ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ବ୍ରହ୍ମପୁର କୋର୍ଟରେ ହାଜର …

ଗିରଫ ପରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ କାଦୁଅ ଫୋପଡ଼ା ଫୋପାଡ଼ି... ବ୍ରହ୍ମପୁର: ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ ପରେ ଆଜି ତାକୁ ବ୍ରହ୍ମପୁର ଅଣାଯାଇଛି । ସୂଚନା ଥାଉକି ନେପାଳ ସୀମାନ୍ତ ଉତ୍ତରାଖଣ୍ଡରୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଘଟଣା

ଶ୍ରୀମନ୍ଦିରରୁ ଡାଲଡା ଘିଅ ଜବତ, ସେବକଙ୍କୁ କୈଫିୟତ ମାଗିଲା ମନ୍ଦିର ପ୍ରଶାସନ

ପୁରୀ: ଶ୍ରୀମନ୍ଦିର ଭିତରୁ ଶନିବାର ଡାଲଡା ଘିଅ ଜବତ ହୋଇଛି। ଏହି ଘଟଣାରେ ଜଣେ ମହାସୁଆର ସେବକଙ୍କୁ ପଚରାଉଚରା କରାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଡାଲଡା ଘିଅ କେଉଁଥିରେ ବ୍ୟବହାର କରାଯାଉଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ମୁଖ୍ୟ

ଡିଜିଟାଲ୍ ଆରେଷ୍ଟ୍ କରି ୩ ହଜାର କୋଟି ଲୁଟିଛନ୍ତି ସାଇବର ଠକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଡିଜିଟାଲ୍ ଆରେଷ୍ଟ୍ ସ୍କାମରେ ୩୦୦୦ କୋଟି ଟଙ୍କା ଆଦାୟ । କେବଳ ଭାରତରେ ଡିଜିଟାଲ ଆରେଷ୍ଟ କରି ପ୍ରାୟ ୩ ହଜାର କୋଟି ଟଙ୍କା ଲୁଟ୍ କରିଛନ୍ତି ସାଇବର ଲୁଟେରା । ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ଡିଜିଟାଲ୍ ଆରେଷ୍ଟ୍ ସ୍କାମ୍ ଉପରେ ନିଜ ଆଡୁ ହୋଇଥିବା ମାମଲା ଉପରେ ଏପରି

ପାଇଖାନା ଟାଙ୍କିରେ ପଡ଼ି ୩ ଶିଶୁ ମୃତ

ବଡ଼ମ୍ବା: ଖେଳୁଥିବା ସମୟରେ ପାଇଖାନା ଟାଙ୍କିରେ ଖସିପଡ଼ି ୩ ଶିଶୁଙ୍କର ମୃତ୍ୟୁ ଘଟିଛି। କଟକ ଜିଲା ବଡ଼ମ୍ବା ଥାନା ରଗଡ଼ିପଡ଼ାରେ ସୋମବାର ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତକମାନଙ୍କ ମଧ୍ୟରେ ୨ ନାବାଳକ ଏବଂ ଜଣେ ନାବାଳିକା

ବିଜେପିରେ ସାମିଲ ହେଲେ ଅମର ପଟ୍ଟନାୟକ

ଭୁବନେଶ୍ବର : ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଆଇଟି ସେଲ୍ ଅଧ୍ୟକ୍ଷ ଓ ପୂର୍ବତନ ରାଜ୍ୟସଭା ସାଂସଦ ଓ ଦଳର ମୁଖପାତ୍ର ଅମର ପଟ୍ଟନାୟକ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଏନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବର ଆୟୋଜନ ହୋଇଥିଲା । ଆଜି ବିଧିବଦ୍ଧ ଭାବେ ବିଜେପିରେ

ନୂଆପଡ଼ା ପ୍ରଚାର ମଇଦାନରେ ନବୀନ

ଭୁବନେଶ୍ବର: ନୂଆପଡ଼ା ପ୍ରଚାର ମଇଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କୋମନା ତରବୋଡ଼ ନିର୍ବାଚନୀ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଛନ୍ତି । ବିଜେପି ଉପରେ ପ୍ରହାର କଲେ ନବୀନ। କହିଲେ, ଭୋଟ ଚୋରୀ କରି ସରକାର କଲେ। ଆଉ ଏବେ

ରାଜ ରାସ୍ତାରେ ଛାତ୍ରଛାତ୍ରୀ…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ମଶାବାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଭାବଗ୍ରାହୀ ମହାପାତ୍ରଙ୍କ ନିଲମ୍ବନକୁ ବିରୋଧ କରିବା ସହ ପ୍ରତ୍ୟାହାର ଦାବିରେ ରାଜରାସ୍ତାରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମିଳିତ ବିକ୍ଷୋଭ।ସୂଚନାଯୋଗ୍ୟ ଗତ ଦୀପାବଳୀ ଅବସରରେ ବିଦ୍ୟାଳୟ ଛୁଟି

ମୋବାଇଲ୍ ହ୍ଯାକ କରି ଶିକ୍ଷକଙ୍କଠାରୁ ୨.୭୮ ଲକ୍ଷ ଟଙ୍କା ଲୁଟି ନେଲା ସାଇବର ଠକ

ଜଳେଶ୍ବର : ଚାହୁଁ ଚାହୁଁ ଆକାଉଣ୍ଟରୁ କଟିଗଲା ଟଙ୍କା । ଗୋଟେ ମିନିଟରେ ଗୋଟେ ଟ୍ରାନାଜାକସନ୍ । କିଛି କରିବା ପୂର୍ବରୁ ସବୁ ପଇସା ଚାଲିଗଲା ଆକାଉଣ୍ଟ ହେଇଗଲା ଖାଲି । ହଁ ଆଜ୍ଞା ଏପରି ହୋଇଛି ଜଣେ ସରକାରି ଶିକ୍ଷକଙ୍କ ସହ । ନିଜ କଷ୍ଟ ଉପାର୍ଜିତ ଟଙ୍କା ଚାଲିଯାଇଛି ସାଇବରା ଚୋର ପାଖକୁ

ନୂଆପଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ

ନୂଆପଡ଼ା : ନୂଆପଡ଼ା ଯାଦବ ଭବନ ଠାରେ ଭାରତୀୟ ମଜଦୂର ସଂଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ର ରାଜ୍ୟ ଉପସଭାପତି ସାନ୍ତୁନୁ ମହାପାତ୍ର , ରାଜ୍ୟ ଉପସଭାପତି ଯୋଗେଶ୍ୱର ଦାସ , ପ୍ରଭାରୀ ବିଶ୍ଵ ରଞ୍ଜନ ସାହା , ସଂଗଠନ ସମ୍ପାଦକ

କୋଟପାଡ଼ରେ ବେଆଇନ ମୁରୁମ ଚାଲାଣ: ପ୍ରାକୃତିକ ସମ୍ପଦ ନଷ୍ଟ, ରାଜସ୍ୱ ହାନି

କୋଟପାଡ଼ : କୋରାପୁଟ ଜିଲ୍ଲାର ଛତିଶଗଡ଼ ସୀମାନ୍ତରେ ଥିବା କୋଟପାଡ଼ ତହସିଲ ଅନ୍ତର୍ଗତ ବିଭିନ୍ନ ସରକାରୀ ଜମି, ବନ୍ଧହୁଡ଼ା ଏବଂ ଜଙ୍ଗଲ ଜମିରୁ ବେଆଇନ ଭାବେ ମୁରୁମ ଚାଲାଣ ନିରନ୍ତର ଜାରି ରହିଛି। ଏହି ବେଆଇନ କାର୍ଯ୍ୟକଳାପ ରାଜସ୍ୱ ବିଭାଗ କିମ୍ବା ଲଘୁ ଖଣିଜ ଅଧିକାରୀଙ୍କ ଦୃଷ୍ଟିକୁ