ବନ୍ଧୁକ ଲାଇସେନ୍ସ ପାଇଁ ନିଜ ଘରେ ବୋମା ବିସ୍ଫୋରଣ କଲେ ମହିଳା, ୩ ଗିରଫ

ଭୁବନେଶ୍ୱର : ବନ୍ଧୁକ ଲାଇସେନ୍ସ ହାତେଇବା ପାଇଁ ମହିଳାଙ୍କ ନାଟକ । ସୁପାରୀ ଦେଇ ନିଜ ଘରେ କରିଥିଲେ ବୋମା ବିସ୍ଫୋରଣ ଏବଂ ଗୁଳିମାଡ ।  ଗନ୍ ପାଇଁ ଲାଇସେନ୍ସ ନମିଳିବାରୁ ଏପରି ପ୍ରାୟୋଜିତ ଆଟାକ କରିଥିଲେ ଭରତପୂର ଥାନା ଅଂଚଳରେ ଘୁଙ୍ଗୁରୁ ମିଶ୍ର ନାମକ ଜଣେ ମହିଳା । ପ୍ରଥମେ ସେପ୍ଟେମ୍ବର

ବିଡିଓଙ୍କ ଘରେ କଳାକନା ବୁଲାଇଲେ ଲୁଟେରା

ନବରଙ୍ଗପୁର: ନବରଙ୍ଗପୁର ବିଡିଓଙ୍କ ଘରେ କଳା କନା ବୁଲାଇଲେ ଚୋର। ଗତ ଶନିବାର ଛୁଟିରେ ନବରଙ୍ଗପୁର ବ୍ଲକ ବିଡିଓ ସୁନୀଲ ଖରା ନିଜ ପରିବାର ଲୋକଙ୍କୁ ଭେଟିବାକୁ ରାୟଗଡା ଯାଇଥିଲେ। ଆଜି ସକାଳେ ସେ ରାୟଗଡାରୁ ଫେରି ବ୍ଲକ ପରିସରରେ ଥିବା ତାଙ୍କ ସରକାରୀ ବାସ ଭବନ ଖୋଲିବା ବେଳକୁ ଦୁଇଟି

କଳା ଜୀବନକୁ ସରସ ସୁନ୍ଦର କରିଥାଏ : କଳାକାର ମହାସଂଘ

ବ୍ରହ୍ମପୁର : ପବିତ୍ର କାର୍ତ୍ତିକ ମାସ ଶେଷ ସୋମବାର ପାଳନ ପରିପ୍ରେକ୍ଷୀରେ ବ୍ରହ୍ମପୁର ସହର ସନ୍ନିକଟ ସୁନାପୁର ଗ୍ରାମ କାଶୀ ବିଶ୍ୱନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀଶ୍ରୀ କାଶୀ ବିଶ୍ୱନାଥ ବୋଲବମ୍ ସଂଘ ତରଫରୁ ଏକ ସାଂସ୍କୃତିକ ସନ୍ଧ୍ୟାର ଆୟୋଜନ କରାଯାଇଥିଲା। ବୋଲବମ୍ ସଂଘ ସଭାପତି

ବଳାତ୍କାର ପ୍ରୟାସ ଅଭିଯୋଗରେ ଯୁବକ ଗିରଫ: ଉମରକୋଟ ଅଞ୍ଚଳରେ ଚାଞ୍ଚଲ୍ୟ

ଉମରକୋଟ /ରାଇଘର : ନବରଙ୍ଗପୁର ଜିଲ୍ଲା ଉମରକୋଟ ଅନ୍ତର୍ଗତ କୁନ୍ଦେଇ ଥାନା ଅଧୀନସ୍ଥ କେବିକଙ୍ଗା ଆଦିବାସୀ ଗ୍ରାମରେ ଜଣେ ଯୁବତୀଙ୍କୁ ବଳାତ୍କାର ପ୍ରୟାସ ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଯୁବକ ଜଣକ ହେଲେ କେବିକଙ୍ଗା ଡିଏନକେ ଗ୍ରାମର ନିତାଇ

ପିଲାଙ୍କ ଦ୍ବାରା ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ୧୪ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ଦ୍ୱାରା ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଇବା ପାଇଁ ଆଗତ ଏକ ଜନସ୍ୱାର୍ଥ ମାମଲା (PIL)କୁ ସୁପ୍ରିମକୋର୍ଟ (Supreme Court) ଖାରଜ କରିଦେଇଛନ୍ତି। ସୋମବାର ଦିନ ଆବେଦନର ଶୁଣାଣି କରି କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ

ପରମାଣୁ ପରୀକ୍ଷଣ କରୁଛି ପାକିସ୍ତାନ: ଟ୍ରମ୍ପ

ପାକିସ୍ତାନ ପରମାଣୁ ପରୀକ୍ଷଣ କରୁଛି। ଏଭଳି ଖୁଲାସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। CBS ନ୍ୟୁଜକୁ ଏକ ସାକ୍ଷାତକାର ଦେବା ସମୟରେ ଟ୍ରମ୍ପ ଏହି ଦାବି କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ପାକିସ୍ତାନ ପରମାଣୁ ପରୀକ୍ଷଣ କରୁଛି। ଉତ୍ତର କୋରିଆ ଓ ରୁଷ ମଧ୍ୟ ପରମାଣୁ

ବିରୋଧୀ ମହାମେଣ୍ଟ ୩ଟି ମାଙ୍କଡର ଯୋଡି: ଯୋଗୀ

ପଟନା: ବିହାରର ଦରଭଙ୍ଗାରେ ନିର୍ବାଚନୀ ପ୍ରଚାର କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଯୋଗୀ ବିରୋଧୀ ମହାମେଣ୍ଟକୁ ୩ଟି ମାଙ୍କଡର ଯୋଡି ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ଯଦି NDA ଜିତିବ, ତେବେ ବିହାର ବିଜୟୀ ହେବ। ସେ

ପୀତବାସ ପଣ୍ଡା ହତ୍ୟା ମାମଲା: ସାର୍ପ ସୁଟର କୁରୁପତି ଭୂୟାଁ ଓ ଉମା ବିଶୋୟୀ ଗିରଫ…..!

ବ୍ରହ୍ମପୁର: ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାର ୨ ଅଭିଯୁକ୍ତ ତଥା ଶାର୍ପ ସୁଟର କୁରୁପତି ଭୂୟାଁ ଏବଂ ମାଷ୍ଟର ମାଇଣ୍ଡ ଉମା ବିଶୋୟୀକୁ ଗିରଫ କରିଛି ପୁଲିସ। କୁରୁପତି ହିଁ ଘଟଣା ଦିନ ଅତି ନିକଟରୁ ପୀତବାସଙ୍କୁ ଗୁଳି କରିଥିଲେ ବୋଲି ପୋଲିସ ଆଗରୁ ସୂଚନା ଦେଇଛି।

ମଦ ପାଇଁ ବାପାକୁ ଗୁଳି କରି ନିଜ ଜୀବନ ହାରିଲା ପୁଅ

ବୃନ୍ଦାବନ: ନିଶା କେବଳ ମଣିଷର ଜୀବନ ନିଏନାହିଁ । ନିମିଷକ ମଧ୍ୟରେ ଗୋଟିଏ ପରିବାରକୁ ବରବାଦ କରିଦିଏ। ଏଭଳି ଏକ ଲୋମ ହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ବୃନ୍ଦାବନରେ। ଘରୋଇ କଳହକୁ କେନ୍ଦ୍ର କରି ଜଣେ ପୁଅ ନିଜ ବାପାକୁ ହତ୍ୟା କରିଛି। ଅଭିଯୁକ୍ତ ଜଣକ ନରେଶ ବୋଲି ଜଣାପଡିଛି।ମିଳିଥିବା

ବସ ଉପରେ ମାଡ଼ିଗଲା ଡମ୍ପର, ଚାଲିଗଲା ୧୯ ଯାତ୍ରୀଙ୍କ ଜୀବନ

ଜୟପୁର: ରାଜସ୍ଥାନର ଜୟପୁରର ଲୋହାମଣ୍ଡି ରାସ୍ତାରେ ସୋମବାର ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣା ଛାତିକୁ ଥରାଇ ଦେଉଛି। ଏକ ଡମ୍ପର ନିୟନ୍ତ୍ରଣ ହରାଇ ଅନେକ ଗାଡ଼ିକୁ ଧକ୍କା ଦେଇ ଆଗକୁ ବଢ଼ି ଯାଇଥିଲା। ଦୁଃଖର ବିଷୟ ଏହି ଦୁର୍ଘଟଣାରେ ୧୯ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ସୂଚନା