Sign in
Sign in
Recover your password.
A password will be e-mailed to you.
ସ୍ତ୍ରୀ, ଶାଶୂ, ଶଶୁରଙ୍କୁ କଟୁରୀରେ ହାଣିଲା ଜ୍ବାଇଁ
ବାଙ୍କୀ: ଶ୍ବଶୁର ଘରେ ଜ୍ବାଇଁର ଉନ୍ମତ୍ତକାଣ୍ଡ । ନିଜ ପତ୍ନୀ ସହ ଶାଶୂ, ଶଶୁରଙ୍କୁ କଟୁରୀରେ ହାଣିଲା ରକ୍ତମୁଖା ଜ୍ୱାଇଁ । କଟକ ଜିଲ୍ଲା ବାଙ୍କୀ ଥାନା ଶିଶୁଆ ଗାଁର ଘଟଣା । ଗାଁର ସଞ୍ଜୟ ଦାସ ନିଜ ଶ୍ୱଶୁର ଘରକୁ ଆସି ପତ୍ନୀ ପୁଷ୍ପାଙ୍କୁ ସାଙ୍ଗରେ ଯିବାକୁ ବାଧ୍ୟ କରିଥିଲେ । ପୁଷ୍ପା ତାଙ୍କ!-->…
ଆନନ୍ଦପୁରରେ ବାଘ ପାଦଚିହ୍ନ, ତୀକ୍ଷଣ ନଜର ରଖିଛି ବନବିଭାଗ
ଆନନ୍ଦପୁର: ଆନନ୍ଦପୁରରେ ବାଘ ଆତଙ୍କ । ଆନନ୍ଦପୁର ବନଖଣ୍ଡ ସଢଙ୍ଗୀ ଗାଁରେ ବାଘ ପାଦ ଚିହ୍ନ ସ୍ପଷ୍ଟ ପରେ ଭୟଭୀତ ଅବସ୍ଥାରେ ଗାଁଲୋକେ । ସେପଟେ ବାଘର ପାଦ ଚିହ୍ନ ସ୍ପଷ୍ଟ ହେବା ପରେ ତୀକ୍ଷଣ ନଜର ରଖିଛି ବନ ବିଭାଗ । ଗାଁର ଜଣେ ଯୁବକ ବିଳମ୍ବିତ ରାତିରେ ବାଘକୁ ଦେଖି ଗ୍ରାମବାସୀ ଙ୍କୁ!-->…
ଜିଲ୍ଲାସ୍ତରୀୟ ବୋଇତ ବନ୍ଦାଣ ମହୋତ୍ସବ ଉଦଘାଟିତ
ଗୋପାଳପୁର : ଗୋପାଳପୁର ବେଳାଭୂମି ଠାରେ ଜିଲ୍ଲା ସ୍ତରୀୟ ବୋଇତ ବନ୍ଦାଣ ମହୋତ୍ସବ ୨୦୨୫ ଜିଲ୍ଲପାଳ ୱି କୀର୍ତ୍ତି ୱାସନ ଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଯାଇଛି l ପ୍ରାଚୀନତମ କଳିଙ୍ଗର ନୌଚାଳନା ଓ ନୌବାଣିଜ୍ୟ ପରମ୍ପରା ଭାରତ ଇତିହାସର ଏକ ଗୌରବମୟ ଅଧ୍ୟାୟ। ଏହି ସ୍ମୃତି ସ୍ୱରୂପ ଓଡ଼ିଆ!-->…
ଭୁଲ ଇଞ୍ଜେକ୍ସନ ପାଇଁ ଚାଲିଗଲା ଗର୍ଭବତୀ ମହିଳାଙ୍କ ଜୀବନ !
ନବରଙ୍ଗପୁର: ମୋ ସ୍ତ୍ରୀକୁ ଇଂଜେକ୍ସନ ଦେଇଥିଲେ ନର୍ସ । ମୋ ସ୍ତ୍ରୀ ସୁସ୍ଥ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । କିନ୍ତୁ ଇଞ୍ଜେକ୍ସନ ନେବାର କିଛି ସମୟ ଭିତରେ ହିଁ ଚାଲିଗଲା ମୋ ଗର୍ଭବତୀ ସ୍ତ୍ରୀର ଜୀବନ । ଏକଥା ଆମେ କହୁନୁ ଆଜ୍ଞା ଏଭଳି ଅଭିଯୋଗ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା!-->…
ଚଳିତ ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ପିଛା ୬୯ ଟଙ୍କା ଅଧିକ ପାଇବେ ଚାଷୀ
ଭୁବନେଶ୍ୱର : ଚାଷୀଙ୍କ ପାଇଁ ଖୁସି ଖବର । ଚଳିତ ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ପିଛା ଆଉ ୬୯ ଟଙ୍କା ଅଧିକ ପାଇବେ ଚାଷୀ । ବର୍ଦ୍ଧିତ ଏମଏସପି ଅନୁଯାୟୀ ଚାଷୀଙ୍କୁ ଅଧିକ ୬୯ ଟଙ୍କା ଦେବେ ସରକାର । ଏଣିକି ୩୧୦୦ ବଦଳରେ କ୍ୱିଣ୍ଟାଲ ପିଛା ୩୧୬୯ ଟଙ୍କା ଦେବେ ସରକାର । ଗ୍ରେଡ଼ ଏ ଧାନ!-->…
ସୁଦାନରୁ ପୁଅକୁ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ଆଦର୍ଶଙ୍କ ପରିବାର
ଜଗତସିଂପୁର : ସୁଦାନରୁ ପୁଅକୁ ଫେରାଇ ଆଣିବାକୁ ନିବେଦନ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୁଦାନରେ ବନ୍ଦୀ ଥିବା ଆଦର୍ଶ ବେହେରାଙ୍କ ବାପା ଓ ମାଆ । କାଲି ପାରାଦୀପର କଳିଙ୍ଗ ବାଲିଯାତ୍ରା ଉଦଘାଟନ ପାଇଁ ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ସମୟରେ ଆଦର୍ଶଙ୍କ ବାପା-ମାଆ!-->…
କମୁଛି ତାପମାତ୍ରା, ୧୧ରୁ ରାଜ୍ୟରେ ବଢ଼ିବ ଶୀତ
ଭୁବନେଶ୍ୱର: ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଶୀତ ପଡ଼ିବା ଆରମ୍ଭ ହୋଇଛି। ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ଏହିଭଳି ଭାବେ ଶୀତ ପ୍ରକୋପ ଲାଗି ରହିବ। ୧୧ ତାରିଖରୁ ସାରା ରାଜ୍ୟରେ ଶୀତ ପ୍ରକୋପ ଆହୁରି ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି। ଭୁବନେଶ୍ବର!-->…
ବରିଷ୍ଠ ନାଗରିକ ଓ ପେନସନଭୋଗୀଙ୍କ ପାଇଁ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ
ବ୍ରହ୍ମପୁର : ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନର ଉପ-ଜିଲ୍ଲାପାଳ ଶ୍ରୀ ଅବିନାଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ପକ୍ଷରୁ ଆଜି ସ୍ଥାନୀୟ ରାଜସ୍ୱ ଡାକ ବଙ୍ଗଳା ସମ୍ମିଳନୀ କକ୍ଷରେ ବରିଷ୍ଠ ନାଗରିକ ଓ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଆର୍ଥିକ ସାକ୍ଷରତା!-->…
ଜିଲ୍ଲା ସାଇବର ସୁରକ୍ଷା ସଚେତନତା ଅଭିଯାନରେ ପ୍ରଥମ ସ୍ଥାନରେ ବାଲିଗୁଡା ଛାତ୍ରୀ…
ବାଲିଗୁଡ଼ା, ତା, ୪/୧୧ : କନ୍ଧମାଳ ଜିଲ୍ଲା ପୋଲିସ ଆନୁକୁଲ୍ୟରେ ଫୁଲବାଣୀ ସ୍ଥିତ ଏଜେଓ ହାଇସ୍କୁଲ ପରିସରରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସାଇବର ସୁରକ୍ଷା ସଚେତନତା ଅଭିଯାନ-୨୦୨୫ ଆୟୋଜିତ ଓଡ଼ିଆ ବିତର୍କ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବାଲିଗୁଡ଼ା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବମ!-->…
ଜିଲ୍ଲାସ୍ତରୀୟ ସୁରଭିରେ ଓଡ଼ଗାଁ କଲେଜ ଛାତ୍ରଛାତ୍ରୀଙ୍କ ସଫଳତା…
ନୟାଗଡ଼: ନୟାଗଡ଼ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ଅନୁଷ୍ଠିତ ହେଉଥିବା ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବରେ ଓଡ଼ଗାଁ କଲେଜର ପ୍ରତିଯୋଗୀମାନେ ଅଭୂତପୂର୍ବ ସଫଳତା ଆଣି କଲେଜ ପାଇଁ ଗୌରବ ସାଉଁଟିଛନ୍ତି।ସମୁଦାୟ ୫ ଗୋଟି ବିଭାଗ ମଧ୍ୟରୁ ୪ ଗୋଟି ବିଭାଗରେ ପ୍ରଥମ!-->…