Sign in
Sign in
Recover your password.
A password will be e-mailed to you.
ସରକାର ଗଢ଼ିଲେ ଜାନୁଆରୀ ୧୪ସୁଦ୍ଧା ପ୍ରତି ମହିଳାଙ୍କ ଆକାଉଣ୍ଟରେ ଜମା ହେବ ୩୦ ହଜାର ଟଙ୍କା:ତେଜସ୍ୱୀ
ପାଟନା: ବିହାର ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ନଭେମ୍ବର ୬ତାରିଖରେ ହେବାକୁ ଯାଉଛି । ଏଥିପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେବ । ଏହା ପୂର୍ବରୁ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ତେଜସ୍ୱୀ ବିହାରର ମା’ ଏବଂ!-->…
ଦେଶର ସଂସ୍କୃତିକୁ ଅପମାନିତ କରୁଛନ୍ତି କଂଗ୍ରେସ ଓ ଆରଜେଡି:ମୋଦୀ
ପାଟନା: କଂଗ୍ରେସ ଓ ଆରଜେଡି ଦେଶର ସଂସ୍କୃତି ଓ ପରମ୍ପରାକୁ ଅପମାନିତ କରୁଥିବାବେଳେ ବିଦେଶୀ ସଂସ୍କୃତିକୁ ଆପଣାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଯୋଗ କରିଛନ୍ତି। ସୋମବାର ବିହାରର ସହର୍ସାରେ ନିର୍ବାଚନ ରାଲିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ ଓ!-->…
ଭୋପାଳରେ ଜରୁରୀ ଅବତରଣ କଲା ଦିଲ୍ଲୀରୁ ବେଙ୍ଗାଲୁରୁ ଯାଉଥିବା ଏୟାର ଇଣ୍ଡିଆ ବିମାନ
ଭୋପାଳ: ଏୟାର ଇଣ୍ଡିଆରେ ଯାନ୍ତ୍ରିକ ତ୍ରୁଟି । ଏୟାର ଇଣ୍ଡିଆ ଫ୍ଲାଇଟର ଜରୁରୀକାଳୀନ ଅବତରଣ । ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନୂଆଦିଲ୍ଲୀରୁ ବେଙ୍ଗାଲୁରୁ ଯାଉଥିବା ଏୟାର ଇଣ୍ଡିଆର ବିମାନକୁ ଭୋପାଳରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ସେହିଭଳି ସାନ ଫ୍ରାନ୍ସିସ୍କୋରୁ!-->…
ସୁରକ୍ଷାକର୍ମୀଙ୍କ ଗୁଳିରେ ୟୁକେଏନ୍ଏର ୪ ଆତଙ୍କବାଦୀ ନିହତ
ଇମ୍ଫାଲ୍ : ମଣିପୁରରେ ଗାଁରେ ଲୁଚି ରହିଥିବା ୪ ଆତଙ୍କବାଦୀ ସେନା ଗୁଳିରେ ନିହତ ହୋଇଛନ୍ତି । ୪ଜଣ ଆତଙ୍କବାଦୀ ୟୁନାଇଟେଡ୍ କୁକି ନ୍ୟାସନାଲ୍ ଆର୍ମି (ୟୁକେଏନ୍ଏ) ର ସଦସ୍ୟ ଥିବା ସୂଚନା ମିଳିଛି । ୟୁକେଏନ୍ଏ ର ଆତଙ୍କବାଦୀ କିଛିଦିନ ପୂର୍ବରୁ ଜଣେ ଗ୍ରାମମୁଖ୍ୟଙ୍କୁ ହତ୍ୟା ଏବଂ ସ୍ଥାନୀୟ!-->…
ପାକିସ୍ତାନ ସୁପ୍ରିମକୋର୍ଟ କ୍ୟାଣ୍ଟିନରେ ବିସ୍ଫୋରଣ, ୧୨ ଆହତ
ପାକିସ୍ତାନ ସୁପ୍ରିମକୋର୍ଟ କ୍ୟାଣ୍ଟିନରେ ମଙ୍ଗଳବାର ସକାଳେ ବିସ୍ଫୋରଣ ଘଟିଛି। ଏଥିରେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। କ୍ୟାଣ୍ଟିନରେ ଏକ ସିଲିଣ୍ଡରରୁ ଗ୍ୟାସ ଲିକ୍ ହେଉଥିଲା। ଏହି ସମୟରେ ସେଠାରେ ଲାଗିଥିବା ଏସି ମରାମତି ଚାଲିଥିବାବେଳେ ଗ୍ୟାସରେ ସ୍ଵତ୍ତଃ ଅଗ୍ନିସଂଯୋଗ ଘଟିବାରୁ!-->…
ବିଳାସପୁରରେ ମାଲବାହୀ ଟ୍ରେନକୁ ଧକ୍କା ଦେଲା ପାସେଞ୍ଜର, ୧୦ ମୃତ
ବିଳାସପୁର : ଛତିଶଗଡ ବିଳାସପୁରରେ ବଡ଼ ଟ୍ରେନ ଦୁର୍ଘଟଣା । ହାୱଡା ରୁଟରେ ପାସେଞ୍ଜର ଟ୍ରେନ ଏବଂ ମାଲବାହୀ ଟ୍ରେନ ପରସ୍ପର ମଧ୍ୟରେ ଧକ୍କା ହୋଇଛି । ଅନେକ ବଗି ଲାଇନଚ୍ୟୁତ ହୋଇଛି । ଟ୍ରେନ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଆଗକୁ ଏହି ସଂଖ୍ୟା ବଢିବାରେ ବୋଲି!-->…
ହିନ୍ଦୁଜା ଗ୍ରୁପର ଚେୟାରମ୍ୟାନ ଗୋପୀଚାନ୍ଦ ପି ହିନ୍ଦୁଜାଙ୍କ ପରଲୋକ
ଲଣ୍ଡନ : ହିନ୍ଦୁଜା ଗ୍ରୁପର ଚେୟାରମ୍ୟାନ ଗୋପୀଚାନ୍ଦ ପି ହିନ୍ଦୁଜାଙ୍କ ପରଲୋକ । ଲଣ୍ଡନର ଏକ ହସପିଟାଲରେ ତାଙ୍କ ମ୍ତ୍ୟୁ ହୋଇଥିବା ଜଣାପଡିଛି । ମ୍ତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିବା ଜଣାପଡିଛି । ଦୀର୍ଘ ଦିନରୁ ଅସୁସ୍ଥ ହୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ ।
ଗୋପୀଚାନ୍ଦ!-->!-->!-->…
ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି ଟିକେଟ କ୍ୟାନସେଲ କଲେ କଟିବନି ଟଙ୍କା
ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଥର ଫ୍ଲାଇଟ ଟିକେଟ କ୍ୟାନସେଲ କଲେ କଟିବନି ଟଙ୍କା । କୌଣସି ଯାତ୍ରୀ ୪୮ ଘଣ୍ଟା ମଧ୍ୟରେ ଟିକେଟ କ୍ୟାନସେଲ କଲେ କିମ୍ବା ଯାତ୍ରା ତାରିଖ ବଦଳାଇଲେ ଲାଗିବନି କୌଣସି ଅତିରିକ୍ତ ଶୁଳ୍କ । ଏନେଇ ନୂଆ ପ୍ରସ୍ତାବ ଦେଇଛି DGCA । ନୂଆ!-->…
ବାରବାଙ୍କୀରେ ଟ୍ରକ-କାର ଧକ୍କା, ୬ ମୃତ
ବାରବାଙ୍କୀ : ଉତ୍ତରପ୍ରଦେଶ ବାରବାଙ୍କୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଟ୍ରକ ଦ୍ରୁତଗତିରେ ଆସି ଏକ କାରକୁ ଧକ୍କା ଦେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୨ ଜଣ ଆହତ ହୋଇଛନ୍ତି । ସେମାନଙ୍କ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।
ଖବର ମୁତାବକ,!-->!-->!-->…
ଅନିଲ ଅମ୍ବାନୀଙ୍କ ବାସଭବନ, କାର୍ଯ୍ୟାଳୟରେ ଚଢଉ, ୩୦୦୦ କୋଟିର ସମ୍ପତ୍ତି ଜବତ
ମୁମ୍ବଇ: ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍ର ମାଲିକ ଅନିଲ ଅମ୍ବାନୀଙ୍କ ବାସଭବନ ଏବଂ ବିଭିନ୍ନ କାର୍ଯ୍ୟାଳୟ ଉପରେ ଚଢଉ କରାଯାଇ ପ୍ରାୟ ୩୦୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ମୁମ୍ବଇର ପାଲିହିଲସ୍ଥିତ ଅନିଲଙ୍କ ବାସଭବନ ସମେତ!-->…