଡ଼ାଣ ଭରିବାର କିଛି ସମୟ ପରେ ମ୍ୟାକଡୋନେଲ ଡଗଲାସ୍

ଉମରକୋଟ ବେହେଡା ବିଦ୍ୟାଳୟ ନିକଟରେ ମଦ ଦୋକାନ: ଗ୍ରାମ ବାସୀଙ୍କ ପକ୍ଷରୁ ବିରୋଧ…..!

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାର ଉମରକୋଟ ବ୍ଲକ ଅଧୀନସ୍ଥ ବେହେଡା ପଞ୍ଚାୟତ ସଦର ମହକୁମାରେ ସରକାରୀ ନୀତିକୁ ଅଣଦେଖା କରି ବିଦ୍ୟାଳୟ ପରିସର ନିକଟରେ ବିଦେଶୀ ମଦ ଦୋକାନ ସଂଚାଳନ ହେଉଥିବା ଅଭିଯୋଗ ଦାଖଲ ହୋଇଛି। ଶିକ୍ଷା ପ୍ରତିଷ୍ଠାନ, ଧର୍ମୀୟ ସ୍ଥାନ ଓ ସାର୍ବଜନୀନ ସଂସ୍ଥାରୁ ୧୦୦ ମିଟରରୁ

ଭାରତ ସହ ବାଣିଜ୍ୟିକ ଆଲୋଚନା କଲେ ଟ୍ରମ୍ପଙ୍କ ଟିମ୍‌

ନୂଆଦିଲ୍ଲୀ: ଭାରତ ସହ ଆମେରିକାର ଟାରିଫ୍‌ ଯୁଦ୍ଧ ପରେ ବାଣିଜ୍ୟିକ ସଂପର୍କକୁ ସୁଦୃଢ଼ କରିବାକୁ ଆଗ୍ରହ ପ୍ରକାଶ କରିଛି ଆମେରିକା । ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ଆଲୋଚନା ମଧ୍ୟ ହୋଇଥିବା କହିଛି ଆମେରିକା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣା ସିନ ରି- କ୍ରିଏସନ୍ କଲା ପୋଲିସ…

ହତ୍ୟା ଘଟଣା ସ୍ଥାନରେ ଡେମୋ ଦେଖାଇଲା ଅଭିଯୁକ୍ତ... ବ୍ରହ୍ମପୁର : ପୋଲିସ ଦୁଇ ଦିନିଆ ରିମାଣ୍ଡରେ ଆଣିବା ପରେ କୁରୁପତି ଭୂୟାଁ ଏବଂ ଚିଣ୍ଟୁ ପ୍ରଧାନକୁ ହତ୍ୟାକାଣ୍ଡ ଘଟଣା ସ୍ଥଳକୁ ନେଇଥିଲା ପୋଲିସ।ସେଠାରେ ଗତ ମାସ ୬ ତାରିଖରେ ପିତବାସଙ୍କୁ କିଭଳି ଗୁଳି ମାରି ହତ୍ୟା କରିଥିଲା ତାହାର

୯ ରାଜ୍ୟ, ୩ କେନ୍ଦ୍ରଶାସିତ ଅଞ୍ଚଳରେ ଏସ୍‌ଆଇଆର ଆରମ୍ଭ

ନୂଆଦିଲ୍ଲୀ: ଦେଶର ୯ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ମଙ୍ଗଳବାର ଠାରୁ ସଘନ ଭୋଟର ତାଲିକା ସଂଶୋଧନ ଅଭିଯାନ (ଏସ୍‌ଆଇଆର) ଆରମ୍ଭ ହୋଇଛି। ବିହାରରେ ସଫଳତାର ସହ ଏସ୍‌ଆଇଆର ଶେଷ ହେବା ପରେ ଏହା ହେଉଛି ଦେଶର ଦ୍ବିତୀୟ ଏସ୍‌ଆଇଆର ପ୍ରକ୍ରିୟା। ଭାରତୀୟ ସମ୍ବିଧାନର ଧାରା ୩୨୪,

ରେଳ ଧାରଣା ପାରି ହେବା ବେଳେ ଚାଲିଗଲା ୪ ଜୀବନ

ମିର୍ଜାପୁର : ଭୁଲ ପାର୍ଶ୍ୱରେ ରେଳଗାଡ଼ିରୁ ଓହ୍ଲାଇ ଚାଲିଗଲା ୪ ଜଣଙ୍କ ଜୀବନ । ଆଜି ସକାଳେ ଉତ୍ତର ପ୍ରଦେଶର ମିର୍ଜାପୁରରେ ରେଳଗାଡ଼ି ଚଢ଼ି ଚାରିଜଣଙ୍କ ଜୀବନ ଚାଲିଯାଇଛି । ଚୁନାର ରେଳ ଷ୍ଟେସନ୍‌ରେ ସକାଳ ପ୍ରାୟ ୯:୩୦ ସମୟରେ ଚୋପନ-ପ୍ରୟାଗରାଜ ଏକ୍ସପ୍ରେସ୍‌  ୪ନଂ ପ୍ଲାଟଫର୍ମରେ

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପ୍ରଚାର ଶେଷ, ୧୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାରେ ମୋଟ୍‌ ୧୨୧ଟି ଆସନରେ ଭୋଟ୍‌ ଗ୍ରହଣ ହେବ। ୧୩୧୪ ଜଣ ପ୍ରାର୍ଥୀ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଛନ୍ତି। ଉଭୟ